• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

accident
ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ

ଗଛରେ କାର୍‌ ପିଟି ହେବା ଯୋଗୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।ଝାଡ଼ଖଣ୍ଡ ଖୁଣ୍ଟି ନିକଟ ତରପା ଚୁର୍ଗି ନଦୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

OPSC
ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ OPSCକୁ ନେଇ ବିବାଦ

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ ଓପିଏସସି ବା ଓଡିଶା ପବ୍ଲିକ୍‌ ସର୍ଭିସ କମିଶନକୁ ନେଇ ବିବାଦ ଦେଖା ଦେଇଛି। ତ୍ରୁଟିପୂର୍ଣ୍ଣ ପରୀକ୍ଷା ସହ UPSC ପରୀକ୍ଷା ସମୟରେ ଚଳିତ ବର୍ଷ ପୁଣି OPSC ପରୀକ୍ଷା କରିବା ନିଷତ୍ତିକୁ ପରୀକ୍ଷାର୍ଥୀ ବିରୋଧ କରିଛନ୍ତି।  

vaccinating all school teachers
ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସବୁ ରାଜ୍ୟକୁ କହିଛନ୍ତି। 

Actor Amitabh Bachchan
ସିଜ୍‌ ହେଲା ଏହି ଲକ୍‌ଜୁରି କାର୍‌, ଥିଲା ଅମିତାଭ ବଚ୍ଚନଙ୍କ ନାଁରେ

ଗାଡ଼ିର ରେଜିଷ୍ଟ୍ରେସନ୍‌ ପେପର୍‌ ଯାଞ୍ଚ ବେଳେ ବେଙ୍ଗାଲୁରୁରେ କର୍ଣ୍ଣାଟକ ପରିବହନ ବିଭାଗ ପକ୍ଷରୁ ବହୁ ସଂଖ୍ୟକ ପ୍ରିମିୟମ ଓ exotic କାର୍‌ ସିଜ୍‌ କରାଯାଇଛି। ଜବତ ହୋଇଥିବା ଏହି ଲକ୍‌ଜୁରି କାର୍‌ ଗୁଡ଼ିକ ମଧ୍ୟରେ ମର୍ସିଡିଜ୍‌ ବେଞ୍ଜ୍‌, ଅଡି, ଲ୍ୟାଣ୍ଡ୍‌ ରୋଭର୍‌, Porsche ଓ Rolls-Royce Phantom ରହିଛି।

Fan Falls Down
ଫ୍ୟାମିଲି ଡିନର୍‌ ଚାଲି ଥିବାବେଳେ ଖସି ପଡ଼ିଲା ଫ୍ୟାନ୍‌, ତା’ପରେ....

ଏକାଠି ବସି ପରିବାର ସଦସ୍ୟମାନେ ଡିନର୍‌ କରୁଥିବା ବେଳେ ହଠାତ୍‌ ଖସି ପଡ଼ିଲା ସିଲିଂ ଫ୍ୟାନ୍‌। ଫ୍ୟାନ୍‌ଟି ଜଣେ ଶିଶୁ ଉପରେ ଖସି ପଡ଼ିଥିବା ଜଣାପଡ଼ିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

gold price
୪ ଦିନ ବୃଦ୍ଧି ପରେ କମିଲା ସୁନା ଦର

ଗତ କିଛିଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ଦର ୪ ଦିନ ଧରି ବୃଦ୍ଧି ପାଇବା ପରେ ଆଜି ୦.୫୫% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ...

Man jumps into wife’s funeral pyre
ସ୍ତ୍ରୀର ଜୁଇକୁ ଡେଇଁ ଜୀବନ ହାରିଲେ ସ୍ୱାମୀ

ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ହାତ ନ ଛାଡ଼ିବାକୁ କଥା ଦେଇଥିଲେ ଓ ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ କଥା ରଖିଲେ ସ୍ୱାମୀ। ପତ୍ନୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ବୃଦ୍ଧ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

Crematorium Park
ମଶାଣି, ଯାହାକୁ ଦେଖିଲେ ମନରେ ଭୟ ଆସେନି; ବରଂ ବୁଲିବାକୁ ଇଚ୍ଛା ହୁଏ

ମଶାଣି, ଏମିତି ଏକ ସ୍ଥାନ ଯାହା ନାଁ ଶୁଣିଲେ ମନରେ ଭୟ ଆସେ। ଅନ୍ତିମ ସଂସ୍କାର ପାଇଁ ଯିଏ ଶବ ସହ ମଣାଶିକୁ ଥରେ ଯାଆନ୍ତି, ସେମାନେ ଦ୍ୱିତୀୟ ଥର ସେଠାକୁ ନଯିବାକୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ମଶାଣି କଥା କହିବା, ଯେଉଁଠିକୁ ଥରେ ଗଲେ ଆପଣ...

Recovery of girl student's body from a farmhouse
ଫାର୍ମ ହାଉସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିବ କି ରହସ୍ୟ ?

 ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ମିଳିଥିବା ମୃତ ଛାତ୍ରୀଙ୍କ ଠାରୁ ସଂଗୃହୀତ ନମୁନାର ଡାଇଟମ୍ ଟେଷ୍ଟ କରାଯିବ। ଏଥିଲାଗି ନମୁନା ଫୋରେନସିକ ଲାବକୁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

 DFO
ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ବେଳେ DFO ଥିଲେ ନା ନଥିଲେ ?

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଡିଏଫଓ ଉପସ୍ଥିତ ଥିଲେ। ଆଜି ଜେରା ବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା କ୍ରାଇମବ୍ରାଞ୍ଚ ଡିଏସ୍‌ପି ସୂଚନା ଦେଇଛନ୍ତି।

Odia Soldier  Seeks Justice For Parents
ଦରଦଭରା ଯବାନଙ୍କ କାହାଣୀ: ଯେଉଁଠି ଜଣେ ଯବାନଙ୍କ ପରିବାର ଅସୁରକ୍ଷିତ, ସେଠି ଜୀବନ ରଖି କ’ଣ ଲାଭ ?

ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ ନନୀଗୋପାଲ...

ATM Cash van loot
ATM ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣ ଘଟଣାର ପର୍ଦ୍ଦାଫାସ, ଧରାପଡ଼ିଲା ମାଷ୍ଟରମାଇଣ୍ଡ

ବଡ଼ବଜାର ଥାନା ନିକଟସ୍ଥ ଆସିକା ରୋଡ୍‌ରେ ଥିବା Axis ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି।ଅପହରଣ ଘଟଣାରେ ଭ୍ୟାନ୍‌ର ଡ୍ରାଇଭର ଆଶିଷ ଦିଗାଲଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ।

Model Arrested For Allegedly Running Prostitution Racket
ଲକ୍‌ଜୁରି ହୋଟେଲରୁ ଗିରଫ ହେଲେ ମଡେଲ୍‌, ଚଲାଉଥିଲେ ଦେହ ବ୍ୟବସାୟ

ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ମଡେଲ୍‌ଙ୍କୁ ଏକ ଲକ୍‌ଜୁରି ହୋଟେଲରୁ ପୋଲିସ୍‌ ଗିରଫ କରିଛି। ମଡେଲ୍‌ ଜଣକ ଟିଭିରେ ଅଭିନୟ କରୁଥିବା ଅଭିନେତା ଓ ମଡେଲ୍‌ଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ଲିପ୍ତ କରିଥିଲେ ବୋଲି ଅଭିଯୋଗ ହୋଇଛି।

roads Turn Into Death Traps
ଅକାଳରେ ଚାଲି ଯାଉଛି ଜୀବନ, ଏହି ରାସ୍ତା ଦେଇ ଯିବାକୁ ଡରୁଛନ୍ତି ଲୋକେ

ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ହେଉ କିମ୍ବା ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ଏଗୁଡିକ ଏବେ ମରଣଯନ୍ତା ପାଲଟିଛି। ଗାଡ଼ି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯା’ଆସ କରିବାକୁ ଭୟ କରୁଛନ୍ତି ଲୋକେ।

gold prices rise
ବଢ଼ିଲା ସୁନା ଦର

ସର୍ରାଫା ବଜାରରେ ଆଜି ସୁନା-ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ତୁଳନାରେ ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା।

Miscreants Loot Cash From Petrol Pump Staff
ବାଇକ୍‌ରେ ଆସିଲେ, ପେଟ୍ରୋଲ ପକାଇଲେ; ବନ୍ଧୁକ ଦେଖାଇ ଝାମ୍ପି ନେଲେ ଟଙ୍କା ବ୍ୟାଗ୍‌

ସିସିଟିଭରେ କଏଦ ହେଲା ପେଟ୍ରୋଲ ପମ୍ପରେ ଡକାୟତି ସମୟର ଦୃଶ୍ୟ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିବା ଦୃଶ୍ୟ CCTVରେ କଏଦ ହୋଇଛି।

Deadbody of a girl student
ରାତି ୨ଟାରେ ଫାର୍ମ ହାଉସ୍‌ରେ ପଶିଥିଲେ ଛାତ୍ରୀ, ସକାଳୁ ମିଳିଲା ମୃତଦେହ

ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏହି ଫାର୍ମ ହାଉସ୍‌ର ପୋଖରୀ ଭିତରୁ ସନ୍ଦେହଜନକ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। 

Taliban's
ଖୋଲୁଛି ତାଲିବାନର ପୋଲ୍‌- ‘ଘରେ ପଶି ଛାନ୍‌ଭିନ୍‌, ଲୋକଙ୍କୁ ଧମକ, ମହିଳାଙ୍କୁ ୱାର୍କ ଫ୍ରମ୍‌ ହୋମ୍‌’

ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ଆତଙ୍କବାଦୀ ସଂଗଠନ ତାଲିବାନର ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଛି। କାନ୍ଦାହାରରେ ଥିବା ଭାରତୀୟ ଦୂତାବାସକୁ ଯାଇ ବୁଧବାର ତାଲିବାନ ଆତଙ୍କବାଦୀ ଖୋଜାଖୋଜି କରିଥିବା ସୂଚନା ମିଳିଛି।

discover of a new fungus
ଆବିଷ୍କାର ହେଲା ନୂଆ ଫଙ୍ଗସ୍‌; ଦେଖା ଦେଉଛି ଏମିତି ଲକ୍ଷଣ

ଏବେ ଆଉ ଏକ ନୂଆ ଫଙ୍ଗସ୍‌ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଏହି ନୂଆ ଫଙ୍ଗସ୍‌ର ଆବିଷ୍କାର କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି। 

986 persons test positive for Covid19 in Odisha
୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୯୮୬ କରୋନା ପଜିଟିଭ୍‌, କେବଳ ୧୮ ବର୍ଷରୁ କମ୍ ବୟସର ୧୨୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି। 

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।