ବେଙ୍ଗାଲୁରୁ : ବେଙ୍ଗାଲୁରୁ ଗସ୍ତରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଅାଜି ବେଙ୍ଗାଲୁରୁରେ ପହଞ୍ଚି ରାହୁଲ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେ୍ଡ-HALର ପୂର୍ବତନ କର୍ମଚାରୀଙ୍କୁ ଭେଟିଛନ୍ତି । ହାଲ୍ କର୍ମଚାରୀଙ୍କ ସହ ଅାଲୋଚନା କରିଛନ୍ତି କଂଗ୍ରେସ ସଭାପତି । ଏହି ଅବସରେ ଭାରତୀୟ ବାୟୁ ସେନାରେ ହାଲ୍ର ଉଲ୍ଳେଖନୀୟ ଅବଦାନକୁ ପ୍ରଂଶସା କରିଛନ୍ତି ସେ । ତେବେ ରାଫେଲ୍ ଫାଇଟର୍ ଜେଟ୍ ବିବାଦକୁ ନେଇ ଏଠି ପ୍ରତିକ୍ରିୟା ରଖିଛନ୍ତି ରାହୁଲ । କେବଳ ହାଲ୍ ନିକଟରେ […]
୫ ଦଶନ୍ଧି ଧରି ବଲିଉଡକୁ ସେ ଦେଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ। ଯାହା ତାଙ୍କୁ ପହଞ୍ଚାଇଛି ସଫଳତାର ଶୀର୍ଷରେ। ଯେଉଁ ସିନେମାରେ ସେ ଥାଆନ୍ତି, ତାଙ୍କର ଥାଏ ଦମ୍ଦାର ଭୂମିକା । ସେ ହେଉଛନ୍ତି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ। ୭୬ ବର୍ଷରେ ପାଦ ଦେଇଛନ୍ତି ଶତାବ୍ଦୀର ଏହି ମହାନାୟକ ଅମିତାଭ ବଚ୍ଚନ। ବିଗ୍ ବିଙ୍କ ବାର୍ଥ ଡେ ସେଲିବ୍ରେସନ କରିବା ପାଇଁ ଜମିଛି ପ୍ରଶଂସଙ୍କ ଭିଡ଼ । ଘର ବାହାରେ ଅପେକ୍ଷା […]
ନୂଆଦିଲ୍ଲୀ : ଥମିବାର ନାଁ ନେଉନି ରାଫେଲ ଝଡ଼। ଫ୍ରାନ୍ସ ଗଣମାଧ୍ୟମରେ ଏକ ଅନୁସଂଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଜୋର ଧରିଛି ବିବାଦ। ରିଲାନ୍ସ ଡିଫେନ୍ସକୁ ପାର୍ଟନର କରିବା ଲାଗି ଜେଟ୍ ନିର୍ମାତା ଦାସୋକୁ ବାଧ୍ୟ କରାଯାଇଥିଲା ବୋଲି ଦାବି କରିଛି ଅନୁସନ୍ଧାନ ମୂଳକ ପତ୍ରିକା ‘ମିଡିଅା ପାର୍ଟ’। ଦାସୋ କର୍ତ୍ତୃପକ୍ଷଙ୍କ ଉକ୍ତିକୁ ଅାଧାର କରି ‘ମିଡିଅା ପାର୍ଟ’ ଏହି ରିପୋର୍ଟ ଛାପିଥିବା କହିଛି । ପୂର୍ବରୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନସୁଁଅା ଓଲାନ୍ଦ୍ […]
ଜମ୍ମୁ କାଶ୍ମୀର : କାଶ୍ମୀର ଉପତ୍ୟକାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ହାନ୍ଦଓ୍ୱାରାରେ ୨ ଅାତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ସେନାବାହିନୀ। ମୃତକଙ୍କ ମଧ୍ୟରେ ଅାତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମନ୍ନାନ ୱାନୀ ରହିଛି। ମନ୍ନାନ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର। ଚଳିତ ବର୍ଷ ସେ କ୍ୟାମ୍ପସରୁ ନିଖୋଜ ହୋଇଯାଇଥିଲା। ଅନ୍ୟଜଣେ ଅାତଙ୍କବାଦୀ ଲାନଗେଟ୍ ତୁଲନାରିର ଅାଶିକ୍ ହୁସେନ ଜରଗାର ବୋଲି ଜଣାପଡିଛି। ନିହତ ଅାତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅନ୍ୟ ପଟେ […]
ମୁମ୍ବାଇ: ବିବାଦୀୟ ଜିହ୍ନା ହାଉସ୍ ହେବ ଇଣ୍ଟରନ୍ୟାସନାଲ୍ ସେଣ୍ଟ୍ରାଲ୍ ହାଉସ୍। ହାଇଦ୍ରାବାଦ୍ ହାଉସ୍ ଭଳି ଏହାକୁ କାର୍ଯ୍ୟରେ ବ୍ୟବହାର କରାଯିବ। ବିଦେଶୀ ପ୍ରତିନିଧି ଏବଂ ଅନ୍ୟ ଅତିଥିଙ୍କ ସହ ଆଲୋଚନା କରାଯିବ। ଏହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଛି। ମୁମ୍ବାଇର ମାଲାବାର୍ ଅଞ୍ଚଳରେ ଥିବା ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍ଲି ଜିହ୍ନାଙ୍କ ଘରକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏହି ସମ୍ପତ୍ତିକୁ ପାକିସ୍ତାନ ନିଜର […]