• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Corona-New
ବ୍ରିଟେନରେ କରୋନାର ନୂଆ ଭ୍ୟାରିଏଣ୍ଟ୍ P1 ଚିହ୍ନଟ, ସାରା ବିଶ୍ୱରେ ଆତଙ୍କ

ପୁଣି କାୟା ମେଲାଇ ଚାଲିଛି କରୋନା। ଏବେ କରୋନାର ନୂତନ ଷ୍ଟ୍ରେନ୍ ଏବଂ ଭ୍ୟାରିଏଣ୍ଟ୍ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି। ଏଇ ନିକଟରେ ବ୍ରାଜିଲରେ ଦେଖା ଦେଇଥିବା କରୋନାର ଦୁଇଟି ନୂତନ ଭ୍ୟାରିଏଣ୍ଟ ଏବେ ବ୍ରିଟେନରେ ଦେଖା ଦେଇଛି

sbi-auxtion
SBIଙ୍କ ମେଗା ଇ-ଅକ୍ସନ, ଶସ୍ତାରେ ପ୍ରପର୍ଟି କିଣିବା ଲାଗି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ପ୍ରପର୍ଟି କିଣିବା ଯୋଜନାରେ ଆପଣ ଅଛନ୍ତି କି। ଯଦି ହଁ ତାହେଲେ ଆପଣଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଦେଉଛି ଏମିତି ଅଫର। ଆସନ୍ତାକାଲିଠାରୁ ଏସବିଆଇ ଆୟୋଜନ କରୁଛି ଏହି ମେଗା ଇ–ଅକ୍ସନ। ଯେଉଁ ଲୋକେମାନେ ସମ୍ପତ୍ତି ବନ୍ଧକ ରଖି ଋଣ ନେଇଥିଲେ, ଟଙ୍କା...

corona-khabar
ରାଜ୍ୟରେ ୨୪ ଘଣ୍ଟାରେ ୮୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୨

Covaxin
୮୧ ପ୍ରତିଶତ ଫଳପ୍ରଦ ହେଉଛି କୋଭାକ୍ସିନ

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ୮୧ ପ୍ରତିଶତ ଫଳପ୍ରଦ ହେଉଛି ଭାରତର ଦେଶୀ ଟିକା କୋଭାକ୍ସିନ। ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ବେଳେ ଟିକାର ଏଭଳି ସଫଳତା ବାବଦ ତଥ୍ୟ ସାମ୍ନାକୁ ଆସିଥିବା ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି। ICMRର ସହଯୋଗରେ ୨୫ ହଜାର ୮୦୦ ଜଣଙ୍କ ଠାରେ...

odisha-hight-court
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୟାଗଡ଼ ନାବାଳିକା ଘଟଣାର ମୁଖ୍ୟ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତା ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ଏବଂ ଏହି ଚାର୍ଜସିଟ ଆଧାରରେ ଚାଇଲ୍ଡ କୋର୍ଟଙ୍କ COGNIZANCE ORDERକୁ ଚ୍ୟାଲେଞ୍ଜ କରି ଏକ ମାମଲା ଦାୟର ହୋଇଛି। ସେ ଜଣେ ନାବାଳକ...

India-skil
ଦକ୍ଷତା ବିକାଶର ବାହାଦୂରି ନେଉଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଲା ଇଣ୍ଡିଆ ସ୍କିଲ୍ ରିପୋର୍ଟ

ମୁଖା ଖୋଲିଦେଲା ଇଣ୍ଡିଆ ସ୍କିଲ୍ ରିପୋର୍ଟ ଚାକିରି ପାଇବାକୁ ଅଯୋଗ୍ୟ ଓଡ଼ିଶାର ୬୮ %ରୁ ଅଧିକ ମାନବସମ୍ବଳ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା, ଜବାବ ରଖିଲା ବିଜେଡି ଭୁବନେଶ୍ୱର: ସାରା ବିଶ୍ୱ ଦେଖିବ ଓଡ଼ିଆଙ୍କ କୌଶଳ। ଅନ୍ୟ ରାଜ୍ୟ ତଥା ବିଦେଶୀ ରାଷ୍ଟ୍ର ପାଇଁ ମଡେଲ୍ ପାଲଟିବ ରାଜ୍ୟର...

raincoat
ନୂଆ ଟ୍ରେଣ୍ଡ:ମାତ୍ର ୪୦ ଟଙ୍କାରେ ମିଳୁଛି ରେନ୍ କୋଟ୍

ବଜାରକୁ ଆସିଛି ନୂଆ ଟ୍ରେଣ୍ଡର ରେନ୍ କୋଟ୍ । କଟକରେ ମିଳୁଛି ବିଭିନ୍ନ ଟ୍ରେଣ୍ଟର ରେନ୍ କୋଟ୍ । ଗ୍ରାହକଙ୍କୁ ବହୁତ କମ୍ ଟଙ୍କା ଓ ସୁବିଧାରେ ରେନ୍ କୋଟ୍ ମିଳିପାରୁଛି । ସବୁଠୁ ଅଧିକ ଚାହିଦାରେ ଅଛି ପକେଟ୍ ରେନ୍ କୋଟ୍ ଯାହା ଗ୍ରାହାକଙ୍କୁ ବେସ୍ ପସନ୍ଦ...

Covid
ବ୍ରହ୍ମପୁରରେ ବି କୋଭିଡ୍ ମୁକାବିଲାରେ ମହାଦୁର୍ନୀତିର ଗନ୍ଧ

ବ୍ରହ୍ମପୁର(ଅଶୋକ ବ୍ରହ୍ମା) ବଲାଙ୍ଗିର ପରେ ବ୍ରହ୍ମପୁରରେ ବି ମହାମାରୀ ବେଳେ ମହାଦୁର୍ନୀତି ଗନ୍ଧ ମିଳିଛି। ରେଶମ ସହରରେ ବି କେଇଖଣ୍ଡ ବାଉଁଶକୁ ନେଇ ତିଆରି ହୋଇଥିବା ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କୋଭିଡ୍ ଲକଡାଉନ ବେଳେ ବୁଲା ପଶୁଙ୍କୁ ଖାଇବାକୁ ଦେବାକୁ ବି, କାଳେ...

Anjana
୨୨ ବର୍ଷ ପରେ ବି ବିବନକୁ ଚିହ୍ନିଲେ ଅଞ୍ଜନା

ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା ମିଶ୍ର। ଆଜି ଝାରପଡ଼ା ଜେଲରେ ଅନୁଷ୍ଠିତ T.I. ପରେଡ଼ରେ ୧୯୯୯ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିିଛନ୍ତି ପୀଡ଼ିତା ଅଞ୍ଜନା

Duduma
ଡ଼ୁଡ଼ୁମା ଜଳପ୍ରପାତରେ କମୁଛି ପର୍ଯ୍ୟଟକଙ୍କ ଭିଡ଼

କୋରାପୁଟ(ଜଗତ ଜୀବନ) ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋଟାପୁଟ ଜିଲ୍ଲା। ସେଠାରେ ଥିବା ଅନେକ  ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ମଧ୍ୟରୁ ଡୁଡୁମା ଜଳପ୍ରପାତ ଅନ୍ୟତମ। ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେଲେ ସତେ ଯେମିତି ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନ ଭୂସ୍ୱର୍ଗ ପାଲଟିଥାଏ। କିନ୍ତୁ ଡୁଡୁମା ପର୍ଯ୍ୟଟନ ବିକାଶ ପ୍ରତି ପ୍ରଶାସନ...

corona-khabar
ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ

ରାଜ୍ୟରେ ପୁଣି ଧୀରେ ଧୀରେ ବଢିବାରେ ଲାଗିଲାଣି ସଂକ୍ରମିତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌...

Anjana Rape Case
TI ପରେଡରେ ବିବନକୁ ଚିହ୍ନିଲେ ଅଞ୍ଜନା !

ଭୁବନେଶ୍ୱର: ଜେଲରେ ଟିଆଇ ପରେଡରେ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଚିହ୍ନିଛନ୍ତି ଅଞ୍ଜନା ମିଶ୍ର। ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ TI ପରେଡରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଛି ସୂଚନା ମିଳିଛି । ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନିଥିବା ଜଣାପଡ଼ିଛି...

jharapara jail
ଅଞ୍ଜନା ଗଣଦୁଷ୍କର୍ମ ମାମଲା: ଝାରପଡ଼ା ଜେଲରେ ଚାଲିଛି TI ପରେଡ଼୍‌

ଭୁବନେଶ୍ୱର: ୨୨ ବର୍ଷ ପରେ ବିବନ ବିଶ୍ୱାଳର ହୋଇଛି ଟିଆଇ ପରେଡ୍। ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଝାରପଡ଼ା ଜେଲରେ ଟିଆଇ ପରେଡ୍ ଚାଲିଛି। ପୀଡ଼ିତା ଅଞ୍ଜନା ମିଶ୍ର ଆଜି ଜେଲକୁ ଯାଇ ଟିଆଇ ପରେଡ୍ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। JMFC ସୃଜାଲିନ ମହାନ୍ତିଙ୍କ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି