ଧୂଳିସାତ୍ ହୋଇଯିବ କି ରାଜ୍ୟର ପ୍ରଥମ ଅଟୋମୋବାଇଲ ପ୍ଲାଣ୍ଟ ସ୍ବପ୍ନ? ଓଡ଼ିଶାରେ ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ଲାଣ୍ଟ ବସାଇବ ତ’ JSW? ନା ମୁହଁ ମୋଡ଼ି ମହାରାଷ୍ଟ୍ରକୁ ପଳେଇ ଯିବ?
Published By: Sujit kumar Swain
Last updated: 24 September 2024, 09:53 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।