• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

bhimsagar-ragging
ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ବୁର୍ଲାର ମେଡିକାଲ କଲେଜ ଭିମସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ସିନିଅର ଛାତ୍ର ର୍ୟାଗିଂ କରିଥିବା ଅଭିଯୋଗ ହୋଇଛି। ଆଂଟି ରାଗିଂ ସେଲ୍ ନିକଟରେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଉଛି।

mamata
ଦିଦିଙ୍କ ଉପରେ ଆକ୍ରମଣକୁ ନେଇ ତେଜୁଛି ରାଜନୀତି

ଯେଉଁ ନନ୍ଦିଗ୍ରାମରେ ସଂଗ୍ରାମ କରି କ୍ଷମତାକୁ ଆସିଥିଲେ ମମତା ବାନାର୍ଜୀ, ବିଧାନସଭା ନିର୍ବାଚନ ପୂର୍ବରୁ ସେଇ ନନ୍ଦିଗ୍ରାମରେ ତାଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏହା ପରେ ପଶ୍ଚିମବଙ୍ଗ ରାଜନୀତି ବେଶ୍ ସରଗରମ ବି ହୋଇଛି।

LINGARAJ
ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଉଠିଲା ମହାଦୀପ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଧାରିତ ସମୟର ପାଖାପାଖି ୨୫ ମିନିଟ୍‌ ପୂର୍ବରୁ ମନ୍ଦିରର ଅଁଳା ବେଢାକୁ ଦୀପ ଉଠିଛି। ମହାପ୍ରଭୁଙ୍କ ପରମ୍ପରା ଅନୁସାରେ ଗର୍ଭ ଗୃହରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପ୍ତ ହେବା ପରେ ବେଢା ପରିକ୍ରମା କରିଥିଲେ ମହାପ୍ରଭୁ। ଏହାପରେ ହରିବୋଲ ଓ ହୁଳହୁଳି...

jagara
କରୋନା କଟକଣାରେ ଜାଗର ଜାଳୁଛନ୍ତି ଭକ୍ତ

କୋଭିଡ୍ କଟକଣା ସତ୍ତ୍ୱେ ଶିବମୟ ସାରା ଜଗତ। ଯଦିଓ ପୂର୍ବ ବର୍ଷ ଭଳି ଏଥର ସେତେଟା ଗହଳି ଚହଳି ନାହିଁ, ତଥାପି ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ମଧ୍ୟରେ ପାଳନ କରୁଛନ୍ତି ଶିବରାତ୍ରି। ସାମାଜିକ ଦୂରତା ରକ୍ଷା କରି ଜାଳିଛନ୍ତି ଜାଗର ଦୀପ ଆଉ ଅପେକ୍ଷା କରିଛନ୍ତି ମହାଦୀପ...

nagpur
ଦେଶରେ ବଢୁଛି କରୋନା: ନାଗପୁରକୁ ଫେରିଲା ଲକଡାଉନ

WHO ପକ୍ଷରୁ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଯିବାକୁ ଆଜି ବର୍ଷେ ପୂରିଛି। ଭାରତରେ ସାମଗ୍ରିକ ଭାବେ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ, ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର ସମେତ ପ୍ରାୟ ୬ଟି ରାଜ୍ୟ। ନାଗପୁରରେ ଆସନ୍ତା ୧୫ରୁ ସପ୍ତାହେ ପାଇଁ ଲାଗୁ ହେଉଛି ଲକଡାଉନ

choudwar
୩ ବର୍ଷ ହେଲାଣି କିନ୍ତୁ ସରିପାରୁନାହିଁ ରାସ୍ତା କାମ

୩ ବର୍ଷରୁ ଅଧିକ ସମୟ ବିତିଲାଣି ସରିପାରୁନି କଟକ ଚୌଦ୍ୱାର ଦେଇ ଯାଇଥିବା ଏନ୍ଏଚ୍ ୫୫ର ସଂପ୍ରସାରଣ କାମ। ଫଳରେ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ତା ଛଡ଼ା ବୁଲା ଗାଇ ଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ...

Assembly
ଆସନ୍ତାକାଲିଠୁ ପୁଣି ବସିବ ବିଧାନସଭା: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ସତ୍ର। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ

kumbha-mela-sahi
ଆରମ୍ଭ ହେଲା କୁମ୍ଭମେଳାର ପ୍ରଥମ ସାହିସ୍ନାନ: ଗଙ୍ଗାରେ ବୁଡ଼ ପକାଇଲେ ୨୨ ଲକ୍ଷ ଶ୍ରଦ୍ଧାଳୁ

ମହାଶିବରାତ୍ରୀ ଅବସରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ହରିଦ୍ୱାର କୁମ୍ଭମେଳାର ପ୍ରଥମ ସାହିସ୍ନାନ। ଦୀର୍ଘ ୧୧ ବର୍ଷ ପରେ ସାହିସ୍ନାନ ଯୋଗ ଥିବାରୁ ପ୍ରାୟ ୨୨ ଲକ୍ଷ ଶ୍ରଦ୍ଧାଳୁ ହରିଦ୍ୱାର ଗଙ୍ଗା ଘାଟରେ ବୁଡ଼ ପକାଇଛନ୍ତି।

ctc-basti
SCB ସମ୍ପ୍ରସାରଣ ଲାଗି ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି। ବେଘର ହେବେ ଶହ ଶହ ବସ୍ତି ବାସିନ୍ଦା। ମାଲଗୋଦାମ ସଂଲଗ୍ନ ବେହେରା ସାହି ବସ୍ତି ଏସସିବି ମେଡିକାଲ ସଂଯୋଗ ରାସ୍ତାର ସମ୍ପ୍ରସାରଣ ଲାଗି ମାଟିରେ ମିଶିବାକୁ ଯାଉଛି। ପୁରୁଷ ପୁରୁଷ ଧରି ଏଠାରେ ରହି କାମ ଧନ୍ଦା...

drugs IN jaleswar
ଧଳା ଜହର କବଳରେ ଯୁବପିଢି, ଖୁଲମଖୁଲା ବିକ୍ରି ହେଉଛି ବ୍ରାଉନସୁଗାର

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳ ଏବେ ଡ୍ରଗ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ମିଳୁଛି। ଏହା ଅନାୟସରେ ମିଳୁଥିବାରୁ ଯୁବପିଢ଼ି ଓ ଛାତ୍ରମାନେ ନିଶାଗ୍ରସ୍ତ ହେଉଛନ୍ତି। ଗତବର୍ଷ ଜଳେଶ୍ୱର ପୋଲିସ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ଟି ମାମଲା ରୁଜୁ କରିଥିଲା

corona Covaxin
କରୋନାର ନୂଆ ଷ୍ଟ୍ରେନ୍‌ ପାଇଁ କୋଭାକ୍ସିନ୍‌ ଅଧିକ ପ୍ରଭାବଶାଳୀ?

ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କୋଭିଡର ନୂଆ ଷ୍ଟ୍ରେନ୍ ପାଇଁ କୋଭାକ୍ସିନ ଟିକା ପ୍ରଭାବୀ ହୋଇପାରେ। ପ୍ରାଥମିକ ଗବେଷଣାରୁ ଏହା ଜଣାପଡ଼ିଥିବା ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଟ୍ଟର ବିଶେଷଜ୍ଞ କହିଛନ୍ତି।

bbsr-central-team
ଶିମିଳିପାଳରେ ନିଆଁ ଲାଗିବା ଘଟଣା; ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ ସଦସ୍ୟ

ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଆଜି ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ...

corona
ଦେଶରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ଦେଶରେ ୨୨,୮୫୪ ନୂଆ ସଂକ୍ରମଣ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୮୫୪ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ସମୟରେ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୨ କୋଟି ଟପିଯାଇଥିବା ନେଇ ସୂଚନା ମିଳିଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି