ଅମୃତସର : ଅମୃତସର ଟ୍ରେନ୍ ଦୁର୍ଘଟଣା ପରେ ଫେରାର ଥିବା ସୌରଭ ମଦନ ମିଠୁ ଅାଜି ରିଲିଜ୍ କରିଛନ୍ତି ଭିଡିଓ । ଅଜ୍ଞାତ ଅଞ୍ଚଳରୁ ରହି ଜାରି କରିଥିବା ଏହି ଭିଡିଓରେ ନିଜ ପକ୍ଷ ରଖିଛନ୍ତି ସୌରଭ । ଘଟଣା ଦିନ ରେଳ ଧାରଣା ଉପରକୁ ନଯିବା ପାଇଁ ଲୋକଙ୍କୁ ନିବେଦନ କରିଥିବା କଥା କହିଛନ୍ତି ସୌରଭ । ତେବେ ଏତେ ବଡ଼ ଘଟଣାକୁ ମାତ୍ର ଦୁର୍ଘଟଣା କହି ନିଜ ଉପରେ ଦୋଷ ଝାଡ଼ି ଦେବାକୁ ଚେଷ୍ଟା […]
ଭୁବନେଶ୍ୱର : ୧୫ ଜଣିଅା ଓଡ଼ିଶା ରଣଜୀ ଦଳ ଘୋଷଣା । ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱରେ ପ୍ରଥମ ୨ଟି ମ୍ୟାଚ୍ ପାଇଁ ଦଳ ଘୋଷଣା ହୋଇଛି । ରଣଜୀ ଦଳ : ବିପ୍ଳବ ସାମନ୍ତରାୟ(ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ରଞ୍ଜିତ ସିଂହ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମଲ୍ଲିକ,ସୁଜିତ ଲେଙ୍କା, ପପୁ ରାୟ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ ଓ ଶୁଭମ ନାୟକ।
ମୁମ୍ବାଇ : ଶେଷରେ ସ୍ଥିର ହୋଇଛି ବଲିଉଡର ହିଟ୍ ଯୋଡ଼ି ରଣବୀର ସିଂହ ଏବଂ ଦୀପିକା ପାଦୁକୋଣଙ୍କ ବିବାହ ତାରିଖ। ଏହା ସହ ବି ଟାଉନର ଏହି ସକ୍ସେସ କପୁଲଙ୍କ ବିବାହକୁ ନେଇ ରହିଥିବା ସସପେନ୍ସ ମଧ୍ୟ ଦୂର ହୋଇଛି। ଅାଜି ସୋସିଅାଲ ମିଡିଅାରେ ଉଭୟେ ନିଜ ବାହାଘର ତାରିଖ ସମ୍ପର୍କରେ ସୂଚନା ଦେଇଛନ୍ତି। ଅାସନ୍ତା ମାସ ୧୪ ଏବଂ ୧୫ ତାରିଖରେ ଉଭୟ ଷ୍ଟାର ବିବାହ ବନ୍ଧନରେ ଅାବଦ୍ଧ ହେବେ। ହ୍ୱାଇଟ ଏବଂ ଗୋଲ୍ଟ କଲରର […]
ନୂଆଦିଲ୍ଲୀ: ମେଘାଳୟ ଜଇନ୍ତିଆ ପର୍ବତର ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ନୌସେନା ଟିମ୍ର ବୁଡ଼ାଳି ମାନେ ଖଣିର ୭୦ ଫୁଟ୍ ତଳକୁ ଯାଇ ପହଞ୍ଚିଛନ୍ତି। ତେବେ ପାଣି ଅତ୍ୟଧିକ ଥଣ୍ଡା ଏବଂ ରାଟ୍ ହୋଲ୍ ହୋଇଥିବାରୁ ଖଣି ଭିତରକୁ ପଶିବାରେ ସମସ୍ୟା ଦେଖାଦେଉଛି। ଗତକାଲି ରାତି ସାରା ଉଦ୍ଧାରକାରୀ ଟିମ୍ ଅପରେସନ୍ ଜାରି ରଖିଥିଲା। ଆଜି ପୁଣି ଥରେ ଅପରେସନ୍କୁ ଜାରି ରଖାଯାଇଛି। ନୌସେନାର ୧୮ ଜଣ ସଦସ୍ୟ […]
ଶିରିଡ଼ି : ଗତ ୩ ଦିନ ମଧ୍ୟରେ ଶିରିଡ଼ି ସାଇ ବାବାଙ୍କ ହୁଣ୍ଡିରୁ ସଂଗ୍ରହ ହୋଇଛି ୬ କୋଟିର ଦାନ । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏନେଇ ସୂଚନା ଦିଅାଯାଇଛି। ସାଇବାବାଙ୍କ ସମାଧିକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଏଠାକୁ ଭକ୍ତଗଣ ଏତେ ପରିମାଣର ଦାନ ଦେଇଛନ୍ତି। ମନ୍ଦିର ପରିସରରେ ଥିବା ଡୋନେସନ କାଉଣ୍ଟରରୁ ୨ କୋଟି ୫୨ ଲକ୍ଷ, ଶିରିଡି ସହରରେ ଥିବା ଡୋନେସନ କାଉଣ୍ଟରରୁ ୧ କୋଟି ୪୬ ଲକ୍ଷ, ଅନଲାଇନ୍ […]
ଶ୍ରୀନଗର: ଭାରତୀୟ ସେନାର ଏକ ଘାଟି ଉପରକୁ ପାକିସ୍ତାନୀ ସେନାର ବଡ଼ ଧରଣର ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି। ଜମ୍ମୁ ଓ କଶ୍ମୀର ନୌଗାମ୍ ସେକ୍ଟରର ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିବା ଲାଗି ଗତକାଲି ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ର ଏକ ଟିମ୍ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କର ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ […]