• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pan-aadhar
ପୁଣି ବଢ଼ିଲା ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ଅବଧି

ନୂଆଦିଲ୍ଲୀ : ଆଧାର-ପାନ ଲିଙ୍କ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିବାର ଶେଷ ତାରିଖ ଆସନ୍ତାକାଲି ଅର୍ଥାତ ୨୦୧୯ ଡିସେମ୍ବର ୩୧ ତାରିଖ ରହିଥିଲା। ତେବେ ଏହାକୁ ଆଜି ସନ୍ଧ୍ୟାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ପକ୍ଷରୁ  ଆଜି ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ଏହାକୁ ମିଶାଇ ତୃତୀୟ ଥର ପାଇଁ ଆଧାର କାର୍ଡ […]

pm
ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ଅଗ୍ନିକାଣ୍ଡ। ୯ ଲୋକ କଲ୍ୟାଣ ମାର୍ଗରେ ଥିବା SPG ରିସେପ୍ସନ ଅଞ୍ଚଳରେ ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଅଗ୍ନିକାଣ୍ଡ ଘଟିଛି। ନିଆଁଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ତେବେ ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା ଏବଂ ବିଦ୍ୟୁତ୍‌ ସଟ୍‌ ସର୍କିଟ୍‌ରୁ ନିଆଁ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଟ୍ୱିଟ୍‌ରେ ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ […]

saloon-1
ନିଆରା ନିଶା : ସେଲୁନ୍‌ରେ ଲାଇବ୍ରେରୀ

ତାମିଲନାଡୁ : ଅଭାବ ଥିଲା, ସେଥିପାଇଁ ଅଷ୍ଟମ ଶ୍ରେଣୀରୁ ହିଁ ତାମିଲନାଡୁର ପୋନମାରିଆପ୍ପନଙ୍କ ପାଠପଢ଼ାରେ ଡୋରି ଲାଗିଲା। ହେଲେ ଶିକ୍ଷା ପ୍ରତି ଦୁର୍ବଳତା କିନ୍ତୁ ତାଙ୍କୁ ଆଜି ଦେଇଛି ଭିନ୍ନ ଏକ ପରିଚୟ। ନିଜ ସେଲୁନ୍‌ରେ କରିଛନ୍ତି ଏକ ପାଠାଗାର, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂରଣ ହୋଇପାରିନଥିବା ସ୍ୱପ୍ନକୁ ଅନ୍ୟ ଉପାୟରେ ସାକାର କରିବାକୁ ପ୍ରୟାସ। ସୁସଜ୍ଜିତ ଦୋକାନ ଘରେ ଭଳି ଭଳିକା ପୁସ୍ତକର ସମ୍ଭାର । ଯେକେହି ଦେଖିବ, ଏହାକୁ […]

shahrukh khan
ପତ୍ନୀଙ୍କ ଅନୁମତି ପରେ ଏହି ଫଟୋ ସେୟାର କଲେ ଶାହାରୁଖ୍‌

ନୂଆଦିଲ୍ଲୀ: ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାନ୍‌ ଓ ପତ୍ନୀ ଗୌରୀ ଖାନ୍‌ଙ୍କ ଲଭ୍‌ ଷ୍ଟୋରୀ ଫିଲ୍ମର କାହାଣୀଠୁ ମଧ୍ୟ କିଛି କମ୍‌ ନୁହେଁ। କଲେଜ ଟାଇମ୍‌ରୁ ଡେଟିଂ ଆରମ୍ଭ କରିଥିବା ଏହି ଦୁଇ ଲଭ୍‌ବାର୍ଡ଼ ୧୯୯୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କୁ ଏକାଠି ବହୁତ୍‌ କମ୍‌ ଦେଖିବାକୁ ମିଳିଥାଏ। ନିକଟରେ କିଙ୍ଗଖାନ୍‌ ଶାହାରୁଖଙ୍କୁ ପତ୍ନୀ ଗୌରୀଙ୍କ ସହ ଏକାଠି ଦେଖିବାକୁ ମିଳିଛି। ନିକଟରେ ସେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଠି ତାଙ୍କୁ ଓ […]

train
ଟ୍ରେନ୍‌ ଧରିବାରେ ବିଫଳ ହେବାରୁ...

ନୂଆଦିଲ୍ଲୀ: ହାୱଡ଼ା ରାଜଧାନୀ (ନୂଆଦିଲ୍ଲୀ-ହାୱଡ଼ା) ଟ୍ରେନ୍‌ରେ ବୋମା ଥିବା ନେଇ ଫୋନ୍ କଲ୍। ଟ୍ରେନ୍‌ରେ ବୋମା ଥିବା ନେଇ ଫୋନ୍‌ କଲ୍ ମିଳିବା ପରେ ଗାଜିଆବାଦ ଷ୍ଟେସନରେ ଟ୍ରେନ୍‌ଟି କିଛି ଘଣ୍ଟା ପାଇଁ ଅଟକି ରହିଥିଲା। ତେବେ ଯାଞ୍ଚ କରାଯିବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ସୂଚନା ଅନୁସାରେ, ହାୱଡ଼ା ରାଜଧାନୀ ଟ୍ରେନ୍‌ରେ ବୋମା ଥିବା ଖବର ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ମିଳିବା ପରେ ତତ୍‌କ୍ଷଣାତ ଏନେଇ ଆଲର୍ଟ କରାଯାଇଥିଲା। ଟ୍ରେନ୍‌କୁ ଗାଜିଆବାଦ ଷ୍ଟେସନରେ […]

Monkey B Virus
କରୋନା କାଳରେ ମଙ୍କି-ବି ଭାଇରସ୍‌ ଆତଙ୍କ

ବିନାଶକାରୀ କୋଭିଡ-୧୯ ମହାମାରୀ ସହିତ ବିଶ୍ୱ ମୁକାବିଲା କରୁଥିବାବେଳେ ଚାଇନାରେ ଆଉ ଏକ ନୂଆ ଭାଇରାଲ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଦେଶରେ ପ୍ରଥମ ମଙ୍କୀ ବି ଭାଇରସ୍ (ବିଭି) ସଂକ୍ରମିତ ମିଳିଥିବା ଦାବି ହୋଇଛି। ଜଣେ ପ୍ରାଣୀ ଚିକିତ୍ସକ ଦୁଇଟି ପ୍ରାଣୀକୁ ବିଛିନ୍ନ କରିବା ସମୟରେ ଏହି ଜୀବାଣୁ ସଂପର୍କରେ ଆସିଥିଲେ।

gogle
ଗୁଗଲରେ ଭାରତୀୟ ମାନେ କଣ ବେଶୀ ଖୋଜନ୍ତି ? ଜାଣନ୍ତି ଆପଣ

ନୂଆଦିଲ୍ଲୀ  : ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଂଜିନ୍‌ ଗୁଗଲ । ୟୁଜର ଯେକୌଣସି ତଥ୍ୟ ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି । ଗୁଗଲ ସର୍ଚ୍ଚ କରିଥାନ୍ତି । ଗୁଗଲ ୨୦୧୯ ମସିହାରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ତଥ୍ୟର ଏକ ଲିଷ୍ଟ ଜାରି କରିଛି । ଗୁଗଲର ସୂଚନା ମୁତାବକ , ଏହି ବର୍ଷ ଲୋକମାନେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨,  ଆର୍ଟିକଲ ୩୭୦ ଭଳି ଘଟଣା ବିଷୟରେ ଜାଣିବାକୁ ଅଧିକ ମାତ୍ରାରେ ଗୁଗଲ ସର୍ଚ୍ଚ […]

hemanta
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିଛନ୍ତି । ରାଞ୍ଚିର ମୋରାବାଡ଼ି ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହାସହ ଆଲମଗିରି ଆଲମ, ସତ୍ୟାନନ୍ଦ ଭୋଗତା ଓ ରାମେଶ୍ୱର ଓରାଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଭାଗ ବଣ୍ଟନ ସଂପର୍କିତ ଚୂଡ଼ାନ୍ତ ତାଲିକା ରାଜଭବନ ପଠାଯିବା ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ । ତେବେ […]

aus
ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ନେଥନ୍ ଲାୟନ୍ ଓ ଜେମ୍ସ ପ୍ୟାଟିନସନଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୨୪୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୪୮୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଚତୁର୍ଥ ଦିବସର ଅନ୍ତିମ ସେସନରେ ଟମ୍ ବ୍ଲଣ୍ଡେଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ୨୪୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଲାୟନ୍ ୮୧ ରନ୍ ଦେଇ ୪ଟି ଏବଂ ପ୍ୟାଟିନସନ୍ ୩୫ […]

a
ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ବିଗ୍-ବିଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର। ଭାରତୀୟ ସିନେମାରେ ଜୀବନ ବ୍ୟାପି ସାଧନା ପାଇଁ ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅମିତାଭଙ୍କୁ ୫୦ତମ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପତ୍ନୀ ତଥା ସାଂସଦ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଯୋଗ ଦେଇଥିଲେ । The legend Amitabh Bachchan who […]

salman khan
ସଲମାନ ଖାନଙ୍କ ଆଖିରେ ଲୁହ !

ବିଗ୍‌ବସ୍‌ ଟିଭି ଦୁନିଆର ସବୁଠୁ ବଡ଼ ରିୟଲିଟି ସୋ’ ଭାବେ ଜଣାଯାଏ । ଏହି ସୋ’ ଗତ ୧୩ ବର୍ଷ ହେଲା ଦର୍ଶକଙ୍କୁ ମନୋରଂଜନ କରିଆସୁଛି।  ବିଗ୍‌ବସ୍ ସଲମାନ ଖାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ଆଜି ଦର୍ଶକ ଏହାକୁ ଦେଖିବେ । ଏହି ଲୋକପ୍ରିୟ ସୋ’ ବିଗ୍‌ବସ୍‌କୁ ହୋଷ୍ଟ କରିବାରେ ସଲମାନ ପୁରା କରିଛନ୍ତି ୧୦ ବର୍ଷ । ଏହି ଅବସରରେ ବିଗ୍‌ବସ୍‌ ପ୍ରସ୍ତୁତ କରିଛି ସଲମାନଙ୍କର ୧୦ ବର୍ଷର ଯାତ୍ରାକୁ ନେଇ […]