• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

pm-modi
ବର୍ଷା ଜଳକୁ ସଂରକ୍ଷଣ କରିବା ଲାଗି ‘ମନ୍-କୀ-ବାତ୍‌’ରେ କହିଲେ ମୋଦି

ଜଳ ଅମୃତଠାରୁ ବି ମହତ୍ତ୍ୱପୂର୍ଣ୍ଣ ଅଟେ। ଏହା ଆମ ମାନଙ୍କ ପାଇଁ ଜୀବନ ଓ ଆସ୍ଥା। ତେଣୁ ବର୍ଷା ଜଳର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ଆଜି ୭୪ତମ ମନ୍-କୀ-ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Bhadrak PD
ଲୋକଙ୍କ ସହ ମିଶି ମାଟି ହାଣି ଝୁଡ଼ିରେ ବୋହିଲେ ଭଦ୍ରକ ପିଡ଼ି

ମୁଣ୍ଡରେ ପଗଡି ବାନ୍ଧି ଝୁଡ଼ି ସାହାଯ୍ୟରେ ମାଟି ବୋହିଲେ ଭଦ୍ରକ ପିଡି। ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର ଚାଲିଛି। କାରଣ ଜଣେ ସରକାରୀ ଅଫିସର ଲୋକଙ୍କ ସହ ଆସି ନିଜେ କାମ କରିଛନ୍ତି,ତେଣୁ ପିଡ଼ିଙ୍କୁ କାମକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି

shanti
ଧୂପକାଠି କାରଖାନା କରି ଅନ୍ୟମାନଙ୍କ ପାଇଁ ରୋଜଗାରର ବାଟ ଫିଟାଇଛନ୍ତି ଶାନ୍ତିଲତା

ଇଛାଶକ୍ତି ବଳରେ ଜଣେ ମହିଳା ଅନ୍ୟମାନଙ୍କୁ ସାଙ୍ଗରେ ନେଇ ବଦଳାଇ ଦେଇଛନ୍ତି ଗାଁର ଅର୍ଥନୀତି । କାରଖାନା କରି ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଦେଇପାରିଛନ୍ତି ରୋଜଗାର। ଏମିତି ଜଣେ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ...

Corona
ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଜାଣନ୍ତୁ ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ଅଂଚଳ ବା ଲୋକାଲ କେସ...

OTV-portal-milk
ଆସନ୍ତାକାଲିଠୁ ବଢିବ କ୍ଷୀର ଦର, ଜାଣନ୍ତୁ ଲିଟର ପିଛା କେତେ ବଢିବ ଦାମ?

ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ହେବ ବିକ୍ରି। ହୁଏତ ଏହି ଖବର ଶୁଣିବା ପରେ ଆପଣ ବ୍ୟତିବ୍ୟସ୍ତ ହୋଇଯାଇଥିବେ। କାରଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଯେପରି ଭାବରେ ବଢୁଛି ତାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି

corona
ଦେଶରେ କାୟା ମେଲାଉଛି କରୋନା: ୨୪ ଘଣ୍ଟା ମଧ୍ୟରେ ୧୬,୭୫୨ ଆକ୍ରାନ୍ତ ଚିହ୍ନଟ ,୧୧୩ ଜଣଙ୍କର ମୃତ୍ୟୁ

ଦେଶରେ ପୁଣି ଥରେ କରୋନ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୫୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।

Pond
ପୋଖରୀ ଖନନରେ ବ୍ୟାପକ ଅନିୟମିତତା

ପୋଖରୀ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ମୋ ପୋଖରୀ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛି ହେଲେ ପୋଖରୀ ମିଳିନି ବୋଲି ଜଣାପଡିଛି।

isro
ଇସ୍ରୋର ଚଳିତ ବର୍ଷର ପ୍ରଥମ ମହାକାଶ ଅଭିଯାନ। ଏକାସଙ୍ଗରେ ମହାକାଶକୁ ୧୯ଟି ଉପଗ୍ରହ ପଠାଇଲା ଇସ୍ରୋ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ -ISRO କୁ ଆଉ ଏକ ବଡ଼ ଉପଲବ୍ଧି ମିଳିଛି। ଏକା ସାଙ୍ଗରେ ୧୯ଟି ଉପଗ୍ରହ ପଠାଇ ଇତିହାସକୁ ଦୋହରାଇଛି ଇସ୍ରୋ। ଯେଉଁଥିରେ ରହିଛି ବ୍ରାଜିଲର ବାଣିଜ୍ୟକ ଉପଗ୍ରହ ଆମାଜୋନିଆ-୧। ତା ସହ ୫ ଭାରତୀୟ ଉପଗ୍ରହ ସମେତ ଅନ୍ୟ ୧୮ଟି ସାଟେଲାଇଟକୁ ଏକାସାଙ୍ଗରେ...

bali
ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ବାଲି ଝଡ଼

ଭୁବନେଶ୍ୱର: ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ବାଲି ଝଡ଼। ରାଜ୍ୟରେ ବାଲିର ଚୋରା ଚାଲାଣ ରୋକିବାକୁ କୌଣସି ସ୍ୱତନ୍ତ୍ର ନୀତି ନଥିବାରୁ ବାଚସ୍ପତିଙ୍କଠୁ ବିରୋଧୀଙ୍କ ଯାଏଁ ସମସ୍ତେ କ୍ଷୁବ୍ଧ। ଏମିିତିକି ରାଜ୍ୟ ସରକର ଏ ବାବଦରେ ୫ ହଜାର କୋଟିର ରାଜସ୍ୱ ହରାଉଥିବା ମଧ୍ୟ ବିରୋଧୀ କହିଛନ୍ତି। ସେପଟେ...

electio
ବାଜିଲା ୪ ରାଜ୍ୟ ଓ ପୁଡୁଚେରି ବିଧାନସଭା ନିର୍ବାଚନୀ ବିଗୁଲ୍: ଜାଣନ୍ତୁ କେବେ କେଉଁଠି ପଡିବ ଭୋଟ?

୪ଟି ରାଜ୍ୟ ଓ କେନ୍ଦ୍ରିଶାସିତ ଅଞ୍ଚଳ ପୁଡିଚେରୀ ବିଧାନସଭା ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ। କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ନିର୍ବାଚନ ହେବାକୁ ଥିବା ବେଳେ, ଆସାମରେ ୩ଟି ପର୍ଯ୍ୟାୟ ଓ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ

Jaguni
ନିର୍ବାଚନ ପୂର୍ବରୁ ଦିଦିଙ୍କ ଘରେ ପୂଜାର୍ଚ୍ଚନା କଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ବିଶେଷ ପୂଜାର୍ଚ୍ଚନା। ମମତାଙ୍କ ଘରେ ପୂଜାର୍ଚ୍ଚନା କଲେ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି। ଜଗୁନି ପୂଜାର୍ଚ୍ଚନା କରୁଥିବା ନେଇ ଭିଡିଓ ପୋଷ୍ଟ କରିଛନ୍ତି ମମତା।

Tempreture
୪୦ ଡିଗ୍ରୀ ତାପମାତ୍ରା ଟପିଲା ରାଜଧାନୀ ଭୁବନେଶ୍ୱରରେ

ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଟପିଛି, ଭୁବନେଶ୍ୱରରେ ଆଜିର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ତେବେ ଦ୍ୱିତୀୟ ଦିନ ଲାଗି ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସାମ୍ନାକୁ ଆସିଲା ରାଜଧାନୀ ଭୁବନେଶ୍ୱର

coronavirus-vaccine
ଏଣିକି ଘରୋଇ ମେଡିକାଲରେ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରାଜ୍ୟର ଘରୋଇ ମେଡିକାଲରେ ହେବ କରୋନା ଟିକାକରଣ। ରାଜ୍ୟର ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ହେବ ବୋଲି ଜଣାଯାଇଛି। ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ପାଇଁ  ଅନୁମତି ମିଳିଛି। ରାଜ୍ୟ ସରକାରଙ୍କୁ ଟିକା କେନ୍ଦ୍ର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ତେବେ କେନ୍ଦ୍ରର...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି