• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

www.rajasthankhabre.com
ଡାକ୍ତରଖାନାରେ ରୋଗୀଙ୍କୁ ନିସ୍ତୁକ ପିଟିଲେ ଡ଼ାକ୍ତର

ଜୟପୁର : ଚିକିତ୍ସା ପାଇଁ ଆସିଥିଲେ, ହେଲେ ମିଳିଲା ମାଡ଼। ରୋଗୀଙ୍କୁ ପିଟିଛନ୍ତି ଖୋଦ୍ ଡାକ୍ତର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଜୟପୁରର ସବାଇ ମାନସିଂହ ହସ୍ପିଟାଲ୍‌ରେ। ଯେଉଁଠି ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ନିସ୍ତୁକ ପିଟିଛନ୍ତି ଡାକ୍ତର। ମେଡିକାଲ୍‌ରେ ଥିବା ରେସିଡେଣ୍ଟାଲ୍ ଡାକ୍ତର ରୋଗୀଙ୍କୁ ଚାପୁଡ଼ା, ଗୋଇଠା, ମୁଥ୍ ମାରି ଲହୁ ଲୁହାଣ କରିଛନ୍ତି। କୌଣସି କାରଣରୁ ଡାକ୍ତରଙ୍କୁ ଶୀଘ୍ର ଚିକିତ୍ସା କରିବାକୁ ପୀଡ଼ିତ ରୋଗୀ ଜଣକ ଗୁହାରି କରିଥିଲେ। ତେବେ ଏଥିରେ […]

rajnath-1
ପ୍ରତିରକ୍ଷା ମନ୍ତ୍ରୀଙ୍କ ସିଆଚେନ୍‌ ଗସ୍ତ

ନୂଆଦିଲ୍ଲୀ : ମୋଦି-୨ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରାଜନାଥ ସିଂହ ଆଜି ତାଙ୍କର ପ୍ରଥମ ଗସ୍ତରେ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍‌ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଆଚେନ୍‌ ବେସ୍‌ କ୍ୟାମ୍ପରେ ଯବାନମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଲେହରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ସ୍ଥିତି […]

airforce
ବାୟୁ ସେନାର AN-32 ବିମାନ ନିଖୋଜ

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାର AN-32 ବିମାନ ନିଖୋଜ। ଅରୁଣାଚଳ ପ୍ରଦେଶର ମେନ୍‌ଚୁକା ଏୟାର ଫିଲ୍‌ଡରୁ ଯାତ୍ରା ଆରମ୍ଭ କରିଥିଲା ବିମାନ। ତେବେ ଗତ ତିନି ଘଣ୍ଟାରୁ ଅଧିକ ସମୟ ଧରି ବିମାନ ସହ କୌଣସି ଯୋଗାଯୋଗ ହୋଇପାରିନି। ଶେଷ ଥର ପାଇଁ ଅପରାହ୍ନ ଗୋଟାଏ ବେଳେ ଆସାମ ଜୋରାହଟ୍ ଏୟାର ବେସ୍ ସହ ବିମାନରେ ଥିବା ପାଇଲଟ୍‌ଙ୍କ କଥାବାର୍ତ୍ତା ହୋଇଥିଲା। ବିମାନରେ ମୋଟ ୧୩ ଜଣ ଯାତ୍ରୀ ଥିଲେ। ଘଟଣା ପରେ ବାୟୁ ସେନା […]

ahsan iqbal
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଗୁଳିମାଡ଼ରେ ଆହତ ପାକ୍‌ ଗୃହମନ୍ତ୍ରୀ

ଇସଲାମାବାଦ୍‌: ପାକିସ୍ତାନ ଗୃହମନ୍ତ୍ରୀ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ଗୁଳିମାଡ଼। ପଞ୍ଜାବ ନରୋୱାଲ୍‌ ଅଞ୍ଚଳରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଅଜଣା ଆତତାୟୀ ଇକବାଲ୍‌ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଇକ୍‌ବାଲ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ‘ମୋ ବାପା ବର୍ତ୍ତମାନ ବିପଦମୁକ୍ତ’ ବୋଲି ଇକ୍‌ବାଲ୍‌ଙ୍କ ପୁଅ ଅହମଦ ଇକ୍‌ବାଲ୍‌ ସୂଚନା ଦେଇଛନ୍ତି। କିନ୍ତୁ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ଅଭଜର୍‌ଭେସନ୍‌ରେ ରଖାଯିବ ବୋଲି ଅହମଦ କହିଛନ୍ତି। ଇକ୍‌ବାଲ୍‌ଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ସୂଚନା ମିଳିଛି। […]

virat
ନେଟ୍‌ସରେ ଅଭ୍ୟାସ ବେଳେ କ୍ୟାପ୍‌ଟେନ୍‌ କୋହଲି ଆହତ

ଲଣ୍ଡନ : ଆଉ ୨ ଦିନ ପରେ ଅର୍ଥାତ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ତେବେ ଏହା ପୂବରୁ ଭାରତକୁ ଲାଗିଛି ବଡ଼ ଝଟ୍‌କା। କ୍ୟାପ୍‌ଟେନ୍‌ ବିରାଟ କୋହଲି ଆହତ ହୋଇଛନ୍ତି। ନେଟ୍ସରେ ଅଭ୍ୟାସ କଲା ବେଳେ ତାଙ୍କ ଡାହାଣ ହାତର ବୁଢା ଆଙ୍ଗୁଠିରେ ଆଘାତ ଲାଗିଛି। ତେବେ ମ୍ୟାଚ୍‌କୁ ମଝିରେ ଆହୁରି ୨ ଦିନ ଥିବାରୁ ସେ ସୁସ୍ଥ ହୋଇଯିବେ ବୋଲି […]

professor
ଅଧ୍ୟାପନାରୁ ଅାତଙ୍କବାଦ

ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି ଭଟ୍ଟ। କିନ୍ତୁ କିଛି ଦିନ ହେଲା ସେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ପୋଲିସ। […]