• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Radio
ଜାଣନ୍ତି, ରେଡିଓରେ କେବେ ପ୍ରସାରିତ ହୋଇଥିଲା ନିଉଜ ବୁଲେଟିନ୍‌ ?

ନୂଆଦିଲ୍ଲୀ: ଆଜି ରେଡିଓ ଦିବସ। ରେଡିଓ ଦିନେ ଥିଲା ଗାଁ ଗହଳିର ଯୁବକଙ୍କଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତର ଥିଲା ଅତି ଆପଣାର ଥିଲା। ଘର କ’ଣର ମହିଳାଙ୍କ ଅବସର ବିନୋଦନର ମାଧ୍ୟମ ଥିଲା। ସୁଖ ହେଉ ବା ଦୁଃଖ, ବିପଦ ହେଉ ବା ସଂପଦ,  ଆପଣାର ମଣିଷଙ୍କୁ କହିବା ପରି ସବୁ କଥା କହୁଥିଲା।  ସେଥିପାଇଁ ତ ହାଲି ଫ୍ଲାନାଗାନ୍‌ କହନ୍ତି,  ରେଡିଓର କ୍ଷମତା ଏହା ନୁହେଁ ଯେ ସେ ଖାଲି ଳକ୍ଷଧିକ ଲୋକଙ୍କ ସହ କଥା […]

rhea chakraborty
ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ଲାଗି ଲୋକମାନେ ଦାବି କରିଛନ୍ତି। ଏହାସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବାରବାଦକୁ ନେଇ ମଧ୍ୟ ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ଲୋକମାନେ ଟାର୍ଗେଟ୍ କରିଛନ୍ତି। ସେମାନଙ୍କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ କରିବାଠୁ ଆରମ୍ଭ କରି ‌ସେମାନଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଛନ୍ତି। ଏସବୁ ଘଟଣାକୁ ନେଇ ବଲିଉଡ୍‌ର କିଛି ପ୍ରମୁଖ କଳାକାର ମାନେ […]

tamilnadu fire incident
ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ: ଜଣେ ଓଡ଼ିଆ ଶ୍ରମିକଙ୍କ ସହ ୧୧ ମୃତ

ଚେନ୍ନାଇ: ତାମିଲନାଡ଼ୁର ଏକ ବାଣ କାରଖାନାରେ ନିଆଁ ଲାଗି ଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ଅଛନ୍ତି। ଏଥିସହିତ ୩ ଜଣ ଓଡ଼ିଆ ଶ୍ରମିକ ଗୁରୁତର ହୋଇଛନ୍ତି। ପ୍ରଥମେ ୪ ଶ୍ରମିକଙ୍କୁ ସ୍ଥାନୀୟ ମେଡ଼ିକାଲ ନିଆଯାଇଥିଲା। ସେଠାରେ  ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲାବେଳେ  ୩ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ୪ ଜଣ ଶ୍ରମିକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୟାପାଲି ଗାଁର ବୋଲି […]

knee pain
ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଆଜିକାଲି ଆଣ୍ଠୁ ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା। ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି।  ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି।  ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର। ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ। ଥଣ୍ଡା ପାଣି ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ହେଉଛି ତେବେ ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ […]

everest
ଏଭରେଷ୍ଟ ଚଢି ନାହାନ୍ତି, ମିଛ ପ୍ରମାଣ ଦେଖାଇ ହାସଲ କଲେ ସାର୍ଟିଫିକେଟ

ନୂଆଦିଲ୍ଲୀ: ଏଭରେଷ୍ଟ ଆରୋହଣ କରି ନାହାନ୍ତି। ହେଲେ ସାର୍ଟିଫିକେଟ  ହାସଲ କରି ନେଇଛନ୍ତି। ମିଛ ପ୍ରମାଣ ଦେଖାଇ ନେଇଛନ୍ତି ସାର୍ଟିଫିକେଟ। ଏପରି ଅଭିଯୋଗ ପାଇବା ପରେ ନେପାଳ ସରକାର ୩ ପର୍ବତାରୋହୀଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିଛନ୍ତି। ୩ ଜଣ ପର୍ବତାରୋହୀ ଭାରତୀୟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୨୦୧୬ରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ଅଭିଯାନରେ ହରିୟାଣାର ନରେନ୍ଦ୍ର ସିଂ ଯାଦବ ଓ ସୀମାରାଣୀ ଗୋସ୍ୱାମୀ ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଭରେଷ୍ଟ ଶିଖର […]

father-son died
ଲକ୍‌ଡାଉନ୍‌ କଟକଣା ମାନିଲେନି ବୋଲି ବାପ-ପୁଅଙ୍କୁ ପିଟି ପିଟି ମାରିଦେଲା ପୁଲିସ୍‌ ! ତେଜିଲା ରାଜନୀତି

ଚେନ୍ନାଇ: ତାମିଲନାଡୁର ଟୁଟିକୋରିନ୍‌ରେ ପୁଲିସ୍‌ ହେପାଜତରେ ବାପା-ପୁଅଙ୍କ ମୃତ୍ୟୁକୁ ନେଇ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ପ୍ରମୁଖ, ରାଜନେତା, ଅଭିନେତା, ଅଭିନେତ୍ରୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ପୁଲିସ୍‌ ଉପରେ ନିର୍ଯାତନାର ଅଭିଯୋଗ ଲାଗିଛି। ଏପରିକି ଏହି ଘଟଣାକୁ ନେଇ ରାଜନୀତି ତେଜିବା ସହ ଆଇନ୍ ଶୃଙ୍ଖଳାରେ ସଂସ୍କାର ଆଣିବାକୁ ମଧ୍ୟ ଦାବି ହୋଇଛି। ମୃତକ ହେଲେ ପି ଜୟରାଜ୍‌ ଓ ତାଙ୍କ ପୁଅ ବେନିକ୍ସ।  ଗତ ଶୁକ୍ରବାର ଦିନ ଜୟରାଜ୍‌ ଓ […]

basanta-panchami
ଜାଣନ୍ତି ମା’ ସରସ୍ୱତୀ କିଏ ? କ’ଣ ତାଙ୍କର ପରିଚୟ ?

ଆଜି ସରସ୍ୱତୀ ପୂଜା। କୋଭିଡ କଟକଣା ଭିତରେ ସରସ୍ୱତୀ ପୂଜାର ଉତ୍ସାହ କମି ଯାଇଥିଲେ ହେଁ ଶିକ୍ଷାନୁଷ୍ଠାନମାନଙ୍କରେ ଯଥାବିଧି ପୂଜା ଅନୁଷ୍ଠିତ ହେଉଛି। ତେବେ ଏଠାରେ ପ୍ରଶ୍ନ ଉଠେ, ମାତା ସରସ୍ୱତୀ କିଏ ? କ’ଣ ତାଙ୍କର ପରିଚୟ ? କେମିତି ହେଲା ତାଙ୍କର ଆବିର୍ଭାବ ? ଆସନ୍ତୁ ଜାଣିବା, ମା’ ବାଗ୍‌ଦେବୀଙ୍କ ବିଷୟରେ ପୌରାଣକ ବ୍ୟାଖ୍ୟା। ବ୍ରହ୍ମାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ଦେବୀ ଅଟେ। ବ୍ରହ୍ମା ଅନ୍ୟ ଜଣେ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ନାମ […]

maa saraswati
କେମିତି ଆବିର୍ଭାବ ହେଲେ ବାଗ୍‌ ଦେବୀ ମା’ ସରସ୍ୱତୀ ?

ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦେତ୍ରୀ ମା’ ସରସ୍ୱତୀଙ୍କ ଆରାଧନାର ଦିବସ।  ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ହିନ୍ଦୁ ଧର୍ମରେ ଏକ ସ୍ୱତନ୍ତ୍ର ମହତ୍ୱ ରଖେ। ଏହି ସ୍ୱତନ୍ତ୍ର ଦିନରେ ବିଦ୍ୟା ଦେବୀ ମା’ ସରସ୍ୱତୀ ପୂଜା, ଆରାଧନା କରାଯାଇଥାଏ। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପୂଜା କରାଯାଇଥାଏ। କାହିଁକି ମା’ ସରସ୍ୱତୀଙ୍କ ପୂଜା କରାଯାଏ ? କିଏ ଏହି ପୂଜା ପ୍ରଥମେ କରିଥିଲେ ଓ କାହିଁକି କରିଥିଲେ ଏହାକୁ ନେଇ ଅନେକ କାହାଣୀ […]

rescue opperation
ଉତ୍ତରାଖଣ୍ଡ ହିମ ପ୍ରଳୟ: ୭୦ ଘଣ୍ଟା ପରେ ବି ଟନେଲ ଭିତରେ ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରୁନି

ଡେରାଡୁନ:  ଉତ୍ତରାଖଣ୍ଡ ଚମୋଲି ହୀମସ୍ଖଳନ ଘଟଣାକୁ ୭୦ ଘଣ୍ଟାରୁ ଅଧିକ ବିତିଲା । ହେଲେ ତପୋବନ ପାୱାର ପ୍ରୋଜେକ୍ଟର ଟନେଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନି। ତେଣୁ ଧୀରେ ଧୀରେ ଆଶଙ୍କା ବଢୁଛି । ଏପଟେ ସେନା ସହାୟତାରେ ଜୋରସୋରରେ ଚାଲିଛି ଉଦ୍ଧାର କାମ । ହୀମସ୍ଖଳନ ସ୍ଥାନରେ ଫସି ରହିଥିବା ୧୮୦ରୁ ଅଧିକ ଶ୍ରମିକଙ୍କୁ ଠାବ ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାମ । ଯେତେ ଯେତେ ସମୟ ଗଡ଼ୁଛି, ସେହି ଅନୁଯାୟୀ ଉଦ୍ଧାରକାରୀ […]

new-work
ନ୍ୟୁୟର୍କ ଆସେମ୍ଲିରେ କାଶ୍ମୀରକୁ ନେଇ ପ୍ରସ୍ତାବ ପାରିତ୍, ବିରୋଧ କଲା ଭାରତ

ନ୍ୟୁୟର୍କ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌। କମ୍‌ଲା ହାରିସ୍‌ ଉପରାଷ୍ଟ୍ରପତି ହେବା ପରେ ଭାରତରେ ମଧ୍ୟ ଖୁସିର ମାହୋଲ ଖେଳି ଯାଇଥିଲା। ଖାଲି କମ୍‌ଳା ନୁହେଁ, ବାଇଡେନଙ୍କ ଟିମ୍‌ରେ ୨୦ ଜଣ ଭାରତୀୟଙ୍କୁ ସ୍ଥାନ ପାଇଥିବାରୁ ପରବର୍ତ୍ତୀ ସମୟରେ ଭାରତ-ଆମେରିକା ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଆଶା କେତେଦୂର ସତ ହେବ ସେ ନେଇ ଏବେଠାରୁ ଆଶଙ୍କା […]