• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

monsoon
ସାରା ଦେଶକୁ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଛି। ଗତକାଲି ରାଜସ୍ଥାନ, ହରିଆଣା ଓ ପଞ୍ଜାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ସହ ସାରା ଦେଶକୁ ମୌସୁମୀ ଛୁଇଁଛି। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଆଗୁଆ ପହଞ୍ଚିଛି। ଏହାପୂର୍ବରୁ ୨୦୧୩ରେ ମୌସୁମୀ ଜୁନ୍ ୧୬ରେ ପହଞ୍ଚିଥିଲା। ସୂଚନାଥାଉ କି, ଚଳିତ ବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ […]

Deep Sidhu Arrested
ଗିରଫ ହେଲେ ଅଭିନେତା ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି ଅବସରରେ ଲାଲ୍‌ କିଲାରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିନେତା ଦୀପ୍‌ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର  ସ୍ପେଶାଲ ସେଲ ମଙ୍ଗଳବାର ଦୀପ୍ ସିଦ୍ଧୁଙ୍କୁ ଗିରଫ କରିଛି। । ଦୀପ୍‌ ସିଦ୍ଧୁଙ୍କୁ ଧରିବା ପାଇଁ ପୋଲିସ ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ତେବେ ତାଙ୍କୁ କେଉଁଠୁ ଗିରଫ କରାଯାଇଛି ତାହା ସ୍ପଷ୍ଟ […]

mobile
ପ୍ରଳୟରେ ସାହା ହେଲା ମୋବାଇଲ୍, ଜୀବନ ବଞ୍ଚାଇ ଦେଲା କ୍ଷଣିକ ସିଗ୍‌ନାଲ୍‌

ନୂଆଦିଲ୍ଲୀ: ତପୋବନ ଅଞ୍ଚଳରେ ଏକ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୩୦୦ ମିଟର ଭିତରକୁ ଯାଇ ସେମାନେ କାମ କରୁଥିଲେ। ହଠାତ୍‌ ମାଡ଼ି ଆସିଲା ପ୍ରଳୟ। ଆଖି ସାମ୍ନାରେ ନାଚୁଥିଲା ମୃତ୍ୟୁ। ଯେ କୌଣସି ସମୟରେ କୋଳେଇ ନେବ। ତଥାପି ବଞ୍ଚିବାର ଶେଷ ପ୍ରୟାସ କରିବାକୁ ସେମାନେ ଛାଡ଼ି ନ ଥିଲେ। ଭାଗ୍ୟ ଆଉ ଭଗବାନ ବି ସାଥ ଦେଇଥିଲେ। କ୍ଷଣିକ ମୋବାଇଲ ସିଗ୍‌ନାଲ ବଞ୍ଚାଇ ଦେଲା ସେମାନଙ୍କର ଜୀବନ। ଏମିତି ଥିଲା ଉତ୍ତରାଖଣ୍ଡ ହିମପ୍ରଳୟରୁ ବର୍ତ୍ତି ଯାଇଥିବା […]

uttarakhand-1
ଉତ୍ତରାଖଣ୍ଡ ବିପତ୍ତି; ବର୍ଷା ନାହିଁ କି ବରଫ ତରଳିନି, ଏମିତି ବନ୍ୟା ଆସିଲା କେଉଁଠୁ ?

ନୂଆଦିଲ୍ଲୀ: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟି ଅଳକାନନ୍ଦା ଏବଂ ଧଉଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି।  ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଅକସ୍ମାତ ହିମସ୍ଖଳନ ପରେ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। […]

lockdown
ଏହିସବୁ ରାଜ୍ୟରେ ଜୁଲାଇ ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ୫.୦ର ଅବଧି ଜୁନ୍‌ ୩୦ରେ ଶେଷ ହେବ। ଏତେ ଦିନର ଲକ୍‌ଡାଉନ ସତ୍ତ୍ୱେ ଦେଶରେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ପୁଣିଥରେ ଦେଶରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହେବ ନା ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ତେବେ ଏହା ପୂର୍ବରୁ କିଛି […]

khabar-utarakhand
ଉତ୍ତରାଖଣ୍ଡର ଏହି ବରଫ ପାହାଡ଼ରେ ମିଳେ ହିମାଲୟାନ୍‌ ଭାଏଗ୍ରା

ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମସ୍ଖଳନ ଏଠାରେ ଭୟଙ୍କର ବିତ୍ପତ୍ତି ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ପ୍ରାକୃତିକ ବିପର୍ଯ୍ୟୟ ନା ମନୁଷ୍ୟକୃତ ତାହା ଜଣା ପଡ଼ିନାହିଁ। ତେବେ ଏଠି ଆମେ କହିରଖିବୁ, ଯେଉଁ ଇଲାକାରେ ଏହି ଦୁର୍ଘଟଣା ଘଟିଛି ସେଠାରେ ପୃଥିବୀର ସବୁଠାରୁ ମୂଲ୍ୟାବନ ଜଡିବୁଟି ମିଳିଥାଏ। ବିଶେଷଜ୍ଞଙ୍କ କହବା ଅନୁଯାୟୀ, ଏଠାରେ ଏକ ଜଡିବୁଟି କୀଟ (Worm Herb) ମିଳିଥାଏ ଯାହାକୁ ପାଇବା ପାଇଁ […]

sushant singh
ସତରେ କ’ଣ ସୁଶାନ୍ତଙ୍କ ଘରେ ଭୂତ ଥିଲେ ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଫାଇନାଲ୍‌ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ସେ ଆତ୍ମହତ୍ୟା କରିଛନ୍ତି। ହେଲେ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ କରିବାକୁ ସେମାନେ ଦାବି କରିଛନ୍ତି। ଏପରିକି ବର୍ଷୀୟାନ୍‌ ଅଭିନେତା ଶେଖର ସୁମନ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଅତି ସହଜରେ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି, ସେ ଯଦି ଆତ୍ମହତ୍ୟା କରିଥାନ୍ତେ, ତା’ହେଲେ ସେ ସୁଇସାଇଡ୍‌ ନୋଟ୍‌ ଛାଡ଼ିଥାନ୍ତେ। […]

vaccination at ayodhya
କୋଭିଡ ଟିକା ନେବା ପରେ ୮ ମହିଳା ସୁରକ୍ଷା କର୍ମୀ ଅସୁସ୍ଥ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ସୁରକ୍ଷା ପାଇଁ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୮ ଜଣ ମହିଳା ଆରକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ଶନିବାର ସକାଳୁ ଖରାପ ହୋଇଯାଇଛି। ଏହି ଖବର ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୮ ମହିଳା କନ୍‌ଷ୍ଟେବଲ୍‌ଙ୍କୁ ଶ୍ରୀରାମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ୍‌ ଏମାନଙ୍କ ଉପରେ ନଜର ରଖିଛନ୍ତି। ଏହି ମହିଳା କନ୍‌ଷ୍ଟେବଲ୍‌ମାନେ ଶୁକ୍ରବାର ଜିଲ୍ଲାରେ ହୋଇଥିବା କୋଭିଡ-୧୯ […]

coroan rate
କରୋନାକୁ ନେଇ ଆସିଲା ଆଶ୍ୱସ୍ତି ଖବର

ନୂଆଦିଲ୍ଲୀ: କୋଭିଡକୁ ନେଇ ଆଶ୍ୱସ୍ତିର ଖବର।  ଦେଶରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଉଛି।  କୋଭିଡ୍ ଭୂତାଣୁ ସଂକ୍ରମଣ ହାର ଖସି ୫. ୪୨ ପ୍ରତିଶତରେ ପହଞ୍ଚିଛ। ଗତ ଅଗଷ୍ଟ ମାସରେ ଦେଶରେ କରୋନା ସଂକ୍ରମଣ ହାର ୮. ୮୯ ପ୍ରତିଶତ ରହିଥିବାବେଳେ ୪ ଫେବ୍ରୁଆରୀରେ ୫. ୪୨ ପ୍ରତିଶତକୁ ଖସି ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ସପ୍ତାହରେ କୋଭିଡ୍ ସଂକ୍ରମଣ ହାର ୧. ୮୨ ପ୍ରତିଶତ ରେକର୍ଡ […]

sushant singh
ଶେଷଥର ପାଇଁ ବାପାଙ୍କୁ ଏହି କଥା କହିଥିଲେ ସୁଶାନ୍ତ...

ମୁମ୍ବାଇ: ହଠାତ୍‌ ପୁଅର ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ବାପା କେକେ ସିଂ ସୁଶାନ୍ତଙ୍କୁ ନେଇ ଅନେକ କଥା ଖୁଲାସା କରିଛନ୍ତି। ଏକ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ‘ପୂର୍ବରୁ ସେ(ସୁଶାନ୍ତ) ସବୁ କଥା କହୁଥିଲା। ହେଲେ ଶେଷରେ କ’ଣ ହେଲା କେଜାଣି, ସେ କିଛି ଆଉ କହିଲା ନାହିଁ। ଭଗବାନଙ୍କ ନିକଟରେ ବହୁତ ମାନସିକ କରିବା ପରେ ତାକୁ ପାଇଥିଲି। ତା’ପାଇଁ ମୁଁ ୩ ବର୍ଷ ମାନସିକ […]

priyanka gandhi-1
ରାମପୁର ଗସ୍ତବେଳେ ପ୍ରିୟଙ୍କା ଗାନ୍ଧିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ରାମପୁର ଯିବା ବାଟରେ ପ୍ରିୟଙ୍କା ଗାନ୍ଧିଙ୍କ କାର ଦୁର୍ଘଟଣା ରାସ୍ତାରେ ଯାଉଥିବା ଏକାଧିକ ଗାଡ଼ି ପରସ୍ପରକୁ ଧକ୍କାଦେଲେ ଅଳ୍ପକେ ବର୍ତ୍ତିଗଲେ ପ୍ରିୟଙ୍କା କାହାରି କୌଣସି କ୍ଷତି ହୋଇନାହିଁ ହାପୁଡ: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ରାମପୁର ଗସ୍ତରେ ଯିବାବେଳେ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ପ୍ରିୟଙ୍କା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାମପୁର ଗସ୍ତରେ ଯିବାବେଳେ ତାଙ୍କ ସହ ଯାଉଥିବା ଏକାଧିକ ଗାଡି ପରସ୍ପରକୁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା […]