• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ  ବୁଧବାର, ତିଥି – ୫ମୀ (ମଳ) ପ୍ରାତଃ ୦୫/୪୨ ଗତେ ୬ଷ୍ଠୀ ଚନ୍ଦ୍ର   – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ନାସ୍ତି

ଶୁଭ ସମୟ-     
ପ୍ରାତଃ ୦୫/୨୬ ରୁ ୦୭/୦୯ 
ଦିବା ୧୦/୧୬ ରୁ ୧୧/୨୭

ଦିବା ୦୨/୦୧ ରୁ ୦୫/୨୭
ସନ୍ଧ୍ୟା ୦୭/୦୪ ରୁ ୧୦/୪୬
ରାତ୍ରି ୧୦/୪୪ ରୁ ୦୨/୪୦  
ରାତ୍ରି ୦୪/୦୩ ରୁ ୦୫/୨୭

ଅଶୁଭ ସମୟ-
ଋାହୁକାଳ - ଦିବା ୧୧/୫୨ ରୁ ୦୧/୨୯
କାଳବେଳା - ଦିବା ୦୮/୩୯ ରୁ ୧୦/୧୬
ବାରବେଳା – ଦିବା ୧୧/୫୨ ରୁ ୦୧/୨୯
କାଳରାତ୍ରି - ରାତ୍ରି ୦୨/୪୦ ରୁ ୦୪/୦୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ – ଶାନ୍ତ ରହି ନିଜର କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ
ଦ୍ୱିଜା –ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ
କୃତିକା - ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ  ପାଇବେ
ପ୍ରତିକାର -  ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ବୃଷ: 

କୃତିକା  - ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ
ରୋହିଣୀ –ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ
ମୃଗଶିରା –ଅଧିକ ମନ୍ତବ୍ୟ ଦିଅନ୍ତୁ ନାହିଁ
ପ୍ରତିକାର – ଶ୍ରୀ ଭାର୍ଗବୀ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ

ମିଥୁନ:

ମୃଗଶିରା  - ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ
ଆଦ୍ରା -   ନିଜର ଖରାପ ବ୍ୟବହାର ପାଇଁ ନିନ୍ଦା ଶୁଣି ପାରନ୍ତି
ପୁନର୍ବସୁ - ପତିପତ୍ନୀଙ୍କ ମଧ୍ୟରେ ତିକ୍ତତା ଦେଖାଦେବ 
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ: 

ପୁନର୍ବସୁ -  ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ
ପୁଷ୍ୟା – ପୂର୍ବ ଅଶାନ୍ତିର ସମାପ୍ତି ହୋଇପାରେ 
ଅଶ୍ଳେଷା - ଛାତ୍ରଙ୍କ ଲେଖା ପଢାରେ ବାଧା ଦୂର ହୋଇଯିବ 
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ 

ସିଂହ: 

ମଘା –ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ
ପୂ , ଫାଲଗୁନୀ -  ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ
ଉ ,ଫାଲଗୁନୀ – ଧାର ଦେଇଥିବା ପଇସା ପାଇ ପାରନ୍ତି
ପ୍ରତିକାର – କୁଳ ଦେବତାଙ୍କ ପୂଜା କରନ୍ତୁ

କନ୍ୟା: 

ଉ , ଫାଲଗୁନୀ – କୌଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ
ହସ୍ତା – ଭୂ-ସମ୍ପତ୍ତି କିଣିବା ଯୋଗ ରହିଛି
ଚିତ୍ରା –ଆପଣ ଆତ୍ମବିଶ୍ୱାସରେ ପୂର୍ଣ୍ଣ ରହିବେ
ପ୍ରତିକାର -  ବୁଧଙ୍କର ମନ୍ତ୍ର ପାଠ କରନ୍ତୁ  

ତୁଳା: 
ଚିତ୍ରା – ମନର ବ୍ୟଥା ନିଜ ଲୋକକୁ କୁହନ୍ତୁ, ମନ ହାଲକା ରହିବ 
ସ୍ୱାତୀ –ଅନ୍ୟମାନଙ୍କ କଥାରେ ଦଖଲ ଦେବାରୁ ନିବୃତ ରୁହନ୍ତୁ
ବିଶାଖା – ଇଚ୍ଛା ଶକ୍ତି କିଛି ମାତ୍ରାରେ ଅସ୍ଥିର ରହିପାରେ
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ବିଛା: 
ବିଶାଖା – ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ 
ଅନୁରାଧା –ପତିପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି ହେବ
ଜ୍ୟେଷ୍ଠା  –  ଉନ୍ନତି ପାଇଁ ନୂଆ ଅବସର ପାଇବେ 
ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଧନୁ: 
ମୂଳା – ଚାକିରି କ୍ଷେତ୍ରରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ 
ପୂ , ଷାଢା – କୃଷିଜୀବୀଙ୍କୁ ଲାଭ ମିଳିପାରେ
ଉ , ଷାଢା – ଲାଗି ରହିଥିବା ଚିନ୍ତା ସମାପ୍ତି ହେବ
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ୨୧ଥର ପାଠ କରନ୍ତ

ମକର: 
ଉ , ଷାଢା -  ରାଜନୀତିରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ 
ଶ୍ରବଣା –ନବ ବିବାହିତାଙ୍କ ପାଇଁ ଦିନଟି ଭଲ ରହିବ
ଧନିଷ୍ଠା –ଆପଣ ଚିନ୍ତା ମୁକ୍ତ ରହିବେ
ପ୍ରତିକାର – ଶନିଦେବଙ୍କର  ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ: 
ଧନିଷ୍ଠା – ଭାବପ୍ରବଣ ରହିଲେ ମନରେ ଅଶାନ୍ତି ବଢିବ
ଶତଭିଷା –ନିଜର ଓଜନ ପ୍ରତି ଧ୍ୟାନ ଦିଅନ୍ତୁ
ପୂ , ଭାଦ୍ରପଦ  – ସହକର୍ମୀଙ୍କ ତ୍ରୁଟିରେ ବିରକ୍ତି ହୋଇପାରନ୍ତି
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ମୀନ: 
ପୂ , ଭାଦ୍ରପଦ -ନୂଆ କଳାକୌଶଳ ଶିଖିବାକୁ ସୁଯୋଗ ମିଳିବ
ଉ , ଭଦ୍ରପଦ - କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ପାଇବେ
ରେବତୀ –ଆୟବ୍ୟୟ ସମାନ ପରିମାଣରେ ରହିବ
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-0674-3527219,9238397100)