ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍...
ଆଇଲ ଆଇଲ ଦାନ୍ତଟାକୁ କାହିଁକି ନେଫେଡୋଉଛ? ଗାମୁଛା ଦେଇକି କଥା ହୁଅ...ସମୁଦୀ ଆପଣ କରନ୍ତି କଣ?
ଆଲୋ ଇଏ କଣ? ସାନଭାଇ ହାତ ଯୋଡି ଭୁଲ ମାଗୁଛନ୍ତି, ହେଲେ ବଡଭାଇ କିଛି ଶୁଣୁନାହାନ୍ତି। ନାରଣରେ...ଇଏ କେମିତି କାନ୍ଦିଲେ କି ରାସ୍ତା ପୂରା ଓଦା?
ପଂଚାୟତ ଲୋକଙ୍କୁ ଆଲୁଅ ଦେବାକୁ ଯାଇ ନିଜ ପରିବାରକୁ କରିଦେଲେ ଅନ୍ଧାର। ଫ୍ୟୁଜ୍ ବାନ୍ଧୁ ବାନ୍ଧୁ ହରାଇଲେ ହାତ ଆଉ ଆଖି…ଦିବ୍ୟାଙ୍ଗ ପୁଅର ଅଧାରେ ଅଟକିଗଲା ଚିକିତ୍ସା…ଏବେ ସରକାରୀ ସହାୟତାକୁ ଅପେକ୍ଷା
ବାପା-ମାଆ ଯିବା ପରେ ପର କରିଦେଲା ବଡ ଭାଇ। ବେସାହାରା କୁନି ଭଉଣୀଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡିଥିଲା ସାନ ଭାଇ। ପର ଦୁଆରେ ମୂଲ ଲାଗି ଭଉଣୀଙ୍କ ମୁହଁରେ ଦେଉଥିଲା ଆହାର। ଆମେ ଏନେଇ ଖବର ପ୍ରସାରଣ ପରେ ଭାଇ-ଭଉଣୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ଏବେ ଦୁଇ ଭଉଣୀଙ୍କ ସ୍ୱପ୍ନ ପୂରଣ ପାଇଁ ସାହାଯ୍ୟର ହାତ ବଢାଇଲେ ବଡବାବୁ
ଚର୍ଚ୍ଚାରେ ହୋତା ସାର୍ଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍
ଆରେ..ଭାଉଜ ଛୁଆକୁ କ୍ଷୀର ଦେଉଛି ତୁ କାହିଁକି ହାଣ୍ଡିଆ ପାଟି କରୁଛ? ମୁଁ କୁଆଡେ ଯିବି ନଜାଣି କେମିତି ବାହାରିବି? ମେଳା ଗଲେ ଗୁଲୁଗୁଲା-ବରା ଆଣିବି ନହେଲେ ଏମାନେ ମତେ କୁକୁର ଭଲି ଝାମ୍ପିଦେବେ
ବର୍ଷ ବର୍ଷ ଧରି କୋଟି କୋଟି ମାରୁଛନ୍ତି ଟିକେଟ୍ ରାକେଟ୍। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମାସକୁ ୫୦ ଲକ୍ଷ ଚଳୁ ଅଭିଯୋଗ।
ସଦାବେଳେ ତ ନନଭେଜ୍ ଆଇଟମ୍ ଦେଖୁଛନ୍ତି, ଆଜି ଟିକେ ମନ୍ଦିର ପ୍ରାଙ୍ଗଣରେ ବସି ରବିନନାଙ୍କ ରାନ୍ଧଣା ଦେଖନ୍ତୁ। ଆଜି ଗୋଟେ ନୂଆ ଆଇଟମ୍ ଖାଆନ୍ତୁ। ଦେଶୀ ପରିବା ପକେଇ ଲିମ୍ବ ପତ୍ରରେ ତିଆରି ହୋଇଛି ଗଲଗଲିଆ ବେସର ଆଇଟମ୍।
ସଭା ଚାଲିଛି। ଏସି ଲାଗିଛି। ଭାରି ଚକାଚକ ଦିଶୁଛି। ଆମ କଟକ ମେୟର ମହାସୟ ବିରାଜମାନ ଅଛନ୍ତି। ହେଲେ ଏ ମହାଶୟ କାହିଁକି ଏତେ ଗରମ ହେଲେ?
ପରିବାରର ସମସ୍ତେ ଆଗ ପଛ ହୋଇ ଚାଲିଗଲେ । ଘର ଆଗରେ ଏକୁଟିଆ ବସିଛି ଏହି ଝିଅଟି। ଏକଦମ୍ ବେସାହାରା ଆଉ ଏକା । ଜଳ ଜଳ ଆଖିରେ ଚାହିଁଛି ଏବେ କରିବ କଣ ?
କଟକ ବଡ଼ ମେଡିକାଲ ଟିକେଟ୍ କାଉଣ୍ଟର ଭିତରେ ବସି ଜଣେ କର୍ମଚାରୀ ମଦ୍ୟପାନ କରୁଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଜଣେ ମହିଳା କର୍ମଚାରୀ ସେଠି କାମ କରୁଥିଲେ ବି ବାବୁ ଜଣଙ୍କୁ କିଛି ଫରକ୍ ପଡ଼ୁନାହିଁ
ମଣିଷର ବେପରୁଆ ଗାଡ଼ିଚାଳନା ପାଇଁ ଗୋଟେ କଅଁଳା ବାଛୁରୀର ଜୀବନ ଗଲା। ହେଲେ ମଣିଷ ଅଟକିଲା ନାହିଁ। ଡାକ୍ତରଖାନାକୁ ନେବା ପାଇଁ ମାଆଟି ଧାଇଁ ଚାଲିଛି ଅନବରତ।
ରବିବାର କଣ ଲୋକଙ୍କୁ ଭୋକ ହୁଏ ନାହିଁ ? ନା ରବିବାର ମେଡିକାଲ୍ ବନ୍ଦ? ସରକାରୀ କାର୍ଯ୍ୟାଳୟ ସିନା ରବିବାର ବନ୍ଦ, ହେଲେ ଆହାର କେନ୍ଦ୍ର କ’ଣ ଏକ ସରକାରୀ କାର୍ଯ୍ୟାଳୟ?
ମୋଦିଙ୍କ ଲକି ନମ୍ବର ୮। ଏଇ ତାରିଖରେ ଯାହା କରୁଛନ୍ତି ସେଥିରେ ହେଉଛନ୍ତି ସଫଳ। ନିର୍ବାଚନ ପ୍ରଚାର ଆରମ୍ଭ ବି ମୋଦି କରନ୍ତି ଏଇ ତାରିଖରେ
ପୁରୀ ଆକାଶରେ ବାୟୁସେନାର ଜଲଓ୍ୱା.. ବ୍ଲୁ ଫ୍ଲାଦ୍ ବିଚରେ ଚାଲିଛି ସୂର୍ଯ୍ୟକିରଣ ଶୋ’
ଆବାସ ଯୋଜନା ନାଁରେ ଲକ୍ଷଲକ୍ଷ ଚଳୁ। କୋଉଠି ଭୂତ ନାଁରେ ଘର ଆଲର୍ଟ ହୋଇଛି ତ ପୁଣି ସ୍ୱାମୀ-ସ୍ତ୍ରୀଙ୍କୁ ଦିଆଯାଇଛି ଦୁଇଟି ଲେଖାଏଁ ଘର...ଯିଏ ଲାଂଚ ଦେଲା ସିଏ ଘର ପାଇଲା, ଆଉ ଯିଏ ଦେଲାନି....
ବଲାଙ୍ଗିରର ବ୍ୟାଙ୍କ କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ ।
ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲିବା ଚାହୁଁଛି ବଘେଲ୍ ସରକାର, ଓଡ଼ିଶା କହିଲା ୩୪ରୁ ଅଧିକ ଖୋଲିବୁନି
ପାଣି ଘେରରେ କେନ୍ଦୁଝର ସହର...କାମାକ୍ଷାନଗରରେ କାନ୍ଥ ପଡ଼ି ମହିଳା ଓ ବାଲୁଗାଁରେ ପାଣିରେ ବୁଡ଼ି ଶିଶୁ ମୃତ
କରୋନା ବର୍ଷ ଭଳି କ୍ୱାଟର ଏଣ୍ଡ ନା ବର୍ଷ ଶେଷକୁ ଫାଇନାଲ୍ ଏକଜାମ୍...CHSE ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ
ଠେଙ୍ଗା ବାଡି ଧରି ରାତି ଉଜାଗର ଗାଁ ଲୋକେ
ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କହିଲେ, ଓଡ଼ିଶାରେ ଆସିଗଲା ଅଚ୍ଛେଦିନ
ମାନିବାକୁ ପଡିବ ଏ ଭାଇଙ୍କୁ। ମହାଦେବଙ୍କ ମସ୍ତକରେ ପାଣି ଢାଳିବା ପରେ ଅନ୍ଧାର କରି ଛୁ ମାରିଲେ...