• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

sunflower-pkg
ନବବିବାହିତା ମହିଳାଙ୍କ ସୁନାର ସୂର୍ଯ୍ୟମୁଖୀ କ୍ଷେତ, ହସୁଛି କେନ୍ଦୁଝର

ସମୟର କେମିତି ସଦୁପଯୋଗ କରିହୁଏ, ତାହା ତେଲକୋଇର ନବବିବାହିତା ମହିଳାଙ୍କ ପାଖରୁ ଶିଖିବାକୁ ପଡିବ । ସ୍ୱାମୀ ବାହାରେ ଚାକିରି କରୁଛନ୍ତି । ଗାଁରେ ଘରକାମ ପରେ ବୋର୍ ହେଉଥିଲେ ପତ୍ନୀ। ଆଉ ଏବେ ସ୍ୱାମୀଙ୍କ ପରାମର୍ଶରେ କରିଛନ୍ତି ସୂର୍ଯ୍ୟମୁଖୀ ଚାଷ। ଏହି ଚାଷ କରିବା ପରେ ସାରା...

sura
ହେ ଭଗବାନ ! ଏମିତି ଟଙ୍କା ଖାଇଲେ, ରାଜ୍ୟ ରହିବ ତ?

କାଳିଆ ଯୋଜନାକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ। ସେ କହିଛନ୍ତି ଯେ, କାଳିଆ ଯୋଜନାରେ ଏତେ ପରିମାଣରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ସାଢେ ୪ କୋଟି ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ ଲୋକଙ୍କର ହେରଫେର...

rajmahal
ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ!

ମାତ୍ର ୮୭ ଟଙ୍କାରେ ବିକ୍ରି ହେଲା ରାଜମହଲ ମହଲରେ ରହିଛି ୧୩୫ କୋଠରୀ ନୂଆଦିଲ୍ଲୀ: ବିଶ୍ୱାସ ହେଉ ନଥିଲେ ବି ସତ। ଘଟଣାଟି କିଛି ଏମିତି ରହିଛି ଯାହା ସମ୍ପର୍କରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୩୫ କୋଠରୀ ବିଶିଷ୍ଟ ଏକ ବିଶାଳ ରାଜ ମହଲକୁ...

OTV-PORTAL-assembly
ପ୍ରଶ୍ନକାଳରେ ଉଠିଲା ଏମଏସପି ପ୍ରସଙ୍ଗ

ଆଜି ବିଧାନସଭାର ପ୍ରଶ୍ନକାଳରେ ଉଠିଛି ଏମ୍ଏସ୍ପି ପ୍ରସଙ୍ଗ। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯ ଶହ ୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା

pradipta-nayak
କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ହୋଇଛି। ଆଜି ଏ ସମ୍ପର୍କୀତ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

corona-positive
୨୪ ଘଣ୍ଟାରେ ୬୮ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଅଛନ୍ତି ଆକ୍ରାନ୍ତ?

୨୪ ଘଂଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନ ସେଂଟର ତଥା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ଲୋକାଲ କେସ୍ ବା ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି

Corona
ପୁଣି ଥରେ ରାଜ୍ୟରେ ହେବ କି ଲକଡାଉନ?

ଆସିବ କି କରୋନାର ଦ୍ୱିତୀୟ ଲହରୀ? ଉଗ୍ରରୂପ ନେବ କି ନୂଆ ଷ୍ଟ୍ରେନ୍? ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ଏବେ ବଢାଇ ଦେଇଛି ଏମିତି କିଛି ଆଶଙ୍କା।ସଂକ୍ରମଣ ଦ୍ରୁତ ହାରରେ ବଢୁଥିବାରୁ ମହାରାଷ୍ଟ୍ରର ଏକାଧିକ ଜିଲ୍ଲାରେ ଲକଡାଉନ ଓ କର୍ଫ୍ୟୁ ଭଳି ପଦକ୍ଷେପ ନେଲେଣି ସେଠାକାର ସରକାର

anjana
କେମିତି ଦୋଷୀ ସାବ୍ୟସ୍ତ ହେବ ବିବନ?

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ କମିଶନରେଟ୍ ପୋଲିସ୍ ଧରି ଆଣିବା ପରେ ଏବେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି। କେମିତି ତାକୁ ଦୋଷୀ ସାବ୍ୟସ୍ତ କରୁଛି ଏବଂ ଅଞ୍ଜନାଙ୍କ ଷଡ଼ଯନ୍ତ୍ର ଥିଓରି ଉପରୁ ରହସ୍ୟ ଉନ୍ମୋଚନ...

Bjp
ଗୁଜୁରାଟରେ ବିଜେପି ପିନ୍ଧିଲା ବିଜୟ ମୁକୁଟ

ଗୁଜୁରାଟରେ ପୁଣି ବିଜେପିକୁ ମିଳିଲା ବଡ଼ ସଫଳତା। ନଗର ନିଗମ ନିର୍ବାଚନରେ ବିଜେପିକୁ ବଡ ସଫଳତା ମିଳିଛି। ୬ଟି ଯାକ ନଗର ନିଗମକୁ କବ୍‌ଜା କରି ନେଇଛି ଭାରତୀୟ ଜନତା ପାର୍ଟି ବିଜେପି। ଯାହାକୁ ନେଇ ବେଶ୍ ଖୁସୀ ଅଛନ୍ତି ସ୍ଥାନୀୟ ନେତା।

corona meeting
କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ସମ୍ପୃକ୍ତି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଭଳି...

CBI MEET CP
CPଙ୍କୁ ଭେଟିଲେ CBI ଟିମ୍: ଜାଣନ୍ତୁ କଣ ଥିଲା ପୂରା ଘଟଣା

୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଟ୍ୱିନ୍‌ ସିଟି କମିଶନରଙ୍କୁ ଭେଟିଲେ ସିବିଆଇ ଟିମ୍। ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀକୁ ଭେଟିଛନ୍ତି ସିବିଆଇର ୨ ଜଣିଆ ଟିମ୍।

Congress
ବେକାବୁ ତୈଳଦର: ସାଇକେଲ ଚଲାଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିଧାୟକ ସାଇକେଲ୍ ଚଲାଉଥିବା ଦେଖିବାକୁ ମିଳିଛି।  ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ। ବିଧାୟକ ତାରାପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ସୁରେଶ ରାଉତରାୟ ପ୍ରମୁଖ ନେତା ସାଇକେଲ୍ ଚଲାଇ ବିଧାନସଭାକୁ ଆସିଛନ୍ତି।...

Oppsition
ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଆଜି ପୁଣି ଘେରିଲେ ବିରୋଧୀ

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟୟକୁ ନେଇ ବିଧାନସଭାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଆଜି ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିବା ଦେଖିବାକୁ ମିଳିଛି। ସାରା ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି