ନୂଆଦିଲ୍ଲୀ: କ୍ରିକେଟରେ ଅମ୍ପାୟାରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଗୋଟିଏ ଭୁଲ୍ ନିଷ୍ପତ୍ତି ମ୍ୟାଚର ଗତିପଥ ବଦଳାଇ ଦେଇଥାଏ। ଏଭଳି ସ୍ଥିତିରେ ଅମ୍ପାୟାର ଚୟନ କରିବା ସମୟରେ ଆଇସିସିକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି, ତେଣୁ ଏହି ମହାକୁମ୍ଭରେ କିଏ କିଏ ଅମ୍ପାୟାରିଂ କରିବେ ଏବଂ ସେମାନଙ୍କୁ ପ୍ରାପ୍ୟ କେତେ ମିଳୁଛି, ତାହା ଜାଣିବା ନିହାତି ଦରକାର। ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିବା […]
ମୁମ୍ବାଇ : ଅଭିନେତା ବିବେକ ଓବରୟ ପୂର୍ବତନ ପ୍ରେମିକା ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କରିଥିବା ଏକ ଟ୍ୱିଟ୍ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। ସେ ଏକଜିଟ୍ ପୋଲ୍ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି। ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ତାଙ୍କ ଟ୍ୱିଟ୍କୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନ୍ ତାଙ୍କୁ ନୋଟିସ୍ ପଠାଇ […]
ମୁମ୍ବାଇ: ନିଜ ପସନ୍ଦରେ ବିବାହ କରିବେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର୍। ତାଙ୍କର ଏହି ପସନ୍ଦରେ ପରିବାର ଲୋକଙ୍କ ମଧ୍ୟ କୌଣସି ଆପତ୍ତି ନାହିଁ। ପଢ଼ନ୍ତୁ ପୂରା ଘଟଣା କ’ଣ… ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଲଭ୍ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି। ନିଜ ପସନ୍ଦ ଅନୁସାରେ ପୁଅ ଠିକ୍ କରି ବିବାହ କରିବେ ବୋଲି କହିଛନ୍ତି ଶ୍ରଦ୍ଧାଙ୍କ ବାପା ତଥା […]
ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ମୋଦି ସରକାର ସପକ୍ଷରେ ଥିବା ଅଣ୍ଡର କରେଣ୍ଟ ଭୋଟରେ ପରିଣତ ହେବ କି? ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ୍ରୁ ଏନେଇ ସକାରାତ୍ମକ ସଂକେତ ମିଳିଛି। ଟାଇମ୍ସ ନାଓ ଭିଏମଆର ଏନଡିଏକୁ ୩୦୬ ଆସନ ଦେଇଥିବା ବେଳେ ୟୁପିଏକୁ ୧୩୨ ଓ ଅନ୍ୟମାନେ ୧୦୪ଟି ସିଟ୍ ପାଇବା ପୂର୍ବନୁମାନ କରିଛି ରିପବ୍ଳିକ-ସି ଭୋଟର ସର୍ଭେରେ ଏନଡିଏକୁ ୨୮୭, ୟୁପିଏକୁ ୧୨୮ ଓ ଅନ୍ୟ ଦଳ ୧୧୭ଟି ଆସନ ପାଇବା ଆକଳନ […]
ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଆଜି ବୁହାନ ସହର ଇଷ୍ଟ୍ ହ୍ରଦ କୂଳରେ କିଛି ସମୟ ବୁଲିବା ପରେ ନୌକାବିହାର କରିଥିଲେ । ଏଥିସହ ଉଭୟ ନେତା ମିଶିକି ଚା’ ମଧ୍ୟ ପିଇଥିଲେ। ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଉଭୟ ନେତାଙ୍କର ୬ଥର ସାକ୍ଷାତ। ଦୁଇ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛ। A memorable boat ride on the beautiful East Lake, which […]
ମୁମ୍ବାଇ: ଆଉମାତ୍ର କିଛିଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର। ଏଥିପାଇଁ ଏବେଠୁ ସୋନମ୍ ନିଜକୁ ସଜେଇବା ଆରମ୍ଭ କରିଦେଲେଣି। ଯଦିଓ ସୋନମଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ତେବେ ପ୍ରତ୍ୟେକ ଦିନ ତାଙ୍କ ବିବାହକୁ ନେଇ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନର ତାଜା ଖବର ମୁତାବକ, ବିବାହ ପାଇଁ ସୋନମଙ୍କ ଘରକୁ ସୁସଜ୍ଜିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ […]
ଭୁବନେଶ୍ୱର: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍ସି) ଦ୍ୱାରା ପରିଚାଳିତ ସିଭିଲ୍ ପରୀକ୍ଷା ୨୦୧୭ ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଶୁଭଙ୍କର ମହାପାତ୍ର ୪୬ ତମ ସ୍ଥାନରେ ରହିଛନ୍ତି। ସେହିପରି ହାଇଦ୍ରାବାଦର ଅନୁଦୀପ ଦୂରୀସେଚ୍ଚୀ ଟପ୍ପର ହୋଇଥିବା ବେଳେ ଅନୁ କୁମାର ଦ୍ୱିତୀୟ ଓ ସଚିନ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ୨୪୩ ତମ ସ୍ଥାନରେ ଅମୀୟ ପ୍ରସନ୍ନ ନନ୍ଦ, ୨୫୧ରେ ସମୀତ ପଣ୍ଡା, ୪୦୧ରେ କବିତା ରାଣୀ ସ୍ୱାଇଁ, ୪୫୨ ସ୍ଥାନରେ ଆଦିତ୍ୟ […]
ଭୁବନେଶ୍ୱର: ଅଧ୍ୟାପକରୁ ଅଭିଯୁକ୍ତ ପାଲଟିଥିବା ପ୍ରାଣଘାତୀ ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲ୍ଙ୍କୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ପ୍ରଯୋଜନା ସଂସ୍ଥା- ରେଞ୍ଜ ରୟାଲ୍ ସିନେ ଲ୍ୟାବ୍। ଫିଲ୍ମର ନାଁ ରଖାଯାଇଛି ବୁଲେଟ୍ ରାଜା। ବାସ୍ତବିକ ଜୀବନରେ ପ୍ରତିଶୋଧର ଷଡ଼ଯନ୍ତ୍ର ଯେ ଏତେ ଭୟାନକ ହୋଇପାରେ ତାହା କଳ୍ପନା ବାହାରେ। ତେଣୁ କାଳ୍ପନିକ ଭଳି ଲାଗୁଥିବା ଏହି ସତ କାହାଣୀକୁ ନେଇ ଫିଲ୍ମ ତିଆରି କରିବାକୁ ଆଗେଇ ଆସିଛନ୍ତି […]
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। ଏମ୍ସର ରେସିଡେଣ୍ଟ ଡାକ୍ତର ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣାକୁ ଓହ୍ଲାଇ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସିନିଅର୍ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ବହୁ ସଂଖ୍ୟାରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ବୁଧବାର ଦିନ କୌଣସି କାରଣରୁ ସିନିଅର ଡାକ୍ତରଙ୍କ ସହ ରେସିଡେଣ୍ଟ ଡାକ୍ତରଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ ସିନିଅର୍ ଡାକ୍ତର ଜଣକ କ୍ଷମା […]
ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର କଠୁଆର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିମ୍ନ ଅଦାଲତରେ ହେଉଥିବା ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ଅଦାଲତରେ ଶୁଣାଣି କରିବା ନେଇ ପୀଡ଼ିତାଙ୍କ ବାପାଙ୍କ ଏକ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ନିଜ ପକ୍ଷ ରଖିବାକୁ ସମୟ ଦେଇଛନ୍ତି କୋର୍ଟ। ତେବେ କାଠୁଆ ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରିଛି। ରାଜ୍ୟର କୃଷକ ଏବଂ ଯୁବ ପୀଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଅଧିକ ଗୁରୁତ୍ୱ ଦେଇଛି ଦଳ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏହାକୁ ଉନ୍ମୋଚନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟ ଦୁଇ ଗୁଣା କରିବା, ଚାଷୀଙ୍କ ପାଇଁ ଇନ୍କମ୍ କମିଶନ୍ ଗଠନ ଏବଂ କୃଷି କରିଡର୍ ନିର୍ମାଣ କରିବା ପାଇଁ ଦଳ ପ୍ରତିଶୃତି ଦେଇଛି। ବେକାରୀ ସମସ୍ୟାକୁ ମଧ୍ୟ ଘୋଷଣା […]
ଭୁବନେଶ୍ୱର: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ବିଧାନସଭାରେ ପ୍ରବଳ ହୋ ହାଲ୍ଲା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଓ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି। ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଭୁଲ୍ ତଥ୍ୟ ଦେଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସରକାରଙ୍କୁ ଚାଲେଞ୍ଜ କରି ନରସିଂହ କହିଛନ୍ତି ‘ମୁଁ ଯଦି ଭୁଲ୍ କହୁଥିବି, ତେବେ ଗୃହରେ କ୍ଷମା ମାଗିବି ହେଲେ ଯଦି ସରକାର ମିଛ କହୁଥିବେ, ମୁଖ୍ୟମନ୍ତ୍ରୀ ଇସ୍ତଫା […]
ବିଜାପୁର: ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ନକ୍ସଲ ସଙ୍ଗଠନ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ପ୍ରଥମେ ମହାରାଷ୍ଟ୍ର ଆଉ ଏବେ ଛତିଶଗଡ଼ରେ ହୋଇଛି ପୋଲିସ ଏନ୍କାଉଣ୍ଟର। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟ ହୋଇଛି। ଶୁକ୍ରବାର ବିଜାପୁର ଜିଲ୍ଲାରେ ପୋଲିସ୍ ଓ ନକ୍ସଲଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଏନ୍କାଉଣ୍ଟର କରିଥିଲେ। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ […]
True. I'm ready to face any political opposition, but violent non-local protestors confining women & children inside their housing complex (today is the 5th day!), with police & district administration refusing to intervene. It's sickening. & tragic that national media ignores… https://t.co/2hV7nOD9OI — Baijayant Jay Panda (@PandaJay) April 27, 2018