Aparajita Sarangi
ନବୀନଙ୍କ ଅଭିଯୋଗ, ଅପରାଜିତାଙ୍କ ସିଧା ଜବାବ। ଲିଙ୍ଗରାଜ ପ୍ରକଳ୍ପ ଓ ଭୁବନେଶ୍ୱରର ବିକାଶ ପ୍ରସଙ୍ଗରେ ମୁହାଁମୁହିଁ, ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ଆଣିଥିବା ଅଭିଯୋଗର ତଥ୍ୟ ଓ ପ୍ରମାଣ ସହ ସ୍ପଷ୍ଟୀକରଣ ରଖିଛନ୍ତି ଅପରାଜିତା। କହିଛନ୍ତି, ରାଜନୀତିରେ ଏନେଇ ଭୁଲ୍ ବ୍ୟାଖ୍ୟା ତିଆରି ହେଉଛି। ଲିଙ୍ଗରାଜ ମନ୍ଦିର କାମକୁ ମୁଁ କେବେବି ବିରୋଧ କରିନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)