• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

opsc, File Pic for Representational Purpose
OPSC Recruitment 2021: ଖାଲି ପଡ଼ିଥିବା ଗ୍ରୁପ୍‌-ବି ପଦବୀ ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର:  ଗୃହ ବିଭାଗ ଅଧୀନ ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନରେ ଖାଲିଥିବା Scientific Officer ଗ୍ରୁପ୍ ବି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛକ ପ୍ରାର୍ଥୀ ତୁରନ୍ତ ଆବେଦନ କରିବା ପାଇଁ ଓଡିଶା ଜନସେବା ଆୟୋଗ (OPSC) ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ୨୦୨୧ ରୁ  ଏପ୍ରିଲ ୫ ତାରଖ ୨୦୨୧ଭିତରେ ଆବେଦନ କରିପାରିବେ।   OPSC- opsc.gov.in ର ଅଫିସିଆଲ୍ ୱେବସାଇଟ୍ ରେ ଅନଲାଇନ୍ ମୋଡରେ  […]

corona vaccine
ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮ ହଜାରରୁ ଅଧିକ କରୋନା ରୋଗୀ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ବଢିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରୁ ସର୍ବାଧିକ ୮, ୭୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ  ଦେଶରେ ୧୬ ହଜାର ୫୭୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨୦ ରୋଗୀଙ୍କର ଜୀବନ ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ […]

cease fire
ଗୋଟିଏ ଫୋନ କଲ୍‌ ଯୋଗୁ ଭାରତ-ପାକ୍ ମଧ୍ୟରେ‌ ଖୋଲିଲା ଯୁଦ୍ଧ ବିରତିର ରାସ୍ତା

ନୂଆଦିଲ୍ଲୀ:  ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଉଲ୍ଲଘଂନକୁ ନେଇ ଦୁଇ ଦିନ ତଳେ ବୁଝାମଣା ହୋଇଛି। ଏହି ବୁଝାମଣା ଅନୁସାରେ ଲାଇନ ଅଫ କଣ୍ଟ୍ରୋଲ ଏବଂ ଅନ୍ୟ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଘଂନକୁ କେହି ଭାଙ୍ଗିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।  ଦୀର୍ଘ ବର୍ଷ ଧରି ସୀମାରେ ଅସ୍ତ୍ର ବିରତି ଉଲ୍ଲଘଂନ ଚାଲିଥିବାବେଳେ ମାତ୍ର ଗୋଟିଏ ଫୋନ କଲ୍ ଦ୍ୱାରା ଏହା ବନ୍ଦ ହୋଇପାରିଛି। ତେବେ କିଏ କରିଥିଲେ ଏହି ଫୋନ ? କାହାପାଖକୁ କରିଥିଲେ ? […]

corona
କରୋନା ମୁକାବିଲା: ଗଞ୍ଜାମ ଗଲେ ୨ IAS , ୬ OAS

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ୨୪ ଘଣ୍ଟା ଭିତରେ ଗଞ୍ଜାମରେ ଆଉ ୩ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା।  ଏଥିସହ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ୨ ଜଣ IASଙ୍କୁ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଭାବେ‌ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କରୋନା ପରିଚାଳନା ପାଇଁ IAS ପାରୁଲ ପଟାୱାରୀ ଓ ବିଶାଲ […]

neta
ଧିକ୍ ନେତାଗିରି !

ବଦଳି ଯାଇଛି ନେତାଙ୍କ ଲକ୍ଷ୍ୟ, ଆଭିମୁଖ୍ୟ। ବଦଳି ଯାଇଛି ସେମାନଙ୍କ ଚରିତ୍ର, ବ୍ୟକ୍ତିତ୍ୱ।  ଜନତାଙ୍କ ସେବା ତାଙ୍କର କାମ ବୋଲି ଭାବୁ ନାହାନ୍ତି, ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ହାତେଇବା ତାଙ୍କର ଲକ୍ଷ୍ୟ ହୋଇଯାଇଛି। ଏପରି ନେତାଙ୍କୁ ନେଇ ଦେଶର ବିକାଶ କେତେଦୂର ସମ୍ଭବ ? ଏହାକୁ ନେଇ ମାୟାଧର ନାୟକଙ୍କ ବିଶେଷ ଆଲେଖ୍ୟ ଆମେ ଜଣେ ଶ୍ରମିକନେତା ଭାବେ ଜଣାଶୁଣା। ଏବେ ଏ ବିଶ୍ଲେଷଣଟି ଭାରି ଅଡୁଆ ଲାଗୁଛି। ଜଣେ ସାଧୁ ବ୍ୟଭିଚାରୀ ହେଲେ […]

suprim court
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବାପଘର ଲୋକଙ୍କୁ ନିଜ ସମ୍ପତ୍ତି ଦେଇ ପାରିବେ ବିଧବା ମହିଳା

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ବିଧବା ମହିଳା ନିଜ ଅଂଶ ସମ୍ପତ୍ତି ବାପଘରକୁ ଦେଇପାରିବେ ବାପଘର ପକ୍ଷ ଲୋକଙ୍କୁ ଅପରିଚିତ କୁହାଯାଇ ପାରିବ ନାହିଁ ବାପଘର ପକ୍ଷର ଲୋକଙ୍କୁ ମହିଳାଙ୍କ ପରିବାରର ଏକ ଅଂଶ ବୋଲି କୁହାଯାଇ ପାରିବ ନୂଆଦିଲ୍ଲୀ: ମହିଳାଙ୍କ ସମ୍ପତ୍ତିକୁ ନେଇ ସୁପ୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ  ଶୁଣାଇଛନ୍ତି। ଅଦାଲତ କହିଛନ୍ତି, ଜଣେ ବିଧବା ମହିଳା ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତି ବାପଘର ପକ୍ଷକୁ ଦେଇ ପାରବେ। କୋର୍ଟଙ୍କ କହିବା ଅନୁଯାୟୀ, ହିନ୍ଦୁ ସକ୍‌ସେସନ ଆକ୍ଟ  […]

golden mask
ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ ଏହି ବ୍ୟକ୍ତି, ଦାମ୍‌ ୨ଲକ୍ଷ ୮୯ ହଜାର ଟଙ୍କା

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ଛୋଟରୁ ବଡ଼ ଯାଏ ସମସ୍ତେ ଏବେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି। କରୋନା ପାଇଁ ମାସ୍କର ଚାହିଦା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାରର ମାସ୍କ ଏବେ ମାର୍କେଟ୍‌ରେ ଉପଲ୍ଲବ୍ଧ ହେଉଛି। ଏଭଳି ସମୟରେ ମହାରାଷ୍ଟ୍ର ପୁଣେ ଜିଲ୍ଲାର ପିଂମ୍ପରୀ-ଚିଞ୍ଚଓ୍ୱାଡା ନିବାସୀ ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଏବେ ଚର୍ଚ୍ଚାରେ। […]

OTV-rahul
ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଡେଇଁଲେ ରାହୁଲ, ଭିଡିଓ ଭାଇରାଲ

କୋଲ୍ଲମ: ସମୁଦ୍ର ଭିତରେ ରାହୁଲ ଗାନ୍ଧି ! ପୁଣି ମତ୍ସ୍ୟଜୀବୀଙ୍କ ଗହଣରେ ! ହଁ, କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମୁଦ୍ର ଭିତରେ ପହଁରୁଥିବା ଦେଖିବାକୁ ମିଳିଛି । ପ୍ରକୃତ କଥା ହେଲା, ମତ୍ସ୍ୟଜୀବୀଙ୍କ ଜୀବନଶୈଳୀକୁ ଅତି ନିକଟରୁ ଦେଖିବା ପାଇଁ ରାହୁଲ ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଯାଇଥିଲେ, ମାଛ ଧରିଥିଲେ ଏବଂ ତାଙ୍କ ସହ ମିଶି ଜଳକ୍ରୀଡା ମଧ୍ୟ କରିଥିଲେ। କେରଳ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ପ୍ରଥମେ ନୌକାରେ କେରଳର କୋଲ୍ଲମ […]

RBI
RBIରେ ଖାଲି ପଡ଼ିଥିବା ଏକାଧିକ ପଦବୀ ପାଇଁ ବିଜ୍ଞପ୍ତ ଜାରି; ତୁରନ୍ତ ଆବେଦନ କରନ୍ତୁ

ଭୁବନେଶ୍ୱର: ଦ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ରେ ଚାକିରି କରିବା ପାଇଁ ଆଶା ରଖିଥିବା ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ! RBI ପକ୍ଷରୁ ଖାଲି ପଡ଼ିଥିବା ଏକାଧିକ ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଆରବିଆଇରେ ଆସିଷ୍ଟାଣ୍ଟ ମ୍ୟାନେଜର, ଲିଗାଲ ଅଫିସର, ମ୍ୟାନେଜର ଟେକ୍‌ନିକାଲ ସିଭିଲ, ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରୋଟୋକଲ ଏବଂ ସିକ୍ୟୁରିଟି ଅଫିସ ପଦ ଖାଲି ପଡ଼ିଛି। ଏହି ପଦବୀ ପାଇଁ ଆବଶ୍ୟକ […]

Assam declared ‘disturbed area’
ପାଖେଇ ଆସୁଛି ବିଧାନସଭା ନିର୍ବାଚନ: ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ କଲେ ସରକାର

ଗୌହାଟି: ଆସାମ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ସରକାର ବୁଧବାର ଦେଶକୁ ପୁଣି ଅଶାନ୍ତ କ୍ଷେତ୍ର (disturbed area) ଘୋଷଣା କରିଛନ୍ତି।  ରାଜ୍ୟପାଳ ଜଗଦୀଶ ମୁଖୀ Armed Forces Special Powers Act ବା (AFSPA) ଅନୁସାରେ ପୁରା ରାଜ୍ୟକୁ ୬ ମାସ ପାଇଁ ଅଶାନ୍ତ କ୍ଷେତ୍ର ବୋଲି ଘୋଷଣା କରିଛନ୍ତି।  ଫେବ୍ରୁଆରୀ ୨୭ରୁ ଆଗାମୀ ୬ ମାସ ପାଇଁ ଏହି ଘୋଷଣା ବଳବତ୍ତର ରହିବ।  ତେବେ ରାଜ୍ୟପାଳ ଚାହିଁଲେ ଏହି ଅବଧି ସରିବା ପୂର୍ବରୁ ଏହାକୁ […]

narendra modi stadium
ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ପରିଚିତ ହେବ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ

ମୋଟେରା: ବଦଳିଲା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ନାଁ ।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ନାଁରେ ପରିଚିତ ଥିବା  ଗୁଜରାଟ ଅହମ୍ମଦାବାଦର ଏହି ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଏବେ ନରେନ୍ଦ୍ର ମୋଦିଙ୍କ ନାମରେ ପରିଚିତ ହେବ। ଆଜି ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ ପୂର୍ବରୁ ଏପରି ନାମ ପରିବର୍ତ୍ତନ କରାଯାଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ  ନୁହେଁ ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମର ପରିଚୟ ପାଇବ। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ରାମନାଥ […]

food
ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ...

ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ ? […]

supreme-court
UPSC ଆଶାୟୀ ପରୀକ୍ଷାର୍ଥୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ବୟସସୀମା କୋହଳ କରିବାକୁ ମନା କଲେ

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି। ୨୦୨୦ କରୋନା ବର୍ଷ ଏହି ପ୍ରାର୍ଥୀମାନଙ୍କ ପାଇଁ ଶେଷ ବର୍ଷ ଥିଲା। […]

babu-san
ବାବୁସାନ୍‌ଙ୍କୁ ଦେଖି ରୋଗଶଯ୍ୟାରେ ହସିଲା ଚିଣ୍ଟୁ

ମହାନତା ଦେଖାଇଲେ ଅଭିନେତା ବାବୁସାନ୍ । ନିଜର ଜଣେ ଫ୍ୟାନ୍ସଙ୍କ ଇଚ୍ଛା ପୂରଣ କରିବା ପାଇଁ ପହଞ୍ଚିଥିଲେ ଏସ୍‌ସିବିର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ। ଆଉ ନିଜର ପ୍ରିୟ ଅଭିନେତାଙ୍କୁ ରୋଗ ଶଯ୍ୟା ନିକଟରେ ଦେଖି ଖୁସିରେ ଗଦ୍‌ଗଦ୍‌ ହୋଇଯାଇଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ୧୪ ବର୍ଷୀୟ ଚିଣ୍ଟୁ । କଟକ ( ପ୍ରଭାତ ବିଷୋୟୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୧୪ ବର୍ଷର ଚିଣ୍ଟୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିଲା। ମୁହଁରେ ବାରି ହୋଇପଡ଼ୁଥିଲା ଯନ୍ତ୍ରଣାର ଚିହ୍ନ। ମଝିରେ […]

covid-19
ଏହି ୩ ରାଜ୍ୟରେ ଠାବ ହେଲା କରୋନାର ୨ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ: ଭାରତର ତିନି ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗନା ଏବଂ କେରଳରେ କୋଭିଡ-୧୯ର ଦୁଇଟି ନୂଆ ଷ୍ଟ୍ରେନ୍‌ ଠାବ ହୋଇଛି। ତେବେ ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର କାରଣ ଯେ ଏହି ନୂଆ ଷ୍ଟ୍ରେନ ତାହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ନୂଆ ଭାରିଏଣ୍ଟର ନାମ N440K ଏବଂ E484K। E484K ଏମିତି ଭାଇରସ ଯାହାକୁ ଶରୀରର ଇମ୍ୟୁନ ରେସ୍‌ପନ୍ସ ନଷ୍ଟ କରିବାରେ ବିଫଳ ହୋଇଛି। […]

high court
ଓଡ଼ିଶା ହାଇକୋର୍ଟରେ ପୂରଣ ହେବ ୨୦୨ ASO ପଦବୀ, ତୁରନ୍ତ ଆବେଦନ କରନ୍ତୁ

ପଦବୀର ନାଁ- ଗ୍ରୁପ୍‌-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ସଂଖ୍ୟା-୨୦୨ ଆବେଦନ ତାରିଖ-୨୦୨୧, ଫେବ୍ରୁଆରୀ ୧୮ ତାରିଖ ଆବେଦନର ଶେଷ ତାରିଖ-୨୦୨୧, ମାର୍ଚ୍ଚ ୨୦ ତାରିଖ କଟକ: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ଗ୍ରୁପ୍‌-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍ ଲାଇନ୍‌ରେ ଆବେଦନ କରିପାରିବେ ବୋଲି ଫେବ୍ରୁଆରୀ ୧୭ ତାରିଖ ଜାରି ଏକ ନୋଟସ୍‌ରେ ସୂଚନା ଦିଆଯାଇଛି। ନୋଟିସ୍‌ରେ ଦିଆଯାଇଥିବା ତଥ୍ୟ […]