• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

dry skin
ଶୁଷ୍କ ତ୍ୱଚାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଭୁବନେଶ୍ୱର:  ସମସ୍ତେ ଚାହାନ୍ତି ତାଙ୍କ ତ୍ୱଚା କୋମଳ, ଉଜ୍ୱଳ ଓ ସୁନ୍ଦର ଦେଖାଯାଉ। କିନ୍ତୁ ବାହାର ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ପାଇଁ ଏଭଳି ତ୍ୱଚା ପାଇବା କେବଳ ସ୍ୱପ୍ନରେ ରହିଥାଏ । ପରଫେକ୍ଟ ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ନିଜ ସ୍କିନ୍‌ ଟାଇପ୍‌ ଜାଣିପାରିବେ। କାରଣ ଭିନ୍ନ ଭିନ୍ନ ଟାଇପ୍‌ ସ୍କିନ୍‌ ପାଇଁ ଭିନ୍ନ ଭିନ୍ନ ଉପଚାର ରହିଛି। ଆଜି ଆମେ ଆପଣଙ୍କ ଶୁଷ୍କ ତ୍ୱଚାର କେମିତି ଯତ୍ନ ନେବେ ସେ ବିଷୟରେ […]

netaji-subhash-chandra
‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’

ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।  କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ସ୍ରୋତ । ଦେଶର ସ୍ୱାଧୀନତା ପାଇଁ ସୁଭାଷ ଚନ୍ଦ୍ର ବୋଷଙ୍କର ଯଥେଷ୍ଟ ଅବଦାନ ରହିଥିଲା । ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ହେବା ସହ ଥିଲେ ଜଣେ ସାହସୀ ଯୋଦ୍ଧା । ତାଙ୍କର ପ୍ରେରଣାଦାୟୀ ଚିନ୍ତାଧାରା ଯୁବଗୋଷ୍ଠୀଙ୍କୁ  ସବୁବେଳେ ଉତ୍ସାହିତ କରୁଥିଲା । ମାତୃଭୂମିର ମୁକ୍ତି ପାଇଁ ଦେଶ-ବିଦେଶରେ ଆତ୍ମଗୋପନ […]

otv-khbar-susant-
ଜହ୍ନ ରାଇଜରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ

ବଲିଉଡ଼୍ ପାଇଁ ଜାନୁଆରୀ ୨୧ ତଥା ଆଜିର ଦିନ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଆଜିର ଦିନରେ ସୁଶାନ୍ତ ସିଂ ରାଜପୁତଙ୍କର ଜନ୍ମ ହୋଇଥିଲା । ସୁଶାନ୍ତ ଆମ ଗହଣରେ ଏବେ ନଥିଲେ ସୁଦ୍ଧା ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିବେ । ଘଟଣାକୁ ଅନେକ ଦିନ ବିତି ଯାଇଛି ସିନା ଦର୍ଶକ ଏବେ ବି ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ।  ତାଙ୍କର ସିନେମା ଓ ସିରିଏଲ ସମ୍ପର୍କରେ ସମସ୍ତେ ଆଲୋଚନା କରୁଥିବାର ଶୁଣିବାକୁ ମିଳେ, କିନ୍ତୁ […]

first-photo
ସ୍ୱତନ୍ତ୍ର ଥିଲା ପିଠିରେ ଆଙ୍କିଥିବା ସୁଶାନ୍ତଙ୍କ ଟାଟୁ . . . . କାହା ପାଇଁ କରିଥିଲେ ଅଭିନେତା ?

ସୁଶାନ୍ତ ସିଂ ରାଜପୁତ ଚାଲିଗଲେ, କିନ୍ତୁ ଛାଡ଼ିଗଲେ ବହଳେ ସ୍ମୃତି । ଅଫେରା ରାଇଜକୁ ଚାଲି ଯାଇଥିଲେ ବି ଫ୍ୟାନ ଆଜି ବି ତାଙ୍କୁ ଝୁରୁଛନ୍ତି । ଦର୍ଶକଙ୍କୁ ନିଜ ଅଭିନୟର ଯାଦୁର ବାନ୍ଧି ରଖୁଥିବା ଅଭିନେତାଙ୍କ ଅବର୍ତ୍ତମାନରେ ଆଜି ବି ତାଙ୍କର ଗୁଣଗାନ କରୁଛନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ପିଠିରେ ଥିବା ଏକ ଟାଟୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ […]

୮୮
ମଦ ନିଶାରେ ଚୁର ହୋଇ ସ୍ୱାମୀ ଦେହରେ ନିଆଁ ଲଗାଇଦେଲା ସ୍ତ୍ରୀ

ଜଳନ୍ଧର : ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ ପ୍ରେମ କରି ବିବାହ କରିବା । ମହିଳା ନୁହେଁ  ଘରୋଇ ହିଂସାର ଶିକାର ହେଲେ ନବ ବିବାହିତ ବର । ପଞ୍ଜାବ ଜଳନ୍ଧରର ଫିଲୋର ଥାନା ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି।  ସରକାରୀ ଚାକିରି କରୁଥିବା ଜଣେ ଯୁବକ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଉଭୟଙ୍କ ପରିବାରର ସହମତିରେ ପ୍ରେମ ବିବାହ ହୋଇଥିଲା। ସମସ୍ତେ ଖୁସି ଥିଲେ, ଜାକଜମକରେ ବିବାହ […]

ହ
ଦୀର୍ଘ ତିନି ମାସ ପରେ ଅଚାନକ ସର୍ବସମ୍ମୁଖକୁ ଆସିଲେ ଜ୍ୟାକ ମା, ଅକ୍ଟୋବରରୁ ନିଖୋଜ ଥିଲେ ‘ଆଲିବାବା’ର ପ୍ରତିଷ୍ଠାତା

ଚୀନ୍ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସର୍ବସମ୍ମୁଖକୁ ଆସିଲେ ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମା।ବୁଧବାର ଦିନ ଜ୍ୟାକ୍‌ ମା ଏକ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ଜଣାପଡ଼ିଛି ।  ଗ୍ରାମୀଣ ଶିକ୍ଷାର ସଫଳତା ରୂପାୟନ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚାରିଆଡ଼ୁ ଚାପ ବଢ଼ିବା ପରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ […]

OTV-Khbar-Sasu
ସେ ଆମ ପାଇଁ ଦେବୀ ସମାନ ! ଶାଶୂଙ୍କ ସ୍ମୃତିରେ ମନ୍ଦିର ତୋଳିଲେ ୧୧ ବୋହୂ

ବିଳାସପୁର : ଶାଶୂ ଆମ ପାଇଁ ସାକ୍ଷାତ ଦେବୀ । ଶାଶୂଙ୍କୁ ଦେବୀ ମାନି ମନ୍ଦିର ନିର୍ମାଣ କଲେ ୧୧ ଜଣ ବୋହୂ । ମା’ ପରି ସ୍ନେହ ଦେଇ ପାଳିଥିବା ଶାଶୂଙ୍କ ମୃତ୍ୟୁ ପରେ ତାଙ୍କ ବୋହୂମାନେ ଏକ ମନ୍ଦିର ନିର୍ମାଣ କରି ନିତି ଦିନ ପୂଜା କରୁଛନ୍ତି । ଛତିଶଗଡ଼ ବିଳାସପୁର ଜିଲ୍ଲାର ରତନପୁରରେ ଏପରି ନିଆରା ପରିବାରକୁ ଦେଖିବାକୁ ମିଳିଛି । ଶାଶୂଙ୍କ ପ୍ରତି ଥିବା ଭଲପାଇ‍ବା ଯୋଗୁଁ ଭଗବାନଙ୍କ ପରି ମନ୍ଦିରରେ […]

7
ବାପା ନା ରାକ୍ଷସ, ପାଠ ପଢ଼ାରେ ମନଦେଲାନି ବୋଲି ପୁଅ ଦେହରେ ନିଆଁ ଲଗାଇଦେଲା . .

ହାଇଦ୍ରାବାଦ : ପୁଅକୁ ଦେହରେ ନିଆଁ ଲଗାଇ ଦେଲା ରାକ୍ଷସ ବାପା ।  ପାଠ ପଢ଼ିଲାନି ବୋଲି ୧୦ ବର୍ଷର ପୁଅ ଦେହରେ ନିଜ ବାପା ନିଆଁ ଲଗାଇ ଦେଇଛି । ଫଳରେ କୁନି ପୁଅର ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ହାଇଦ୍ରାବାଦର କୁକାଟପଲ୍ଲୀ ହାଉସିଂ ବୋର୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ହାଇଦ୍ରାବାଦର କୁକାଟପଲ୍ଲୀ ଅଞ୍ଚଳରେ […]

michhei-kanya
ବରକୁ ଲୁଟିଲା ମିଛେଇ କନିଆ, ବିବାହ ପାଇଁ ୬ ଲକ୍ଷର ସପିଂ. . . .

ଲକ୍ଷ୍ନୌ : ବରକୁ ଲୁଟିଲା କନ୍ୟା । ବିବାହ ପୂର୍ବରୁ ବର ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରିଲା କନ୍ୟା । ୬ ଲକ୍ଷ ଟଙ୍କାର ସପିଂ କରି ଯୁବତୀ ଜଣକ ଫେରାର ହୋଇଥିବା ଅଭିଯୋଗ ହୋଇଛି । ୟୁପିର ଲକ୍ଷ୍ନୌ ସହରରେ ଘଟିଛି ଏଫରି ଅଭାବନୀୟ ଘଟଣା । ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ମନୋଜ ଅଗ୍ରୱାଲ ନାମକ ଯୁବକଙ୍କ ଠାରୁ ଟଙ୍କା ନେଇ ଭାବିପତ୍ନୀ ଫେରାର୍ ହୋଇଯାଇଛନ୍ତି । ବିବାହ […]

birala-record
କାଶ୍ମୀରରୁ କନ୍ୟାକୁମାରୀ, ଗୋଟିଏ ଗୋଡ଼ରେ ୨୮୦୦ କିମି ସାଇକେଲ ଚଳାଇ ନୂଆ କୀର୍ତ୍ତିମାନ କଲେ ତାନ୍ୟା ଡାଗା

ରାଜଗଡ : ତାନ୍ୟା ଏକ କାହାଣୀ, ତାନ୍ୟା ଏକ ପ୍ରେରଣା, ତାନ୍ୟା ଏକ ଆଶାର କିରଣ । ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯେଉଁମାନେ କଠିନ ପରିସ୍ଥିତିରେ ହାର ମାନିଯାଆନ୍ତି । ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ପାରିଲାନ୍ତି ଆତ୍ମବିଶ୍ୱାସ ।  ଗୋଡ଼ ହରାଇଲା ପରେ ବି ସକ୍ଷମଙ୍କ ପରି ସଂଘର୍ଷ କରି ସଫଳ ହୋଇଛନ୍ତି ଦିବ୍ୟାଙ୍ଗ ଯୁବତୀ । କିଛି ଭିନ୍ନ କରିବାର ପ୍ରୟାସ ନେଇ ଗୋଟିଏ ଗୋଡରେ ସାଇକେଲ ଚଲାଇ କାଶ୍ମୀରରୁ କନ୍ୟାକୁମାରୀ […]

otv-docotor-accident
କର୍ଣ୍ଣାଟକ ଧାରୱାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ସମେତ ୧୭ ମହିଳା ଡାକ୍ତରଙ୍କ ମୁତ୍ୟୁ

  କର୍ଣ୍ଣାଟକ ଧାରୱାଡ଼ରେ ସଡ଼କ ଦୁର୍ଘଟଣା, ମିନି ବସକୁ ଧକ୍କା ଦେଲା ଟ୍ରକ୍ ଡ୍ରାଇଭର ସମେତ ମିନି ବସରେ ବସିଥିବା ୧୭ ମହିଳା ଡାକ୍ତର ମୃତ ୧୦ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି ସିଙ୍ଗଲ୍ ଲେନ୍ ରାଜପଥରେ ପ୍ରତିଦିନ ଦୁର୍ଘଟଣା, ଲୋକେ ଅସନ୍ତୁଷ୍ଟ ଧାରୱାଡ଼ : କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । ମିନି ବସକୁ  ପ୍ରବଳ ଜୋରରେ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୭ ମହିଳା ମହିଳା ଡାକ୍ତରଙ୍କ ମୃତ୍ୟୁ […]

PKG_WIFE-RAPE_AMRUT
ବିଶ୍ୱାସକୁ ବଜାରରେ ନିଲାମ କରିଦେଲା ପିଶାଚ ସ୍ୱାମୀ, ସାଙ୍ଗ ମାନଙ୍କ ସହ ମିଶି ସ୍ତ୍ରୀକୁ ଗଣଦୁଷ୍କର୍ମ

ଜୟପୁର : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ ବିଶ୍ୱାସରେ ବିଷ ଦେଇ ସ୍ତ୍ରୀର ଇଜ୍ଜତକୁ ବଜାରରେ ନିଲାମ କରିଦେଲା। ସବୁଦିନ ପାଇଁ ରକ୍ଷା କରିବାର ଭରସା ଦେଇ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ପିଶାଚ ସ୍ୱାମୀ । ରାଜସ୍ଥାନର ଜାଲୋର କୋତବାଲି ଥାନାରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତ ଜ୍ୱାଇଁ ଓ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଭଳି ଘୃଣ୍ୟ ଓ […]

collage (2)
ବିନା ଫିଙ୍ଗରପ୍ରିଣ୍ଟରେ ଷ୍ଟାର୍ଟ ହେବନି ଗାଡ଼ି, ଯାନବାହାନ ଚୋରି ରୋକିବାକୁ ବିନୟ ତିଆରି କଲେ ସ୍ୱତନ୍ତ୍ର ଡିଭାଇସ୍

ଭୋପାଳ : ଇଚ୍ଛା ଶକ୍ତି ଆଗରେ ବୟସ ବାଧକ ସାଜେନି । କଠିନ ପରିଶ୍ରମ ଦ୍ୱାରା ଅସମ୍ଭବ ବି ସମ୍ଭବ ହୋଇପାରେ । କିଛି ଭିନ୍ନ କରିବାର ମନୋବୃତ୍ତି ସଫଳତା ସାଉଣ୍ଟିବାରେ ସହାୟକ ହୁଏ ।  ଆଉ ଏପରି କିଛି କରି ଅଳ୍ପ ବୟସରେ କମାଲ କରିଛନ୍ତି ମଧ୍ୟପ୍ରଦେଶର ୧୬ ବର୍ଷୀୟ ଛାତ୍ର । ବିଭିନ୍ନ ସ୍ଥାନରେ ଗାଡ଼ି ଚୋରି ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ବିନୟ ଜୟସୁଆଲ୍ ତିଆରି କରିଛନ୍ତି ସ୍ୱତନ୍ତ୍ର ଡିଭାଇସ୍ । କାର […]

Dhanishtha-1
ମୃତ୍ୟୁ ପରେ ବି ଅମର ଧନିଷ୍ଠା, ୫ ଜଣଙ୍କୁ ଜୀବଦାନ ଦେଲା ୨୦ ମାସର ଶିଶୁ କନ୍ୟା

ମୃତ୍ୟୁ ପରେ ଅମର ହୋଇଗଲେ କୁନି ଝିଅ ଧନିଷ୍ଠା । ବୟସ ମାତ୍ର ୨୦ ମାସ । ଦୁନିଆକୁ ଅଲବିଦା କହିବା ପୂର୍ବରୁ ମାତ୍ର ୨୦ ମାସର ଛୋଟିଆ  ଝିଅଟି ଅଙ୍ଗଦାନ ପରି ମହତକର୍ମ କରି ୫ ଜଣଙ୍କୁ ନୂଆ ଜୀବନ ଦେଇଛି ।  ହସକୁରି କୁନି ଝିଅଟି ତା’ ହସକୁ ଆଜି ୫ଜଣଙ୍କ  ପରିବାର ସହ ବାଣ୍ଟି ଦେଇଛି । ସବୁଠୁ କମ୍‌ ବୟସରେ ଅଙ୍ଗଦାନ କରିଥିବା ପ୍ରଥମ ଝିଅ ହେଲା ଧନିଷ୍ଠା । ତା’ର ହାର୍ଟ, […]

୭
ହାତ ଧରି ବିଶ୍ୱାସରେ ବିଷ ଦେଲା, ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ

ମୁମ୍ବାଇ : ସ୍ୱାମୀ ସାଜିଲା ସଇତାନ୍। ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳା ଜଣକର ମୃତ୍ୟୁ ହୋଇଛି । ଗତ ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ଲୋକାଲ ଟ୍ରେନରେ ଯାଉଥିବା ବେଳେ ଚେମ୍ବୁର ଏବଂ ଗୋଭାଣ୍ଡି ରେଳ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଦୁଇ ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା । ମୁମ୍ବାଇର […]

kim-jong-un
ଭଉଣୀର ଲୋକପ୍ରିୟତା ସହି ପାରୁନାହାନ୍ତି କ୍ରୁର ଶାସକ, ଅଚାନକ କ୍ଷମତା ଅପସାରଣ କଲେ କିମ୍ ଜୋଙ୍ଗ ଉନ୍

ଉତ୍ତର କୋରିଆ : ଭଉଣୀକୁ ସହିପାରୁ ନାହାନ୍ତି ଅ‍‍‍ବିଶ୍ୱାସୀ କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍ । ଘର, ପରିବାର ଲୋକ, ବିଶ୍ୱସ୍ତ ଲୋକ କାହା ଉପରେ ଭରସା ନାହିଁ।  ସରକାରଙ୍କ ପ୍ରତି ବିଶ୍ଵସ୍ଥ ରହିବା ଓ କୌଣସି କଥାର ବିରୋଧ ନ କରିବା ତାଙ୍କ ଶାସନର ମୂଳ ମନ୍ତ୍ର ।  ସର୍ତ୍ତ ନ ମାନିଲେ ମୃତ୍ୟୁ ଦଣ୍ଡ ସୁନିଶ୍ଚିତ । କ୍ଷମତା ଲୋଭରେ ସେ ସମ୍ପୂର୍ଣ୍ଣ ଅନ୍ଧ। ଏକଛତ୍ରବାସୀ ଶାସକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ […]

Washington-man-arrested-for-sexually-assaulting-a-beaver-784x441
କଲଗାର୍ଲ ଭାବି ପ୍ରିନ୍ସିପାଲଙ୍କୁ ହଇରାଣ କରୁଥିଲ ଦୁଇ ଯୁବକ, ଅଭିଯୁକ୍ତଙ୍କୁ ବାନ୍ଧିନେଲା ପୋଲିସ୍

ମୁମ୍ୱାଇ : ୩୫ ବର୍ଷୀୟ ପ୍ରନ୍ସିପାଲଙ୍କୁ ଯୌନ ଶୋଷଣ ଏବଂ ଅସଦାଚରଣ କରୁଥିବା ଅଭିଯୋଗରେ ଦୁଇଜଣ ଯୁବକ ଗିରଫ । ପୀଡ଼ିତାଙ୍କ ଅଭିଯୋଗ ପରେ ମହାରାଷ୍ଟ୍ରର ୱାଡାଲା ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କୁ ଫୋନ୍ କରି ଅଶ୍ଳୀଳ କଥାବାର୍ତ୍ତା କରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦୁଇ ଅଭିଯୁକ୍ତ। ଦୁଇ ଅଭିଯୁକ୍ତ ନଭି ମୁମ୍ବାଇର ଘାନସୋଲି ନିବାସୀ୨୫ ବର୍ଷିୟ ସୁରଜ ସିଦ୍ଧାର୍ଥ କାମ୍ବଲେ ଏବଂ ୩୧ ବର୍ଷିୟ ମନୋଜ ଲକ୍ଷ୍ମଣ ଦେବରୁକର ବୋଲି […]

7am-cricket-dfd
ଏବେ କିପରି ଅଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା?

କଟକ (ନିରଞ୍ଜନ ରେଡ୍ଡୀ): କେମିତି ଅଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ପ୍ରଜ୍ଞାନ ଓଝା ? ମାତ୍ର ୧୦ ବର୍ଷରୁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ବିଗତ ଦିନର ଏହି ଚର୍ଚ୍ଚିତ ସ୍ପିନର୍ ଖେଳରୁ ଅବସର ପରେ ଅନୁଭୂତି ବଖାଣିଛନ୍ତି । ଜଣେ ଖେଳାଳି ହିସାବରେ କ୍ରିକେଟରୁ ଅବସର ନେବା କଷ୍ଟକର ବୋଲି ସେ କହିଛନ୍ତି । ସେହିପରି ଏବେ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ସଦସ୍ୟ ଥିବା ପ୍ରଜ୍ଞାନ କହିଛନ୍ତି, ବିଗତ ଦିନରେ ଦେଶ ପାଇଁ […]

୮
ବିଶ୍ୱର ରହସ୍ୟମୟୀ ହ୍ରଦ, ପାଣି ଛୁଇଁଲେ ପଥର ପାଲଟି ଯାଉଛନ୍ତି ମଣିଷ, ପଶୁପକ୍ଷୀ, କୀଟପତଙ୍ଗ

ରହସ୍ୟଘେରରେ ବିଶ୍ୱର ରହସ୍ୟମୟୀ ହ୍ରଦ । ହ୍ରଦର ପାଣି ଛୁଇଁଲେ ପଥର ପାଲଟି ଯାଉଛନ୍ତି ମଣିଷ, ପଶୁପକ୍ଷୀ, କୀଟପତଙ୍ଗ । ଉତ୍ତର ତାଞ୍ଜାନିଆରରେ ଥିବା ଏହି ଚର୍ଚ୍ଚିତ ହ୍ରଦର ନିକଟବର୍ତ୍ତୀ ଅଞ୍ଚଳରେ ଜନବସତିର ଚିହ୍ନବର୍ଣ୍ଣ ନାହିଁ ।ଏହି ବିପଜ୍ଜନକ ହ୍ରଦକୁ ନେଟ୍ରନ୍ ହ୍ରଦ କୁହାଯାଏ। ଏହି ହ୍ରଦ ଚାରିପାଖରେ ପଶୁ ଓ ପକ୍ଷୀମାନଙ୍କର ଅନେକ ପଥର ମୂର୍ତ୍ତି ପଡ଼ିରହିଛି । ତେଣୁ ନେଟ୍ରନ୍ ହ୍ରଦ ସହିତ ଭୌତିକ ଶକ୍ତି ଜଡ଼ିତ ବୋଲି ଚର୍ଚ୍ଚା ହୁଏ । ହ୍ରଦର […]

FB_COVER
ମାଆ ମଙ୍ଗଳାଙ୍କ ଚମତ୍କାରିତାକୁ ନେଇ ଆସୁଛି ନୂଆ ଧାରାବାହିକ ’ମଙ୍ଗଳାଚରଣ’

ଓଡ଼ିଶାର ନମ୍ବର-୧ ଲୋକପ୍ରିୟ ଚ୍ୟାନେଲ ତରଙ୍ଗ ନେଇଆସୁଛି ନୂଆ ଧାରାବାହିକ ମଙ୍ଗଳା ଚରଣ । ନୁଆ କାହାଣୀ, ଭିନ୍ନ ଶୈଳୀ, ଓଡ଼ିଶାର ସାଂସ୍କୃତିକ ପରମ୍ପରା ତଥା ଓଡ଼ିଆ ଘରର ମୌଳିକତା ଉପରେ ଆଧାରିତ ଏହି ଧାରାବାହିକ ଆସନ୍ତା ୧୮ ତାରିଖ ସୋମବାର ସନ୍ଧ୍ୟା ୬.୩୦ରୁ ପ୍ରସାରଣ ହେବାକୁ ଯାଉଛି । ଯେଉଁଥିରେ ଅନେକ ଲୋକପ୍ରିୟ କଳାକାରଙ୍କ ସହ କିଛି ନୂଆଁ ମୁହଁକୁ ଦେଖିବାକୁ ମିଳିବ । ସାରା ସଂସାରର ସେ ମଙ୍ଗଳ କାରିଣୀ ବୋଲି ନା ତାଙ୍କର […]

88_6624156_835x547-m
କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା, ବିଗତ ୫ ବର୍ଷରେ ଦ୍ୱିଗୁଣିତ ହେଲା ସଂଖ୍ୟା

ଗୁଜରାଟ :  ଅଧିକ ମଦ ପିଉଛନ୍ତି ମହିଳା ।  କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା । ଗୁଜରାଟରେ ମଦକୁ ବ୍ୟାନ୍ କରାଯାଇଥିବା ବେଳେ ବିଗତ ୫ ବର୍ଷରେ ମହିଳା ମଦ୍ୟପଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।୨୦୧୯-୨୦୨୦ବର୍ଷ ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-Five) ରିପୋର୍ଟ ଆଧାରରେ ଏହି ତଥ୍ୟ ହସ୍ତଗତ ହୋଇଛି । ଗୁଜୁରାଟର ମୋଟ ୩୩,୩୪୩ ମହିଳା ଏବଂ ୫୩୫୧ ଜଣ ପୁରୁଷଙ୍କୁ ନେଇ ଏହି  ସର୍ଭେ କରାଯାଇଥିଲା । ତେବେ […]

otv-khabr-sena
ସୀମାରେ ସବୁ ପରିସ୍ଥିତି ପାଇଁ ସଜାଗ ସେନା

ପାକ-ଚୀନ ଯୁବଳବନ୍ଦୀ ଦେଶ ପାଇଁ ବିପଦ ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟରେ  ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଆମେ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ, କହିଲେ ସେନା ମୁଖ୍ୟ ନରଓ୍ୱାଣେ ନୂଆଦିଲ୍ଲୀ : ଭାରତୀୟ ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟ ଅଛନ୍ତି । ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ସେନା ପ୍ରସ୍ତୁତ ରହିଛି ।  […]