• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

cyclonE
ଚଳିତ ଥର ତାଣ୍ଡବ ରଚିବ ବାତ୍ୟା, ମାତ୍ର ଏତିକି ଦିନ ମଧ୍ୟରେ ମାଡ଼ି ଆସିବ ୧୦ ରୁ ଅଧିକ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼

୨୦୨୧ ମସିହାରେ ବି କରୋନା ପିଛା ଛାଡ଼ିଲା ନାହିଁ। ଲଗାତାର ଭାବରେ ଦେଶରେ ଓ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

corona virus
ଟେନସନ୍‌ ଦେଲାଣି ନୂଆପଡ଼ା, ହୁ ହୁ ହୋଇ ଏଠାରେ ବଢୁଛି ସଂକ୍ରମଣ

ସେପଟେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଆଉ ଏହାକୁ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର। ସେପଟେ, କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ସେ କହିଛନ୍ତି ଯେ, ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି।

naba das
"ଅନ୍ୟ ରାଜ୍ୟ ଅପେକ୍ଷା କରୋନା ସ୍ଥିତି ଓଡ଼ିଶାରେ ଭଲ ଅଛି"

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଆଉ ଏହାକୁ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର। କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ସେ କହିଛନ୍ତି ଯେ, ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି

assembly
ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ପିଙ୍ଗିଲେ ବିଧାୟକ

ରାଜ୍ୟ ବିଧାନସଭାରେ ତୁମୁଳକାଣ୍ଡ ହୋଇଛି। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଛି। ଖଣି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ।

puri srimandir
ବଡଦାଣ୍ଡ ବ୍ୟାରିକେଡ଼୍‌ରେ ଫସିଲା ନାବାଳିକାର ମୁଣ୍ଡ

ପୁରୀ(ମଧୂସୁଦନ ମିଶ୍ର): ଅଳ୍ପକେ ବର୍ତ୍ତିଲା ନାବାଳିକାର ଜୀବନ। ପୁରୀ ବଡ଼ଦାଣ୍ଡର ଲୁହା ବ୍ୟାରିକେଡରେ ଫସି ଯାଇଥିଲା ଏକ ଶିଶୁକନ୍ୟା। ପିଲାଟି ବହୁ ସମୟ ଧରି ବ୍ୟାରିକ୍ୟାଡରେ ଫସି ଯାଇଥିଲା। ୪ ବର୍ଷୀୟ ନାବାଳିକାର ମୁଣ୍ଡ କେମିତି  ବ୍ୟାରିକେଡରେ ଫଶି ଗଲା, ତାହା ସ୍ଫଷ୍ଟ ହୋଇପାରିନାହିଁ। ମୁଣ୍ଡଟି ବହୁ ସମୟ...

kaliya
ମଣ୍ଡି ଅସନ୍ତୋଷ ଓ ବିରୋଧୀଙ୍କ ଟାର୍ଗେଟରୁ ବର୍ତ୍ତିବାକୁ ଦିଆଗଲା କି କାଳିଆ ମଲମ?

ପୁଣି ଫେରିଲା କାଳିଆ ଯୋଜନା। କାଳିଆ ଥୋପ ପକାଇ ଚାଷୀଙ୍କୁ ହାତରେ ରଖିବାକୁ ରାଜ୍ୟ ସରକାରଙ୍କ ଭରପୁର ଉଦ୍ୟମ ଜାରି ରହିଛି। ରବି ଫସଲ ପାଇଁ ୩୪ ଲକ୍ଷ ଚାଷୀଙ୍କୁ ୭ ଶହ କୋଟି ଦେବାକୁ ହୋଇଛି ଘୋଷଣା ହୋଇଛି। ତେବେ ହଠାତ୍ କାହିଁକି ଚାଷୀଙ୍କ ପ୍ରତି ଏତେ...

tiger
ଆନ୍ତଃରାଜ୍ୟ ବାଘଛାଲ ସ୍ମଗଲରଙ୍କ ଟାର୍ଗେଟରେ ରହିଛି ଓଡ଼ିଶା, ବିପଦରେ ପଡ଼ୁଛନ୍ତି କଲରାପତରିଆ

ଆନ୍ତଃରାଜ୍ୟ ବାଘଛାଲ ସ୍ମଗଲରଙ୍କ ଟାର୍ଗେଟରେ ରହିଛି ଓଡ଼ିଶା। ଆଜି ଖୋର୍ଦ୍ଧା ବୋଲଗଡରୁ ଜବତ ହେଲା କଲରାପତରିଆ ବାଘ ଚମଡ଼ା। ରାଜ୍ୟରେ ବେଧଡ଼କ ଭାବେ ବଢୁଥିବା ବନ୍ୟଜନ୍ତୁ ଶିକାରର ଇଏ ଆଉ ଏକ ନମୁନା କହିଲେ ଅତ୍ୟୁକ୍ତି ହେବ ନାହିଁ।

pipili
ଉପନିର୍ବାଚନ ପ୍ରଚାର ଆରମ୍ଭରୁ ପିପିଲିରେ ହିଂସା

ପିପିଲି ଉପ-ନିର୍ବାଚନର ଘମାଘୋଟ କ୍ୟାମ୍ପେନ୍ ଭିତରେ ପଡ଼ିଲାଣି ନିର୍ବାଚନୀ ହିଂସାର ମୂଳଦୂଆ।ପ୍ରଚାରରେ ଯାଇଥିବାବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେପି।

corona
ଷ୍ଟାଡିୟମ ହେଲା କି ସୁପରସ୍ପ୍ରେଡର?

ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଭଳି ଛତିଶଗଡ଼ ସୀମାନ୍ତ ଜିଲ୍ଲା ମାନଙ୍କରେ ହୁ ହୁ କୋଭିଡ୍ ସଂକ୍ରମଣ ପଛରେ କୁଆଡ଼େ ଏକ କ୍ରିକେଟ୍ ମ୍ୟାଚ୍ ଦାୟୀ ବୋଲି ଆଶଙ୍କା କରାଯାଉଛି

Bmc
ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କୁ ମିଳିବ ଅନୁମତି

କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନୂଆ ଗାଇଡ୍ ଲାଇନ୍ ଜାରି କଲା BMC। ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯିବା ଲାଗି ହୋଇଛି ନିଷ୍ପତ୍ତି। ଏହାସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ...

Vice President
ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି

କଟକରେ ଆଦିକବି ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ପାଳନ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେଇଛନ୍ତି

farmer
ବଜାରରେ ବିକ୍ରି ହେଉନାହିଁ ପରିବା, ପାଳରେ ଖତ ଖାଉଛି ଚାଷୀର ଫସଲ

ଖରାଦିନିଆ ଉତ୍ପାଦିତ ପନିପରିବା ବିକ୍ରି ନେଇ ଏବେ ଚିନ୍ତାରେ ଅଛନ୍ତି ଚାଷୀ। ବଜାରରେ ପରିବା ଦର ହ୍ରାସ ପାଉଛି। କମ ଦରରେ ପରିବା ବିକ୍ରି କରିବା ତ  ଦୂର କଥା। ତୋଳିବା ପଇସା ନ ଉଠିବାରୁ ଚାଷୀ ଶେଷରେ ବାଡ଼ରେ ପରିବା ଛାଡ଼ିଦେଲେଣି।

telkoi
ରାତି ୧୦ ବାଜିଲେ ଅନ୍ଧାର ହୋଇଯାଉଛି ତେଲକୋଇ

ରାତି ୧୦ ହେଲେ ଅନ୍ଧାର, ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ। ଏହି ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଥିବାରୁ ବିଦ୍ୟୁତ୍‌ ବିଭାଗ ଏଭଳି ପଦକ୍ଷେପ ନେଉଥିବା କହିଛି

mamata-modi
୨୦୨୪ରେ ମୋଦିଙ୍କ ବିରୋଧରେ ବାରାଣାସୀରେ ଛିଡ଼ା ହେବେ ମମତା ବାନାର୍ଜୀ !

ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି। ମୋଦି-ଦିଦିଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଗୋଟିଏ ପଟେ ନିଜ ପାରମ୍ପରିକ ଆସନରୁ ଏଥର ନିର୍ବାଚନ ନଲଢି ନନ୍ଦିଗ୍ରାମରୁ ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ।

corona virus
କରୋନା: ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ଦିଆଗଲା ନିର୍ଦ୍ଦେଶ

କରୋନାର ଲେଉଟାଣି ଲହର ମୁକାବିଲା ପାଇଁ ସରକାରୀ ତତ୍ପରତା ଦେଖାଦେଇଛି। ସବୁ ଜିଲ୍ଲାପାଳ, ସିଡିଏମ୍ଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି ଲେଖିଥିବା ନେଇ ସୂଚନା ମିଳିଛି। ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ACS

robert bhadra
କରୋନାରେ ସଂକ୍ରମିତ ହେଲେ ରୋବର୍ଟ ଭଦ୍ରା

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରୋବର୍ଟ ଭଦ୍ରା କରୋନାରେ ସଂକ୍ରମିତ ହେବା ପରେ ପ୍ରିୟଙ୍କା ନିଜର ଆସାମ ଗସ୍ତକୁ ରଦ୍ଦ କରିଥିବା ନେଇ ସୂଚନା ମିଳିଛି। କେବଳ ଏତିକି ନୁହେଁ ପ୍ରିୟଙ୍କା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ...

Cloudy sky
୫ ଜିଲ୍ଲାକୁ ଚେତାବନୀ, ଘଡ଼ିଘଡ଼ି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ

କାଳବୈଶାଖୀ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। କାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଥିବା ନେଇ ସୂଚନା ମିଳିଛି

attack1
ବଢୁଛି ପଥର ମାଫିଆଙ୍କ ଉତ୍ପାତ

ପଥର ମାଫିଆଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଗିରିଡିପଲ୍ଲୀ ଅଂଚଳରେ ଘଟିଛି ଏହି ଘଟଣା। ନିଜ ଚାଷଜମି ପାଖେ ବେଆଇନ ପଥର ବ୍ଲାଷ୍ଟିଂ ଓ ଖଣି ଲୁଟ୍ ନେଇ ତହସିଲଦାରଙ୍କୁ ସୂଚନା ଦେଇଥିଲେ କବିଚନ୍ଦ୍ର ନାୟକ।

night-curfew
ଏହି ସହରରେ ଆସନ୍ତାକାଲିଠୁ ଲାଗିବ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ଦେଶରେ ଲଗାତାର ଭାବରେ ବଢିବାରେ ଲାଗିଛି କରୋନା। ତେବେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣେ ସହରରେ ୧୨ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।

stf
STF କୁ ବଡ଼ ସଫଳତା, ବାଘ ଛାଲରେ ଲିପ୍ତ ଥିବା ୨ ଜଣଙ୍କୁ କଲା ଗିରଫ

କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା ମିଳିଛି। ବାଘ ଛାଲ ଜବତ ସହ କାରବାରରେ ଲିପ୍ତ ଥିବା ୨ ଜଣଙ୍କୁ ଗିରଫ କଲା ଏସଟିଏଫ। ଗତକାଲି ନୟାଗଡ଼ ଜିଲ୍ଲାର ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟରେ ବାଘ ଛାଲ ବିକ୍ରି କରିବା ଲାଗି ୨ ଜଣ ଡିଲ୍ କରୁଥିଲେ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି