Advertisment

ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ: ଦୈନିକ ସଂକ୍ରମିତ ହେବେ ୫ ଲକ୍ଷ !

ପ୍ରଥମ ଲହରରେ ଡରାଇଲା। ଦ୍ୱିତୀୟ ଲହରରେ ଭୟଙ୍କର ହେଲା। ସମ୍ଭାବ୍ୟ ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ। ନିତି ଆୟୋଗ ସଦସ୍ୟ ଭି.କେ ପଲ୍‌ଙ୍କ ଆକଳନକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କିଛି ଏଭଳି ଆଶଙ୍କା କରାଯାଇଛି। ପଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏମ୍ପାଓ୍ୱାର୍ଡ କମିଟିର ଆକଳନ ଅନୁଯାୟୀ, ତୃତୀୟ ଲହର ପିକ୍ ସମୟରେ ଦେଶରେ ଦିନକୁ ୪-୫ ଲକ୍ଷ ପଜିଟିଭ୍ କେସ୍ ବାହାରିବ।

author-image
Sarbeswar
COVID19 Coronavirus Odisha
Advertisment
Advertisment