• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

flag
‘ଆନ୍ଦୋଳନ ଆଳରେ ବିକ୍ଷୋଭକାରୀଙ୍କ ଅଭଦ୍ର ଆଚରଣ ଦେଶବାସୀଙ୍କ ମୁଣ୍ଡ ତଳକୁ କରି ଦେଇଛି’

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଗୋଟିଏ ଏଫଆଇଆରରେ ଲୁଟପାଟର ଅଭିଯୋଗ ହୋଇଛି। ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି। ହିଂସାକାଣ୍ଡରେ ୮ଟି ବସ୍‌ […]

sourav-ganguly
ପୁଣି ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସେ ସାମାନ୍ୟ ଅସୁସ୍ଥ ଥିଲେ। ହେଲେ ଆଜି ମଧ୍ୟାହ୍ନରେ ଯନ୍ତ୍ରଣା ବଢିଥିଲା। ଏହା ପୂର୍ବରୁ ମଧ୍ୟ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କର ଏଞ୍ଜିଓପ୍ଲାଷ୍ଟି କରିବାକୁ ପଡ଼ିଥିଲା। ସେତେବେଳେ ତାଙ୍କୁ ହାଲ୍‌କା ହାର୍ଟ ଆର୍ଟାକ୍‌ ହୋଇଥିଲା। ଜାନୁଆରୀ ୨ […]

biden
ବିଦେଶ ଯାତ୍ରା ପାଇଁ ବାଇଡେନ୍‌ଙ୍କ ଗାଇଡ୍‌ଲାଇନ: ପାକିସ୍ତାନ ସମେତ ଏ ସବୁ ଦେଶକୁ ନ ଯିବା ପାଇଁ ପରାମର୍ଶ

-ଆମେରିକା ନିଜ ନାଗରିକଙ୍କୁ ପାକିସ୍ତାନ ଯାତ୍ରା ନ କରିବାକୁ ଗାଇଡଲାଇନ ଜାରି କରିଛି -ଜୋ ବାଇଡେନ ଏହି ଆଡଭାଇଜରୀ ଜାରି କରିଛନ୍ତି  -ଆତଙ୍କବାଦ ଏବଂ ଜାତୀୟ ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନ ଯାତ୍ରା ନ କରିବା ପାଇଁ କୁହାଯାଇଛି ୱାଶିଂଟନ:ଆମେରିକାରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶବାସୀଙ୍କ ପାଇଁ ନୂଆ ଟ୍ରାଭେଲ ଗାଇଡ଼ଲାଇନ ଜାରି କରିଛନ୍ତି। କୋଭିଡ ମହାମାରୀ ଏବଂ ଆତଙ୍କବାଦକୁ ଦୃଷ୍ଟିରେ ରଖି ପାକିସ୍ତାନ ଏବଂ ବାଂଲାଦେଶ ଯାତ୍ରା ଯୋଜନା ଉପରେ ପୁଣି ଥରେ […]

father's day
ନିଆରା ଢଙ୍ଗରେ ଫାଦର୍ସ ଡେ'ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଆ ଗୀତିକାର

କଥାରେ ଅଛି- ବାପା ହେଲେ ଜାଣିବ- ବାପା କ’ଣ, ବାପା ଗଲେ ଜାଣିବ- ବାପା କ’ଣ। ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ସନ୍ତାନକୁ ବଡ଼ କରିବା ପାଇଁ ସେ ସହୁଥିବା କଷ୍ଟକୁ କିଭଳି ଢଙ୍ଗରେ ସହୁଥାଏ, ତାହା ସବୁ ବାପାଙ୍କ କାହାଣୀ। ମାତ୍ର ବାପାଙ୍କର ଏହି କଷ୍ଟକୁ ସ୍ୱୀକାର କରିବା ସହିତ ତାଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରି ଗୀତଟି ପ୍ରସ୍ତୁତ ହୋଇଛି-ଯାହାର ନାଁ ରହିଛି ‘ବାପା.. ଭିନ୍ନ ଜଣେ ଈଶ୍ୱର’। ଏହି ଗୀତଟି […]

sashikala
ଜେଲ୍‌ରୁ ମୁକୁଳିଲେ AIADMKରୁ ନିଷ୍କାସିତ ନେତ୍ରୀ ଶଶିକଳା

ବେଙ୍ଗାଲୁରୁ: ୪ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଶଶିକଳା। ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ବେଙ୍ଗଲୁରୁର ଏକ ଜେଲରେ ସଜା କାଟୁଥିବା ଏଆଇଏଡିଏମକେର ପୂର୍ବତନ ନେତ୍ରୀ ଭିକେ ଶଶୀକଳାଙ୍କୁ ଆଜି ମୁକ୍ତ କରାଯାଇଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଅତି ବିଶ୍ୱସ୍ତ ତଥା ତାମିଲବାସୀଙ୍କ ପାଖରେ ଚିନ୍ନାମ୍ମା ଭାବେ ପରିଚିତ ଭି.କେ ଶଶୀକଳା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଦିନ ତଳେ ଶଶିକଳା ହଠାତ୍ ଥଣ୍ଡା ଓ ଜ୍ୱରରେ ଅସୁସ୍ଥ ହୋଇପଡିବା ପରେ […]

tarctor
ଦିଲ୍ଲୀ କୃଷକ ହିଂସାରେ ଜଣେ ମୃତ; ଲାଲ୍‌ କିଲା ଭିତରେ ଧସେଇ ପଶିଲେ ଚାଷୀ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଆଜି କୃଷକମାନେ ନିୟମ ଭାଙ୍ଗି ପ୍ରଦର୍ଶନ କରିବା ବେଳେ ଟ୍ରାକ୍ଟରଟି ଜଣଙ୍କର ଉପରେ ଓଲଟି ପଡ଼ିଥିଲା। ବିକ୍ଷୋଭ ବେଳେ କୃଷକମାନେ ଆଜି ନିୟମ ଭାଙ୍ଗି ଦିଲ୍ଲୀରେ ଅନେକ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହାପରେ ମୃତୟନ ଥିବା ପୋଲିସକର୍ମୀଙ୍କ ସହିତ ଧସ୍ତାଧସ୍ତି ଓ ପରେ ହିଂସାରେ ପରିଣତ ହୋଇଥିଲା। ଏହା ଛଡ଼ା ଅନେକ କୃଷକ ଲାଲ୍ କିଲା […]

sushant singh
ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣାର ସପ୍ତାହକ ପରେ ନୀରବତା ଭାଙ୍ଗିଛନ୍ତି ଅଭିନେତା ସଲମାନ୍‌ ଖାନ୍‌। ସୁଶାନ୍ତ ଆତ୍ମହତ୍ୟା କରିବା ପରେ ତାଙ୍କର ଫ୍ୟାନ୍ସମାନେ ସୋସିଆଲ୍‌ ମିଡିଆରେ ଲଗାତାର ଭାବେ ବଲିଉଡ୍‌ରେ ପରିବାରବାଦ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି। ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ୍‌ ସେଲେବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ […]

child
ମୃତ୍ୟୁ ସହ ଜୁଝୁଛି ୫ ମାସର ଶିଶୁ, ଚିକିତ୍ସା ପାଇଁ ଦରକାର ୧୬ କୋଟିର ଇଞ୍ଜେକ୍ସନ

ମୁମ୍ବାଇ: ଭେଣ୍ଟିଲେଟରରେ ୫ ମାସର ଶିଶୁ ଜୀବନ ଓ ମୃତ୍ୟୁର ଦୋଛକିରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ହାତରେ ଅଛି ଆଉ ମାତ୍ର ୨ ମାସର ସମୟ । ଏହା ଭିତରେ ଆବଶ୍ୟକ୧୬ କୋଟି ଟଙ୍କା। କାରଣ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ଏକ ଇଞ୍ଜେକସନ ଯାହାର ଦାମ୍‌ ୧୬ କୋଟି। ଏମିତି ଏକ ଦୋଛକିରେ ଛିଡ଼ା ହୋଇଛି ତୀରା କାମାତ୍‌। ତୀରାର ଚିକିତ୍ସା ଚାଲିଛି ମୁମ୍ବାଇର ଏସଆରସିସି ହସ୍ପିଟାଲରେ। ଡାକ୍ତରଙ୍କ କହିବା ଅନୁଯାୟୀ ତୀରା […]

KO-1
ଗଣତନ୍ତ୍ରରୁ ଅଲଗା, ଅଲୋଡା ହୋଇଯାଉଛି କି ଗଣ ?

ଆଜି ସାରା ଦେଶରେ ପାଳିତ ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ। ଅନେକ ଆଶା, ସ୍ୱପ୍ନ ନେଇ  ଦିନେ ତିଆରି ହୋଇଥିଲା ସ୍ୱାଧୀନ ଭାରତର ସମ୍ବିଧାନ। ହେଲେ ଏହି ଆଶା…ସ୍ୱପ୍ନ….ବାଟବଣା ହୋଇଯାଇଛି କି ? ଶାସକ ଗୋଷ୍ଠୀ ଗଣତନ୍ତ୍ର ଶାସନର ଇସ୍ତାହାର  ପ୍ରତ୍ୟାହାର କରି ନେଇଛନ୍ତି କି ? ଏହା ଉପରେ ପ୍ରଦୀପ ନାୟଙ୍କର ସ୍ୱତନ୍ତ୍ର ଆଲେଖ୍ୟ… ଭାରତ ସ୍ୱାଧୀନ ହେବାର ପାଖାପାଖି ଅଢ଼େଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ଛବିଶ ତାରିଖରେ ନିଜକୁ ଗଣତାନ୍ତ୍ରିକ […]

KISHAN-।
ଟ୍ରାକ୍ଟର ରାଲିରେ ବାହାରିଲେ ଚାଷୀ, ଭାଙ୍ଗିଲେ ବାରିକେଡ

ନୂଆଦିଲ୍ଲୀ: ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନରେ ମୁଖର ହୋଇଥିବାବେଳେ ଦାବି ପୂରଣ ପାଇଁ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ପୁଣି ତାତିଛନ୍ତି। ଆଜି କୃଷକମାନେ ଟ୍ୟାକ୍ଟର ରାଲି ବାହାର କରିଛନ୍ତି। ଆଜି ସକାଳୁ କିଛି ଚାଷୀ ପୋଲିସ ବାରିକେଡ୍‌ ଭାଙ୍ଗି ଦେଇଛନ୍ତି। ପ୍ରାୟ ୫୦୦୦ ଚାଷୀ ରିଂ ରୋଡ଼ରେ ଟ଼୍ରାକ୍ଟର ରାଲିରେ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସୂଚନାଥାଉ କି, ଗଣତନ୍ତ୍ର ଦିବସ ପରେଡ ପରେ କୃଷି ଆନ୍ଦୋଳନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ […]

president-KO
କିଏ ଏଇ ବିଳାସପୂର୍ଣ୍ଣ ରହସ୍ୟମୟ ମହଲର ମାଲିକ ?

ମସ୍କୋ: ସମୁଦ୍ର କୂଳର ଏଇ ସୁଦୃଶ୍ୟ ମହଲକୁ ଦେଖିଲେ ଯେ କେହି ବି ଚକିତ ହୋଇଯିବେ। ଭବ୍ୟ ମହଲଟି ଚାକଚକ୍ୟରେ ଝଲସୁଛି। ଅତ୍ୟାଧୁନିକ ବ୍ୟବସ୍ଥା ବି ରହିଛି। ତେବେ କିଏ ଏହି ମହଲର ମାଲିକ ? ଏହା ଏଠିକା ରାଷ୍ଟ୍ରପତିଙ୍କର ବୋଲି ଲୋକେ ଭାବିଥିଲେ। ହେଲେ ସେ ମନା କରିବା ପରେ ମହଲ କାହାର ସେ ନେଇ ଉଠିଛି ପ୍ରଶ୍ନ।  ହଁ, ଏଠି ଆମେ ଋଷର ଏଇ ରହସ୍ୟମୟ ମହଲ କଥା କହୁଛୁ। ଋଷ ରାଷ୍ଟ୍ରପତି ବ୍ଲାଦିମୀର […]

modi
ନେତାଜୀ ଜୟନ୍ତୀ: ପରାକ୍ରମ ଦିବସ ନା ଦେଶନାୟକ ଦିବସ ?

ନୂଆଦିଲ୍ଲୀ: ଆଜି ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିବସକୁ ଆଜି ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ହେଲେ ଏହି ପରାକ୍ରମ ଦିବସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର। କେଉଁଠି   ପରାକ୍ରମ ଦିବସ ତ କେଉଁଠି ଦେଶନାୟକ ଦିବସ ପାଳିତ ହେଉଛି । ନେତାଜୀଙ୍କ ଜନ୍ମ ଜୟନ୍ତୀଙ୍କୁ ନେଇ ଅଲଗା ଅଲଗା କାର୍ଯ୍ୟକ୍ରମ ପାଳନ ହେଉଛି  ପଶ୍ଚିମବଙ୍ଗରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶନାୟକ ଦିବସ […]