ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ । ଦୀର୍ଘ ୪୦ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଦେଶର ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଥିବାବେଳେ ଗତକାଲିଠାରୁ ପୁଣି ବଢ଼ଛି। ଗତକାଲି ୨,୦୮,୯୨୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ୨,୧୧,୨୭୫ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୪ ଘଣ୍ଟାରେ ଦେଶରୁ ୩,୮୪୧ ଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କାଟି […]
ନୂଆଦିଲ୍ଲୀ: ସରକାର ବନାମ ସୋସିଆଲ୍ ମିଡିଆ। ଡିଜିଟାଲ୍ ମିଡିଆ ପାଇଁ ନୂଆ ଗାଇଡଲାଇନ୍ ସଂପର୍କରେ ନିଜ ସ୍ଥିତି ସ୍ପଷ୍ଟ କରିବାକୁ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମକୁ ଚିଠି କରିଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ। ଫେସବୁକ, ହ୍ୱାଟସ୍ଅପ୍ ଏବଂ ଟ୍ୱିଟର ଭଳି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମନ୍ତ୍ରାଳୟ ଚିଠି ଲେଖି ଦର୍ଶାଇଛି ଯେ, ନୂଆ ନିୟମ ପାଳନ କରିବା ପାଇଁ ୩ ମାସ ସମୟ ଦିଆଯାଇଥିଲା। ତାସହ ଭାରତରେ ଏକ ଅନୁପାଳନ ଅଧିକାରୀ ନିଯୁକ୍ତ, ଆପତ୍ତି ଅଭିଯୋଗର […]
ବାରାଣାସୀ:ଧାର୍ମିକ ନଗରୀ କାଶୀରେ ଏକ ଅଜୀବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ହଠାତ୍ ଗଙ୍ଗାନଦୀ ପାଣିର ରଙ୍ଗ ବଦଳି ଯାଇଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ହଠାତ୍ ଗଙ୍ଗା ନଦୀର ପାଣି ସବୁଜ ରଙ୍ଗରେ ବଦଳି ଯାଇଥିଲା । ତେବେ ଗତ କିଛି ଦିନ ହେବ ଗଙ୍ଗା ନଦୀରେ ଅଧିକ ମାତ୍ରାରେ ଶୈବାଳ ଆସିଥିଲେ । […]
କୋଲକାତା: ବାତ୍ୟା ୟାସ ଓଡ଼ିଶା ସମେତ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । ଜୁଆର ଏବଂ ବାତ୍ୟା ଯୋଗୁ ଏକ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୟାସ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ୟାସ ପାଇଁ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି । ପଶ୍ଚିମବଙ୍ଗରେ ୩ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ପୂର୍ବ ମେଦିନପୁର, ଦକ୍ଷିଣ ଏବଂ ଉତ୍ତର […]
ବିଡ(ମହାରାଷ୍ଟ୍ର)-ଗରିବ, ଅସହାୟ ଲୋକଙ୍କୁ ଦେଖିଲେ ମନରେ ଦୟା, ସହୃଦୟତା ସ୍ଵତଃସ୍ପୃତ ଭାବେ ବାହାରି ଆସେ । ସେମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ମନ କରିଥାଏ । ହେଲେ ଆମର ଏପରି ଭାବ ପ୍ରବଣତା ପାଇଁ ଅନେକ ସମୟରେ ଧୋକା ଖାଇଥାଉ । ଭାବନ୍ତୁ, ଅନ୍ୟର ଦୟାରେ ବଞ୍ଚିଥିବା ଭିକାରି ପାଖରେ ସାଧାରଣତଃ କେତେ ଟଙ୍କା ଥିବ ? ୧୦୦, ହଜାରେ.. । ହେଲେ ନା…ଜଣେ ଭିକାରୀ ପାଖରେ କେତେ ଟଙ୍କା ଥାଏ ଜାଣିଲେ, ଆପଣ […]
ଜୟପୁର; କରୋନାର ଦ୍ଵିତୀୟ ଲହର ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ହେଲେ ଏବେଠାରୁ ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କୁହାଯାଉଛି, କରୋନାର ତୃତୀୟ ଳହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ । ହେଲେ ଏବେ ଏମିତି ସ୍ଥିତି ସୃଷ୍ଟି ହୋଇଛି ଦେଖିଲେ ଲାଗୁଛି ଯେମିତି ଚାଲି ଆସିଲା କି କରୋନାର ତୃତୀୟ ଲହର ? ରାଜସ୍ଥାନରେ ଏପ୍ରିଲ ଏବଂ ମେ’ରେ କରୋନା ପଜିଟିଭ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି […]
ନୂଆଦିଲ୍ଲୀ:ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନ୍ଭେଷ୍ଟିଗେଶନ ଅର୍ଥାତ୍ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପଦବୀ ପାଇଁ ଆଇପିଏସ ଅଧିକାରୀ ସୁବୋଧ କୁମାର ଜୈସୱାଲଙ୍କୁ ମଙ୍ଗଳବାର ଚୟନ କରାଯାଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ସଦସ୍ୟଙ୍କୁ ନେଇ ଏକ ବୈଠକର ନିଷ୍ପତ୍ତି କ୍ରମେ ତାଙ୍କୁ ଚୟନ କରାଯାଇଥିଲା । ନବନିଯୁକ୍ତ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ ସିଆଇସିଏଫ ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟରତ । ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ […]
ଲକ୍ଷ୍ନୌ; ଉତ୍ତର ପ୍ରଦେଶର ବାରାବଙ୍କିର ଏକ ଗ୍ରାମ ସିସୌଡାରେ କରୋନା ଭାକ୍ସିନ ଦେବା ପାଇଁ ଆସିଥିବା ଟିମକୁ ଦେଖି ଭୟରେ ଲୋକେ ସରଜୂ ପରି ଭୟଙ୍କର ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ହେଲେ କାହିଁକି ଗ୍ରାମବାସୀ ଏପରି ପଦକ୍ଷେପ ନେଲେ ? ସତରେ ଭୟ ନା ଆଉ କିଛି କାରଣ ରହିଛି ଏହା ପଛରେ ? କ୍ୟାମେରା ସାମ୍ନାରେ ମୁହଁରେ ତାଲା ପକାଇଥିବା ଅଧିକାରୀମାନେ ଏବେ ମୁହଁ ଖୋଲିଛନ୍ତି । ପ୍ରଥମେ ଜିଲ୍ଲା ଅଧିକାରୀ ଡାକ୍ତର […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି । ଗତ ୪୨ ଦିନରେ ସବୁଠାରୁ କମ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୫ ହଜାର ୬୮୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖ ୧ ଲକ୍ଷ ୮୫ ହଜାର […]
ନୂଆଦିଲ୍ଲୀ: କରୋନା ଭାଇରସ ପୃଥିବୀକୁ ଆସି ଏପରି ଆତଙ୍କ ସୃଷ୍ଟି କରିବା ପ୍ରାୟ ଦେଢ ବର୍ଷ ହୋଇଗଲା । ଆଜିଯାଏ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ । ସେତିକି ନୁହେଁ, ଭାଇରସର ଉତ୍ପତି କେଉଁଠୁ ହେଲା ଏବଂ କେମିତି ହେଲା ତାହା ମଧ୍ୟ ଜାଣି ହେଲାନାହିଁ । ଇତିମଧ୍ୟରେ ଆମେରିକା ଗୋଇନ୍ଦା ରିପୋର୍ଟ କରୋନା ଭାଇରସର ଉତ୍ପତ୍ତିକୁ ନେଇ ଗୁରୁତ୍ବପୁର୍ଣ ତଥ୍ୟ ପ୍ରକାଶ କରିଛି । ଗୋଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି, ପୃଥିବୀକୁ କରୋନା ଭାଇରସ […]
ନୂଆଦିଲ୍ଲୀ: ଆଇଏପି ((Indian Academy of Pediatrics) ପକ୍ଷରୁ ନିକଟରେ ଏକ ଆଡଭାଇଜରି ଜାରି କରାଯାଇ କୁହାଯାଇଛି, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ । ପିଲାମାନଙ୍କର ଇମ୍ୟୁନ ସିଷ୍ଟମ ଖୁବ୍ ମଜବୁତ୍ । ପ୍ରଥମ ଓ ଦ୍ଵିତୀୟ ଲହରରୁ ମିଳିଥିବା ତଥ୍ୟକୁ ଦେଖିଲେ ଜଣାପଡେ, ଯଦି କରୋନାର ତୃତୀୟ ଲହର ଆସେ, ତେବେ ଗୁରୁତର ସଂକ୍ରମିତ ପିଲାମାନଙ୍କ ପାଇଁ ଆଇସିୟୁର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଯଦି ତୃତୀୟ […]
ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରର ପ୍ରକୋପ ଆସ୍ତେ ଆସ୍ତେ କମି କମି ଆସୁଛି । ମେ’ ଆରମ୍ଭରେ କରୋନା ସଂକ୍ରମଣ ସଂଖ୍ୟା ଡରାଉଥିଲା । ହେଲେ ଶେଷ ଆଡ଼କୁ ସଂଖ୍ୟାରୁ ଆଶ୍ଵସ୍ତି ମିଳିଛି । ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ […]
ନୂଆଦିଲ୍ଲୀ: କରୋନା ଦ୍ଵିତୀୟ ଲହରର ପ୍ରକୋପ ଏ ପର୍ଯ୍ୟନ୍ତ ଦେଶରୁ କମିିନି, ଏପଟେ ତୃତୀୟ ଲହରର ଭୟ ମାଡ଼ି ଆସିଲାଣି । ତୃତୀୟ ଲହରକୁ ନେଇ ଡରିବାର ଅନେକ କାରଣ ବି ରହିଛି । କାରଣ ଆକଳନ ଅନୁସାରେ ତୃତୀୟ ଲହର ପିଲାମାନଙ୍କୁ ବେଶି ପ୍ରଭାବିତ କରିବ । ହେଲେ ପିଲାମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ଭାକ୍ସିନ ଆସିନି । ତେଣୁ ତୃତୀୟ ଲହରର ମୁକାବିଲା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପିଲାମାନଙ୍କୁ ଭାକ୍ସିନ […]
ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶରେ ବ୍ଲାକ ଫଙ୍ଗସ୍ ଅର୍ଥାତ୍ ମ୍ୟୁକରମାୟକୋସିସ୍ ରୋଗୀଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଦିନକୁ ଦିନ ବଢୁଥିବା ଫଙ୍ଗାଲ ଇନ୍ଫେକ୍ସନକୁ ଦେଖି କେନ୍ଦ୍ର ସରକାର କେତେକ ରାଜ୍ୟରେ ଏହାକୁ ମହାମାରୀ ଘୋଷଣା କରିବା ପାଇଁ କହିଛନ୍ତି । ଏମିତିରେ ଦେଖିଲେ ବ୍ଲାକ ଫଙ୍ଗସ କୌଣସି ନୂଆ ରୋଗ ନୁହେଁ । ତେବେ କରୋନା ପରବର୍ତ୍ତୀ ପ୍ରତିକ୍ରିୟା ଭାବେ ଏହା ଦେଖା ଦେଉଥିବାରୁ ଏହାର ପ୍ରଭାବ ଅଧିକ ଭୟଙ୍କର ହୋଇପଡ଼ିଛି । […]