• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

tara
"କଂଗ୍ରେସ ଭବନ ନୁହେଁ ତାହା କୁସ୍ତି ଭବନ ହେବା ଦରକାର"

ଆପଣ ୪ ଥର ହେଲେଣି ବିଧାୟକ ହେଉଛନ୍ତି। କିନ୍ତୁ ପ୍ରତି ଥର ବିଧାୟକ ହେବା ପରେ କଂଗ୍ରେସ ପତଳା ହେବାରେ ଲାଗିଛି। ପ୍ରଥମେ ୩୬ ପରେ ୨୮ ଆଉ ତାହା ପରେ ୧୮ ଆଉ ଏବେ ସଂଖ୍ୟା ୯ରେ ପହଞ୍ଚିଲାଣି। ଆର ଥରକୁ କେତେ ରହିବ ବିଧାୟକଙ୍କ ସଂଖ୍ୟା?

padini-sarkari-up
୧୩ ବର୍ଷର ଲମ୍ବା ସମୟ ବିତିଛି ହେଲେ ଏବେ ବି ବିକାଶ ପହଞ୍ଚିନାହିଁ ଗସମାହାରେ

ନକ୍ସଲଙ୍କ ନାଲି ଆଖି ହଟିଛି, ୧୩ ବର୍ଷର ଲମ୍ବା ସମୟ ବି ବିତି ଯାଇଛି। ହେଲେ ଏବେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗଞ୍ଜାମ-କନ୍ଧମାଳ ସୀମାରେ ଥିବା ଗାଁ ଗସମାହା। ୨୦୦୮ରେ ନୟାଗଡ଼ ଅସ୍ତ୍ରାଗାରରୁ ଲୁଟ୍ ହେବା ପରେ ପୋଲିସ୍ ସହ ମାଓବାଦୀଙ୍କ ଏଠି ହୋଇଥିଲା ଗୁଳି...

OTV-Portal-Pilot
ବିମାନ ପାଇଲଟ୍‌ଙ୍କ ଉପରେ ଆକ୍ରମଣ କଲା ବିଲେଇ: ଆଉ ତା ପରେ....

ଚଳନ୍ତା ବିମାନର କକପିଟ୍‌ରେ ବିଲେଇ ପଶି ପାଇଲଟଙ୍କୁ କଲା ଆକ୍ରମଣ। ଯାହା ଲାଗି ବିମାନକୁ ଜରୁରୀ ଅବତରଣ କରିବା ଲାଗି ପଡିଛି। ହୁଏତ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଭାବୁଥିବେ ବିମାନ ମଧ୍ୟକୁ ବିଲେଇ ଗଲା କେମିତି?

Kerala CM
ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହେଉଥିଲା ସୁନା ଚୋରାଚାଲାଣ?

ଦେଶରେ ବଢିବାରେ ଲାଗିଛି ସୁନା ଚୋରା ଚାଲାଣ। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଚୋରା ସୁନାକୁ ଜବତ କରୁଛି କଷ୍ଟମ ବିଭାଗ। ତେବେ କେରଳରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କେରଳ ସୁନା ଚୋରା ଚାଲାଣ ପ୍ରସଙ୍ଗରେ ସୀମାଶୁଳ୍କ...

OTV-Portal-supreme-Court
ଏଣିକି ୧୮ ନୁହେଁ ବରଂ ସ୍ନାତକ ପଢିବା ପର୍ଯ୍ୟନ୍ତ ପୁଅଙ୍କ ଲାଲନ ପାଳନ କରିବେ ଅଭିଭାବକ

ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ଏଣିକି ୧୮ ବର୍ଷ ନୁହେଁ, ବରଂ ସ୍ନାତକ ପଢିବା ପର୍ଯ୍ୟନ୍ତ ପୁଅଙ୍କ ଲାଳନପାଳନ କରିବାକୁ ଅଭିଭାବକଙ୍କୁ ପଡ଼ିବ ବୋଲି ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

mamata
ଲଢେଇ ହେବ କିନ୍ତୁ ବିଜୟର ସ୍ୱାଦ ଆମେ ଚାଖିବୁ: ମମତା

ପଶ୍ଚିମବଙ୍ଗର ରାଜନୀତିକୁ ନେଇ ଥମିବାରେ ନା ନେଉ ନାହିଁ ଚର୍ଚ୍ଚା। ଗତକାଲି  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

Biju-Jayanti
ବିଜୁ ଜୟନ୍ତୀରେ ନବୀନ ଖେଳିଲେ ବିକାଶ କାର୍ଡ

ଭୁବନେଶ୍ୱର: ବିଜୁ ଜୟନ୍ତୀ ପାଳନ ଅବସରରେ ବିଜେଡିର ବ୍ୟାପକ ଆୟୋଜନ। ନିର୍ବାଚନ ମଣ୍ଡଳୀରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ଧୁମଧାମରେ ପାଳିତ ହୋଇଛି ବିଜୁବାବୁଙ୍କ ୧୦୫ ତମ ଜନ୍ମ ଦିନ। ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ସାଇକେଲ୍ ଶୋଭାଯାତ୍ରା। କଟକ...

msme-covid
କରୋନା ଖାଇଦେଲା କ୍ଷୁଦ୍ରଶିଳ୍ପ?

ଏବେ ସବୁଥିରେ ଲାଗିଗଲାଣି କଳଙ୍କି। ଏହାସହ ଶିଳ୍ପୋଦ୍ୟୋଗୀର ସ୍ୱପ୍ନରେ ବି ଲାଗିଛି କଳଙ୍କି। ନିଜ ଯୋଜନା ସବୁରେ ଲାଗିଥିବା ଏ କଳଙ୍କି ଯେ ଆଉ ଛାଡ଼ିବ, ସେ ଆଶା ଆଉ ନାହିଁ ଭୁବନେଶ୍ୱରର ଯୁବ ଉଦ୍ୟୋଗୀ ପରେଶ ସାହୁଙ୍କର

5pm-water-problem
ପାଇପ୍‌ ଲାଇନ ଅଛି କିନ୍ତୁ ପାଣି ଆସୁନାହିଁ, ହେଲେ କାହିଁକି?

ପାଇପ୍ ଲାଇନ୍ ଅଛି, ଘର ଦୁଆର ମୁହଁରେ ଟ୍ୟାପ୍ ବି ଲାଗିଛି, ମାତ୍ର ପାଣି ବାହାରିବାରେ ନା ଧରୁନାହିଁ। ବାଧ୍ୟ ହୋଇ ନଳକୂଅ ଓ କୂଅରୁ ପାଣି ନେବାକୁ ଭିଡ଼ ଲଗାଇଛନ୍ତି ଲୋକେ। ଏମିକି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା...

tara-naveen
ନବୀନ ବାବୁଙ୍କ ସମୟରେ ଏମିତି ବିକାଶ ହୋଇଛି ଯେ, କହିଲେ ସରିବ ନାହିଁ: ତାରା

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୨୧ ବର୍ଷ ହେଲାଣି ଶାସନ ଦାୟିତ୍ୱରେ ଅଛନ୍ତି ବିଜେଡି ସରକାର। ଆଉ ଲଗାତାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନିଜ ସ୍ୱଚ୍ଛ ଭାବମୂର୍ତ୍ତୀ ଲାଗି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ନବୀନ। କେବଳ ସ୍ୱଚ୍ଛ ଭାବମୂର୍ତ୍ତୀ ନୁହେଁ ନିଜର ମାଳ ମାଳ ଯୋଜନା ଲାଗି ସୁବୁବେଳେ...

employee
ଏହି ଦିନଠାରୁ ଅଫିସ କର୍ମଚାରୀଙ୍କ ଦରମା କମାଇବେ ସରକାର: ଜାଣନ୍ତୁ କଣ ରହିଛି କାରଣ?

କରୋନା ମହାମାରୀ ଲୋକଙ୍କ ଜୀବନ ଧାରାକୁ ଅନେକାଂଶରେ ପରିବର୍ତ୍ତନ କରିଦେଇଛି। ଅନେକ ଲୋକ ଏହି ମହାମାରୀ ସମୟରେ ଭଲରେ ଗଣ୍ଡାଏ ଖାଇବାକୁ ବି ପାଇଲେ ନାହିଁ। ଦୀର୍ଘଦିନ ସଟଡାଉନ ଓ ଲକଡାଉନ ଲାଗି ରହିବାରୁ ଅନେକ ଚାକିରୀ ବି ହରାଇଲେ

platfrom ticket
ପୁଣି ବଢିଲା ପ୍ଲାଟ୍‌ଫର୍ମ ଟିକେଟ୍‌ର ଦାମ: ଜାଣନ୍ତୁ କେତେ ଟଙ୍କା ବଢାଇଲା ରେଲୱେ?

କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦାମ ବଢାଇବାରେ ବ୍ୟସ୍ତ। ଗୋଟିଏ ପଟେ ଦେଶରେ ଯେପରି ଭାବରେ ତୈଳ ଦର ସବୁ ବଢିବାରେ ଲାଗିଛି ତାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ତେଜୁଥିବା ବେଳେ ପୁଣି ଦରଦାମ ବଢିବାର ମିଳିଛି ସଂକେତ। ଖୁବଶୀଘ୍ର ସାଧାରଣ ଲୋକଙ୍କ ଉପରେ...

tmc-election
"ଆମକୁ ଭୋଟ ଦିଅ, ନଚେତ୍‌ ସ୍ଥିତି ସଙ୍ଗୀନ ହେବ"

ବିଭିନ୍ନ ରାଜନୈତିକ ଦଳର ନେତା ନିଜ ସପକ୍ଷରେ ଭୋଟ ଗୋଟାଇବାକୁ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବା ଦେଖିବାକୁ ମିଳିଛି।

tmc
ପ୍ରାର୍ଥୀ ତାଲିକା ଘୋଷଣା କଲା TMC : ଜାଣନ୍ତୁ କେଉଁ ଆସନରୁ ଲଢିବେ ମମତା ବାନାର୍ଜୀ?

କଲିକତା:  ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥର TMCର ୨୮ ପୁରୁଣା ବିଧାୟକଙ୍କୁ ମମତା ବାନାର୍ଜୀ...

OTV-portal-corona
ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ୨୪ ଘଣ୍ଟାରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୮

municipality-election
ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ: ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ଅଢ଼େଇବର୍ଷ ହେଲା କାହିଁକି ଲଟକିଛି ପୌର ଭୋଟ୍? ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍ ପୌରସଂସ୍ଥାରେ ଅମଲାତନ୍ତ୍ରୀଙ୍କ ଶାସନ ଆଉ କେତେଦିନ ? କେବେ ହେବ ନିର୍ବାଚନ? କେବେ ଫେରିବ ଲୋକ ପ୍ରତିନିଧିଙ୍କ ଶାସନ? ଭୁବନେଶ୍ୱର(ହରିହର ଚାନ୍ଦ): ଆଇନ ଦ୍ୱନ୍ଦ୍ୱ...

kendrapada
ଗାଁ ଉନ୍ନୟନ ପାଇଁ ଟଙ୍କା ଆସୁଛି ହେଲେ କାମ ହେଉ ନାହିଁ

କେନ୍ଦ୍ରାପଡ଼ା: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ବାସ୍ତବ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତରେ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏଠି ପୁରୁଣା ଘରକୁ ଦେଖାଇ...

bjp-kolkata
ବଙ୍ଗକୁ ନେଇ ବଢୁଛି ହୃଦସ୍ପନ୍ଦନ: କ୍ଷମତା ପାଇଁ ମୋଦି-ଦିଦି ହେବେ କି ଟକରା ଟକରି

ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି କଲିକତାର ରାଜନୈତିକ ମାହୋଲ ସେତିକି ଗରମ ହେଉଛି। ଲଗାତାର ଭାବରେ ମୋଦି-ଦିଦିଙ୍କ ସମର୍ଥକ ଆମ୍ନାସାମ୍ନା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳ ଗୁଡ଼ିକ ନିଜ ନିଜର ଆଭିମୁଖ୍ୟ ଭୋଟରଙ୍କ ସାମ୍ନାରେ ରଖୁଛନ୍ତି।

petrol
"କି ତେଲ ପକାଇଲି ଯେ ଖଣ୍ଡଗିରି ଛକରୁ ଗାଡିକୁ ଠେଲିଲି"

ଭୁବନେଶ୍ୱର ବରମୁଣ୍ଡା HP ପେଟ୍ରୋଲ ପମ୍ପ ସିଲ ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ପରେ ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୋଲିସ। ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ HP...

hotel
ମହାକାଶରେ ତିଆରି ହେବ ହୋଟେଲ, ୪୦୦ ଲୋକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା…

ନୂଆଦିଲ୍ଲୀ: ହୋଟେଲ ହେଉ ବା ରେଷ୍ଟୁରାଣ୍ଟ। ଅନେକ ସମୟରେ ଆପଣ ସେଠାରେ ରହିଥିବେ, ଖାଇଥିବେ ଓ ରାତ୍ରୀଯାପନ କରିଥିବେ। ଏଇ ପୃଥିବୀ ପୃଷ୍ଠକୁ ଛାଡି ଆପଣ କେବେ ମହାକାଶରେ ରହିଛନ୍ତି କି? ଯଦି ନା ତାହେଲେ ଏ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ମହାକାଶରେ ହେବାକୁ ଯାଉଛି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି