• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

argentina
ୟୁଥ୍ ଅଲିମ୍ପିକ୍ସ ଗେମ୍ସ ପଦକ ବିଜେତାଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ଅାର୍ଜେଣ୍ଟିନା : ଅାର୍ଜେଣ୍ଟିନାରେ ଶେଷ ହୋଇଥିବା ୟୁଥ୍ ଅଲିମ୍ପିକ୍ସ ଗେମ୍ସର ପଦକ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଥ ଅଲିମ୍ପିକ୍ସରେ ଭାଗ ନେଇ ପଦକ ଜିଣିଥିବା ସମସ୍ତ ଖେଳାଳିଙ୍କ ଅନୁଭୁତି ସମ୍ପର୍କରେ ପିଏମ୍ ମୋଦି ପଚାରି ବୁଝିବା ସହ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଅାଗକୁ  ଭଲ ପ୍ରଦର୍ଶନ କରିବା ପାଇଁ ପିଏମ୍ ମୋଦି ଉତ୍ସାହିତ କରିଛନ୍ତି। ପଦକ ବିଜେତାଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ଉପସ୍ଥିତ […]

BeFunky-collage (1)
୧୬ ଦିନର ଅପରେସନ୍ ପରେ ମିଳିଲା ୩ଟି ହେଲ୍‌ମେଟ୍

ନୂଆଦିଲ୍ଲୀ: ମେଘାଳୟ ସାନ୍ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟବେଳେ ଆଜି ୩ଟି ହେଲ୍‌ମେଟ୍ ମିଳିଛି। ଗତ ୧୩ ତାରିଖରୁ ୧୫ ଜଣ ଶ୍ରମିକ କୋଇଲା ଖଣିରେ ଫସିରହିଛନ୍ତି। ଗତକାଲିଠାରୁ ଓଡ଼ିଶା ଅଗ୍ନିଶମ ବାହିନୀ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି। ଏନ୍‌ଡିଆରଏଫ୍ ସହ ମିଳିତ ଭାବେ ଓଡ଼ିଶା ଅଗ୍ନିଶମ ବିଭାଗ ବେସ୍ ତତ୍ପରତା ସହ ଉଦ୍ଧାର କାର୍ଯ୍ୟ କରୁଛି। ଖଣିରୁ ପାଣି କାଢ଼ିବା ଲାଗି ଉଚ୍ଚ କ୍ଷମତା ସଂପନ୍ନ ମୋଟର ପମ୍ପ, ପାଇପ୍‌ ଓ […]

modi-up 12
ଅାଜାଦ୍ ହିନ୍ଦ୍‌ ସରକାର ଘୋଷଣାକୁ ୭୫ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ  : ଅାଜାଦ୍ ହିନ୍ଦ୍‌ ସରକାର ଘୋଷଣାକୁ ଅାଜି ପୂରିଛି ୭୫ ବର୍ଷ। ଏହି ଐତିହାସିକ ଦିନକୁ ମନେପକାଇବା ପାଇଁ ଲାଲ୍‌କିଲ୍ଲାରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ୧୯୪୩ ମସିହା ଅାଜିର ଦିନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଅାଜାଦ୍ ହିନ୍ଦ ଫୌଜ୍। ୨୧ଅକ୍ଟୋବରକୁ ସ୍ୱାଧୀନତା ଦିବସ ଭାବେ ଘୋଷଣା କରିଥିଲା ଅାଜାଦି ହିନ୍ଦ୍ ଫୌଜ। ଇଂରେଜ ବିରୋଧରେ […]

1
ଏୟାରପୋର୍ଟରେ ଧରା ପଡ଼ିଲା ୬୬ ଲକ୍ଷ ଟଙ୍କାର ଚୋରା ସୁନା

ହାଇଦ୍ରାବାଦ: ହାଇଦ୍ରାବାଦ ଏୟାରପୋର୍ଟରୁ ୬୬ ଲକ୍ଷରୁ ଅଧିକ ଟଙ୍କାର ସ୍ମଗ୍‌ଲିଙ୍ଗ ସୁନା ଜବତ ହୋଇଛି। ଚୋରା ସୁନାକୁ ବହୁତ ଚତୁରତାର ସହ ଲୁଚାଇ ଆଣାଯାଉଥିଲା। ଓଭ‌ନ୍‌ ଟ୍ରାନ୍ସଫର୍‌ମର୍ ଭିତରେ ୪୬ଟି ସିଲଭର୍‌ କୋଟିଂ ଭିତରେ ସ୍ମଗ୍‌ଲିଙ୍ଗ ଗୋଲ୍ଡକୁ  ଅଣାଯାଉଥିଲା। ୪୬ ପିସ୍‌ ସିଲଭର୍‌ କୋଟିଂ ଭିତରେ ଥିବା ସୁନାକୁ କାଢ଼ିବା ପାଇଁ ଏକ୍ସପର୍ଟଙ୍କ ସହାୟତା ନିଆଯାଇଥିଲା। ପ୍ରଥମେ କେମିକାଲ୍‌ ଜରିଆରେ ଜବତ ସିଲଭର୍‌ କୋଟିଂ ପ୍ଲେଟ୍‌ ତରଳାଇବା ପରେ ତା’ ଭିତରୁ ସୁନା ବାହାରିଥିଲା। ଓମାନ୍‌ ଏୟାର୍‌ […]

sabari
ଅାଜି ବି ସବରିମାଲା ମନ୍ଦିରରେ ପଶି ପାରିଲେନି ମହିଳା ଶ୍ରଦ୍ଧାଳୁ

କେରଳ  : କେରଳ ସବରିମାଲା ମନ୍ଦିର ଖୋଲିବାର ଚାରିଦିନ ପରେ ବି ନିର୍ଦ୍ଦିଷ୍ଟ ବୟସର ମହିଳାମାନେ ମନ୍ଦିରରେ  ପ୍ରବେଶ କରିବା ସମ୍ଭବ ହୋଇନାହିଁ । ଅାଜି ପାମ୍ବା ନିକଟରୁ ଦୁଇ ଜଣ ମହିଳା ଯାତ୍ରା ଅାରମ୍ଭ କରିଥିଲେ ମଧ୍ୟ ସେମାନଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରତିବାଦକାରୀ ମାନେ ସେମାନଙ୍କ ରାସ୍ତା ଅବରୋଧ କରିବା ସହ ଫେରିଯିବା ପାଇଁ କହିଥିଲେ। ଏହାପରେ ଦୁଇ ମହିଳା ସବରିମାଲା ଦର୍ଶନରୁ ଓହରି ଯାଇଥିଲେ। ସେପଟେ ପଞ୍ଚାରି ମେଳା ପାଇଁ […]

candle-light-up
ଅମୃତସର ଟ୍ରେନ୍ ଦୁର୍ଘଟଣାର ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ଅମୃତସର  : ଅମୃତସର ଟ୍ରେନ୍ ଦୁର୍ଘଟଣାରେ ଜୀବନ ହାରିଥିବା ବ୍ୟକ୍ତିଙ୍କ ଅାତ୍ମାର ସଦଗତି ପାଇଁ ଚଣ୍ଡିଗଡ଼ରେ କ୍ୟାଣ୍ଡେଲ ଶୋଭାଯାତ୍ରା।  ସ୍ଥାନୀୟ କଳାକାର ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ବେଶରେ ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରାର ଅାୟୋଜନ କରିଥିଲେ। ସେମାନଙ୍କ ସହ ସ୍ଥାନୀୟ ଯୁବକ ଓ ସମାଜସେବୀ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଯେ , ଗତକାଲି ଅମୃତସର ଚୌରା ବଜାର ନିକଟରେ ରାବଣପୋଡ଼ି ଚାଲିଥିବାବେଳେ ଘଟିଥିଲା ଏହି ଭୟଙ୍କର ଘଟଣା।ରେଳ ଧାରଣାରୁ ମାତ୍ର ଶହେ ମିଟର ଦୂରରେ ରାବଣପୋଡ଼ି […]

e1
ପୁଲୱାମାରେ ପୁଣି ଏନକାଉଣ୍ଟର

ଶ୍ରୀନଗର: ୨୪ଘଣ୍ଟା ନ ପୂରୁଣୁ ଜମ୍ମୁ ଓ କଶ୍ମୀରର ପୁଲୱାମାରେ ପୁଣି ଏକ ଏନ୍‌କାଉଣ୍ଟର ହୋଇଛି। ଦକ୍ଷିଣ କଶ୍ମୀରର ପୁଲୱାମା ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ।  ପାଲଟା ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀର ପରିଚୟ ମିଳିପାରିନାହିଁ। ଖବର ଲେଖାଯିବା ସୁଦ୍ଧା ଅପରେସନ୍‌ ଜାରି ରହିଛି। ଗତକାଲି ପୁଲୱାମାର ବାନ୍ଦିପୋରା […]

trai2
ଆଜିଠୁ ଟ୍ରାଇର ନୂଆ ଟାରିଫ୍‌ ନୀତି

ନୂଆଦିଲ୍ଲୀ: ଆଜିଠୁ କେବଲ୍‌ ଓ ଡିଟିଏଚ୍‌ ସଂପର୍କିତ ଟ୍ରାଇର ନୂଆ ଟାରିଫ୍‌ ଲାଗୁ ହେବ। ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ, କେବଳ ତା ପାଇଁ ପଇସା ଦେବେ। ଦର୍ଶକମାନେ ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ଚ୍ୟାନେଲକୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିପାରିବେ। ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିହେବ। ପେ-ଚ୍ୟାନେଲ୍‌ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଯେଉଁ ଚ୍ୟାନେଲ ଦେଖିବାକୁ ଚାହିଁବେ, କେବଳ ସେଇ […]

sasthra puja
ସେନାର ଶସ୍ତ୍ରପୂଜା କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜନାଥ

ବିକାନିର :ଆଜି ରାଜସ୍ଥାନ ବିକାନିର ସେନାର ଶସ୍ତ୍ରପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। ପ୍ରତିବର୍ଷ ଦଶହରା ଅବସରରେ ସେନା ପକ୍ଷରୁ ଶସ୍ତ୍ର ପୂଜା କରାଯାଇଥାଏ।  ପ୍ରଥମ ଥର ବିକାନିର ଗସ୍ତରେ ଆସିଥିବା ରାଜନାଥ ବିଏସ୍ଏଫ୍ ଜବାନଙ୍କୁ ବେଶ ପ୍ରଶଂସା କରିଥିଲେ। କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଦେଉଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ  […]

encounter
ଏନକାଉଣ୍ଟରରେ ତିନି ଅାତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର। ବାରମୁଲ୍ଲା ଜିଲ୍ଳାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନିଜଣ ଅାତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ଠାରୁ ୪ଟି ଏକେ ୪୭ ରାଇଫଲ ଜବତ କରାଯାଇଛି। ଏଥିସହ ଏକ ବଡ ଧରଣର ଅାତଙ୍କବାଦୀ ଅାକ୍ରମଣକୁ ପଣ୍ଡ କରି ଦିଅାଯାଇଛି।  ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀମାନେ ପୁରା ଏରିଅାକୁ କର୍ଡନ କରି ସର୍ଚ୍ଚ ଅପରେସନ ଅାରମ୍ଭ କରିଥିଲେ। ଏବେ ବି ଘଟଣାସ୍ଥଳରେ ଅପରେସନ ଜାରି ରହିଛି।    

jk
ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର; ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସେନାର ଅପରେସନ ଅଲ୍ ଆଉଟ୍‌କୁ ଆଜି ଆଉ ଏକ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ରିଞ୍ଜିପୋରା ଅଞ୍ଚଳରେ ଆଜି ସୁରକ୍ଷାବଳ ଓ ସଶସ୍ତ୍ର ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିମାଡ଼ ହେବା ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ଏହି ଏନ୍‌କାଉଣ୍ଟରରେ ସେନା ପକ୍ଷରୁ ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ସେନା ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀର ପରିଚୟ […]

simba1
ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ବଲିଉଡ୍ ମୁଭି ‘ସିମ୍ବା’

ନୂଆଦିଲ୍ଲୀ: ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଛି ବଲିଉଡ୍‌ ଆକ୍ସନ୍‌ କମେଡି ମୁଭି ‘ସିମ୍ବା’। ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ସିମ୍ବାରେ ରଣବୀର ସିଂହ ଲିଡ୍‌ ରୋଲ୍‌ ଥିବାବେଳେ ତାଙ୍କ ଅପୋଜିଟରେ ନଜର ଆସିଛନ୍ତି ସୈଫ ଅଲୀ ଖାଁଙ୍କ ଝିଅ ସାରା ଅଲୀ ଖାଁ। ମୁଭିରେ ପ୍ରଥମେ ରଣବୀର ଜଣେ ଦୁର୍ନୀତିଗ୍ରସ୍ତ ପୁଲିସ୍‌ ଅଫିସର ଭୂମିକାରେ ନଜର ଆସୁଥିବାବେଳେ ଏକ ଘଟଣା କିଭଳି ତାଙ୍କ ଲାଇଫ୍‌ରେ ଟୁଇଷ୍ଟ ଆଣୁଛି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ସାମ୍ବା ହେଉଛି ୨୦୧୫ […]

returned-woman-UP
ପୁଣି ସବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ

କେରଳ : ସବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ଅାଜି ବି ବିରୋଧ ଜାରି ରହିଛି।  ଦୁଇଜଣ ମହିଳା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। କିନ୍ତୁ ସେମାନଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଶ୍ରଦ୍ଧାଳୁ ଓ ପୁରୋହିତ ମାନେ ଗସ୍ତକୁ ବିରୋଧ କରିଥିଲେ। ସାମ୍ବାଦିକ କବିଥା ଜାକାଲ ଓ ସମାଜସେବୀ ରେହେନା ଫତିମା ଅାଜି ସକାଳୁ ସବରିମାଲା ଅଭିମୁଖେ ଯାତ୍ରା ଅାରମ୍ଭ କରିଥିଲେ। ଚାଲି ଚାଲି ସେମାନେ ପ୍ରାୟ ୫କିଲୋମିଟର ରାସ୍ତା […]