• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

whatsp
ପୁଣି ନୂଆ ଫିଚର୍‌ ଆଣିବ ହ୍ୱାଟ୍ସଆପ୍। ଜାଣନ୍ତୁ କଣ ସୁବିଧା ପାଇବେ ଆପଣ?

ପୁଣି ନୂଆ ଫିଚର୍‌ ଆଣିବ ହ୍ୱାଟ୍ସଆପ୍। ଏଣିକି ଫେସବୁକ ପରି ହ୍ୱାଟ୍ସଆପରେ ଆପଣ ଲଗଆଉଟ କରିପାରିବେ ବୋଲି ଜଣାପଡିଛି। ୟୁଜର୍ସ ନିଜ ହିସାବରେ ଯେତେବେଳେ ଚାହିଁବେ ଲଗ ଇନ କରିପାରିବେ ଏବଂ ଏଥିରୁ ବ୍ରେକ ନେବାକୁ ହେଲେ ‘ଲଗ ଆଉଟ’ କରିପାରିବେ ବୋଲି ସୂଚନା ରହିଛି।

jail
ଜେଲରେ ପ୍ରତି କଏଦୀଙ୍କ ଲାଗି ଖର୍ଚ୍ଚ ହେଉଛି ୫ କୋଟି, ଜାଣନ୍ତୁ କେଉଁଠି ଅଛି ଏହି ଜେଲ

ଜେଲର ନାଁ ଶୁଣିଲେ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବରେ ଡ଼ର ଆସେ। କାରଣ ସାଧାରଣ ଭାବରେ ଆମ ମାନଙ୍କର ମନରେ ଏକ ଧାରଣା ରହିଛି ଯେ, ଜେଲ ପରିବେଶ ଏକ ଅନ୍ଧକାର ପରିବେଶ। କଏଦୀମାନେ କେହି କାହାକୁ ଦେଖିପାରନ୍ତି ନାହିଁ। ଏକା ଏକା ଜୀବନ ବଂଚାଇବାକୁ ହୁଏ।

mada-dokana
ସରକାରୀ ଜମିରେ ଖୋଲିଛି ବିଦେଶୀ ମଦ ଦୋକାନ

ଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ସ୍ୱତ୍ୱନ୍ତ୍ର ସ୍ଥାନ ରହିଛି। ତେବେ ଜାତୀୟ ଉଦ୍ୟାନ ଲାଗି ଭିତ୍ତିଭୂମି ଗଠନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା। ଜାତୀୟ ଉଦ୍ୟାନ ନିକଟରେ ରହିଛି ସରକାରୀ ବିଦେଶୀ ମଦ ଦୋକାନ

india-china
ଏଲ୍ଏସିରେ କେବେ ଫେରିବ ଶାନ୍ତି?

ନୂଆଦିଲ୍ଲୀ: ଏଲ୍ଏସିରେ ଫେରିବ କି ଶାନ୍ତି? ଏଲ୍ଏସିରୁ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ଦଶମ ପର୍ଯ୍ୟାୟ କୋର୍ କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି। ଗୋଗ୍ରା, ଡେପସାଙ୍ଗ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ମିଳିଛି। ଚୀନର ମଲଡୋରେ...

Karanjia
ଦିନ ପରେ ଦିନ ବିତୁଛି କିନ୍ତୁ କାମ ସରୁନି

୨୮ ବର୍ଷ ବିତିଲାଣି ହେଲେ ଏ ପର୍ଯ୍ୟନ୍ତ ସରିପାରୁନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଦେଓ ନଦୀବନ୍ଧ ପ୍ରୋଜେକ୍ଟ। ୫୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ନଦୀବନ୍ଧ ଯୋଜନାର ବ୍ୟୟ ଅଟକଳ ଏବେ ୯୦୦କୋଟିରେ ପହଞ୍ଚିଲାଣି।

T-20
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ପ୍ରଥମ ଥର ପାଇଁ ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେଓ୍ୱାତିଆ ଓ ଇଶାନ୍ କିଶାନଙ୍କୁ ସୁଯୋଗ ମିଳିଛି। ସେହିପରି ସ୍ପିନର ବରୁଣ ଚକ୍ରବତ୍ତି ମଧ୍ୟ ନୁଆ ମୁହଁ ଭାବେ ସାମିଲ ହୋଇଛନ୍ତି

soniu
ପୁଣି ଚର୍ଚ୍ଚାରେ ସୋନୁ, ବାପା ଛେଉଣ୍ଡ ୪ ପିଲାଙ୍କର ନେଲେ ଦାୟିତ୍ୱ

ଡେରାଡୁନ: ଅନ୍ୟକୁ ସାହାଯ୍ୟ କରିବା ଲାଗି ପଣ କରିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଚର୍ଚ୍ଚା ଥମିବାରେ ନା ନେଉ ନାହିଁ। ଜଣକ ପରେ ଜଣଙ୍କୁ ବିନା କୌଣସି ସର୍ତ୍ତରେ ସାହାଯ୍ୟ କରି ସୋନୁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହାରି ମଧ୍ୟରେ ଉତ୍ତରାଖଣ୍ଡର ହିମସ୍ଖଳନ ଘଟଣା...

corona
ବଢୁଛି ସଂକ୍ରମଣଙ୍କ ସଂଖ୍ୟା, ପୁଣି ଥରେ ଆରମ୍ଭ ହୋଇପାରେ ଲକଡାଉନ୍‌

ଭୁବନେଶ୍ୱର: ପୁଣି ଧୀରେ ଧୀରେ ବଢିବାରେ ଲାଗିଛି କରୋନା। କ୍ରମାଗତ ଭାବରେ ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ଯେ ବଢୁଛି ତାହା ନୁହେଁ ବରଂ ଚିନ୍ତା ବି ବଢାଉଛି। ସରକାରଙ୍କ ପକ୍ଷରୁ କରୋନା କୁ ନେଇ ଏବେ ବି କଟକଣା ଜାରି ହୋଇଥିବା ବେଳେ ତାହାର...

0165_NAGA-BABA-BYTE-2
ଖଣ୍ଡଗିରି ମାଘମେଳାରେ ସିଦ୍ଧି ପାଇଁ ସାଧୁଙ୍କ ଭିଡ଼

ମାଘମେଳା ପାଇଁ ଖଣ୍ଡଗିରି ପାଲଟିଛି ତପୋଭୂମି। ସାଧନାର ସିଦ୍ଧି ପାଇଁ ଏକାଠି ହୋଇଛନ୍ତି ଶତାଧିକ ତପସ୍ୱୀ। ଯଜ୍ଞ, ଆହୁତି ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଆଖପାଖ ପରିବେଶ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଏକତ୍ରିତ ହୋଇଛନ୍ତି ଶତାଧିକ ସାଧୁସନ୍ଥ

andhra
ଗାଁର ନା ବଦଳାଇ ଦେଇ ଓଡ଼ିଶା ଜମିକୁ ହାତେଇଛି ଆନ୍ଧ୍ର

କଥାରେ ଅଛି କଅଁଳ ଲୁହାକୁ ଉଈ ଖାଏ ବୋଲି। ସେଇଆ ହିଁ ହେଉଛି ।ଆମ ସରଳତା କୁହନ୍ତୁ କି ବ୍ୟବସ୍ଥାର ନିକମାପଣ ପାଇଁ ସୀମାରେ ବର୍ଷ ବର୍ଷ ଧରି ଦାଦାଗିରି ଦେଖାଇ ଚାଲିଛି ଆନ୍ଧ୍ର।

paddy
ବିଧାନସଭାରେ ଥମୁନି ଚାଷୀ ସମସ୍ୟାର ଝଡ଼

ଉଦବେଗ ସ୍ଥିତିରେ ପହଞ୍ଚିଲାଣି ଧାନ ସଂଗ୍ରହ ସମସ୍ୟା। ଟୋକନ୍ ଅବଧି ସରିଯାଇଥିବାରୁ ପଶ୍ଚିମରୁ ଉପକୂଳ ଯାଏଁ ଖୋଲାମେଲାରେ ପଡ଼ିରହିଛି ହଜାର ହଜାର କ୍ୱିଣ୍ଟାଲ୍ ଧାନ। କେଉଁଠି ଅଦିନିଆ ବର୍ଷା ମାଡ଼ରେ ଧାନ ତିନ୍ତୁଛି, ତ ଆଉ କେଉଁଠି ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନରେ ବସିଛି ଚାଷୀ

corona-lockdown
ଚିନ୍ତା ବଢାଉଛି କରୋନା: ପୁଣି ଫେରିପାରେ ଲକଡାଉନ

ସତର୍କତାରେ ଢିଲା ପଣ ପାଇଁ ରାଜ୍ୟକୁ ପୁଣି ଫେରିପାରେ ଲକଡାଉନ। ରାଜ୍ୟରୁ କରୋନା କୋପ କମିଥିଲେ ବି ଏବେ କୋଭିଡର ପରିବର୍ତ୍ତିତ ରୂପ ପୁଣି ଡରାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଲାଇଣି। ବିଦେଶ ପରେ ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଏ ଭୟ ପୁଣି ଚିନ୍ତା ବଢାଇଲାଣି।

per-head-income
ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୦-୨୧: ରାଜ୍ୟରେ କମିଲା ମୁଣ୍ଡପିଛା ଆୟ

ରାଜ୍ୟରେ କମିଲା ମୁଣ୍ଡପିଛା ଆୟ। ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଛା ଆୟ ଥିଲା ୧ଲକ୍ଷ ୪ ହଜାର ୫୬୬ ଟଙ୍କା।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି