L&T
ସରକାରୀ ବାବୁଙ୍କ ବେପରୁଆ ମନୋଭାବ କି ଭୁଲ୍ ନିଷ୍ପତ୍ତି । କାରଣ ଯାହାବି ହେଉ, ଏଲ-ଏଣ୍ଡ-ଟି ଭଳି ଏକ ଘରୋଇ କଂପାନୀକୁ ସରକାର ଦେବେ ଶହେ କୋଟି ଟଙ୍କା । ୧୯ ବର୍ଷ ତଳର ଏଲ୍-ଆଣ୍ଡ-ଟି କଂପାନୀକୁ ଠିକା କାମ, ଚୁକ୍ତି ଅନୁସାରେ ୨୦ କୋଟି ଟଙ୍କା ପଇଠ କଲେନି । ମାମଲା କୋର୍ଟକୁ ଗଲା ଓ ଶେଷରେ ଶହେ କୋଟି ଜରିମାନା ପୈଠ ନିର୍ଦ୍ଦେଶ ଆସିଛି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)