• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

pipili-rajaniti
ଉଠୁଛି ପଡୁଛି ପିପିଲି ରାଜନୀତି: ସରକାରଙ୍କ ଆଜିର କାର୍ଯ୍ୟକ୍ରମକୁ ବିରୋଧୀଙ୍କ ତୀବ୍ର ସମାଲୋଚନା

ଏବେ ଉଠୁଛି ପଡୁଛି ପିପିଲି। ପିପିଲିବାସୀଙ୍କ ମନ ଜିଣିବା ଲାଗି ରାଜ୍ୟର ପ୍ରମୁଖ ତିନୋଟି ରାଜନୈତିକ ଦଳ ନିଜନିଜ ସ୍ତରରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖାଯାଉଛି। ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପରଲୋକ ପରେ ରାଜ୍ୟରେ ପିପିଲି ପଲିଟିକ୍ସକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା।

corona
୨୪ ଘଣ୍ଟାରେ ୬୨ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ର  ବା କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ ଥିବା ଜଣାପଡିଛି

mandi
ଧାନବିକ୍ରି ସମସ୍ୟାକୁ ନେଇ ତାତିଲେଣି ଚାଷୀ

ସରିବାକୁ ବସିଲାଣି ଖରିଫ ଋତୁ। ଅଥଚ ରାଜ୍ୟରେ ଧାନସଂଗ୍ରହରେ ଲାଗିରହିଥିବା ଘୋର ଅବ୍ୟବସ୍ଥାର ସମାଧାନ ହୋଇପାରୁନି। ଆଶା କରାଯାଉଥିଲା ଆଜି ଗୃହରେ ଆଲୋଚନା ପରେ ବାଟ ଫିଟିଯିବ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଆଉ କୌଣସି ପ୍ରତିବନ୍ଧକ ବାଟ ଓଗାଳିବନି

Anjana-mishra
୨୨ ବର୍ଷ ପରେ ଧରାପଡ଼ିଲା ଅଞ୍ଜନା ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ, ବିବନକୁ ମିଳିବ କେଉଁପ୍ରକାର ଦଣ୍ଡ?

ଭୁବନେଶ୍ୱର:  ଦୀର୍ଘ ୨୨ବର୍ଷ ପରେ ବିବନ ଗିରଫ ହୋଇଛି। ବିବନ ହେଉଛି ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଯିଏକି ଖାଲି ଓଡ଼ିଶା ପୋଲିସ୍ ନୁହେଁ ବରଂ ସିବିଆଇ ପାଇଁ ବି ଥିଲା ମୋଷ୍ଟ ଓ୍ୱାଣ୍ଟେଡ। ଛଦ୍ମ ନାଁରେ ନଭିମୁମ୍ବାଇରେ ରହୁଥିବା ସୁରାଗ୍ ପାଇ ତାକୁ ଧରିବାକୁ...

kalia budget
ଏଥର କାଳିଆ ଯୋଜନା ପାଇଁ କମ୍‌ ଅର୍ଥ ବ୍ୟୟବରାଦ

ଭୁବନେଶ୍ୱର: ଏଥର ବଜେଟରେ କାଳିଆ ଯୋଜନା ପାଇଁ କମ୍ ଅର୍ଥ ବ୍ୟୟବରାଦ ହୋଇଛି। କୃଷି ବଜେଟରେ ଏଥର କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ଗତ ଆର୍ଥିକ ବର୍ଷରେ ଏହା ୩ ହଜାର ୧୯୫ କୋଟି ଥିଲା।...

budget-4
ଚଳିତ ଥର ପ୍ରାୟ ୪୪ ହଜାର କୋଟିର ଋଣ କରିବେ ରାଜ୍ୟ ସରକାର

ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୪ ହଜାର କୋଟିର ଋଣ କରିବେ ରାଜ୍ୟ ସରକାର। ବଜେଟ ଉପସ୍ଥାପନ ବେଳେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ରାଜ୍ୟ ସରକାର ୨୭ ହଜାର ୨୫୦ କୋଟି ଋଣ କରିଥିବା ବେଳେ ଚଳିତ ବର୍ଷ ଏହା ୪୩ ହଜାର...

budget-9
ସ୍ୱାସ୍ଥ୍ୟ କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ୱ, ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଲା ୧୩ ହଜାର କୋଟି...

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ମୋଟ୍ ୧୩ ହଜାର କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର।ଜନସ୍ୱାସ୍ଥ୍ୟ ପାଇଁ ୯ ହଜାର ୧୬୪ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହଜାରେ ୩୫୩ କୋଟି ବ୍ୟୟବରାଦ ହୋଇଛି। ରାସ୍ତାରେ ଘଟୁଥିବା ବିଭିନ୍ନ ଦୁର୍ଘଟଣାକୁ ନଜରରେ ରଖି...

bibana-arrest
ବିବନ ଜେଲରୁ କେମିତି ବାହାରିବ ନାହିଁ ତା'ର ବାଟ କରାଯାଉଛି: ସିପି

ଭୁବନେଶ୍ୱର: ୨୨ ବର୍ଷ ପରେ ଗିରଫ ହୋଇଛି ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ। ଯେଉଁ ଘଟଣା ନେଇ ସାରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା, ସେହି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ଆଜି ହୋଇଛି। ୯ ଜାନୁଆରୀ ୧୯୯୯ରେ ଘଟିଥିବା କଟକ ବାରଙ୍ଗ...

assembly
ଆଲୋଚନା ବେଳେ କକ୍ଷତ୍ୟାଗ କଲେ ବିରୋଧୀ

ଧାନ କିଣା ସମସ୍ୟା ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ କଲେ କକ୍ଷତ୍ୟାଗ। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି

cp on anjana
କେମିତି ଧରାପଡ଼ିଥିଲା ଅଞ୍ଜନା ଘଟଣାର ମୁଖ୍ୟ ଅପରାଧୀ?

୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ।

Corona School
"ସ୍କୁଲରେ ସଠିକ୍ ଭାବରେ ପାଳନ କର କରୋନା ନିୟମ"

କୋଭିଡ୍ ଗାଇଡ୍ଲାଇନ୍ ପାଳନ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଗଣ ଶିକ୍ଷା ବିଭାଗ। ମିଳିଥିବା ସୂଚନା ଅନୁସାରେ,  ସମସ୍ତ DEOଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ। SRC ଜାରି କରିଥିବା ଗାଇଡ୍ଲାଇନ୍ ପାଳନ ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଗଶଣିକ୍ଷା ସଚିବ

corona
କରୋନା ଆକ୍ରାନ୍ତଙ୍କ ଉପରେ ନଜର, ୨୪ ଘଣ୍ଟାରେ ୬୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପୁଣି ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି।

OTV-PORTAL
ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର

ଡେରାଡୁନ:  ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର ହୋଇଛି। ଚମୋଲି ତପୋବନ ଟନେଲରୁ ଆବର୍ଜନା ଭିତରୁ ଆଉ ୫ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ଏଥିସହ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ତେବେ ମୃତକଙ୍କ ସମ୍ପର୍କରେ ଉତ୍ତରାଖଣ୍ଡ ଡିଜିପି ସୂଚନା...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି