ନୂଆଦିଲ୍ଲୀ : କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ ଶାସନର ଦ୍ୱିତୀୟ ପାଳି। ଏଥିପାଇଁ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ। ମୋଦି ଓ ତାଙ୍କ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଗୁରୁବାର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯିବ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ୍ […]
In strongest possible words I condemn those regressive and reactionary organisations who are threatening Sona Mahapatra for making a music video of a Amir Khusrau ‘ Geet . These mullas should know that Amir Khusrau belongs to every Indian . He is not your property . — Javed Akhtar (@Javedakhtarjadu) 1 May 2018
ନୂଆଦିଲ୍ଲୀ : ବିମାନରେ ଯାତ୍ରୀଙ୍କୁ ମିଳିବ ଫୋନରେ କଥାହେବା ସହ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ସୁଯୋଗ। ବିମାନରେ ଯାତ୍ରୀଙ୍କୁ ଫୋନ ସେବା ନେଇ ଟେଲିକମ ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗ୍ନାଲ ନିଷ୍ପତ୍ତି। ଫଳରେ ଘରୋଇ କିମ୍ବା ବିଦେଶୀ ବିମାନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ। ଯାତ୍ରୀମାନେ ମୋବାଇଲ ଫୋନରେ କଥା ହୋଇପାରିବା ସହ ଇଣ୍ଟନରେଟ ବ୍ୟବହାର କରିପାରିବେ। ବିମାନ ୩ ହଜାର ମିଟର ଉପରେ ଉଡାଣ ଆରମ୍ଭ କଲେ ଯାତ୍ରୀଙ୍କୁ ଏହି […]
ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ। ପୋକ୍ସୋ ଆଇନ ଅନୁସାରେ ଏଭଳି ମାମଲାଗୁଡିକର ପରିଚାଳନା ଓ ତଦାରଖ ପାଇଁ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଜଷ୍ଟିସ ଏ.ଏମ୍. ଖାନଓ୍ୱିଲକର ଏବଂ ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ବେଞ୍ଚ ଏକ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା […]
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନରେ ବିଜେପିର ଦମ୍ଦାର ବିଜୟ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ସରକାର ଗଠନ କରିବାକୁ ଯାଉଛି ବିଜେପି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ନେଇ ଆଶାବାଦୀ ଅଛନ୍ତି ବିଭିନ୍ନ ସଂଗଠନର ସାଧୁସନ୍ଥ। ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସକୁ ନେଇ ଅଯୋଧ୍ୟାରେ ରାମମନ୍ଦିର ଖୁବ୍ଶୀଘ୍ର ନିର୍ମାଣ ହେବ ବୋଲି ସମସ୍ତ ସାଧୁସନ୍ଥ ଆଶାବାଦୀ ଅଛନ୍ତି। ରାମ ମନ୍ଦିର ନିର୍ମାଣ ନେଇ ଖୁବ୍ଶୀଘ୍ର ବଡ଼ ନିଷ୍ପତ୍ତି ନିଆଯିବ। ମନ୍ଦିର ନିର୍ମାଣ ନିଷ୍ପତ୍ତିରେ ଆଉ ବିଳମ୍ବ ହେବ […]
ମୁମ୍ବାଇ: ଗୋଟିଏପଟେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଗୋପନୀୟ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଅନ୍ୟପଟେ ମଙ୍ଗଳସୂତ୍ର ସହ ପ୍ରିୟଙ୍କାଙ୍କ ଫଟୋକୁ ନେଇ ସମସ୍ତେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। ସତରେ କ’ଣ ପ୍ରିୟଙ୍କା ଲୁଚି କି ବିବାହ କରିଛନ୍ତି ନା ଆଉ କିଛି। ଏମିତି ଅନେକ କଥା ମନ ମଧ୍ୟରେ ଉଙ୍କି ମାରୁଛି। ତେବେ ପଢ଼ନ୍ତୁ ପ୍ରକୃତ ଘଟଣା କ’ଣ… ନିକଟରେ ଅଭିନେତ୍ରୀ ପ୍ରିୟଙ୍କା, ମଙ୍ଗଳସୂତ୍ର ଭଳି ଦେଖାଯାଉଥିବା ଏକ ବ୍ରେସ୍ଲେଟ୍ ହାତରେ ପିନ୍ଧି ଏହାର ଏକ […]