• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

suryamani
ଗାଁ ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ

ନିଜର ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜନ୍ମ ରୁ ଦିବ୍ୟାଙ୍ଗ ହେଲେ, ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଜାରି ରଖିଛନ୍ତି ଉଦ୍ୟମ। ତାହା ପୁଣି ବିନା ମୂଲ୍ୟରେ, ପାଖାପାଖି ଏକ ବର୍ଷ ହେବ ଏପରି ଭାବରେ ମାଗଣାରେ ଅନେକ ପିଲାଙ୍କୁ ଶିକ୍ଷାଦାନ...

Satellite-survey
ସୀମା ବିବାଦକୁ ନେଇ ଆଜି ପୁଣି ହେଲା ଆଲୋଚନା

ଓଡ଼ିଶା-ପଶ୍ଚିମବଂଗ ସୀମା ବିବାଦ ପ୍ରସଙ୍ଗ ନେଇ ଆଜି ପୁଣି ଆଲୋଚନା ହୋଇଛି। ଓଡ଼ିଶା ଓ ପଶ୍ଚିମବଂଗର ପ୍ରଶାସନିକ ଅଧିକାରୀଙ୍କୁ ନେଇ ବାଲେଶ୍ୱର ସର୍କିଟ୍ ହାଉସରେ ଏହି ଆଲୋଚନା ହୋଇଛି। ବୈଠକରେ ଦୁଇ ରାଜ୍ୟର ୬ ଅଧିକାରୀ ଓ ୨ ଜଣ ବିଶେଷଜ୍ଞ ଉପସ୍ଥିତ ଥିଲେ

Auto
ଲକ୍ଷେ ଟଙ୍କାରେ ବିଳାସମୟ ଘର, ବଧାଇ ଜଣାଇ ପାଖକୁ ଡାକିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଟୋ ଭିତରେ ବିଳାଶମୟ ଘର। ଆଉ ଘର ଭିତରେ ରହିଛି କିଚେନ ଆଉ ଓ୍ୱାସରୁମ। ଜଣେ ଲୋକ ଚଳିବା ପାଇଁ  ଅଟୋ ଭିତରେ ସବୁ କିଛି ରହିଛି। ଯେମିତି କି ଛାତ ଉପରେ ବସିବା ଓ ଲୁଗାପଟା ଶୁଖାଇବା ପାଇଁ ବ୍ୟବସ୍ଥା ହୋଇଛି। ଖାଲି ଏତିକି ନୁହେଁ,...

vaccine
କରୋନା ସଂଜିବନୀ ନେବାକୁ ହସ୍ପିଟାଲରେ ବରିଷ୍ଠ ନାଗରିକ ଓ ବହୁବିଧ ରୋଗୀଙ୍କ ଭିଡ଼

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଏଁ ଦେଶ ଓ ରାଜ୍ୟର ଶୀର୍ଷ ନେତୃତ୍ୱ କରୋନା ଟିକା ନେବା ପରେ ଏବେ ଭ୍ୟାକ୍ସିନେସନ ପାଇଁ ବଢୁଛି ବୟସ୍କଙ୍କ ଆଗ୍ରହ। ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଦିନରେ ସବୁ ସରକାରୀ ମେଡିକାଲରେ ଦେଖିବାକୁ ମିଳିିଥିଲା ଲମ୍ବା ଲାଇନ୍।

pm-kisan
କାଳିଆ ଟଙ୍କା ବାଣ୍ଟିବାକୁ ଉତ୍ସାହ, ହେଲେ ପିଏମ କିଷାନରେ କେଁ

କାଳିଆରେ ସୁରୁଖୁରୁରେ ଚାଷୀଙ୍କୁ ସହାୟତା ଦିଆଯାଇଥିବା ବେଳେ ପିଏମ୍-କିଷାନ ବେଳକୁ କିନ୍ତୁ ହତାଦର କରାଯାଉଥିବା ନେଇ ଆସିଛି ଅଭିଯୋଗ। କେନ୍ଦ୍ରର ପିଏମ୍-କିଷାନ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସହାୟତା ରାଶି ପାଉଛନ୍ତି ଯଥେଷ୍ଟ କମ୍ ସଂଖ୍ୟକ ଚାଷୀ

Drinks
ରାଜ୍ୟରେ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ: ଲଟେରୀ ଜରିଆରେ ନିଷ୍ପତ୍ତି ପରେ ଅଡୁଆରେ ପୁରୁଣା ବ୍ୟବସାୟୀ

ରାଜ୍ୟ ସରକାରଙ୍କ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ ପୂର୍ବ ଭଳି ଆଉ ନବୀକରଣ କରାନଯାଇ, ଲଟେରି ମାଧ୍ୟମରେ ଲାଇସେନ୍ସ ଦିଆଯିବ ବୋଲି ନିଷ୍ପତ୍ତି ପରେ ଅଡୁଆରେ ଏବେ ପୁରୁଣା ମଦ ବ୍ୟବସାୟୀ। ସେପଟେ ନିଜ ଲୋକଙ୍କୁ ମଦ ଲାଇସେନ୍ସ ଦେବା ଲାଗି ଏହା ଚାଲ୍ ବୋଲି...

5pm-pkg-study
କରୋନା ପରେ ଘରେ ଆଉ ବହି ଖୋଲୁନାହାନ୍ତି ପିଲା...

ନୀଳଗିରି(ବିଶ୍ୱମ୍ବର): ମୂଲ ମଜୁରୀ ନଲାଗି ପାଠ ପଢି ବଡ଼ମଣିଷ ହେବାର ଇଚ୍ଛା ଥିଲା। ହେଲେ ଏବେ କରୋନା ଯୋଗୁ ଖୋଲିପାରୁନି ପ୍ରାଥମିକ ବିଦ୍ୟାଳୟ। ଅନଲାଇନ କ୍ଲାସ ବି ପାଲଟିଛି ସାତ ସପନ। ଫଳରେ ବର୍ଷେ ହେଲା ଡୋରି ବନ୍ଧା ହୋଇଛି ପାଠପଢାରେ। ନୀଳଗିରି ଉପଖଣ୍ଡ ପାହାଡ ସୀମାନ୍ତବର୍ତ୍ତୀ ଅନୁନ୍ନତ...

school-time
ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେବେଳେ ଖୋଲିବ ସ୍କୁଲ..

ପୁଣି ବଦଳିଲା ସ୍କୁଲ ସମୟ। ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ। ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ...

biban
ଆସନ୍ତାକାଲି ବିବନର ହେବ TI ପରେଡ୍: ଅଭିଯୁକ୍ତକୁ ଚିହ୍ନିବେ ପୀଡ଼ିତା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ବିବନର ହେବ TI ପରେଡ୍। ଆଜି ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ସିବିଆଇର ସ୍ପେଶାଲ ଜଜ୍ TI ପରେଡ୍ ଲାଗି ଅନୁମତି ଦେଇଛନ୍ତି। ଆସନ୍ତାକାଲି JMFC ସୃଜାଲିନ...

Tea-pkg
ଚା' କପର ଦାମ ୧ ହଜାର ଟଙ୍କା...ଜାଣନ୍ତୁ କେଉଁଠି ମିଳୁଛି ଏହି ଚା'?

ଆମେ ସମସ୍ତେ ପ୍ରତିଦିନ ଚା ପିଇଥାଆନ୍ତି। ସାଧାରଣ ଭାବରେ ଅଫିସ ହେଉ କିମ୍ବା କୌଣସି କାମରେ ବାହାରୁ ଆସିଲେ ଚା ପିଇ ଥକା ମେଂଟାଇ ଥାଆନ୍ତି। ସେହିପରି ଅଫିସରୁ ମଧ୍ୟ ଟିକିଏ ଫୁରସତ ମିଳିଲେ ଆମେ ସମସ୍ତେ ଚା ଖଟିରେ ବସିଯାଆନ୍ତି।

scientist
କଟକ NRRI ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ। କୀଟପତଙ୍ଗଙ୍କଠାରୁ ଫସଲ ରକ୍ଷା ପାଇଁ ବାହାର କଲେ ସୌରଶକ୍ତିରେ ଚାଳିତ ଯନ୍ତ୍ର

କଟକ: ଧାନ ଫସଲରେ ରୋଗପୋକ ପରିଚାଳନା ନେଇ ଏକ ନୂତନ ଉପକରଣର ଉଦ୍ଭାବନ ହୋଇଛି। ଅଲଟରନେଟ୍ ଏନର୍ଜି ଲାଇଟ୍ ଟ୍ରାପ୍ AELT ନାମକ ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ। ତେବେ ଏହି ଉପକରଣ ଚାଷୀଙ୍କୁ ରୋଗ ପୋକର ପଚିଚାଳନାରେ ସହାୟକ ହେବ...

1-pm-Tika
ଟିକା ନେଉଛନ୍ତି ବିଧାୟକ ଓ ସାଂସଦ, ଜାଣନ୍ତୁ ଆଜି କେଉଁ ମାନେ ନେଲେ ଟିକା?

ବିଧାନସଭା ପରିସରରେ ଥିବା ଡିସ୍ପେନ୍ସେରୀରେ ବିଧାୟକଙ୍କୁ କରାଯାଉଛି ଟିକାକରଣ। ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ, ବିଧାନସଭାର କର୍ମଚାରୀଙ୍କୁ ଏଠାରେ କୋଭିଡ୍ ଟିକାକରଣ କରାଯାଉଛି

Obc
ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ଏ ହିସାବ ରାଜ୍ୟ ସରକାରଙ୍କ ପାଖରେ ଅଛି ତ?

ରାଜ୍ୟରେ ପଛୁଆ ବର୍ଗର ସର୍ଭେ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଅବସ୍ଥା ସଂପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି। ଓବିସି କମିଶନର ନୂଆ ଅଫିସ୍ ଆଜିଠୁ କାର୍ଯ୍ୟକ୍ଷମ ହେବା ସହ କମିଶନର ଅଧ୍ୟକ୍ଷ ଆଜି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି