ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି କ୍ୟାପଟେନ୍ ଭାବେ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। କ୍ୟାପଟେନ୍ ଭାବେ ଧୋନି ୬୨ ମ୍ୟାଚରେ ୧୧୧୨ ରନ୍ କରିଛନ୍ତି। ତେବେ କୋହଲି ମାତ୍ର ୩୦ ଇନିଂସରେ ୧୦୦୬ ରନ୍ କରିଛନ୍ତି। ଓଭରଅଲ୍ ଦେଖିବାକୁ ଗଲେ, […]
ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ୍ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ । ଲଗାତାର ପଞ୍ଚମ ଦିନ ପାଇଁ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି। କଲିନା, ଚେମ୍ବୁର ଓ ମାଙ୍କୁଡ୍ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଅଞ୍ଚଳର ଶତାଧିକ ଘର ଭିତରେ ପାଣି ପଶିଯାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ରର ଚାରୋଟିବ୍ରିଜ୍ ନିକଟରେ ବର୍ଷାରେ ନିୟନ୍ତ୍ରଣ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ […]
ମୁମ୍ବାଇ : ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ବିବାଦ ଘେରକୁ ଆସିଛନ୍ତି। ଗୋଟେପଟେ ଟ୍ୱିଟର୍ରେ ତାଙ୍କର ଏବିଭିପି ପତାକା ଧରିଥିବା ଫଟୋକୁ ନେଇ ସମାଲୋଚନା କରାଯାଉଥିବାବେଳେ ଏବେ ଆଉ ଏକ ମାମଲାରେ ସେ ଫସିଯାଇଛନ୍ତି। ଏକ ୱାଶିଂପାଉଡର୍ର ବିଜ୍ଞାପନ ପାଇଁ ସେ ଏବେ ବିବାଦ ଘେରକୁ ଆସିଯାଇଛନ୍ତି। ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ଯେ ସେ ଏହି ବିଜ୍ଞାପନରେ ମରାଠା ଯୋଦ୍ଧାଙ୍କର ଅପମାନ କରିଛନ୍ତି। Apology should be rendered soon, or else […]
ମୁମ୍ବାଇ: ୧୨ ବର୍ଷ ପୂର୍ବରୁ ‘ଗଦ୍ଦର-ଏକ୍ ପ୍ରେମ୍ କଥା’ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ହିଟ୍ ଯୋଡ଼ିଙ୍କୁ ଆଉ ଥରେ ଦେଖିବାକୁ ମିଳିବ। ସନ୍ନି ଦେଓଲଙ୍କ ଆଗାମୀ ସିନେମା ‘ୟମଲା ପଗଲା ଦିୱାନା ୩’ ଆସିବା ଆଗରୁ ଆଉ ଗୋଟେ ଫିଲ୍ମ ଆସିବାକୁ ଯାଉଛି। ‘ଭୟା ଜି ସୁପରହିଟ୍’ ଫିଲ୍ମ ରେ ଦୀର୍ଘ ୧୨ ବର୍ଷ ପରେ ପୁଣି ନଜର ଆସିବାକୁ ଯାଉଛନ୍ତି ସନ୍ନି ଦେଓଲ ଓ ଅମିଶା […]
ନୂଆଦିଲ୍ଲୀ :୨୦୧୨ ମସିହାରେ ଜଣେ ପାରା ମେଡିକଲ ଛାତ୍ରୀ , (ଯାହାକୁ ସାରା ଦୁନିଆ ନିର୍ଭୟା ନାମରେ ଜାଣେ )ଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥିଲା । ଏହି ମାମଲାରେ ,ମଙ୍ଗଳବାର ଦିଲ୍ଲୀ ପଟାଆଲା ହାଉସ୍ କୋର୍ଟ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ଫାଶି ଦେବାକୁ ଆଦେଶ ଦେଇଛନ୍ତି । ଆଉ ଏହି ଶୁଣାଣିର କିଛି କ୍ଷଣ ପରେ ଏହି ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂହଙ୍କର ମାଆ ଖୁବ୍ ମର୍ମାହତ ହୋଇପଡିଥିଲେ […]
ତେହରିନ: ପାଗଳ ଟ୍ରମ୍ପ ଇରାନର ହିରୋ କାସିମ ସୁଲେମାନୀଙ୍କୁ ମାରି ଭାବନି ଯେ, ସବୁ କିଛି ଶେଷ ହୋଇଗଲା। ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ରବିବାର କବର ଦେବା ପରେ ଆଜି ଇରାନବାସୀ ଏକାଠି ଆମେରିକାକୁ ଏଭଳି ବାର୍ତ୍ତା ଦେଇଛନ୍ତି। ସୁଲେମାନୀଙ୍କ ଝିଅ ଜେଇନବ ସୁଲେମାନୀ ନିଜ ବାପାଙ୍କ ମୃତ୍ୟୁ ଅବସରରେ ଏକାଠି ହୋଇଥିବା ଇରାନବାସୀଙ୍କୁ ଉଦବୋଧନ ଦେବାକୁ ଯାଇ ଏହା କହିଛନ୍ତି। ଏହି ସମାରୋହରେ […]
ଭୁବନେଶ୍ୱର : ଫୁଟ୍ବଲ ବିଶ୍ୱକପ୍ ଫାଇନାଲ ଟିକଟ୍ ପାଇଁ ଟକ୍କର। ସାମ୍ନାସାମ୍ନି ହେବେ ଦୁଇ ପଡ଼ୋଶୀ ରାଷ୍ଟ୍ର ବେଲଜିୟମ ଓ ଫ୍ରାନ୍ସ। ସୀମା ଗୋଟିଏ ଭାଷା ବି ଗୋଟିଏ। ତେବେ ଲଢେଇ ହେବ ଜୋରଦାର। ଫ୍ରାନ୍ସର ଆକ୍ରମଣାତ୍ମକ ଷ୍ଟାଇଲକୁ କାଉଣ୍ଟର କରିବ ବେଲଜିୟମର ଶକ୍ତିଶାଳୀ ଫରଓ୍ୱାର୍ଡ ଲାଇନ । ହାଜାର୍ଡ, ଲୁକାକୋ, କେଭିନ୍ ଡି ବ୍ରୁନୋଙ୍କ ଯାଦୁ ଚାଲିଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ଫ୍ରାନ୍ସ ପକ୍ଷେ କଷ୍ଟସାଧ୍ୟ ହୋଇପାରେ। ତେବେ ଆଣ୍ଟୋନିଓ ଗ୍ରିଜ୍ମ୍ୟାନ, କଲିଏନ୍ ମ୍ବାପେ, ପୋଗବା […]
ଭୁବନେଶ୍ୱର (ପ୍ରଦୀପ ଭାରତୀ): କପିଳଦେବଙ୍କ ପରେ ଭାରତୀୟ କ୍ରିକେଟ୍ ଦଳରେ ଭଲ ଅଲ୍ରାଉଣ୍ଡରଙ୍କ ଅଭାବ ଦୀର୍ଘ ଦିନ ଧରି ରହି ଆସିଛି । ମନୋଜ ପ୍ରଭାକର, ଜଭଗଲ ଶ୍ରୀନାଥ, ଇର୍ଫାନ୍ ପଠାନ୍, ଅଜିତ୍ ଅଗରକରଙ୍କ ପରି ମିଡିୟମ୍ ପେସର ଖେଳାଳି କିଛି ଦିନ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଦୀର୍ଘ ସମୟ ପାଇଁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ବିରାଟ ବାହିନୀର ଆଙ୍ଗ୍ରି ୟଂଗ୍ମ୍ୟାନ୍ ହାର୍ଦ୍ଦିକ ପାଣ୍ଡ୍ୟା ବହୁ ମ୍ୟାଚ୍ରେ ଉଭୟ […]
ମୁମ୍ୱାଇ : ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଆଗାମୀ ଫିଲ୍ମ ‘ଛପାକ୍ ’ ଚଳିତ ମାସରେ ପରଦାକୁ ଆସୁଛି। ଏହି ଫିଲ୍ନରେ ସେ ଏସିଡ୍ ଆଟାକ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଚରିତ୍ରରେ ନଜର ଆସିବେ । ବର୍ତ୍ତମାନ ସେ ନିଜର ଏହି ଫିଲ୍ମର ପ୍ରମୋସନରେ ପୁରା ବ୍ୟସ୍ତ । ଆଉ ଏହାରି ଭିତରେ ସେ ଅନେକ ରିଆଲିଟି ସୋ’ କୁ ମଧ୍ୟ ଯାଇଛନ୍ତି । କିନ୍ତୁ ଏହି ଫିଲ୍ମକୁ ନେଇ ମିଡିଆ ଇଣ୍ଟରାକ୍ସନ ସମୟରେ ଜଣେ […]
ପରମ ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀକ୍ଷେତ୍ର ହେଉଛି ତାଙ୍କର ପ୍ରମୁଖ ଲୀଳାକ୍ଷେତ୍ର। ଏହି ସ୍ଥାନରେ ଜଗନ୍ନାଥ ବିଜେ କରିଛନ୍ତି। ଅତୀତରେ ବିଧର୍ମୀମାନଙ୍କ କବଳରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷା କରିବା ପାଇଁ କେତେବେଳେ ଶ୍ରୀମନ୍ଦିରରୁ ସାମୟିକ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି ତ’ କେବେ ପାତାଳି ହୋଇ ଗୁପ୍ତରେ ରହି ସେବା ପାଇଛନ୍ତି। ତେଣୁ ମହାପ୍ରଭୁଙ୍କର ଅନେକ ଗୁପ୍ତରହଣି କ୍ଷେତ୍ର ଏବେ ବି ମୂକସାକ୍ଷୀ ହୋଇ ଇତିହାସକୁ ବାଟ କଢ଼ାଉଛି। ମାଦଳା ପାଞ୍ଜିରୁ ଜଣାଯାଏ ୧୫୭୮ରୁ ୧୭୩୩ ମସିହା ପର୍ଯ୍ୟନ୍ତ ପ୍ରାୟ […]
ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଲଗାତର ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । କେଉଁଠି ପାଣି ଯୋଗୁଁ ବିଚ୍ ରାସ୍ତାରେ ଗାଡି ମଟର ଅଟକି ରହିଛି ତ କେଉଁଠି ଅଣ୍ଟେ ପାଣିରେ ଲୋକେ ପାର ହେଉଛନ୍ତି। ଲଗାତର ଚାରିଦିନର ଲଗାଣ ବର୍ଷା ପରେ ଦାଦର, […]
ଅହମ୍ମଦାବାଦ୍ : ଅନେକ କୁହନ୍ତି ପୁଅଟିଏ ଯେଉଁ କାମ କରିପାରେ ଝିଅଟିଏ କରିପାରେନା । କିନ୍ତୁ ସମୟ ବଦଳିବା ଏସବୁ କଥାରେ ପରିବର୍ତ୍ତନ ଘଟିଲାଣି । ଆଜିକା ସମୟରେ ଝିଅମାନେ ଆଉ ଅବଳା ଦୁର୍ବଳା ନୁହଁନ୍ତି , ସେମାନେ ନିଜକୁ ସବୁ ପରିସ୍ଥିତିରେ କଠିନ ପରିଶ୍ରମ କରି ନିଜକୁ ସକ୍ଷମ କରିପାରିଛନ୍ତି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ଅଙ୍କିତା ଜଣେ । ଅହମ୍ମଦାବାଦ୍ରେ ରହୁଥିବା ୩୫ ବର୍ଷୀୟା ଅଙ୍କିତା ଶାହ […]
ବ୍ୟାଙ୍କକ୍ : ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ୧୨ କିଶୋର ଫୁଟବଲ ଖେଳାଳି ଏବଂ କୋଚ୍ ଉଦ୍ଧାର। ସମସ୍ତଙ୍କୁ ସଫଳତାର ସହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ସୂଚନା ଯେ, ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ […]