• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

OTV-KHABAR-SANITIZER
ପୋଲିଓ ଡ୍ରପ୍‌ ବଦଳରେ ପିଆଇ ଦେଲେ ସାନିଟାଇଜର

ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ମହାରାଷ୍ଟ୍ରର ୟବତମାଲ୍ ଜିଲ୍ଲାରେ ଅଭାବନୀୟ ଘଟଣା ପୋଲିଓ ଡ୍ରପ୍‌ ବଦଳରେ ୧୨ଜଣ ଶିଶୁଙ୍କୁ ସାନିଟାଇଜର ଦିଆଗଲା ଶିଶୁମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ ୟବତମାଲ ସରକାରୀ ମେଡିକାଲକୁ ଶିଶୁମାନଙ୍କୁ ସ୍ଥାନାନ୍ତର ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମୁମ୍ବାଇ: ମହାରାଷ୍ଟ୍ରରେ ପୋଲିଓ ଟିକାକୁ ନେଇ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ମହରାଷ୍ଟ୍ରର ୟବତମାଲରେ ପୋଲିଓ ଡ୍ରପ୍‌ ଭାକ୍ସିନେସନ ସମୟରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ୫ ବର୍ଷର […]

financeb commission
୫ ବର୍ଷ ପାଇଁ କମିଲା ଓଡ଼ିଶାର କେନ୍ଦ୍ରୀୟ ଟିକସ ଅଂଶ

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରୀୟ ଟିକସ ଅଂଶ ହ୍ରାସ ପାଇବ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଅଂଶଧନ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ କମିବ । ଯଦ୍ୱାରା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪.୫୨୮ହାରରେ ରାଜ୍ୟକୁ କେନ୍ଦ୍ରୀୟ ଟିକସର ଭାଗ ମିଳିବ। ରାଜ୍ୟର ଆକାର, ଲୋକସଂଖ୍ୟା, ଜଙ୍ଗଲ ଓ ପରିବେଶ ଓ ଟିକସ  କ୍ଷେତ୍ର ଆଦି ବଚାର କରି ଏହା ନିର୍ଦ୍ଧାରଣ କରିଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨ ପ୍ରତିଶତ ରାଜ୍ୟମାନଙ୍କୁ ଦେବାପାଇଁ […]

nirmala
ଲେହରେ ଖୋଲିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ପଢନ୍ତୁ, ବଜେଟକୁ ନେଇ ୨୫ଟି ବଡ଼ ଖବର

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ ୨୦୨୧। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେପରଲେସ ବଜେଟ ଉପସ୍ଥାପନ କରିଛନ୍ତି। ଆଜି ବଜେଟ୍‌ରେ ଆୟକର ସ୍ଲାବ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥସହିତ ପେଟ୍ରୋଲ, ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରାଯାଇଛି। ତେବେ ଏହାର ସିଧାସଳଖ ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବ ନାହିଁ। ସ୍ୱାସ୍ଥ୍ୟ ବଜେଟ ୧୩୭ ପ୍ରତିଶତ ବୃଦ୍ଧି ଘଟିଛି। ଏହା […]

snake like creature
ଦୂରରୁ ଲାଗୁଥିଲା ସାପ, ହେଲେ ପରେ ଜଣାପଡ଼ିଲା...

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଜୀବର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ହଠାତ୍‌ ଦେଖିଲା ପରେ ଲୋକଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଛି। ଦୂରରୁ ଏହି ଜୀବଟି ସାପ ଭଳି ଦେଖାଯାଉଥିଲେ ହେଁ ପରେ ଜଣାପଡ଼ିଥିଲା ଯେ ଏହା ସାପ ନୁହେଁ। ପ୍ରଥମେ ଏହି ଜୀବକୁ ଦେଖିଲା ପରେ ଅଧିକାଂଶ ଲୋକ ଏହାକୁ ସାପ ବୋଲି ଭାବି ନେଇଥିଲେ, ହେଲେ ପୂରା ଭିଡିଓ ଦେଖିଲା ପରେ ଜଣାପଡ଼ିଥିଲା ଯେ, ଏହା ସାପ ନୁହେଁ। ଏହା […]

Capture
ଭୁଶୁଡ଼ି ପଡ଼ିଲା କୋଠାଘର, ଫସି ରହିଛନ୍ତି ୧୦ ଶ୍ରମିକ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ସ୍ଥିତ ମହାଡରେ ୫ ମହଲା ବିଶିଷ୍ଟ ଏକ କୋଠା ଘର ଭୁଶୁଡିବାର ଦୁଃଖ ମନରୁ ଯାଇନି, ପୁଣି ଭିୱଣ୍ଡିରେ ଏକ କୋଠା ଭୁଶୁଡି ଯାଇଛି। ଭଗ୍ନସ୍ତୁପ ତଳେ ୧୦ ଜଣ ଶ୍ରମିକ ରହି ଯାଇଥିବା କୁହାଯାଉଛି। ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଉଦ୍ଧାର କାମରେ ଲାଗିଛନ୍ତି। ଏହା ବ୍ୟତୀତ NDRF ଟିମ୍‌ ଏବଂ TDRF ଟିମ୍‌ ଏବଂ ଠାଣେ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ଫୋର୍ସ […]

sushant singh
ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ...

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ପରେ ଗୋଟିଏପଟେ ବଲିଉଡ୍‌ରେ ପରିବାରବାଦକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ, ଅନ୍ୟପଟେ ଫ୍ୟାନ୍ସମାନେ ସୁଶାନ୍ତଙ୍କ ପୁରୁଣା ସ୍ମୃତିକୁ ସୋସିଆଲ୍‌ ମିଡିଆରେ ଲଗାତାର ଭାବେ ଶେଆର୍‌ କରୁଛନ୍ତି। ସୁଶାନ୍ତଙ୍କ ପୁରୁଣା ଭିଡିଓ ଓ ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଏମିତି ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍‌ ହୋଇଛି ଯାହାକୁ ଦେଖିଲେ ଖୁସିରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ। ଭିଡିଓରେ […]

asteroid
ମାଡ଼ି ଆସୁଛି ମହା ବିପଦ ! ପୃଥିବୀ ମୁହାଁ ବିରାଟକାୟ ଉଲ୍‌କା ପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ପ୍ରତି ମାଡ଼ି ଆସୁଛି ବଡ଼ ବିପଦ। ମହାକାଶରୁ ପୃଥିବୀ ମୁହାଁ ବିରାଟକାୟ ଉଲ୍‌କା ପିଣ୍ଡ। ଆଉ କିଛି ଘଣ୍ଟା ମଧ୍ୟରେ ଏହି ଉଲ୍‌କାପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ଏହି ଉଲ୍‌କା ପିଣ୍ଡ ଏତେ ବେଗରେ ଆସୁଛି ଯେ ଯଦି ଏହା ପୃଥିବୀରେ ମାଡ଼ ହୁଏ ତେବେ ମାଇଲ ମାଇଲ ଦୂର ଯାଏ କ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଉଛି। ଏପରିକି ଏହା ଯଦି ସମୁଦ୍ରରେ ପଡ଼େ ତେବେ […]

nawazuddin siddiqui
ହାତରେ କୋଦାଳ, ମୁଣ୍ଡରେ ଗାମୁଛା ଭିଡ଼ି କ୍ଷେତରେ କାମ କରୁଛନ୍ତି ନଓ୍ୱାଜୁ‌ଦ୍ଦିନ୍‌

ମୁମ୍ବାଇ: ହାତରେ କୋଦାଳ, ମୁଣ୍ଡରେ ଗାମୁଛା ଭିଡ଼ି କ୍ଷେତରେ କାମ କରୁଛନ୍ତି ବଲିଉଡ୍ ଅଭିନେତା ନଓ୍ୱାଜୁ‌ଦ୍ଦିନ୍‌ ସିଦ୍ଦିକି। କଥା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ, ଘଟଣାଟି ସତ। ଫିଲ୍ମ ‘Manjhi – The Mountain Man’  ମୁଖ୍ୟ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ଅଭିନେତା ନଓ୍ୱାଜୁ‌ଦ୍ଦିନ୍‌ ହାତରେ କୋଦାଳ ଧରି କ୍ଷେତରେ କାମ କରୁଥିବା ଦେଖିବାକୁ ମିଳିଛି। କରୋନା ଲକ୍‌ଡାଉନ୍‌ ପାଇଁ ଘରେ ରହୁଥିବା ନଓ୍ୱାଜୁଦ୍ଦିନ ନିଜ ବିଲରେ ଯାଇ ଚାଷ କରୁଛନ୍ତି। ଏନେଇ […]

sushant 3
ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ସୁଶାନ୍ତ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଲଗାତାର ଭାବେ ସୋସିଆଲ୍‌ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ରିଆକ୍ସନ ଆସିବାରେ ଲାଗିଛି। ଏହାସହ ସୁଶାନ୍ତଙ୍କ ଅନେକ ପୁରୁଣା ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର ହେଉଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲେବ୍ରିଟି ଓ ପ୍ରଡକ୍ସନ କମ୍ପାନୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସମାନେ। ଜଣେ ପ୍ରଶଂସକ ଇନ୍‌ଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଶେଆର୍‌ କରିଛନ୍ତି। ସୁଶାନ୍ତଙ୍କ ଏହି ସାକ୍ଷାତକାର […]

sun
ଆକାଶରେ ୨ଟି ସୂର୍ଯ୍ୟ ! ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ନୂଆଦିଲ୍ଲୀ: ସମାନ ସମୟରେ ଆକାଶରେ ଦୃଶ୍ୟମାନ ହେଲା ୨ଟି ସୂର୍ଯ୍ୟ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏବେ ସୋସିଆଲ୍‌ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମେରିକା-କାନାଡା ସୀମାରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ଜୁନ୍‌ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦିନ ଏହି ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଗୁଡ଼ିକ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଦାବି କରାଯାଇଛି ଯେ, ସମାନ […]