• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

play
ସାଇକ୍ଲିଂରେ ଓଡ଼ିଶାକୁ ୨ୟ ପଦକ ଦେଲେ ସ୍ୱସ୍ତି

ଭୁବନେଶ୍ୱର: ଆସାମର ଗୌହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶାକୁ କ୍ରମାଗତ ଚତୁର୍ଥ ଦିନରେ ପଦକ ମିଳିଛି। ସୋମବାର ୨୧ ବର୍ଷରୁ କମ୍ ବାଳିକା ଇଣ୍ଡିଭିଜୁଆଲ୍ ରୋଡ୍ ରେସରେ ରାଉରକେଲା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ରବିବାର ରାଉରକେଲାର ଅନ୍ୟତମ ସାଇକ୍ଲିଷ୍ଟ ଦିନେଶ କୁମାର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶା ପ୍ରଥମଥର ଲାଗି ସାଇକ୍ଲିଂ ଇଭେଣ୍ଟରେ ଦୁଇଟି ପଦକ ଜିତି ନୂଆ କୀର୍ତ୍ତିମାନ […]

nirbhaya convict
ନିର୍ଭୟା ଦୋଷୀ : ବେକ ମୋଟେଇ ମାପ ବେଳେ କାନ୍ଦି ପକାଇଲେ

ନୂଆଦିଲ୍ଲୀ  :  ଆଉ ମାତ୍ର ୮ ଦିନ । ସାରା ଦୁନିଆ ଦେଖିବ ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀଙ୍କ ମୃତ୍ୟୁଦଣ୍ଡ । ଘାତକ ତୟାର୍, ଫାଶୀ ଦଉଡ଼ି ଓ ତିହାର୍ ଜେଲ୍ ବି ତୟାର୍ । ତାରିଖ ଜାନୁୟାରୀ ୨୨ । ସମୟ ସକାଳ ୭ଟା। ଜହ୍ଲାଦ ବି ତୟାର୍ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦରିନ୍ଦା । ଗୋଟିଏ ପଟେ ଆତଙ୍କରେ ୪ ଦୋଷୀ ମୃତ୍ୟୁର ଦିନ ଗଣୁଥିବାବେଳେ ତିହାର୍ ଜେଲ୍‌ରେ […]

airforce
କାହା ବଳରେ ବଳିଆନ୍ ଭାରତୀୟ ବାୟୁ ସେନା ? ଜାଣନ୍ତୁ, କ’ଣ ରଖିଛି ଭାରତ...

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡା) : ଭାରତୀୟ ବାୟୁସେନା ବା ଇଣ୍ଡିଆନ୍ ଏୟାର ଫୋର୍ସ। ପୃଥିବୀର ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ବେଶ ପରିଚିତ । ବହୁଥର ନିଜର ପରାକ୍ରମ ଦେଖାଇ ସାରା ବିଶ୍ୱକୁ କରିଛି ଚକିତ। ଅତ୍ୟାଧୁନିକ ହାତ ହତିଆର୍ ଓ ବିମାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛି ଏହି ସେନା । ତେବେ କେଉଁଥି ପାଇଁ ବଳିଆନ୍ ଭାରତୀୟ ବାୟୁସେନା । ଆସନ୍ତୁ ଜାଣିବା । ଭାରତୀୟ ବାୟୁସେନା ପାଖରେ ରହିଛି ସୁଖୋଇ ୩୦ […]

anans
ନିଜଠୁ ୧୪ ବର୍ଷ ସାନ ଝିଅକୁ ବାହା ହୋଇଥିଲେ , ବାହାଘର ପରେ ଚାଷ କରୁଛନ୍ତି ଏହି ଅଭିନେତା   

ଟିଭି ଜଗତର ସବୁଠୁ ଲୋକପ୍ରିୟ ସୋ’  ଦିୟା ଔର୍‌ ବାତୀରୁ ଚର୍ଚ୍ଚାରେ ଥିଲେ ୩୮ ବର୍ଷିୟ ଅଭିନେତା ଆନସ୍‌ ରସିଦ୍‌ । କିଛି ବର୍ଷ ପୂର୍ବରୁ ସେ ବହୁତ ଆକ୍ଟିଭ୍‌ ଥିଲେ । କିନ୍ତୁ ଏବେ ସେହି ସିରିୟଲ୍‌ ସରିଯାଇଛି । ଆଉ ସେ ଅଭିନେତା ବି ଅଜଣା ହୋଇଗଲେଣି । ତାଙ୍କର କ୍ୟାରିୟର ଏକ ରକମ ତଳକୁ ଖସିବାକୁ ବସିଛି।  ଆପଣଙ୍କୁ ଜଣାଇ ଦେଉଛୁ କି ବହୁ ଦିନ ହେଲା ସେ ଟିଭି ଓ ଅଭିନୟ […]

amitabh
ଅମିତାଭ ବଚ୍ଚନ ନିଜ ବାପାଙ୍କ ସହ କଥା ହେଉଥିବାର ଭିଡ଼ିଓ ସେୟାର କଲେ

ଅମିତା ବଚ୍ଚନ ଏମତି ଏକ ନାଁ ଯାହାଙ୍କ କୌଣସି ପରିଚୟ ଦେବା ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ସିନେମା ବ୍ୟତୀତ ରାଜନୀତି , କବିତା ଓ ନିଜର ଗୀତ ଗାଇବାକୁ ନେଇ ସେ ସାରା ଦୁନିଆରେ ପରିଚିତ । ଏହି ପ୍ରସିଦ୍ଧ ଅଭିନେତା କେବିସିର ୧୦ ଟି ସିଜିନ୍‌ର ହୋଷ୍ଟ ରହିଛନ୍ତି ଏବଂ ଏବେ ମଧ୍ୟ ସେହି ସୋ’ର ସେ ଚିହ୍ନା ମୁହଁ ପାଲଟିଯାଇଛନ୍ତି । ଅମିତାଭ ହେଉଛନ୍ତି ବଲିଉଡ୍‌ର […]

gooogle photo
ଗୁଗଲ ମ୍ୟାପ୍‌ର ଚମତ୍କାରିତା ! ଆପଣ ନିଜ ପରଲୋକଗତ ପ୍ରିୟଜନଙ୍କୁ ଦେଖିପାରିବେ

ଯେତେବେଳେ ଆପଣ ନିଜର ପ୍ରିୟଜନଙ୍କୁ ବହୁଦିନଠୁ ହରେଇ ଦେଇଥାନ୍ତି । ଆଉ ତାଙ୍କର  ସ୍ମୃତିକୁ ମନେପକାଇ ପାଖରେ ସାଇତି ଥିବା ଆଲବମ୍‌ରୁ ତାଙ୍କର ଫଟୋଗୁଡ଼ିକୁ ଦେଖିଥାନ୍ତି । ସେହି ପୁରୁଣା ଫଟୋକୁ ଦେଖି ଭାବୁକ ବନିଥାନ୍ତି। ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଏବେ ଶହ ଶହ ଲୋକ ସୋଶାଲ ମିଡ଼ିଆରେ ଏହିପରି କାମ କରୁଛନ୍ତି । ଯଦି ଆପଣ ହରାଇଥିବା ନିଜର ପ୍ରିୟଜନର ଫଟୋକୁ ରଖିପାରିନାହାନ୍ତି । ଆଉ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି । ଆପଣ ଗୁଗଲ ମ୍ୟାପ୍‌ […]

nirbhaya-3
ଫାଶୀର ଡ଼ର : ମାଆଙ୍କୁ ଭେଟି କାନ୍ଦିବାକୁ ଲାଗିଲା ମୁକେଶ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁର୍ଷମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡର ଦିନ ସମୟ ଠିକ୍‌ ହୋଇସାରିଛି। ଏହାକୁ ନେଇ ଦୋଷୀଙ୍କ ମଧ୍ୟରେ ଅଜବ ଆଚରଣ ସବୁ ଦେଖିବାକୁ ମିଳୁଛି। ୪ଜଣଙ୍କ ମଧ୍ୟରୁ ୩ଜଣ ହିଂସ୍ରକ ପାଲଟୁଥିବା ବେଳ ୪ର୍ଥ ଜଣକ ଶାନ୍ତ ଭାବରେ ବସି ରହୁଛି। ଏହା ଭିତରେ ଦୋଷୀ ମୁକେଶ ସିଂହକୁ ତା ମାଆଙ୍କ ସହ ଭେଟ ହେବାକୁ ଆଦେଶ ଦିଆଯାଇଛି। ଫାଶୀ ଦଣ୍ଡାଦେଶର ଘୋଷଣା ପରେ ଦୋଷୀ ମୁକେଶ ସିଂହର ଆଚରଣରେ […]

taxki
ରାସ୍ତା ଜାମ୍‌ ହେଲେ ଆଉ ଚିନ୍ତା ନାହିଁ , ଆପଣ ଆକାଶରେ ତୁରନ୍ତ ଯାଇପାରିବେ

କାନପୁର  : ଆପଣ ଯେତେବେଳେ କୌଣସି କାମରେ ଘରୁ ବାହାରୁଛନ୍ତି ଆଉ ଶୀଘ୍ର ପହଁଚିବା ପାଇଁ ସ୍ଥିର କରିଛନ୍ତି । ଏତିକି ବେଳେ ଯଦି ରାସ୍ତାରେ ଭିଡ଼ ହୋଇଥାଏ ତ କଥା ସରିଲା । ଇଚ୍ଛା ହୁଏ ଉପରେ ଉଡ଼ି ଲକ୍ଷ୍ୟ ସ୍ଥଳରେ ଯାଇ ପହଁଚିଯାଆନ୍ତି କି ? କିନ୍ତୁ ଏକଥା କଣ ସତରେ ସତ ହେବ ? ହଁ ଆପଣଙ୍କର ଏ କଳ୍ପନା ସତ ହେବାକୁ ଯାଉଛି । ଆପଣ ବି ଆକାଶରେ ଉଡ଼ି ନିଜର […]

jakki
ଗର୍ଲଫ୍ରେଣ୍ଡ ପାଇଁ ନିଜ ମାଆଙ୍କୁ ଘରୁ ବାହାର କରିଦେଇଥିଲେ ଜ୍ୟାକି

ନୂଆଦିଲ୍ଲୀ  : ବଲିଉଡ୍‌ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଜ୍ୟାକ୍ ଶ୍ରଫ୍‌ । ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ବଲିଉଡ୍‌କୁ । ନିଜର ସ୍ୱତନ୍ତ୍ର ଡାଇଲଗ୍‌ସ ଓ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ନିକଟରେ ସେ ‘  ଦ କପିଲ ଶର୍ମା ସୋ ’ କୁ ଯାଇଥିଲେ । ସେଥିରେ ଖୁବ୍‌ ମଜା କରିବା ସହ ନିଜ ଅତୀତକୁ ମନେପକାଇ ବହୁତ କଥାର ରହସ୍ୟ ଖୋଲିଥିଲେ […]