• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rahul
ୱେୟନାଡ଼ରୁ ଆଜି ନାମାଙ୍କନ ଦାଖଲ କରିବେ ରାହୁଲ

କେରଳ  : କେରଳ ୱେୟନାଡ୍ ଆସନରୁ ନାମାଙ୍କନ ଭରିବାକୁ ସେଠାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ଏଥିପାଇଁ କଂଗ୍ରେସ ଆୟୋଜନ କରିଛି ବିରାଟ ଶୋଭାଯାତ୍ରା। ଏଥର ୨ଟି ଆସନରୁ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଉତ୍ତର ପ୍ରଦେଶର ନିଜର ପାରମ୍ପରିକ ଆସନ ଆମେଥି ସହ କେରଳର ୱେୟନାଡ୍  ଆସନରୁ ପ୍ରାର୍ଥୀ ହେବେ ରାହୁଲ। ଆମେଥି ସହ କେରଳର ୱେୟନାଡ୍ ଆସନ ରାହୁଲଙ୍କ ପାଇଁ ସୁରକ୍ଷିତ ବୋଲି ଦଳ ବିଚାର କରୁଛି। ଦକ୍ଷିଣ ଭାରତରେ କଂଗ୍ରେସର ଭୋଟବ୍ୟାଙ୍କ ବଢାଇବା […]

obesity-2
ଆପଣ ନିଜ ଶରୀରର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଏହି ଟିପ୍ସକୁ ଆପଣାନ୍ତୁ

ପତଳା ଥିବା ଲୋକେ ଭାବନ୍ତି ଟିକେ ମୋଟା ହୋଇଗଲେ ଭଲ ହୁଅନ୍ତା। ସେମାନେ ଜାଣିନାହାଁନ୍ତି ମୋଟାପଣ କମେଇବାକୁ ଲୋକେ କେତେ କସରତ କରିଥାନ୍ତି। ମୁଣ୍ଡରେ ଚିନ୍ତା ଘାରେ, ଶରୀରର ଓଜନ କେମିତି କମାଇବେ। ସାଧାରଣତଃ ମୋଟା ଲୋକମାନେ ନିଜ ଶରୀରର ଓଜନ ହ୍ରାସ କରିବା ପାଇଁ ଅନେକ ପ୍ରୟାସ କରିଥାନ୍ତି। ଆମେ ଆପଣଙ୍କୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ କହୁଛୁ, ଯାହା ଆପଣଙ୍କର ଶରୀରର ଓଜନ ହ୍ରାସ କରିବାରେସାହାଯ୍ୟ କରିବ। ୧ – ଯଦି ଜଣେ ସନ୍ତୁଳିତ ଓ […]

radhika
ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣ ମଧ୍ୟ ହୁଏ :  ରାଧିକା ଆପଟେ

ବଲିଉଡ ଅଭିନେତ୍ରୀ ରାଧିକା ଆପଟେ ଏବେ ପୁଣି ଚର୍ଚ୍ଚାରେ। ଘଟଣାହେଲା ଏହା ଯେ, ସେ ଖୋଲାଖୋଲି ଭାବେ ବଲିଉଡର ପରଦା ପଛର ଅସଲ କଥାକୁ କହିଛନ୍ତି। ଏକ ଚାର୍ଟ ଶୋ’ରେ କହିଛନ୍ତି, ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣର ମଧ୍ୟ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ବଲିଉଡରେ ଏହା ସାମାନ୍ୟ କଥା ବୋଲି ରାଧିକା କହିଛନ୍ତି। ନିଜର ଖୋଲାଖୋଲି ମନ୍ତବ୍ୟ ରଖିବା ନେଇ ରାଧିକା ଖୁବ୍ ଜଣାଶୁଣା। ସେ ବଲିଉଡର ସେହି ଦୁନିଆ ବିଷୟରେ […]

virat
IPL ପାଇଁ ବିରାଟଙ୍କ ସଜବାଜ : ନୂଆ ହେୟାର ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସବୁଥିରେ ବିରାଟଙ୍କ କିଛି ନା କିଛି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ତାହା ଖେଳ ହେଉ ବା ନିଜର ବ୍ୟକ୍ତଗତ ଜୀବନ। ସବୁବେଳେ ସେ ଚର୍ଚ୍ଚାରେ। ଫିଟ୍‌ ଏବଂ ହଟ୍‌କେ ରହିବାକୁ ବିରାଟ ମଧ୍ୟ ସବୁବେଳେ ପ୍ରୟାସ କରିଥାନ୍ତି। ଏବେ ଏକ ଅଲଗା ଲୁକ୍‌ରେ ବିରାଟ ନଜର ଆସିବେ। IPL ପୂର୍ବରୁ ବିରାଟ ସେୟାର କରିଛନ୍ତି ତାଙ୍କ ନୂଆ ଲୁକ୍‌। ଯେଉଁଥିରେ ତାଙ୍କ ନୂଆ ହେୟାର ଷ୍ଟାଇଲ୍‌ ଦେଖିବାକୁ ମିଳିଛି। ବିଅଡ୍‌ ଲୁକ୍‌ ବା ଦାଢି […]

Job
CIET DIKSHA ପ୍ରୋଜେକ୍ଟରେ ଏକାଧିକ ପୋଷ୍ଟ ପାଇଁ ଆବେଦନ

ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ର ଏକ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ଟେକ୍ନୋଲୋଜି (ସିଆଇଇଟି) DIKSHA (ଡିଜିଟାଲ୍ ଇନ୍‌ଫ୍ରାଷ୍ଟ୍ରକ୍ଚର୍ ଫର୍ ସ୍କୁଲ୍ ଏଜୁକେସନ୍) ପ୍ରକଳ୍ପ ପାଇଁ ଅନେକ ପଦବୀ (ଚୁକ୍ତିନାମା) ପୂରଣ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି।