• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

farmer
ଆସନ୍ତାକାଲି ଦେଶବ୍ୟାପି ଆନ୍ଦୋଳନ କରିବେ ଚାଷୀ

ଆସନ୍ତାକାଲି ଦେଶବ୍ୟାପି ଚକାଜାମ୍ କରି ଆନ୍ଦୋଳନ କରିବେ ଚାଷୀ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। କୃଷକଙ୍କ ଚକାଜାମ୍ ଆନ୍ଦୋଳନକୁ ଦୃଷ୍ଟିରେ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

jp-nadda
ପଶ୍ଚିମବଙ୍ଗରେ ବୁଲିବ ୫-ଟି ପରିବର୍ତ୍ତନ ରଥଯାତ୍ରା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ସେତିକି ସାମ୍ନାକୁ ଆସୁଛି। ବେଙ୍ଗଲବାସୀଙ୍କ ମନ ଜିଣିବାକୁ ରାଜ୍ୟବ୍ୟାପୀ ୫ଟି ପରିବର୍ତ୍ତନ ରଥଯାତ୍ରା ପାଇଁ ଯୋଜନା କରିଛି ବିଜେପି ।

7am-marriage-PKG
ନିଆରା ବାହାଘର: ୬୦ ଫୁଟ ଗଭୀର ଜଳରେ ହେଲା ବାହାଘର

ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା କରନ୍ତି। ବିବାହ ଦିନ ସମସ୍ତଙ୍କ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନରେ ହିଁ ଦୁଇଟି ହୃଦୟର ମିଳନ ହୁଏ

Villge
ଏମିତି ଏକ ଗାଁ, ଯେଉଁଠାରେ ଘରେ ଘରେ ଲାଗିଛି ସିସିଟିଭି

ସ୍ମାର୍ଟ ହେଉଛି ଗାଁ ଠୁ ସହର।  ସମୟ ଆଉ ଟେକନୋଲୋଜି ସହିତ ଜୀବନ ଜୀବିକାରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ଆସିଛି । ପକେଟରେ ସ୍ମାର୍ଟଫୋନ, ଆାଉ ଆାଖପାଖରେ ସ୍ମାର୍ଟ ସହର। ଆଉ ମଣିଷ ବି ସ୍ମାର୍ଟ। ଏଭଳି ସମୟରେ ଗାଁ କେମିତି ପଛରେ ରହିବ?

Teligrm
ହ୍ୱାଟ୍ସଆପରୁ ମୁହଁ ଫେରାଇ ଟେଲିଗ୍ରାମ ମୁହାଁ ୟୁଜର୍ସ

ଭାରତୀୟ ବଜାରରେ ଟେଲିଗ୍ରାମ୍ ଆପର ବଢୁଛି ଚାହିଦା। ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ଏହି ଆପ୍। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରଠୁ ଅଧିକାଂଶ ୟୁଜର୍ସ ଆପ ପ୍ରତି ମୁହଁ ମୋଡିବା ଆରମ୍ଭ କଲେଣି ।

cancer
କେମିତି ଜାଣିବେ ଆପଣ କର୍କଟ ରୋଗରେ ଆକ୍ରାନ୍ତ?

କର୍କଟ ରୋଗ। ବର୍ତ୍ତମାନ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛି ଯେ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। କର୍କଟ ରୋଗ ଏମିତି ଏକ ରୋଗ ଯାହା କୋଷମାନଙ୍କର ଏକ ଅସ୍ୱାଭାବିକ ଅଭିବୃଦ୍ଧି କରେ, ଯାହା ଶରୀରର ସୁସ୍ଥ ପରିବେଶକୁ ନଷ୍ଟ କରିଦିଏ

OTV-khabar-Supreme-court
ଗଣତନ୍ତ୍ର ଦିବସ ହିଂସାକାଣ୍ଡରେ ହସ୍ତକ୍ଷେପ କରିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ

ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ସାଧାରଣ ଦିବସ ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଏସ.ସି।

BEJOS
କାହିଁକି ଆମାଜନର ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍?

ନିଜ ପଦବୀରୁ ଇସ୍ତଫା ଦେବେ ଆମାଜନର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍। ଇସ୍ତଫା ନେଇ ସେ ନିଜେ ଘୋଷଣା କରିଛନ୍ତି। ବେଜୋସ୍ ୨୦୨୧ର ତୃତୀୟ କ୍ୱାର୍ଟର ଅର୍ଥାତ୍ ଶେଷ ଆଡ଼କୁ ସିଇଓ ପଦରୁ ଇସ୍ତଫା ଦେବେ ଏବଂ ଏହା ପରେ ସେ ଏକଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ କାମ କରିବେ ବୋଲି ସୂଚନା ରହିଛି

cbse
ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ପୂର୍ବରୁ ଟ୍ୱିଟ୍ କରି ଏହି ଘୋଷଣା କରିଥିଲେ ବୋର୍ଡର ଅଫିସିଆଲ୍ ୱେବସାଇଟ୍।

jammu
ଭିତରେ ଓ ବାହାରେ ବରଫ...ଆଉ ତା' ଭିତରେ ପର୍ଯ୍ୟଟକ ପିଉଛନ୍ତି କଫି ସାଙ୍ଗକୁ ଚା'

ବାହାରେ ବରଫ, ଭିତରେ ବରଫ ଆଉ ତା ଭିତରେ ଖାଦ୍ୟ ଓ ପାନୀୟର ମଜା ନେଉଛନ୍ତି ପର୍ଯ୍ୟଟକ। କେବଳ ଏତିକି ନୁହେଁ ଏହାସହ ସ୍କେଟିଂ ବି କରୁଛନ୍ତି ଲୋକେ। କାଶ୍ମୀର ଗୁଲମାର୍ଗରେ ଖୋଲିଛି ଭାରତର ପ୍ରଥମ ଓ ଏସିଆର ବୃହତ୍ତମ ଇଗ୍ଲୁ କାଫେ। 

Nirmala
ବଢ଼ିବ ମୋବାଇଲ ଦର : ଜାଣନ୍ତୁ ଆଉ କେଉଁ କେଉଁ ଦର ବଢାଇବେ କେନ୍ଦ୍ର ସରକାର?

ମହିଳାଙ୍କ ମନ କଥା ବୁଝିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜର ତୃତୀୟ ବଜେଟରେ ନିର୍ମଳା ମହିଳାମାନେ ବିଶେଷ ବ୍ୟବହାର କରୁଥିବା ଅଳଙ୍କାର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୭.୫ ପ୍ରତିଶତକୁ ହ୍ରାସ କରାଯାଇଛି