ସଦାବେଳେ ତ ନନଭେଜ୍ ଆଇଟମ୍ ଦେଖୁଛନ୍ତି, ଆଜି ଟିକେ ମନ୍ଦିର ପ୍ରାଙ୍ଗଣରେ ବସି ରବିନନାଙ୍କ ରାନ୍ଧଣା ଦେଖନ୍ତୁ। ଆଜି ଗୋଟେ ନୂଆ ଆଇଟମ୍ ଖାଆନ୍ତୁ। ଦେଶୀ ପରିବା ପକେଇ ଲିମ୍ବ ପତ୍ରରେ ତିଆରି ହୋଇଛି ଗଲଗଲିଆ ବେସର ଆଇଟମ୍।
Published: Prangyan Parimita
Last updated: 19 September 2022, 10:24 AM IST
ବାହାଘର ପରେ ସବୁ ଠିକ୍ ଠାକ୍ ଚାଲିଥିଲା। ଯିଏ ଯାହା କହୁ ପଛେ ମୋ ପାଇଁ ମୋ ସ୍ତ୍ରୀ ଭଲ। ଏମିତି ନ୍ୟାୟରେ ସଂସାର ଗଡ଼ି ଚାଲିଥିଲା। ହେଲେ ତଥାପି ଆଜି ଜୀବନ ଦୋ ଛକିରେ ଆମେ ଖୋଜୁଛୁ ଆଶାର ଆଲୋକ…