ନୂଆଦିଲ୍ଲୀ: କଂଗ୍ରେସ ପାଖରେ ଦେଖାଦେଇଛି ଟଙ୍କାର ଅଭାବ। ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ଆରମ୍ଭ କରିଛି। ୬ ବର୍ଷ ହେଲାଣି କ୍ଷମତାଠାରୁ ଦୂରେଇ ରହିଛି ଦଳ। ଆଉ ଏପରି ସମୟରେ ଦଳ ପାଖରେ ଟଙ୍କା ଅଭାବ କଥା...
ମଧ୍ୟପ୍ରଦେଶ ଦୁର୍ଘଟଣା କଥା ଯିଏ ଶୁଣୁଛି ତାହା ଆଖିରୁ ଦୁଇ ବୁନ୍ଦା ଲୁହ ବୋହି ଆସୁଛି। ସତରେ ଏମିତି ଭୟାନକ ଦୁର୍ଘଟଣା ସମ୍ପର୍କରେ ଯିଏ ବି ଶୁଣିବ ତାହା ଆଖି ଲୁହରେ ଓଦା ହୋଇଯିବ। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୫୧ ଜଣଙ୍କ ଜୀବନ ଗଲାଣି।
ଭୁବନେଶ୍ୱର: ଧାନ ମଣ୍ଡି ସମସ୍ୟା ନେଇ ଆଜି ପୁଣି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ଓ କଂଗ୍ରେସ। ମଣ୍ଡି ସମ୍ପର୍କରେ ଆଲୋଚନା ଦାବି କରି ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ। ତେବେ ବିରୋଧୀଙ୍କ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ରୁଲିଂ ଅନୁଯାୟୀ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ...
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ପରେ ବି ଡର ଛାଡୁନାହିଁ। କାରଣ ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବି ବଢିଛି। କିନ୍ତୁ ରାଜ୍ୟରେ କରୋନା ସ୍ଥିତି...
ଭୁବନେଶ୍ୱର: କ୍ୟାମ୍ପସ ଗୁଡ଼ିକୁ ଡ୍ରଗ୍ ଫ୍ରୀ କରିବାକୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଆସନ୍ତା ଶିକ୍ଷାବର୍ଷରୁ ସବୁ ଶିକ୍ଷାନୁଷ୍ଠାନ ନିଶାମୁକ୍ତ ହେବା ନେଇ ଯୋଜନା ବି କରାଯାଉଛି। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା, NSSର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ...
ବଲାଙ୍ଗିର(ମନରଞ୍ଜନ ଯୋଶୀ) ତୃଣମୂଳ ସ୍ତରରେ କରୋନା ଲଢ଼େଇକୁ ବଳ ଦେବାକୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ରାଜ୍ୟ ସରକାର। ପ୍ରତି ପଞ୍ଚାୟତରେ ଟିଏମସି ସେଣ୍ଟର ଖୋଲିବାଠୁ ନେଇ ପ୍ରବାସୀ ଶ୍ରମିକଙ୍କ ଖାଇବା-ପିଇବା, ପଞ୍ଚାୟତରେ କରୋନା ପରିଚାଳନା ଆଦି ସବୁ କ୍ଷେତ୍ରରେ ସେମାନଙ୍କୁ ଅଖଣ୍ଡ କ୍ଷମତା ଦିଆଯିବା ସହ ୫...
ଭୁବନେଶ୍ୱର: ଶେଷରେ ସ୍ଥଗିତ ହେଲା NMAର ଚିଠା ବାଇ-ଲ। ଶ୍ରୀକ୍ଷେତ୍ର ଲାଗି ଉଦ୍ଦିଷ୍ଟ ବାଇ-ଲ ପ୍ରତ୍ୟାହାର ପରେ ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳୀ ଲାଗି ପ୍ରସ୍ତୁତ ବାଇ-ଲ କୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଚିଠି ଗତ ୯...
ଜଗାଦର୍ଶନ କରି ବିଭୋର ହେଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଶ୍ରୀକ୍ଷେତ୍ର ଆସି ଆଜି ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ମନରେ ବହୁ ଦିନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଇଛା ଥିଲା, ତାହା ଆଜି ପୂରଣ ହୋଇଛି ବୋଲି ସେ କାଳିଆ ଦର୍ଶନ...
କୋଟିଆକୁ ଓଡ଼ିଶାର ସାବ୍ୟସ୍ତ ଲାଗି ରହିଛି ପର୍ଯ୍ୟାପ୍ତ ପ୍ରମାଣ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର ଆନ୍ଧ୍ର ଭୁଲ ତଥ୍ୟ ଦେବା ସହ ନିର୍ଦ୍ଦେଶର ଅବମାନନା କରିଥିବା ଜଣାଇଲେ ଆନ୍ଧ୍ରର ସତ୍ୟପାଠ ଉପରେ ୪ ସପ୍ତାହରେ ଉତ୍ତର ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: କୋଟିଆକୁ ଓଡ଼ିଶାର ଅଂଶ ସାବ୍ୟସ୍ତ...
ନୂଆପଡ଼ା(ମାୟାଧର ସରଫ): ଅମଳ ଧାନକୁ ବିକ୍ରି କରିନପାରି ଶେଷରେ ବିଷ ପିଇଲେ ଚାଷୀ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ସିନାପାଲି ଭିଙ୍ଗିଆମୁଣ୍ଡା ଗାଁର ଚାଷୀ ରୋମାଚନ ଦଣ୍ଡସେନା ଆଜି ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରୋମାଚନ ନିଜ ଜମିରେ ବିଷ...
ଜଳ ହିଁ ଜୀବନ ! ଜଳର ସୁରକ୍ଷା ପାଇଁ ସବୁଠି ଚାଲିଛି ସଚେତନତ। ଏମିତି କି ୱାଟର ଟ୍ୟାଙ୍କରେ ମଧ୍ୟ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ବି ଲେଖାଯାଉଛି ସେଭ ୱାଟର। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହୁଛି। ଲେଖାଯାଉଛି ଗୋଟିଏ କଥା, ଆଉ କାର୍ଯ୍ୟ ହେଉଛି...
କରୋନା ମହାମାରୀକୁ ନେଇ ଏବେ ସାରା ଦେଶରେ ଭୟ ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ କରୋନା ଭ୍ୟାକ୍ସିନ୍ ଦିଆଯାଇଛି। କରୋନା ଯୋଦ୍ଧାଙ୍କ ସମେତ ଅନେକ ଲୋକ ଏହି ଟିକା ମଧ୍ୟ ନେଲେଣି।
ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ବି ବିଧାନସଭା ଅଚଳ ହୋଇଛି। ଆଜି ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ, ଫଳରେ ଗୋଟିଏ ମିନିଟ୍ ବି ପ୍ରଶ୍ନକାଳ ଚାଲି ପାରିନଥିଲା।
ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଥରେ ୧୦୦ ତଳେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା...
କୁକୁରର ଦାୟିତ୍ୱ ବୁଝିବ ରୋବର୍ଟ। ହୁଏତ ଏହି ଘଟଣା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ, ଆଉ ଆପଣ ଚିନ୍ତା କରୁଥିବେ କି ଆଜିକାଲି ସମୟରେ କାହା ପାଖରେ ଏତେ ଟଙ୍କା ରହିଛି ଯେ, କୁକୁର ପାଇଁ ରୋବର୍ଟ ବ୍ୟବସ୍ଥା କଲେ
କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍। ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନର ଆରମ୍ଭରେ ଆଜି ରାଜ୍ୟପାଳ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଯେ, କରୋନା ତାଲା ବନ୍ଦ ବେଳେ ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା
ଏବେ ମଣ୍ଡି ଓ ମିଲର୍ସକୁ ନେଇ ଖୁବ ଚର୍ଚ୍ଚା। କାରଣ ମଣ୍ଡିରେ ମିଲର୍ସଙ୍କ ମନମାନୀ ଯୋଗୁଁ, ହଇରାଣ ହରକତ ହେଉଛନ୍ତି ବିଚରା ଚାଷୀ । ଚାଷୀର ଧାନ ବିକ୍ରୀ ହେଉନାହିଁ । କିନ୍ତୁ ମିଲର୍ସଙ୍କ ଟାର୍ଗେଟ ପୂରି ଯାଉଛି । କେମିତି ହେଉଛି ଟାର୍ଗେଟ ?
ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।
ଆଜିଠୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା। ଚଳିତଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ଉପସ୍ଥିତ ରହିଛନ୍ତି। ବିଧାନସଭାରେ ରାଜ୍ୟପାଳ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କେରଳରୁ ମଧ୍ୟ ଅନ୍ୟ ରାଜ୍ୟକୁ ମାଛ ରପ୍ତାନୀ ହୁଏ। ତେଣୁ ପ୍ରଶାସନ ତାହା ଉପରେ ମଧ୍ୟ କଟକଣା ଲାଗୁ କରିଛି।