• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

anu----
ଓଡ଼ିଆରେ ‘ଦେବଦାସ୍’ : ଚନ୍ଦ୍ରମୁଖୀ ହେବେ ଅନୁ ଚୌଧୁରୀ

ଆପଣ ଜାଣି ଖୁସି ହେବେ ଯେ ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଦେବଦାସ୍‌’ ଓଲିଉଡରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ନାଁ ରହିଛି ‘ନାୟକର ନା ଦେବଦାସ’। ଯେଉଁଥିରେ ଚନ୍ଦ୍ରମୁଖୀ ସାଜିଛନ୍ତି ଓଲିଉଡ୍‌ ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଓ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ନିର୍ମଳ […]

health
ଆପଣଙ୍କ ଚେହେରାରେ ଚମକ ଆଣିବ ରସୁଣ : ଜାଣନ୍ତୁ ଉପାୟ

ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହା କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ । ପାଣିପାଗ ହିସାବରେ ଆପଣଙ୍କୁ ଏହାର ସେବନର ମାତ୍ରା ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା କେମିତି ରସୁଣ ସୌନ୍ଦର୍ଯ୍ୟ ଉପଚାରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପାଟିକୁ ରସୁଣର […]

photo-1
ଓଡ଼ିଶା ବାହାରେ ଓଡ଼ିଆ : ରାଜ୍ୟର ଉନ୍ନତି ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ନିଜସ୍ୱ ପ୍ରସ୍ତାବ ଦେଲେ କିଛି ଓଡ଼ିଆ ବନ୍ଧୁ

ଓଡ଼ିଶାରୁ ଯାଇ ଦେଶ ତଥା ବିଦେଶରେ ସଫଳତା ପାଇଛନ୍ତି ଅନେକ ଓଡ଼ିଆ। ନିଜର କର୍ମସଂସ୍ଥାନ ସହ ସେମାନେ ବି ନିଜ ଜନ୍ମମାଟି ଓଡ଼ିଶା ପାଇଁ ଚିନ୍ତା କରନ୍ତି। ପ୍ରବାସରେ ରହି ବି ନିଜ ରାଜ୍ୟର ବିକାଶ ପାଇଁ ଉଦ୍ୟମ କରନ୍ତି। ଅନେକ ସମୟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ନିଜର ଖୁସି, ଆଶା ଓ ସମସ୍ୟାର କଥା  ଜଣାଇଥାନ୍ତି। ରାଜ୍ୟର ଉନ୍ନତି ପାଇଁ ନିଜସ୍ୱ ପ୍ରସ୍ତାବ ରଖିଥାନ୍ତି। ଏମିତି କିଛି ଗଞ୍ଜାମବାସୀ ମୁମ୍ବାଇରେ ଓ ଆଉ କିଛି […]

mallya
ତୃତୀୟ ଥର ବିବାହ କରିବେ ମାଲ୍ୟା!

ନୂଆଦିଲ୍ଲୀ: ୬୨ ବର୍ଷରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା। ପୂର୍ବରୁ ୨ ଥର ବିବାହ  କରି ସାରିଥିବା ମାଲ୍ୟା ପୁଣିଥରେ ତୃତୀୟ ଥର ଲାଗି ବିବାହ କରିବା ନେଇ ବିଭିନ୍ନ ଯୋଜନା କରୁଥିବାର କୁହାଯାଉଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନ ପଳାଇଥିବା ମାଲ୍ୟା ତାଙ୍କ ପାର୍ଟନର ପିଙ୍କି ଲାଲ୍‌ୱାନିଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଫର୍ମର ଏୟାର ହୋଷ୍ଟେସ୍‌ ପିଙ୍କି ଲାଲ୍‌ୱାନି ମାଲ୍ୟାଙ୍କ ସହିତ […]

facebook
ଡାଟା ଲିକ୍ ପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ଫେସବୁକ୍‌କୁ ନୋଟିସ୍ କଲେ ଭାରତ ସରକାର। ଡାଟା ଲିକ୍ ହେବା ଘଟଣା ସମ୍ନାକୁ ଆସିବା ପରେ ଫେସବୁକ୍‌କୁ ଏନେଇ ନୋଟିସ୍ ଜାରି ହୋଇଛି। ଯାହା ନେଇ ଏପ୍ରିଲ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଭାରତୀୟ ଗ୍ରାହକଙ୍କ କ’ଣ କ’ଣ ତଥ୍ୟକୁ କମ୍ପାନୀ ହାତେଇଛି ସେ ନେଇ ନୋଟିସ୍‌ରେ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି। କେବଳ ଏତିକି ନୁହଁ ଏସମସ୍ତ ଡାଟାକୁ କେଉଁ ଭଳି ମାଧ୍ୟମରେ ବ୍ୟବହାର ହୋଇଛି ତାକୁ ନେଇ […]

smith1
ବଲ୍ ଟ୍ୟାମ୍ପରିଂ ଘଟଣା : ସ୍ମିଥ୍ ଓ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷେ ପାଇଁ ବାସନ୍ଦ କଲା ଅଷ୍ଟ୍ରେଲିଆ

କାନବେରା/ନୂଆ ଦିଲ୍ଲୀ : ବହୁ ଚର୍ଚ୍ଚିତ ବଲ ଟାମ୍ପରିଂ ଘଟଣାରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଓ ଉପ-ଅଧିନାକ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷକ ପାଇଁ ବାସନ୍ଦ ସୂଚନା। ସେହିପରି ବଲ୍ ଟାମ୍ପରିଂ କରି ଧରା ପଡ଼ିଥିବା ବେନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଛି। ଏହି ୩ଜଣ ଖେଳାଳି ସିଡନୀରେ ପହଞ୍ଚିବା ପରେ ଗଣମାଧ୍ୟମରେ ପକ୍ଷ ରଖିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବଲ୍ ଟାମ୍ପରିଂ ବେଳେ ଅଷ୍ଟ୍ରେଲିଆ ଟିମ୍ ଧରା ପଡ଼ିଥିଲା। ସେହିପରି ବଲ୍ […]

ଓଲହେକୋ
ଫୋବର୍ସର ଏସିଆ ଅଣ୍ଡର-୩୦ଲିଷ୍ଟରେ ଅନୁଷ୍କା ଶର୍ମା

ମୁମ୍ବାଇ: ନିଜ ନାଁ ପ୍ରତିଷ୍ଠିତ ପତ୍ରିକା ଫୋବର୍ସରେ ଆସିବା ଏକ ସମ୍ମାନର କଥା। ନିକଟରେ ଫୋବର୍ସ ଏସିଆର ଟପ୍‌ ଅଣ୍ଡର-30 ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ବଲିଉଡ୍‌ରୁ ମାତ୍ର ଜଣେ ବଲିଉଡ୍‌ ଷ୍ଟାର ସାମିଲ ଅଛନ୍ତି। ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅନୁଷ୍କା ଶର୍ମା। ତାଙ୍କୁ ଫୋବର୍ସ ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ଏମିତି ଲୋକମାନଙ୍କୁ ସାମିଲ କରାଯାଇଛି, ଯେଉଁମାନେ ନିଜ କ୍ଷେତ୍ରରେ କିଛି ଭିନ୍ନତା କରିବା ସହ ନିଜ ଉଦ୍ୟମରେ ଏସିଆର […]

smith
ଆଇପିଏଲ୍‌ରୁ ବାସନ୍ଦ ହେବେ ସ୍ମିଥ ଓ ୱାର୍ନର

ଭୁବନେଶ୍ୱର : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରୁ ବିଦା ହେବେ ଦୁଇ ବିବାଦୀୟ ଅଷ୍ଟ୍ରେଲିଆ କ୍ରିକେଟର୍‌ ସ୍ମିଥ୍‌ ଓ ୱାର୍ନର। ବଲ୍‌ ଟାମ୍ପରିଂ ଘଟଣାରେ ଛନ୍ଦିହେବା ପରେ ଆଜି ଅଷ୍ଟ୍ରେଲିଆ କ୍ରିକେଟର୍‌ ଉଭୟ ସ୍ମିଥ ଓ ୱାର୍ନରଙ୍କ ସହ ବେନକ୍ରାଫ୍ଟଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରିପାରେ। ଯଦି ଅଷ୍ଟ୍ରେଲିଆ କ୍ରିକେଟ୍‌ ଏଭଳି ନିଷ୍ପତ୍ତି ନେଉଛି ତେବେ ଆଇପିଏଲରେ ମଧ୍ୟ ଏହା ଉପରେ ପ୍ରଭାବ ପଡ଼ିବ। ସ୍ମିଥ୍‌ ଓ ୱାର୍ନର ଆଇପିଏଲ୍‌ରୁ ବଞ୍ଚିତ ହୋଇପାରନ୍ତି। ଆସନ୍ତା କାଲି ସୁଦ୍ଧା […]

adhara link
କଲ୍ୟାଣମୂଳକ ସ୍କିମ୍‌ ପାଇଁ ଆଧାର ଲିଙ୍କ୍‌ ଅବଧି ବଢ଼ିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ମାସ ୩୧ ସୁଦ୍ଧା ସମସ୍ତଙ୍କୁ ଆଧାର ଲିଙ୍କ୍‌ କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ଏନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। କଲ୍ୟାଣମୂଳକ ସ୍କିମ୍‌ ପାଇଁ ଆଧାର ଲିଙ୍କ୍‌ ଅବଧି ବଢ଼ିବ ନାହିଁ। ଏ ବାବଦରେ ଅନ୍ତରୀଣ ରାୟ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଜଣାଇ ଦେଇଛନ୍ତି। ଯେଉଁ କଲ୍ୟାଣମୂଳକ ସ୍କିମ୍‌ ପାଇଁ ଭାରତ ସରକାରଙ୍କ ସଂଗଠିତ ପାଣ୍ଠିରୁ ଅର୍ଥରାଶି ବ୍ୟବହାର କରାଯାଉଛି, ତାହାର ଲାଭ ପାଇବାକୁ ହେଲେ ଆଧାର ଲିଙ୍କ୍‌ କରାଇବାକୁ […]

monk
ହୀରା ବ୍ୟବସାୟୀଙ୍କ ୧୨ବର୍ଷର ପୁଅ ହେଲେ ସନ୍ୟାସୀ

ସୁରତ : ଯେଉଁ ବୟସରେ ପିଲାମାନେ ଖେଳ ଓ ଖେଳନା ବିଷୟରେ ଭାବିଥାନ୍ତି, ସାଙ୍ଗସାଥି ମେଳରେ ଦିନ ବିତାନ୍ତି, ସେହି ଚପଳ ବୟସରେ ଯଦି ପିଲାଟିଏ ସନ୍ୟାସୀ ହେବାର ନିଷ୍ପତ୍ତି ନିଏ, ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ଆଶ୍ଚର୍ଯ୍ୟର କଥା ହେବ। ଏବେ ଏମିତି ଏକ ଘଟଣାକୁ ନେଇ  ଖୁବ୍‌ ଚର୍ଚ୍ଚା। ସୁରତର ହୀରା ବ୍ୟବସାୟୀ ଦୀପେସ ଶାହଙ୍କ ୧୨ ବର୍ଷର ପୁଅ ଭବ୍ୟ ଶାହ। ୭ମ ଶ୍ରେଣୀରେ ପାଠପଢ଼ୁଥିବା ଭବ୍ୟ ବାଛି ନେଇଛନ୍ତି ସନ୍ନ୍ୟାସୀର ପଥ। […]

acidity-1
ଏସିଡିଟିକୁ ନେଇ ଚିନ୍ତିତ କି ? କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁଁ ଲୋକଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ଏସିଡିଟି ଗୋଟିଏ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ ,ଆମ୍ୱିଳା ହାକୁଟି ହୋଇଥାଏ। ଏହାର ଉପଶମ ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ ଘରୋଇ ଉପଚାର ଦ୍ୱାରା ଏସିଡିଟି ସମସ୍ୟାକୁ ଦୂରେଇ ପାରିବେ। ୧ – ଲବଙ୍ଗ : ଯଦି ଆପଣଙ୍କୁ ଏସିଡିଟି  ହୋଇଛି , ତେବେ ଲବଙ୍ଗ ଚୋବାନ୍ତୁ। ଲବଙ୍ଗ […]

election
ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ୍। ମେ ୧୨ରେ କର୍ଣ୍ଣାଟକର ସମସ୍ତ ୨୨୪ଟି ବିଧାନସଭା କ୍ଷେତ୍ର ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।  ମେ ୧୫ରେ ସମସ୍ତ ଆସନ ପାଇଁ ଭୋଟ ଗଣତି ହେବ। ତେବେ ଏହାପୂର୍ବରୁ ନାମାଙ୍କନ ଦାଖଲ ପାଇଁ ଏପ୍ରିଲ ୨୪ ଶେଷ ତାରିଖ ରହିଛି। ସମସ୍ତ ବୁଥରେ EVM ସହ […]

meteor
ଏବେ ଟଙ୍କା ଦେଲେ ହେବ ଉଲକାପାତ

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): ରାତିରେ ଆକାଶରୁ ଉଲକାପାତ ଦେଖିଲେ ଅନେକେ ନିଜ ମନସ୍କାମନା ପୁରଣ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଉଲକାପାତ ଦେଖିବା ଏକ ସୌଭାଗ୍ୟର କଥା। କିନ୍ତୁ ଏବେ ଆପଣଙ୍କ ଇଚ୍ଛାରେ ହୋଇପାରିବ ଉଲକାପାତ। ଆକାଶରୁ ଖସିବ ନୀଳ, ସବୁଜ ଓ କମଳା ଆଦି ରଙ୍ଗର ଉଜ୍ଜ୍ୱଳ ଉଲକା। ଆପଣ ଚାହିଁଲେ କୌଣସି ଉତ୍ସବରେ ଆତସବାଜିରେ ଲୋକଙ୍କ ମନୋରଞ୍ଜନ କରାଇବା ପରିବର୍ତ୍ତେ ଉଲକାପାତ କରାଇ ସେମାନଙ୍କୁ ଚକିତ କରିଦେଇପାରିବେ। କାରଣ […]

chocolate
ବିଶ୍ୱର ସବୁଠୁ ଦାମୀ ଚକୋଲେଟ୍

ପର୍ତ୍ତୁଗାଲ: ଚକୋଲେଟ୍ କାହାର ବା ପସନ୍ଦ ନୁହେଁ, ଏହା ସମସ୍ତଙ୍କ ପସନ୍ଦ। ଯେତେବେଳେ ବି କିଛି ମିଠା ଜିନିଷ ଖାଇବାକୁ ମନକୁ ଆସେ ପ୍ରଥମେ ଚକୋଲେଟ୍ କଥା ହିଁ ମନେ ପଡ଼େ। ଆଜି ଯାଏଁ ଆମ୍ଭେମାନେ କେବଳ ଦାମୀ ଚକୋଲେଟର ନାଁ ଶୁଣିଛେ, ମାତ୍ର କେବେ ଶୁଣିନାହଁ କି ଚକୋଲେଟର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ବି ହୋଇପାରେ। ଟଙ୍କେ କି ଦୁଇ ଟଙ୍କା ନୁହଁ, ଚକୋଲେଟର ମୂଲ୍ୟ ୬ ଲକ୍ଷ ଟଙ୍କା। ପର୍ତ୍ତୁଗାଲର ଓବିଡୋସରେ ଅନୁଷ୍ଠିତ […]

ball
ରାଜସ୍ଥାନ ରୟାଲ୍‌ସ ଅଧିନାୟକ ପଦରୁ ସ୍ମିଥ୍‌ଙ୍କ ଛୁଟି

ମୁମ୍ବାଇ: ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍‌ସ ଦଳର ଅଧିନାୟକ ପଦରୁ ବିଦା ହେଲେ ଅଷ୍ଟ୍ରେଲିଆ କ୍ରିକେଟର୍‌ ଷ୍ଟିଭ୍‌ ସ୍ମିଥ୍‌। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଲ୍ ଟାମ୍ପରିଂ କରି ଧରାପଡ଼ିବା ପରେ ଦଳ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ରାଜସ୍ଥାନ ରୟାଲ୍‌ସର ଅଧିନାୟକ କରାଯାଇଛି। ପୂର୍ବରୁ ଏହି ଅଭିଯୋଗରେ ନିନ୍ଦିତ ହେବା ପରେ ଷ୍ଟିଭ୍‌ ସ୍ମିଥ୍‌ ଅଷ୍ଟ୍ରେଲିଆ ଅଧିନାୟ ପଦ ହରାଇଥିଲେ। ଏବେ ରାଜସ୍ଥାନ ରୟାଲ୍‌ସର ଅଧିନାୟକ ପଦରୁ ବିଦା […]

bank
ଚଳିତ ମାସରେ ବ୍ୟାଙ୍କ୍ ଲଗାତାର ଛୁଟି ରହିବ ନାହିଁ

ଚେନ୍ନାଇ : ଚଳିତ ମାସରେ ବ୍ୟାଙ୍କ୍‌ କେବଳ ଗୁରୁବାର ଓ ଶୁକ୍ରବାର (ମହାବୀର ଜୟନ୍ତୀ ଏବଂ ଗୁଡ୍‌ ଫ୍ରାଇଡେ ଉପଲକ୍ଷେ) ବନ୍ଦ ରହିବ। ପୂର୍ବରୁ ବ୍ୟାଙ୍କ୍ ଗୁରୁବାର ଠାରୁ ଆରମ୍ଭ କରି ୫ଦିନ ଲଗାତାର ଛୁଟି ହେବା ନେଇ ସୋସିଆଲ୍ ମିଡ଼ିଆରେ ଯେଉଁ ପ୍ରଚାର ହୋଇଥିଲା, ତାହା ଭୁଲ୍। ସୋମବାର ଦିନ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡେରେସନ୍‌ର ସାଧାରଣ ସମ୍ପାଦକ ଡି ଟୋମାସ୍‌ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଗଣମାଧମକୁ […]

police --
ପୋଲିସ୍‌ ଅଫିସରଙ୍କୁ ସଲାମ୍‌ : ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଦେଲେ ଜୀବନ

ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ନିଜର ସବୁ ସୁଖକୁ ପଛ କରିଦେଇଛନ୍ତି। ନିଜ ଜୀବନ ବଦଳରେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଛନ୍ତି। ଏହିଭଳି ଜଣେ ବ୍ୟକ୍ତି ହେଲେ ଫ୍ରାନ୍‌ସର ଲେଫ୍ଟନାଣ୍ଟ କର୍ଣ୍ଣଲ୍‌ ଅର୍ଣ୍ଣଡ୍ ବେଲ୍‌ଟ୍ରାମ୍‌। ଗତ ଶୁକ୍ରବାର ଦକ୍ଷିଣ ଫ୍ରାନ୍‌ସର ଏକ ସୁପରମାର୍କେଟ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଆତଙ୍କବାଦୀମାନେ ଜଣେ ମହିଳାଙ୍କୁ ବନ୍ଦୀ କରିନେଇଥିଲେ। ଅର୍ଣ୍ଣଡ୍ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ […]

anubhav-babushan
ମୁହାଁମୁହିଁ ହେବେ ସଲମାନ୍ -ପ୍ରେମ୍

ଭୁବନେଶ୍ୱର: ଏଥର ରଜରେ ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଭର୍ସେସ୍ ପ୍ରେମ୍ କୁମାର। ଲଢ଼େଇ ହେବ ଜୋରଦାର। ଯାହାକୁ ଦେଖି ଦର୍ଶକ ମଧ୍ୟ ଚକିତ ହେବେ। କାହିଁକି ନା ଜଣେ ଡାହା ବାଳୁଙ୍ଗାକୁ ଆଉ ଜଣେ ବାଳୁଙ୍ଗା ଟୋକା। ଏହାପରେ ଆପଣମାନେ ନିଶ୍ଚୟ ପୂରା ଘଟଣା ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥିବେ। ତେବେ ଜାଣନ୍ତୁ ଘଟଣା କ’ଣ। ପୂରା ଘଟଣାଟି ହେଲା ଓଲିଉଡ଼ ଇଣ୍ଡଷ୍ଟ୍ରିର ୨ ଜଣ ସୁପରଷ୍ଟାର ଅନୁଭବ ମହାନ୍ତି ଓ […]

akash ambani
ବିବାହ କରିବେ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ!

ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ। ତାଙ୍କ ସ୍କୁଲ ସହପାଠୀ ଥିବା ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବେ ଆକାଶ। ଶ୍ଲୋକ ହେଉଛନ୍ତି ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ସାନ ଝିଅ। ଆସନ୍ତା ଡିସେମ୍ବରରେ ଉଭୟଙ୍କ ବିବାହ ହେବା ଲାଗି ଦିନ ଧାର୍ଯ୍ୟ ହୋଇଛି। ଏପରିକି ଏମାନଙ୍କ ଏନଗେଜମେଣ୍ଟ ଶନିବାର ଗୋଆରେ ସରିଥିବା କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ତେବେ ଗତକାଲି ମୁମ୍ବାଇର […]

0d062de78ba4d73fed35c58e603a0fab
ରତ୍ନଭଣ୍ଡାରରେ ରହିଛି ସର୍ପ ଗର୍ତ୍ତ !

ପୁରୀ: “ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ କାନ୍ଥରେ ରହିଛି ୨ଟି ବଡବଡ ଗର୍ତ୍ତ। ଏହି ଗର୍ତ୍ତରେ ବିରାଟ ସର୍ପ ଯିବାଆସିବା କରିପାରିବାର ପଥ ରହିଛି। କୁହାଯାଏ ଶ୍ରୀ ଲୋକନାଥ ସର୍ପ ରୂପରେ ଭଣ୍ଡାର ରକ୍ଷା କରନ୍ତି। ପୂର୍ବରୁ ଏହି ସର୍ପଙ୍କୁ ମହାପ୍ରସାଦ ସମର୍ପଣର ବିଧି ରହିଥିଲା”। ଏହି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ବୁଦ୍ଧିଜୀବୀ […]

Gun-Control-Rally-
ଆମେରିକାର ବନ୍ଧୁକ ଆଇନ୍‌କୁ ଜୋରଦାର ବିରୋଧ

ନୂଆଦିଲ୍ଲୀ: ଦେଶର ଥିବା ବନ୍ଧୁକ ଆଇନକୁ ଜୋରଦାର ବିରୋଧ କରିଛନ୍ତି ଆମେରିକାବାସୀ। ହଜାର ହଜାର ଲୋକ ଏକଜୁଟ୍ ହୋଇ ଦେଶରେ ଏହି ଆଇନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଗତ କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରବିବାର ୱାସିଂଟନ୍ ଡିସିରେ ବିକ୍ଷୋଭକାରୀଙ୍କ ଶୋଭାଯାତ୍ରା ପହଞ୍ଚିଛି। ଏହି ଶୋଭାଯାତ୍ରାର ନାଁ ରଖାଯାଇଛି ‘ମାର୍ଚ୍ଚ ଫର୍ ଆୱାର୍ ଲାଇଭ୍।’ କିଛି ମାସ ଭିତରେ ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିଛି। ବିଶେଷ କରି […]

modiii
ମନ୍ କି ବାତ୍‌ରେ ଚାଷୀଙ୍କ କଥା କହିଲେ ମୋଦି: ଏଣିକି ମିଳିବ ଉଚିତ୍‌ ଦାମ୍‌

ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କୁ ରାମନବମୀ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ କହିଛନ୍ତି ଯେ, ବିଶ୍ୱରେ ଏବେ ଭାରତର ସମ୍ମାନ ବଢ଼ିଛି। ଭାରତକୁ ପୁଞ୍ଜି ନିବେଶ, ଇନୋଭେସନ ଓ ବିକାଶର କେନ୍ଦ୍ର ଭାବେ ଦେଖୁଛି ସାରା ବିଶ୍ୱ।। ଏଥିସହିତ ସୁସ୍ଥ ଜୀବନ ଯାପନ ଓ ଫିଟ୍ ଇଣ୍ଡିଆ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷିରେ ସେ କହିଛନ୍ତି ‘ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ […]

jammu and kashmir
ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମୁ ଓ କାଶ୍ମୀରର ବଡଗାମ୍‌ରେ ସେନାର ଏନ୍‌କାଉଣ୍ଟର ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀ ନିହତ ହୋଇଛି। ଏଥିରେ ଜଣେ ସ୍ଥାନୀୟ ମହିଳା ଆହତ ମଧ୍ୟ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ବଡଗାମ ଜିଲ୍ଲାର ବୀରୱାହ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାବଳ ଏବଂ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ପୋଲିସ୍ ସୂଚନା ମିଳିବା ପରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ଘର ଭିତରୁ ସେନା ଉପରକୁ […]

up-encounter1
୨୪ ଘଣ୍ଟାରେ ୬ ଏନ୍‌କାଉଣ୍ଟର

ଲକ୍ଷ୍ନୌ: ପୁଣିଥରେ ଏନ୍‌କାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ। କିଛି ଦିନର ବ୍ୟବଧାନ ପରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଅପରାଧୀ। ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୬ଟି ଏନ୍‌କାଉଣ୍ଟର ହୋଇଛି। ଏଥିରେ ୨ ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଛି, ଓ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ନୋଏଡ଼ା ଏବଂ ଶାହାରନ୍‌ପୁରରେ ପୋଲିସ ଅପରାଧୀଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୋଲିସ୍‌ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। […]

smith
ମହଙ୍ଗା ପଡିଲା ବଲ୍ ଟାମ୍ପରିଂ : ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍

କେପଟାଉନ୍: ମହଙ୍ଗା ପଡିଲା ବଲ୍ ଟାମ୍ପରିଂ।  ଅଷ୍ଟ୍ରେଲିଆର କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍। ସେହିପରି ଉପ-ଅଧିନାୟକ ପଦରୁ ମଧ୍ୟ ହଟିଛନ୍ତି ଡେଭିଡ୍ ୱାର୍ଣ୍ଣର। ଏନେଇ ଅଷ୍ଟ୍ରେଲିଆନ କ୍ରିକେଟ୍ ବୋର୍ଡ଼ ଆଜି କନଫର୍ମ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଥିଲେ। ଅନ୍ୟପକ୍ଷରେ, କାମଚଳା ଅଧିନାୟକ ଭାବେ ଟିମ୍ ପେନ୍ ଙ୍କ ନାମ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌ ଏକ ହଳଦିଆ […]