ମୁମ୍ବାଇ: ୩୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଡିଭା ଅନୁଷ୍କା ଶର୍ମା। ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଅନୁଷ୍କାଙ୍କୁ ମିଳିଛି ଶୁଭେଚ୍ଛା ଏବଂ ଅଭିନନ୍ଦନ। ହେଲେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱାମୀ ବିରାଟ୍ କୋହଲି। ଚଳିତ ଥର ଜନ୍ମଦିନ ବିରାଟ୍ଙ୍କ ସହ ପାଳନ କରିଛନ୍ତି ଅନୁଷ୍କା। ଏଭଳି ଏକ ଖୁସି ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିଛନ୍ତି ବିରାଟ୍। ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହୋଇଛି। Happy B'day my love. The […]
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବା ପରେ ଲାଲୁଙ୍କୁ ପୁଣି ରାଞ୍ଚି ସ୍ଥିତ ଆର୍ଆଇଏମ୍ଏସ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଲାଲୁଙ୍କ ପାଇଁ ମେଡିକାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ରହିବେ। ହସ୍ପିଟାଲ୍ରେ ପହଞ୍ଚିବା ପରେ ଲାଲୁଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର। ସେପଟେ ଲାଲୁ ଜେଲ୍ ଦଣ୍ଡରୁ ବଞ୍ଚିବା ପାଇଁ ମେଡିକାଲରୁ ମେଡିକାଲ ସ୍ଥାନାନ୍ତର […]
ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । CBSE ଦ୍ୱାରା ପରିଚାଳିତ ୨୦୧୮ JEE ମେନ୍ରେ ପେପର ଓ୍ୱାନ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିବିଏସ୍ଇ ୱେବସାଇଟ୍ରେ ଛାତ୍ରଛାତ୍ରୀଙ୍କ ରାଙ୍କ୍ ସହ ରେଜଲ୍ଟ ଉପଲବ୍ଧ ହେଉଛି। ଏହାସହ ଛାତ୍ରଛାତ୍ରୀମାନେ jeemain.nic.in ଓ results.nic.inକୁ ମଧ୍ୟ ଲଗ୍ ଇନ୍ କରି ଫଳାଫଳ ଜାଣିପାରିବେ। ଚଳିତ ବର୍ଷ ସାରା ଦେଶରେ ମୋଟ ୧୦ ଲକ୍ଷ ୪୩ ହଜାର ୭୩୯ ଛାତ୍ରଛାତ୍ରୀ ଜେଇଇ ମେନ୍ ଦେଇଥିଲେ। ଏମାନଙ୍କ ମଧ୍ୟରୁ […]
#BuddhaPurnima : My SandArt on Lord #Buddha at #Bhubaneswar airport, #Odisha. pic.twitter.com/nqlWjixUXg — Sudarsan Pattnaik (@sudarsansand) April 30, 2018
ବ୍ୟାଙ୍କର ଅନେକ ସେବା ମାଗଣାରେ ମିଳିଥାଏ। ଏଥିପାଇଁ ବ୍ୟାଙ୍କଗୁଡିକ ହଜାର ହଜାର କୋଟି ଟଙ୍କାର ଟାକ୍ସ ଭରିଥାନ୍ତି। ଏବେ ଏହି ସବୁ ମୁକ୍ତ ସେବା ଆଉ ମାଗଣାରେ ପାଇପାରିବେ ନାହିଁ । ବ୍ୟାଙ୍କ ଏଥିରେ ସେବା ଶୁଳ୍କ ନେବାକୁ ସ୍ଥିର କରିଛି। ଆଉ ଏହାରି ଭିତରେ ଏକ ଗାଇଡ୍ ଲାଇନ୍ପ୍ରସ୍ତୁତ ହୋଇଛି , ଯାହାଦ୍ୱାରା ବ୍ୟାଙ୍କର ନୀତିରେ ପରିବର୍ତ୍ତନ ଘଟିଲେ ବି ଆପଣ ଅତିରିକ୍ତ ଖର୍ଚ୍ଚ ଆଦିରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଅତିରିକ୍ତ ଖର୍ଚ୍ଚରୁ ବଞ୍ଚିବାର […]
କୋଲକାତା : ତୃଣମୂଳ କଂଗ୍ରେସ ଗଡ଼ରେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ଦିନରୁ ମମତାଙ୍କ ଗଡ଼ ଉପରେ ନଜର ପକାଇଥିବା ବିଜେପି ଶେଷରେ ୨୦୧୪ ତୁଳନାରେ ଅଧିକ ଆସନ ଜିତି ନିଜର ଦମ୍ ଦେଖାଇଛି। ମୋଟ ୪୨ ଲୋକସଭା ଆସନରୁ ବିଜେପି ୨୩ଟି ଆସନ ଜିତିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନୀ ରାଲିରେ ହୁଙ୍କାର ଦେଉଥିବାବେଳେ ୧୮ଟି ଆସନ ଜିତିବାରେ ସକ୍ଷମ ହୋଇଛି। ସେହିପରି ରାଜ୍ୟର ଶାସକ ଦଳ ଟିଏମସି ୨୨ଟି ଏବଂ […]
ବେଙ୍ଗାଲୁରୁ : କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ମାତ୍ ଦେଇଛି ରାଜ୍ୟର ବିରୋଧୀ ଦଳ ବିଜେପି। ୨୮ ଲୋକସଭା ଆସନରୁ ବିଜେପି ୨୪ଟିରେ ଜିତିଥିବା ଜଣାପଡ଼ିଛି। ଅନ୍ୟ ୪ଟିରେ କଂଗ୍ରେସ-ଜେଡିଏସ ମେଣ୍ଟ ଆଗୁଆ ରହିଛି। ବିଜେପିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ ବେଙ୍ଗାଲୁରୁରୁ କଂଗ୍ରେସର ବରିଷ୍ଠ ନେତା ବି. କେ ହରିପ୍ରସାଦଙ୍କୁ ହରାଇଛନ୍ତି। ଚଳିତଥର ତେଜସ୍ୱୀ ବିଜେପିରେ ଯୋଗ ଦେଇଥିଲେ। ଏବଂ ସେ ଟିକେଟ ପାଇବେ ବୋଲି କେବେ ଆଶା […]
ପାଟନା: ଚଳିତ ସାଧାରଣ ନିର୍ବାଚନରେ ବିହାରରେ ମହାମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଯେଉଁଥିରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟରେ ସାମିଲ ଥିବା କଂଗ୍ରେସ ପାଟନା ସାହିବ ଆସନରୁ ପରାଜୟ ସ୍ୱୀକାର କରିଛି। ବିଜେପିରେ ରହି ବାରମ୍ୱାର ଦଳୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବଲିଉଡ ଅଭିନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ଶତ୍ରୁଘ୍ନ ସିହ୍ନାଙ୍କୁ ଚଳିତଥର ଟିକେଟ ଦେଇନଥିଲା। ଏହାପରେ କଂଗ୍ରେସରେ ମିଶି ବିଜେପିକୁ ପାଟନା […]
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ଭଳି ଦିଲ୍ଲୀରେ ବିଜେପି ୨୦୧୪ ଫଳାଫଳର ପୁନରାବୃତ୍ତି କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ କିଛିଟା ଆସନରେ କମ୍ ବ୍ୟାକ୍ କରିବ ବୋଲି ଆକଳନ ହେଉଥିବା ବେଳେ ସମସ୍ତ ଆକଳନରେ ମୋଦି ହାୱା ପୂର୍ଣ୍ଣଛେଦ ଟାଣିଛି। ଚାନ୍ଦିନୀ ଚୌକ ଆସନରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ହର୍ଷବର୍ଦ୍ଧନ ୫ ଲକ୍ଷ ୧୫୮୪୩ ଭୋଟ ପାଇ ବିଜୟ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟ ପ୍ରକାଶ ଅଗ୍ରୱାଲ […]
କାବୁଲ: ଆଫଗାନିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ କାବୁଲର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୪ଜଣ ସାମ୍ବାଦିକଙ୍କ ସମେତ ବର୍ତ୍ତମାନ ସୁଦ୍ଧା୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣରେ ମିଡିଆ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ମୋଟର ସାଇକେଲରେ ଆସି ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲା। ଏହାପରେ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ଟାର୍ଗେଟ କରି ଆଉ ଏକ ବିସ୍ଫୋରଣ ହୋଇଥିଲା। […]