• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

job
୧୯୦ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାସିକ ଦରମା ୧ଲକ୍ଷ ୪୨ ହଜାର

ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଏମିତି ଏକ ଚାକିରି ବାହାରିଛି ଯାହା ଆପଣଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବ। ସୂଚନା ଅନୁସାରେ ଉତ୍ତରାଖଣ୍ଡ ଜନସେବା ଆୟୋଗ (UKPSC) ମିଳିତ ରାଜ୍ୟ (ସିଭିଲ୍) ଲୋୟର ସବୋର୍ଡେଟ୍ ସର୍ଭିସେସ୍ ପରୀକ୍ଷା- ୨୦୨୧ରେ ୧୯୦ ପଦ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି।...

Child Death
ଚୁମ୍ବକ ଗିଳି ଦେବାରୁ ୩ ବର୍ଷର ପୁଅର ଗଲା ଜୀବନ

ଗତକାଲି ସକାଳେ ୩ ବର୍ଷୀୟ କବୀର ତିୱାରୀଙ୍କ ଦେହାନ୍ତ ହୋଇଛି। ତେବେ ପରିବାର ଲୋକେ ଚାନ୍ଦନଗର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଅତ୍ୟଧିକ ମାତ୍ରାରେ ନିଶ୍ଚେତକ ଏବଂ ଅପରେସନ ପରେ ଚିକିତ୍ସାରେ ଅବହେଳା କରାଯାଇଛି, ତେଣୁ ପୁଅର ଜୀବନ ଯାଇଥିବା ଅଭିଯୋଗ କରାଯାଇଛି

rape
ନାବାଳିକାଙ୍କୁ ପୋଲିସ ଇନସ୍‌ପେକ୍ଟର କଲେ ଦୁଷ୍କର୍ମ, କହିଲେ...

ତେବେ ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସହ ନାବାଳିକାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି। ଏହାସହ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। କିଛି ଦିନ ତଳେ ଇନସ୍‌ପେକ୍ଟର ଦୀନେଶ କାନପୁର ଏକ ଥାନାରେ ଇନ୍‌ଚାର୍ଜ ଥିଲେ। ଆଉ ସେହି ସମୟରେ ସମ୍ପୃକ୍ତ ଅଂଚଳରେ...

corona third wave
୧୪୭ ଦିନ ପରେ ୩୦ ହଜାର ତଳେ ଦୈନିକ କରୋନା ଟ୍ରେଣ୍ଡ୍‌: ୨୪ ଘଣ୍ଟାରେ ୨୮,୨୦୪ କରୋନାରେ ହେଲେ ସଂକ୍ରମିତ

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୧,୮୦,୯୬୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୩,୮୮, ୫୦୮ ରହିଛି।

NEW GUIDELINE
ପାର୍ବଣ ଋତୁରେ କେମିତି ହେବ ପୂଜା? ଗାଇଡ୍‌ଲାଇନ ଜାରି କଲେ ସରକାର

ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।...

ANMOL
୧୦୦ ରୁ ୧୦୦ % ମାର୍କ ରଖିଛନ୍ତି କିନ୍ତୁ IIT ରେ ପଢିବାକୁ ଇଚ୍ଛା କରୁନାହାନ୍ତି

ଜାତୀୟ ଗଣାମାଧ୍ୟମ ଇଣ୍ଡିଆ ଟୁଡ଼େକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ମୁଁ ଇଞ୍ଜିନିୟରିଂ କରିବା ପାଇଁ ଇଚ୍ଛା କରୁନାହିଁ ବରଂ ଅନୁସନ୍ଧାନ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ମୋର ଅଧିକ ଆଗ୍ରହ ରହିଛି। ଏହାସହ IISc ବେଙ୍ଗାଲୁରୁରେ ଗଣିତ ଉପରେ ଅଧ୍ୟୟନ କରିବା ପାଇଁ ମୋର ଇଚ୍ଛା...

Hindu Temple
ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ, ଘରେ ପଶି ଆକ୍ରମଣ କଲେ ମୁସଲିମ୍‌ ସମ୍ପ୍ରଦାୟର ଲୋକ

ଗତ ଶୁକ୍ରବାର ପୂର୍ବା ପାରା ମନ୍ଦିର ଠାରୁ ଶିୟାଲି ଶ୍ମଶାନ ଘାଟ ପର୍ଯ୍ୟନ୍ତ ଏକ ହିନ୍ଦୁ ସମୂହ ଶବ ଶୋଭାଯାତ୍ରାରେ ବାହାରିଥିଲେ ଆଉ ଏହି ସମୟରେ ସେମାନେ ଏକ ମସଜିଦ୍‌ ମଧ୍ୟ ଅତିକ୍ରମ କରିଥିଲେ। ଆଉ ଠିକ୍‌ ଏହି ସମୟରେ ହିନ୍ଦୁମାନଙ୍କ ଶୋଭଯାତ୍ରାକୁ କୌଣସି କାରଣରୁ ମୁସଲିମ୍‌ ପକ୍ଷ...

 Taliban
ଅଶାନ୍ତ ଆଫଗାନିସ୍ତାନ: ଆଉ ୩ ସହରକୁ ନିଜ କବଜାକୁ ନେଲା ତାଲିବାନ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଫଗାନିସ୍ତାନର ସେନା ଘାଟି ଓ ବିମାନ ବନ୍ଦରକୁ ଛାଡି ଦେଲେ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିଜ କବଜାକୁ ନେଇଛି ଆଫଗାନିସ୍ତାନ। ଚାଲିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଆହତ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।...

Covid 19
ଦେଶରେ ସଂକ୍ରମଣ କମୁଛି। ୨୪ ଘଣ୍ଟାରେ ୩୫,୪୯୯ ଜଣ ସଂକ୍ରମିତ ଚିହ୍ନଟ

ଏପଟେ, ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି।...

indian-mens-hockey-team
୪୧ ବର୍ଷ ମରୁଡ଼ି ପରେ ପଦକ ପାଇଲା ଭାରତୀୟ ହକି ଦଳ, ଜାଣନ୍ତୁ କେତେ ସଂଘର୍ଷ ପୂର୍ଣ୍ଣ ଥିଲା ମ୍ୟାଚ୍‌?

ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରି ପୂର୍ବତନ ହକି ଅଲିମ୍ପିଆନ୍ ଆଶିଷ ବଲାଲ ତାଙ୍କୁ ସାଇଲେଣ୍ଟ ହିରୋ ଭାବେ ବର୍ଣ୍ଣନା କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିବା କହିଛନ୍ତି। ସେହିପରି ପୂର୍ବତନ ହକି ଅଲିମ୍ପିଆନ ପି ସୁବୟା ମଧ୍ୟ ଗୋଲକିପର...

PM Modi
ମିଳିତ ଜାତିସଂଘ ନିରାପତା ପରିଷଦର ଉଚ୍ଚସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିବେ ନରେନ୍ଦ୍ର ମୋଦୀ

ପିଏମଓ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର କୌଣସି ଗୋଟିଏ ବି ଦେଶ ଏକାକି ସାମୁଦ୍ରିକ ଅପରାଧ ନିୟନ୍ତ୍ରଣ କରିପାରିବ ନାହିଁ , ଏଥିପାଇଁ ମିଳିତ ସହଯୋଗର ଆବଶ୍ୟକତା ରହିଛି। ଫଳରେ ପ୍ରଥମ ଥର ପାଇଁ ଏହି ଏଜେଣ୍ଡାକୁ ଫୋକସ ଦେଇ ଖୋଲା ବିତର୍କରେ ଚର୍ଚ୍ଚା ହେବାକୁ ଯାଉଛି ।...

pm-modi
ଆଜି ଚାଷୀଭାଇଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା ,ଜାଣନ୍ତୁ ଦେବ କିଏ?

ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ...

Shashi Tharoor at Parliament
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ନେତା ଶଶୀ ଥରୁର, ହେଲେ କାହିଁକି?

ଟ୍ୱିଟ୍‌ କରି ଶଶୀ ଥରୁର ଲେଖିଛନ୍ତି, ମୁଁ ସବୁବେଳେ ସରକାରଙ୍କ ପ୍ରଶଂସା କରେ ଯେତେବେଳେ ବା ଯେଉଁ ସମୟରେ ସେ ପ୍ରଶଂସା ପାଇବାର ଯୋଗ୍ୟ। କୋୱିନ୍‌କୁ ଅନେକ ସମାଲୋଚନା କରୁଛନ୍ତି କିନ୍ତୁ ଏହା ଦ୍ୱାରା କିଛି ତ ଭଲ ନିଶ୍ଚିତ ହୋଇଛି। 90131 51515 ନମ୍ବରରେ ମେସେଜ୍‌ କରିବା...

petroll
ଅଶୌଧିତ ତୈଳ ଦର କମୁଛି କିନ୍ତୁ କମୁନାହିଁ ପେଟ୍ରୋଲ କିମ୍ବା ଡ଼ିଜେଲ ଦର

ତେବେ କ୍ରମାଗତ ୨୩ ଦିନ ପାଇଁ ତୈଳ କମ୍ପାନୀଗୁଡିକ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏହି କାରଣରୁ ଜୁଲାଇ ୧୭ ରେ ସ୍ଥିର ହୋଇଥିବା ମୂଲ୍ୟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ୧୦୧.୮୪...

corona virus
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌। ୨୪ ଘଣ୍ଟାରେ ୮୮୬ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ

ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି। ଏନେଇ...

parliament-1461464852
ମୌସୁମୀ ଅଧୀବେଶନ: ଆଜି ସକାଳ ୧୦ଟାରେ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ

ଗୃହ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏମିତି କୌଣସି ଦିନ ନାହିଁ ଯେବେ ସଠିକ୍‌ ଭାବରେ ଗୃହ ଚାଲିପାରୁଛି ଏବଂ ବିରୋଧୀମାନେ ହଙ୍ଗାମା କରୁନାହାନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଲୋକସଭାରେ ପାରିତ ହୋଇସାରିଛି। ଶୁକ୍ରବାର ଦିନ...

Tokyo
ଟୋକିଓରେ ଭାରତୀୟ କ୍ରୀଡ଼ାବିତଙ୍କ ଶ୍ରେଷ୍ଠ ସଫଳତା

ଏପଟେ ଟୋକିଓରେ ଦେଶପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଦେଶର ଯୁବ କ୍ରୀଡ଼ାବିତ୍ ୱେଟ୍ ଲିଫଟର ମୀରାବାଇ ଚାନୁ ଓ କୁସ୍ତିରେ ରୌପ୍ୟ ଜିତି ରବି କୁମାର ଦହିୟା ପ୍ରମାଣିତ କରିଦେଇଛନ୍ତି ଯେ ଭାରତୀୟ ଆଥଲେଟ୍ ଅନ୍ୟମାନଙ୍କଠୁ କୌଣସି ଗୁଣରେ କମ୍ ନୁହନ୍ତି । ଡବଲ ଅଲମ୍ପିକ୍ସ ପଦକ ବିଜେତା...

jajpur pmay
ଥିଲା ବାଲାଙ୍କୁ ମିଳୁଛି, ନଥିଲା ବାଲାଙ୍କୁ ମିଳୁଛି ଫମ୍ପା ପ୍ରତିଶ୍ରୁତି

ଆବାସ ଯୋଜନାରେ ପୁଣି ଦୁର୍ନୀତି ହୋଇଥିବା ନେଇ ଆସିଲା ଅଭିଯୋଗ। ଯୋଜନାରୁ ବଂଚିତ ହୋଇଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। କେବଳ ଏତିକି ନୁହେଁ ବରଂ ଆବାସ ଗୃହ ଯୋଗାଇ ଦେବା ଲାଗି ହିତାଧିକାରୀମାନଙ୍କୁ ଲାଂଚ ମଗାଯାଉଥିବା ପରି ଅଭିଯୋଗ ବି ହୋଇଛି । ହାତଗୁଞ୍ଜା ନଦେଲେ ଆବାସ ଗୃହ...

 MP FLOOD
ମଧ୍ୟପ୍ରଦେଶରେ ବନ୍ୟା: ୨୪ ଲୋକଙ୍କ ଗଲାଣି ଜୀବନ

ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍‌ଏଫ୍‌ ଓ ଏନଡ଼ିଆର୍‌ଏଫ୍‌ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ...

Farmer
କଳାବଜାରୀଙ୍କୁ ଧରିବା ପାଇଁ ବେଶ ବଦଳାଇଲେ ସବ୍‌କଲେକ୍ଟର

ବିଜୟୱାଡ଼ାର ସବ୍‌-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍‌ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି