ଭୁବନେଶ୍ବରରୁ ସାରା ଭାରତବର୍ଷକୁ ଦୋହଲାଇଦେଲା ଭରତପୁର କାଣ୍ଡ। ହେଲେ ଏହି କାଣ୍ଡର କେମିତି ହେବ ବିଚାର ବିଭାଗୀୟ ତଦନ୍ତ ? କେଉଁ ସାକ୍ଷ୍ୟ ପ୍ରମାଣ ଆଧାରରେ କାହାକୁ ଦୋଷୀ ଏବଂ କାହାକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବେ ଜଷ୍ଟିସ ସିଆର୍ ଦାଶ କମିଶନ ?
Published By: Sujit kumar Swain
Last updated: 24 September 2024, 09:49 PM IST
କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।