Congress
ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ର ନୂତନ ସଭାପତି ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସୋନିଆଙ୍କ ପରେ ସେ ଏଆଇସିସିର ନୂଆ ମଙ୍ଗୁଆଳ ହୋଇଛନ୍ତି । ଏ ନେଇ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀଙ୍କ ଉପରେ କଂଗ୍ରେସ କମାଣ ଦିଆଯାଇଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି । କିନ୍ତୁ ଭୋଟିଂ ଟ୍ରେଣ୍ଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)