• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

election
ଆସାମ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୪୭ଟି ସିଟ୍‌ରେ ଲଢ଼େଇ

ଗୌହାଟି: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଆସାମରେ ମୋଟ୍‌ ୧୨୬ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ଆଜି ୪୭ଟି ଆସନ ପାଇଁ ମତଦାନ ଚାଲିଛି। ନିର୍ବାଚନ ମୈଦାନରେ ୨୬୪ଜଣ ପ୍ରାର୍ଥୀ ଅଛନ୍ତି। ମତଦାନକୁ ସୁରୁଖୁରୁରେ କରିବା ପାଇଁ ଆସାମର ୧୨ଟି ଜିଲ୍ଲାରେ ୧୧ ହଜାର ୫୩୭ଟି ବୁଥ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୋନିତପୁର, ବିଶ୍ୱନାଥ, ନଗାଓଁ, ଗୋଲଘାଟ, ଜୋରହାଟ, ମଜୁଲି, ଶିବସାଗର, ଚରାଇଦେଓ, ଲକ୍ଷିମପୁର, […]

mamata
ଆପତ୍ତିଜନକ ମନ୍ତବ୍ୟ ପାଇଁ ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ

  ୨୪ ଘଣ୍ଟା ପାଇଁ କରିପାରିବେନି ପ୍ରଚାର ଗତକାଲି ରାତି ୮ଟାରୁ ଆଜି ରାତି ୮ଟା ଯାଏ କଟକଣା ନିର୍ବାଚନ ପ୍ରଚାରରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ ପୂର୍ବରୁ ମମତାଙ୍କୁ ଦୁଇ ଥର ନୋଟିସ୍ କରିଥିଲେ EC ପ୍ରତିବାଦରେ କୋଲକାତାରେ ଧାରଣା ଦେବେ ଦିଦି କୋଲକାତା : ମହଙ୍ଗା ପଡ଼ିଲା ବୟାନ । ୨୪ ଘଣ୍ଟା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବ୍ୟାନ୍ କଲେ ନିର୍ବାଚନ କମିଶନ୍ । ମମତାଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି […]

ଆତ୍ମହତ୍ୟା କରୁଥିଲେ ମହିଳା : ଦେଖଣାହାରୀ ସାଜିଥିଲେ ଶାଶୁଘର ଲୋକେ

ମୁଜାଫରନଗର : ଆତ୍ମହତ୍ୟା କରୁଥିଲେ ମହିଳା, ବଞ୍ଚାଇବେ ପରିବର୍ତ୍ତେ ମରିବା ପର୍ଯ୍ୟନ୍ତ ଭିଡ଼ିଓ ସୁଟ୍ କଲେ ଶାଶୁଘର ଲୋକ । ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାରରେ ଏପରି ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଶାଶୁଘରର ନିତିଦିନିଆ ନିର୍ଯାତନା ସହିନପାରି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ବୋହୂ ଆତ୍ମହତ୍ୟା କରୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଶାଶୁ ଘର ଲୋକେ । ତାଙ୍କ ଆଖି ସାମ୍ନାରେ ସବୁକିଛି ଘଟୁଥିଲା, ଆଉ […]

election
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ, ମୈଦାନରେ ହେଭିୱେଟ୍‌

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ସନ୍ଧ୍ୟା ସାଢ଼େ ୬ଟା ଯାଏ ଜାରି ରହିବ।ପଶ୍ଚିମବଙ୍ଗର ୩୦ଟି ଆସନରେ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ ଲକ୍ଷ ଭୋଟର। ଏମାନଙ୍କ ମଧ୍ୟରେ ୩୭.୫ ଲକ୍ଷ ପୁରୁଷ ଓ ୩୬ ଲକ୍ଷ ମହିଳା ଭୋଟର ଅଛନ୍ତି। ପୁରୁଲିଆ ଜିଲ୍ଲାର ୯ଟି, ପୂର୍ବ ମେଦିନିପୁର ଜିଲ୍ଲାର ୭ଟି, ପଶ୍ଚିମ ମେଦିନିପୁର […]

ranjeet ramchandran
ସଂଘର୍ଷରୁ ସଫଳତା : ରାତ୍ରୀ ଜଗୁଆଳ ଆଜି ଆଇଆଇଏମ୍ ପ୍ରଫେସର୍

ଥିରୁବନ୍ତପୁରମ୍: ପ୍ଲାଷ୍ଟିକ୍ ପାଲ ଘୋଡ଼ା ଝୁପୁଡ଼ି ଘରୁ ଆଇଆଇଏମ୍ ପ୍ରଫେସର୍ । କଠିନ ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ । ଦୁଇ ଓଳି ଦୁଇ ମୁଠା ଖାଇବାକୁ ନଥିଲେ ସୁଦ୍ଧା ଭବିଷ୍ୟତରେ ଶିକ୍ଷକ ସାଜି ଶିକ୍ଷାର ଆଲୋକ ବାଣ୍ଟିବାକୁ ଚାହୁଁଥିଲା ଗରିବ ପୁଅ । ଶେଷରେ ଆଜି ତାଙ୍କର ଝାଳବୁହା ପରିଶ୍ରମର ମୂଲ୍ୟ ମିଳିଛି । ମେଧାକୁ ପାଥେୟ କରି ସଂଘର୍ଷ ଓ ସଫଳତାର କାହାଣୀ ଲେଖିଲେ ରଞ୍ଜିତ୍ ରାମଚନ୍ଦ୍ରନ । ଦୃଢ଼ ଇଚ୍ଛାଶକ୍ତି ଓ […]

corona
ସତରେ କଣ ସୂର୍ଯ୍ୟକିରଣରେ ଭଲ ହେଉଛି କରୋନା ?

କରୋନା ମହାମାରୀରୁ ଭଲ କରି ଦେବ ସୂର୍ଯ୍ୟଙ୍କ କିରଣ। ସୂର୍ଯ୍ୟଙ୍କ ଶକ୍ତିରେ କଣ ରହିଛି?

cec
ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବେ ସୁଶୀଲ ଚନ୍ଦ୍ରା, ୧୩ ଏପ୍ରିଲରୁ ସମ୍ଭାଳିବେ କାର୍ଯ୍ୟଭାର

ନୂଆଦିଲ୍ଲୀ : ସୁଶୀଲ ଚନ୍ଦ୍ରା ଦେଶର ଆଗାମୀ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ଏବେ ନିର୍ବାଚନ କମିସନର ଭାବେ କାର୍ଯଭାର ସମ୍ଭାଳୁ ଅଛନ୍ତି। ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶୀଲ ଚନ୍ଦ୍ରା ହିଁ ଦେଶର ନୂଆ ସିଇସି ନିଯୁକ୍ତି ପାଇବେ । ସରକାର ‘ନିର୍ବାଚନ ସଦନ’ରେ ଶୀର୍ଷ ପଦ ପାଇଁ ତାଙ୍କ ନାମରେ ମୋହର ମାରି ସାରିଛନ୍ତି। ତେବେ ଏନେଇ […]

president
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହୋଇପଡ଼ିଥିବା ସୂଚନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲକୁ ଆଜି ସକାଳେ ରାଷ୍ଟ୍ରପତି ଚେକ୍ଅପ୍ ପାଇଁ ଯାଇଥିଲେ। ସେଠାରେ ରାଷ୍ଟ୍ରପତିଙ୍କର ରୁଟିନ୍‌ ଚେକ୍ଅପ୍ ହେବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି। President Ram Nath Kovind visited Army Hospital (R&R) following chest discomfort this morning. He is undergoing routine check-up and […]

rem
ରେମ୍‌ଡେସିଭିରର ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ

ନୂଆଦିଲ୍ଲୀ : ଦେଶରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଭିତରେ ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଉତ୍ପାଦନ ହେଉଥିବା ରେମେଡେସିଭିର୍ ଔଷଧକୁ ଅନ୍ୟ ଦେଶକୁ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି । କରୋନା ସଂକ୍ରମଣ ସ୍ଥିତିରେ ସୁଧାର ନଆସିବା ଯାଏଁ ରପ୍ତାନୀ ଉପରେ ରୋକ ଲଗାଇଛନ୍ତ କେନ୍ଦ୍ର ସରକାର । ଅନ୍ୟପଟେ ଏହି ଔଷଧକୁ କରୋନାର ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ […]

gold price
କମିଲା ସୁନା ଦର, ୩ ମାସରେ ୫ ହଜାର ଟଙ୍କା ଶସ୍ତା

ନୂଆଦିଲ୍ଲୀ: ସୁନା, ରୂପା ଦରରେ ଆଜି ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୦ରୁ ଅଧିକ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୧୫୯ ଟଙ୍କା ହ୍ରାସ ସହ ୪୪,୭୦୧ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ପ୍ରତି କିଲୋକୁ ରୂପା ୬୪,୮୨୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ […]

bank
ଆସନ୍ତାକାଲି ଠାରୁ ଲଗାତାର ୬ ଦିନ ବ୍ୟାଙ୍କ ବନ୍ଦ ! ଦେଖନ୍ତୁ ପୂରା ତାଲିକା . .

ନୂଆଦିଲ୍ଲୀ : ବ୍ୟାଙ୍କ ସମ୍ବନ୍ଧୀୟ କିଛି ଜରୁରୀ କାମ ଥିଲେ, ଆଜି ଭିତରେ କାମ ଶେଷ କରିନିଅନ୍ତୁ । ଆଗାମୀ ୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ, ତେଣୁ ଜରୁରୀ କାମ କରିବାକୁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏପ୍ରିଲ ମାସରେ ବ୍ୟାଙ୍କ ଗୁଡ଼ିକର ଲମ୍ବା ଛୁଟି ରହିଛି । ଏଥିସହିତ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ବ୍ୟାଙ୍କ ଧର୍ମଘଟକୁ ଧମକ ଦେଇଛନ୍ତି। ଯଦି ACE ରେ ଧର୍ମଘଟ ହୁଏ, ତେବେ ବ୍ୟାଙ୍କିଂ […]