• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

OTV-Portal-corona
ପୁଣି କମିଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ପୁଣି ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା...

jagara
କୋଭିଡ୍ କଟକଣା ଭିତରେ ଏଥର ଭକ୍ତ ପାଳିବେ ଜାଗର

ଆସନ୍ତାକାଲି ଜାଗର ଅର୍ଥାତ୍ ମହାଶିବ ରାତ୍ରୀ। ଦେବ ଦେବ ମହାଦେବଙ୍କୁ ଉଜାଗର ରହି ଆରାଧନା କରିବେ ଭକ୍ତ। ଏଥିପାଇଁ ବିଭିନ୍ନ ଶୈବପୀଠରେ ହୋଇଛି ବ୍ୟାପକ ବ୍ୟବସ୍ଥା। ତେବେ କୋଭିଡ୍ ଯୋଗୁଁ ପ୍ରଭୁ ଲିଙ୍ଗରାଜ ଓ ଲୋକନାଥଙ୍କ ପୀଠରେ କଟକଣା ଭିତରେ ଦର୍ଶନ ଓ ଦୀପ ଜାଳିବାକୁ ଅନୁମତି ମିଳିଛି।

jungle-fire
ନିଆଁ ଲିଭାଇବାକୁ କି ପଦକ୍ଷେପ ନେଉଛନ୍ତି ସରକାର? ଆଜିର ବର୍ଷା ଲିଭାଇଛି କି ନିଆଁ?

ବାରିପଦା: ଓଡ଼ିଶାରେ କେମିତି କାବୁ ହେବ ଜଙ୍ଗଲ ନିଆଁ ? ରାଜ୍ୟବ୍ୟାପୀ ଦାଉ ଦାଉ ଜଳୁଥିବା ବନାଗ୍ନିର ଧାସ ଆଜି ଦିଲ୍ଲୀ ଛୁଇଁଛି। ସଂସଦ ଭବନରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରିଛନ୍ତି, ଆଉ ଉଦବେଗ ବାଢ଼ିଛନ୍ତି କେନ୍ଦ୍ର...

oil
ରୋଷେଇ ଘରେ ମହଙ୍ଗା ମାଡ଼ : ୬ ମାସରେ ଦୁଇ ଗୁଣା ବଢିଲାଣି ଖାଇବା ତେଲ ଦର

ପୁଣି ରୋଷେଇ ଘରେ ମହଙ୍ଗା ମାଡ଼। ପୂର୍ବରୁ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢ଼ାଇଥିବା ବେଳେ, ଏଥର ନିଜ ଭାଉ ବଢ଼ାଇଛି ଖାଇବା ତେଲ। ସୋରିଷ, ସୂର୍ଯ୍ୟମୁଖୀଠୁ ଆରମ୍ଭ କରି ପାମୋଲିନ୍ ଯାଏଁ, ସବୁ ପ୍ରକାର ଖାଇବା ତେଲ ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ...

mamata-attack
ନନ୍ଦିଗ୍ରାମରେ ଦିଦିଙ୍କ ଉପରକୁ ଆକ୍ରମଣ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ନନ୍ଦିଗ୍ରାମରେ ମମତାଙ୍କ ଉପରକୁ ଆକ୍ରମଣ ହୋଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମମତା ନିଜେ ଏହି ଆସନରୁ ନାମାଙ୍କର ଦାଖଲ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଏ...

uttarakhand
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତୀରଥ ସିଂହ ରାଓ୍ଵତ୍

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତୀରଥ ସିଂହ ରାଓ୍ଵତ୍। ଅନେକ ପୁରୁଖା ନେତାଙ୍କୁ ପଛରେ ପକାଇ ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଥିଲେ ତିରଥ। ୨୦୧୩ ଫେବ୍ରୁଆରୀ ୯ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତିରଥ ସିଂ ଉତ୍ତରାଖଣ୍ଡ ବିଜେପିର ମୁଖ୍ୟ ଥିଲେ।

karanjia-rain
ଶିମିଳିପାଳ ଅଭୟାରଣ୍ୟରେ ବର୍ଷା

ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି। ତେବେ ଆଜି ସେଠାରେ ହୋଇଥିବା ବର୍ଷା ପାହାଡରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରେ ବୋଲି କୁହାଯାଉଛି।

corona
ପୁଣି କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୬୯ ଜଣ ଆକ୍ରାନ୍ତ ହେଲେ ଚିହ୍ନଟ

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କମିଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି।

CENTRAL TEAM
ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ

ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଜାଭଡେକର ଟ୍ୱିଟ୍‌ କରିଛନ୍ତି

bjp
ଆସାମ ଓ ପଶ୍ଚିମବଙ୍ଗ ଲାଗି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଆସାମ ଓ ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ଘୋଷଣା କରାଯାଇଛି।

lingaraja
ପ୍ରଶାସନ ସହ ଆଲୋଚନା ପରେ ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେଲା ନୀତି

ଆରମ୍ଭ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି। ପ୍ରଶାସନ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିରରେ ନୀତି ଆରମ୍ଭ ହୋଇଥିବା ନେଇ ମିଳିଛି ସୂଚନା। ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଛି। ନୀତି ଆରମ୍ଭ ହୋଇଥିବା ନେଇ କହିଛନ୍ତି ବ୍ରାହ୍ମଣ ନିଯୋଗ ସଂପାଦକ...

akamra
"ଐତିହ୍ୟ ଓ ପରମ୍ପରାକୁ ନଷ୍ଟ କରାନଯାଉ"

ଭୁବନେଶ୍ୱର: ରାଜ୍ୟରେ ଐତିହ୍ୟସ୍ଥଳ ସହ ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କରଯାଉ ହେଲେ ଏଥିପାଇଁ ବୁଲଡୋଜର ଲଗାନଯାଉ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନକରି ବିକାଶ କରାଯିବା ସମସ୍ତେ ଚାହାନ୍ତି। ହେଲେ ଏହାକୁ ନେଇ ରାଜନୀତି ନହେଉ ବୋଲି...

puri-rakta-chhita
ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା: ଶ୍ରୀଜିଉଙ୍କର ହେଲା ମହାସ୍ନାନ

ରକ୍ତଛିଟା ଦେଖିବାରୁ ମହାସ୍ନାନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେଲା ମହାସ୍ନାନ ଭିତରକାଠ ନିକଟରେ ରକ୍ତଛିଟା ଦେଖିବାରୁ ଠାକୁରଙ୍କ ମହାସ୍ନାନ ମହାସ୍ନାନ ଯୋଗୁଁ ଠାକୁରଙ୍କ ସକାଳ ନୀତିରେ ସାମାନ୍ୟ ବିଳମ୍ବ ମହାସ୍ନାନ ସରିବା ପରେ ଭକ୍ତଙ୍କୁ ପୁଣି ମିଳିଲା ଦର୍ଶନ ଅନୁମତି ଭିତରକାଠ ନିକଟରେ କେଉଁଠୁ ଆସିଲା ରକ୍ତଛିଟା ତାହା ଅସ୍ପଷ୍ଟ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି