• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

election-1
ଏହି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର

୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ। ପ୍ରେସମିଟ୍‌ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ। କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ ଆସାମ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। 

covid-yodha
କୋଭିଡ଼୍ ଯୋଦ୍ଧାଙ୍କ ନିଆରା ପ୍ରତିବାଦ, ଭଦ୍ରକରୁ ଚାଲି ଚାଲି ଯାଉଛନ୍ତି ନବୀନ ନିବାସ

ଭୁବନେଶ୍ୱର: ଚାକିରୀରେ ପୁନଃ ନିଯୁକ୍ତି ଦାବି କରି କୋଭିଡ଼ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଜଣାଇବାକୁ ପଦଯାତ୍ରା କରିଥିବାର ଦେଖାଦେଇଛି। ଭଦ୍ରକରୁ ନବୀନ ନିବାସ ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ରାସ୍ତା ଚାଲି ଚାଲି ଯାଉଛନ୍ତି କରୋନା ଯୋଦ୍ଧା। ସୂଚନା ଅନୁସାରେ, ଅଶ୍ୱିନୀ ପାଢ଼ୀ...

election
ଆଉ କିଛି ସମୟ ପରେ ନିର୍ବାଚନ ତାରିଖ ହେବ ଘୋଷଣା?

୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଆଜି ଅପରାହ୍ନରେ ଏକ ପ୍ରେସମିଟ୍‌ କରି ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ବୋଲି ଜଣାଯାଇଛି। ଏହି ୫ଟି ରାଜ୍ୟ ହେଲା- କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ...

ram-mandir
ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଲାଗି ଆଦାୟ ହେଲାଣି ୧୯ ଶହ କୋଟି

ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର। ଆଉ ଏହି ମନ୍ଦିର ନିର୍ମାଣ ଲାଗି ଦେଶର କୋଣ ଅନୁକୋଣରୁ ଆସୁଛି ଭକ୍ତଙ୍କ ଦାନ ଅର୍ଥ। ତେବେ ମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ଟଙ୍କା ଆଦାୟ କରିବାରେ ଲାଗିଥିଲେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ।

balakot
ଭାରତୀୟ ସେନାର ଏୟାରଷ୍ଟ୍ରାଇକ ପରେ ତ୍ରାହି ତ୍ରାହି ଡାକିଥିଲା ପାକିସ୍ତାନ

ପାକିସ୍ତାନ ଭୁଲିବନି ୨୬ ଫେବୃଆରୀର ରାତି। ଦୁଇ ବର୍ଷ ପରେ ବି ଛାତିରେ ଛନକା ସୃଷ୍ଟି କରୁଥିବ ବାଲାକୋର୍ଟ ଏୟାରଷ୍ଟ୍ରାଇକ୍ ଶବ୍ଦ । ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଭାରତ କରିଥିଲା ଏୟାର ଷ୍ଟ୍ରାଇକ୍

balakot
ବାଲାକୋଟ୍ ଏୟାରଷ୍ଟ୍ରାଇକ୍‌କୁ ପୂରିଲା ୨ ବର୍ଷ

ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ଆଜି ପୂରିଛି ୨ ବର୍ଷ। ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଭାରତୀୟ CRPF ଯୱାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ଆଜିର ଦିନରେ ପ୍ରତିଶୋଧ ନେଇଥିଲା ଭାରତ

corona-khabar
ପୁଣି ଉପରମୁହାଁ ହେଲା ରାଜ୍ୟର କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୯୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ...

Land-odisha
କୋଟିଆ ପରେ ଏବେ ବଙ୍ଗ ସୀମାରେ ଦେଖାଗଲାଣି ବିବାଦ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଛି। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ...

farmer
ଖରିଫ୍ ଓ ରବିରେ ଭଳିକି ଭଳି ଧାନ ବିକ୍ରି ନିୟମକୁ ନେଇ ବଢୁଛି ଭାଗଚାଷୀଙ୍କ ଚିନ୍ତା

ରବି ଧାନ ସଂଗ୍ରହ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ମେ ପହିଲାରୁ ରବି ଧାନ ବିକିବେ ଚାଷୀ। ସେଥିପାଇଁ ଜାରି ହୋଇଛି ଚାଷୀ ପଞ୍ଜୀକରଣ ଗାଇଡଲାଇନ୍ସ। ହେଲେ ଭାଗଚାଷୀଙ୍କ ଲାଗି ଖରିଫ ଧାନ ବିକ୍ରି ପାଇଁ ଯେଉଁ ବ୍ୟବସ୍ଥା ଥିଲା ତାହା ରବି ବେଳକୁ...

lic-pkg
ଏଲଆଇସିର ନୂଆ ପଲିସି: ମାତ୍ର ୨୦୦ ଟଙ୍କା ଦେଲେ ମିଳିବ ସାରା ଜୀବନ ବୀମାର ସୁବିଧା

ଆମେ ସମସ୍ତେ ବର୍ତ୍ତମାନ ସମୟରେ ନିଜର ଲାଇଫ୍ ଇନସ୍ୟୁରାନ୍ସ କରୁଛନ୍ତି। କାରଣ ନିଜ ଫ୍ୟାମିଲିର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଲାଇଫ୍ ଇନସ୍ୟୁରାନ୍ସ ନେବା ବର୍ତ୍ତମାନ ସମୟରେ ବହୁତ ଜରୁରୀ ହୋଇପଡ଼ିଛି

bmc-comissioner
କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

କରୋନା ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆଜି ସେ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ଜଣାଯାଇଛି। ଟିକା ନେବା ପରେ ସେ କହିଛନ୍ତି, ଏବେ ସେ ପୁରା ସୁସ୍ଥ ଅଛନ୍ତି। ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ।

bdo-prakruti-premi
ପ୍ରକୃତି ପ୍ରେମୀ ପ୍ରାଶାସନିକ ଅଧିକାରୀ, ବୃକ୍ଷରୋପଣକୁ ଦେଉଛନ୍ତି ଗୁରୁତ୍ୱ

ଏମିତି ବି ବିଡିଓ ଅଛନ୍ତି, ଯିଏ ଗଛ ଲଗାଇବାକୁ ଭଲ ପାଉଛନ୍ତି । ସରକାରଙ୍କ ଯୋଜନା ଜରିଆରେ ବିଭିନ୍ନ ସ୍ଥାନରେ ପାର୍କ ତିଆରି କରିବାକୁ ଭଲ ପାଆନ୍ତି। ନିଜ ଅଫିସ ପରିସରରେ ଏକ ପାର୍କ ତିଆରି ବି କରିଛନ୍ତି। ଆଉ ସେହି ପାର୍କରେ ନିଜେ ଗଛରେ ପାଣି...

blind-school
ଦୃଷ୍ଟିବାଧିତ ପିଲାଙ୍କୁ ସହାୟକ ହେବ ଡ଼େଜି ପ୍ଲେୟାର

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ  ଆଗକୁ ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହୋଇଛି ନୂଆ ପ୍ରୟାସ । ବିଶେଷକରି ବୈଦ୍ୟୁତିକ ସାମଗ୍ରୀ ମାଧ୍ୟମରେ କିପରି ଦୃଷ୍ଟିବାଧିତ ପିଲାଙ୍କ ପାଠପଢା ସହଜ ହୋଇପାରିବ,  ସେନେଇ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ

delivery-boy
ଡେଲିଭରି ବୟର ଅଜବ କାରନାମା, ଖାଇବା ଦେବା ପରେ ମହିଳାଙ୍କ ସହ ରଖୁଥିଲା ଜୋରଜବରଦସ୍ତି ଶାରୀରିକ ସମ୍ପର୍କ

ଆମେ ସମସ୍ତେ ପ୍ରତିଦିନ ଏବେ ଅନଲାଇନରେ ଖାଇବା ମଗାଉଛନ୍ତି। କାରଣ ବର୍ତ୍ତମାନ ସମୟରେ ଅନେକ ଲୋକ ଘରେ ରୋଷେଇ କରିବାକୁ ଇଚ୍ଛା କରୁନାହାନ୍ତି ଆଉ କାହା କାହା ପାଖରେ ସମୟ ବି ନାହିଁ। ଏହାସହ ଘରୁ ବାହାରି ବାହାରେ ଖାଇବା

Corona mother milk
କରୋନା ବଦଳାଇ ଦେଲା ମାଆ କ୍ଷୀରର ରଙ୍ଗ?

କରୋନା ମହାମାରୀ। ଏହି ନାଁ ଶୁଣିଲେ ଏବେ ବି ଲୋକଙ୍କ ମନରେ ଥିବା ଭୟ ଦୂର ହୋଇନାହିଁ। କାରଣ ଏବେ ବି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କରୋନା ଭୂତାଣୁ। ତେବେ କରୋନା ମହାମାରୀରେ ଶିକାର ହୋଇଥିବା ଜଣେ ମାଆଙ୍କ ସହ ଏମିତି କିଛି ଘଟଣା ଘଟିଛି...

corona-positive
୨୪ ଘଣ୍ଟାରେ ୮୯ ଆକ୍ରାନ୍ତ ହେଲେ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଚିହ୍ନଟ?

୨୪ ଘଂଟାରେ ରାଜ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଂଗରୋଧ କେନ୍ଦ୍ର ଅର୍ଥାତ୍ କ୍ୱାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କେସ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

OIL
ସୀମାରେ ଚାଲିଛି ତେଲ ତସ୍କରୀ

ଭାରତ ଅପେକ୍ଷା ନେପାଳରେ ତେଲ ଶସ୍ତାରେ ମିଳୁଥିବାରୁ, କେବଳ ସୀମାବର୍ତ୍ତୀ ଅଞ୍ଚଳ ବାସିନ୍ଦା ନୁହଁନ୍ତି, ଦୂରଦୂରାନ୍ତରୁ ସୀମା ସେପଟକୁ ଯାଉଥିବା ଟ୍ରକ୍ ଓ ଅନ୍ୟ ମାଲହାବୀ ଗାଡ଼ିଗୁଡ଼ିକ ମଧ୍ୟ ଟାଙ୍କି ଫୁଲ୍ କରି ଦେଶକୁ ବାହୁଡ଼ୁଛନ୍ତି

Corona-Durniti
କରୋନା କାଳରେ କାହା ପିଛାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ପାଉନାହାନ୍ତି ସରକାର?

ବିଧାନସଭାରେ ଖୋଦ୍ ଶାସକଦଳ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯେଉଁ ତଥ୍ୟ ରଖିଛନ୍ତି ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ

sahid sansaka
ଝୁରୁଛି ମାଟି, ଝୁରୁଛନ୍ତି ପ୍ରିୟଜନ; ଫଟୋ ଧରି ବାହୁନି କାନ୍ଦୁଛନ୍ତି ପତ୍ନୀ

ଝୁରୁଛି ମାଟି, ମନେ ପକାଉଛନ୍ତି ପରିବାର, ପ୍ରିୟଜନ। ଦେଶ ମାଟି ପାଇଁ ଜୀବନ ଦେଇଥିବା ସହିଦଙ୍କ ପାଇଁ ଆଜି ଆଖିରୁ ଲୁହ ସିନା ଶୁଖୁନି କିନ୍ତୁ ଗର୍ବରେ ଛାତି ଚଉଡ଼ା ହେଉଯାଉଛି ସମସ୍ତଙ୍କର।

nhkj5kjiky
ଓଡ଼ିଶା ଚାଷୀଙ୍କ ନିଆରା ସୃଷ୍ଟି: ବିନା ପେଟ୍ରୋଲରେ ଗଡ଼ିବ ଗାଡ଼ି, ପରିବାରୁ ମଞ୍ଜି କାଢ଼ିବ ମେସିନ

ଲକଡାଉନ ଆଣିଦେଇଛି ନୂଆ ଉଦଭାବନା। ପେସାରେ ଜଣେ ଚାଷୀ ଏବଂ ବ୍ୟବସାୟୀ ଥିବା କରଞ୍ଜିଆର ସୁଶୀଲ୍ ଅଗ୍ରୱାଲ ତିଆରି କରିଛନ୍ତି ଏକ ୪ ଚକିଆ ଗାଡି। ଘରେ ପଡିଥିବା ଅଦରକାରୀ ଲୁହା, ମୋଟର୍, ସୋଲାର ପେନେଲ ସହ କିଛି ବୈଦ୍ୟୁତିକ ଉପକରଣରୁ ଏହି ଗାଡିକୁ ତିଆରି କରିଛନ୍ତି ସୁଶୀଲ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି