• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sonam kapoor
ବାହା ହେବେ, କିନ୍ତୁ କାର୍ଡ ଛାପିବେନି ସୋନମ୍‌!

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ବିବାହକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ମିଳିଥିବା ଜାଜା ଖବର ଅନୁଯାୟୀ, ସୋନମ ତାଙ୍କ ବିବାହ କାର୍ଡ ନ ଛପାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, କାଗଜ ସଂରକ୍ଷଣକୁ ଆଖି ଆଗରେ ରଖି ସୋନମ ଓ ଆନନ୍ଦ ଏଭଳି ନିଷ୍ପତ୍ତି ନେଇଛନ୍ତି। ବିବାହ କାର୍ଡରେ ବହୁତ କାଗଜ ନଷ୍ଟ ହୋଇଥାଏ। ଫଳରେ ଏସବୁକୁ […]

indu malhotra
ସିଧାସଳଖ ସୁପ୍ରିକୋର୍ଟର ମହିଳା ବିଚାରପତି ହେଲେ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବେ ଇନ୍ଦୁ ମଲହୋତ୍ରା, ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନ ବିଚାରପତି  ଦୀପକ ମିଶ୍ର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୬୧ବର୍ଷୀୟା ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରା ସିଧାସଳଖ ସୁପ୍ରିମକୋର୍ଟ ବାର୍ କାଉନ୍‌ସିଲରୁ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଥିଲେ। ଯାହାକୁ ଗତ ୨୫ ତାରିଖରୁ ଅନୁମୋଦନ କରିଥିଲା […]

election
ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ : ୨୦୧୯ ଜନାଦେଶର ଶେଷ ପର୍ଯ୍ୟାୟ ମତଦାନ। ଆସନ୍ତାକାଲି ହେବ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ।  ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ ଆସନ ପାଇଁ ଭୋଟ୍‌ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେଉଛି। ୫୯ ଲୋକସଭା ଆସନର ୯୧୮ […]

boy
ମା ସହ ଝଗଡ଼ା କରି ଦେଶ ଛାଡ଼ି ପଳାଇଲା ୧୨ବର୍ଷର ପିଲା

ସିଡ଼ିନୀ : ଅନେକ ସମୟରେ ଏମିତି କିଛି ଘଟଣା ସାମନାକୁ ଆସେ ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ ମନେହୁଏ। ଆମକୁ ବିଶ୍ୱାସ ବି ହୁଏନି, ଏମିତି ଘଟଣା ଘଟିଥିବ ବୋଲି। ହେଲେ ସିଡ଼ିନୀରେ ଘଟିଥିବା ଏ ଘଟଣାଟି ପୁରା ସତ। ଜଣେ ୧୨ ବର୍ଷର ପିଲା ନିଜ ମା’ଙ୍କ ସହ ଝଗଡ଼ା କରି ଘରୁ ପଳାଇ ଯାଇଥିଲା। ଆଉ ତାପରେ ଯାହା କରିଛି, ତାହା ଜାଣିଲେ ଆପଣ ବିଶ୍ୱାସ କରିବେନି। ମିଳିଥିବା ସୂଚନା ଅନୁସାରେ, ସିଡ଼ିନୀରେ ରହୁଥିବା ଏହି […]

ଆଜିଠୁ ମୋଦିଙ୍କ ଚୀନ ଗସ୍ତ

ନୂଆଦିଲ୍ଲୀ : ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହ ଅଣ-ଆନୁଷ୍ଠାନିକ ଆଲୋଚନା କରିବେ। ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ଆଲୋଚନା ବେଳେ ଉଦ୍ୟମ ହେବ। ଦୁଇ ଦିନିଆ ଗସ୍ତ ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ କିମ୍ବା ମିଳିତ ପ୍ରେସ୍‌ କନଫରେନସ କରାଯିବ ନାହିଁ ବୋଲି ଚୀନର […]

cricketers
କୋହଲିଙ୍କୁ ଖେଳରତ୍ନ, ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିଶ କରିଛି।  ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିଶ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ୍‌ ପଡିଥିଲେ। ସେହିପରି ୧୯ବର୍ଷରୁ କମ୍‌ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ ହୋଇଛି। ରାହୁଲଙ୍କ […]

corona
ଆଗାମୀ ୧୨୫ ଦିନ ଗୁରୁତ୍ୱପୂର୍ଣ୍ଣ

ତୃତୀୟ ଲହରୀ ଆଶଙ୍କା ଲାଗି ରହିଥିବା କହିଛନ୍ତି ନୀତି ଅୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ । ଦେଶରେ ସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ଲୋକେ ପୁଣି ବେପରୁଆ ହୋଇଗଲେଣି ।