• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bulandshahar
ବୁଲନ୍ଦଶହର ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶହର ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍‌ଙ୍କୁ ପୁଲିସ୍‌ ଗିରଫ କରିଛି। ଯୋଗେଶ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଏବଂ ତାଙ୍କୁ ଏହି ହିଂସାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ଗତ ରାତିରେ ତାଙ୍କୁ ଗିରଫ କରାଯାଇଛି। ଏକ ଜଙ୍ଗଲରେ ସଂଖ୍ୟାଧିକ ଗାଈଙ୍କର ମୃତଦେହ ମିଳିବା ପରେ ଏହି ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ଓ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଖଣ୍ଡଯୁଦ୍ଧ ଯୋଗୁ ବ୍ୟାପକ କ୍ଷୟକ୍ଷତି ମଧ୍ୟ […]

savji-up
ଚର୍ଚ୍ଚାରେ ହୀରା ବ୍ୟବସାୟୀ ସବ୍‌ଜି ଢୋଲାକିଅା ; କର୍ମଚାରୀଙ୍କୁ ଦେବେ କାର ଉପହାର

ସୁରତ :  ଅାଗକୁ ଅାସୁଛି ଦୀପାବଳି ।  ଅନେକ କମ୍ପାନୀ ଏହି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିଥାନ୍ତି। ତେବେ ଏଭଳି ଏକ କମ୍ପାନୀ ବିଷୟରେ ଶୁଣିଛନ୍ତି କି ଯିଏ ନିଜ  କର୍ମଚାରୀଙ୍କୁ ବୋନସ ଅାକାରରେ କାର ଦେଇଥାଏ । ପ୍ରତିବର୍ଷ ଭଳି ଏଥର ମଧ୍ୟ କାର ଉପହାର ଦେଇ ପୁଣି ଚର୍ଚ୍ଚାକୁ ଅାସିଛନ୍ତି ସୁରତର ହୀରା ବ୍ୟବସାୟୀ ସବଜି ଢୋଲାକିଅା । ଧାଡି ଧାଡି ହୋଇ ଶହ ଶହ କାର ରଖା ହୋଇଛି । […]

p.chindambaram
ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁରେ ଚାର୍ଜସିଟ୍

ନୂଆଦିଲ୍ଲୀ : ଏୟାରସେଲ -ମାକ୍ସିସ ଜାଲିଅାତି ଘଟଣାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଚିଦାମ୍ବରମଙ୍କ ସହ ଅନ୍ୟ ୮ଜଣଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି। ଚିଦାମ୍ବରମଙ୍କ ଚାର୍ଟାଡ ଅାକାଉଣ୍ଟାଣ୍ଟଙ୍କ ନାଁ ମଧ୍ୟ ଚାର୍ଜସିଟରେ ରହିଛି। ଦିଲ୍ଲୀର ପଟିଅାଲା ହାଉସ୍‌ କୋର୍ଟରେ ଏସମ୍ପର୍କିତ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଛି। ନଭେମ୍ବର ୨୬ରେ ଚାର୍ଜସିଟ୍ ସମ୍ପର୍କରେ ବିଚାରକୁ ନିଅାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାରେ ପି. […]

rahul-up
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ସିବିଅାଇ ବ୍ୟାପାରରେ ହସ୍ତକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଏପରିକି ଏହା ସହିତ ରାଫେଲ୍ ଦୁର୍ନୀତିକୁ ଯୋଡିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ରାଫେଲ୍ ଡିଲ୍‌ର ଗୁମର ଖୋଲିଯିବା ଭୟରେ ସରକାର ରାତି ଅଧିଅା ସିବିଅାଇ ନିର୍ଦ୍ଦେଶକଙ୍କୁ ହଟାଇଲେ। ସିବିଅାଇ ଏହି ମାମଲାରେ ତଦନ୍ତ କରିବାର ଥିଲା, ତେଣୁ ଗୁମର ଖୋଲିଯିବା ଭୟରେ ସରକାର ଏଭଳି କରିଥିବା ସେ କହିଛନ୍ତି । ବିଜେପି ଏହାର ଜବାବ ରଖିବା ସହିତ କଂଗ୍ରେସ୍ […]

bcci
ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସିଡ୍‌ନିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍। ଶେଷ ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ପ୍ରଥମ ଥର ଐତିହାସିକ ସିରିଜ୍‌ ବିଜୟ ଲକ୍ଷ୍ୟରେ ରହିଛି। ଏଥିପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିଜର ଝିଅ ଜନ୍ମ ହେବା ପରେ ଭାରତ ଫେରିଥିବା ରୋହିତ ଶର୍ମାଙ୍କ ସ୍ଥାନରେ ପୁଣି ଥରେ ସୁଯୋଗ ପାଇଛନ୍ତି ଓପନର କେଏଲ୍ ରାହୁଲ। ଏହାସହ ଆହତ ଥିବା କାରଣରୁ ୨ଟି ଟେଷ୍ଟ ଖେଳି […]