• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Two Separates Road Accident In Odisha
ରାସ୍ତାରେ ଛକି ଥିଲା ଯମ: ନେଲା ଗୋଟିଏ ପରେ ଗୋଟିଏ ଜୀବନ

ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। 

NASA Spacecraft To Collide With Asteroid
ମହାକାଶରେ ‘ମହା ଟକ୍କର’:ଘଣ୍ଟା ପ୍ରତି ୨୨ ହଜାର କିଲୋମିଟର ବେଗରେ ଗ୍ରହାଣୁକୁ ଧକ୍କା ଦେବ ସ୍ପେସ୍‌କ୍ରାଫ୍ଟ

ଭବିଷ୍ୟତରେ ମହାକାଶରୁ ଆସୁଥିବା ବିପଦକୁ ମହାକାଶରେ ହିଁ ଧ୍ୱଂସ କରିଦେବା ଲାଗି ନାସା ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ନାସାର ଡବଲ୍‌ ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ବା DART ମିଶନ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଡିମୋର୍ଫୋସ୍‌ ସ୍ପେସ୍‌କ୍ରାଫ୍ଟ।

Rajasthan Political Crisis
ଅସ୍ଥିର ରାଜସ୍ଥାନ ରାଜନୀତି: ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ୍‌-ଗେହଲୋଟ୍ ଗୋଷ୍ଠୀ ମୁହାଁମୁହିଁ

କୌଣସି ପରିସ୍ଥିତିରେ ସଚିନ୍ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯିବ ନାହିଁ ବୋଲି ଗେହଲୋଟ୍‌ଙ୍କ ସମର୍ଥକମାନେ କହିଛନ୍ତି। 

7 tourists killed, 10 injured as vehicle falls into gorge in Kullu
ଭୟଙ୍କର ଦୁର୍ଘଟଣା: ଟୁରିଷ୍ଟ୍‌ଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଗାଡ଼ି, ୧୦ ମୃତ

ଟୁରିଷ୍ଟ୍‌ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।

Govt Says On 5G Service To Cover Entire Country In 2 Years
୨ ବର୍ଷରେ ସାରା ଦେଶରେ 5G ସେବା, ମାତ୍ର ୩୫ ସେକେଣ୍ଡରେ ଡାଉନ୍‌ଲୋଡ୍‌ ହେବ ଫାଇଲ୍‌

ଅକ୍ଟୋବର ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବାକୁ ଯାଉଛି। ଦେଶରେ ଦୀପାବଳି ସୁଦ୍ଧା 5G ଲଞ୍ଚ୍ କରିବାକୁ ପୂର୍ବରୁ ଜିଓ ମଧ୍ୟ ଘୋଷଣା କରିସାରିଛି।

Social Media War Between Athlete Dutee Chand And Her Sister Saraswati Chand
ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି, ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ବର୍ଷିଲେ...

କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ।

Bhubaneswar Club Election results: Asit Tripathy as re-elected president
ପୁଣିଥରେ ଭୁବନେଶ୍ୱର କ୍ଲବ୍‌ ସଭାପତି ହେଲେ ଅସିତ୍‌ ତ୍ରିପାଠୀ

 ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନରେ ଅସିତ୍‌ ତ୍ରିପାଠୀ ପୁଣି ବିଜୟୀ ହୋଇଛନ୍ତି। ଅସିତ୍‌ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି। 

Now, you can hire a boyfriend on hourly basis
ବଦଳୁଛି ଲାଇଫ୍‌ ଷ୍ଟାଇଲ୍: ଏଣିକି ଘଣ୍ଟାଏ ପାଇଁ କରିପାରିବେ ବୟଫ୍ରେଣ୍ଡ୍‌

ଅଫିସ୍‌ ଛୁଟି ଥିବା ସମୟରେ ବିଶେଷ କରି ୱିକେଣ୍ଡ୍‌ରେ ଅଧିକ ବୋର୍‌ ଲାଗିଥାଏ। ତେବେ ବେଙ୍ଗାଲୁରୁରେ ଯେଉଁମାନେ ରହୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ଉଦାସ କିମ୍ବା ଦୁଃଖରେ ଅଛନ୍ତି ଓ ମନ ହାଲ୍‌କା କରିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଭଡ଼ାରେ ବୟଫ୍ରେଣ୍ଡ୍‌ କରି ପାରିବେ।

Uttarakhand Girl Ankita Bhandari Murder Case
ଖୋଲୁଛି ଅଙ୍କିତା ମର୍ଡର କେସ୍‌ର ଗୁମର: ‘ଗରିବ ବୋଲି କ’ଣ ୧୦ ହଜାରରେ ବିକ୍ରି ହୋଇଯିବି...’

ରିସୋର୍ଟକୁ ଆସୁଥିବା VIP ଅତିଥିଙ୍କୁ ‘ସ୍ପେଶାଲ୍‌ ସର୍ଭିସ୍’ ଦେବା ପାଇଁ ଅଙ୍କିତାଙ୍କ ଉପରେ ଚାପ ପକା ଯାଉଥିଲା। ହ୍ୱାଟ୍ସଆପ୍‌ ଚାଟ୍‌ରେ ଏସବୁର ଖୁଲାସା ହୋଇଛି।

Lady Municipality staff murdered in Bolangir
ଗୋଟିଏପଟେ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ, ସେପଟେ ସହର ଭିତରେ ବୋହିଲା ରକ୍ତ ନଦୀ

ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି।

There is no justification for any act of terrorism, says Jaishankar at UNSC session
‘ନିଜ ପ୍ରତି ବିପଦ ରହିଛି, ତଥାପି କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି’

ପାକିସ୍ତାନ କିମ୍ବା ଚୀନର ନାଁ ନନେଇ ଏସ୍‌. ଜୟଶଙ୍କର କହିଥିଲେ,  ଆତଙ୍କବାଦକୁ ସମର୍ଥନ କରିବା ପାଇଁ କିଛି ଦେଶ ଭିନ୍ନ ଭିନ୍ନ ଯୁକ୍ତି ଦର୍ଶାଉଛନ୍ତି।  ଏହାଦ୍ୱାରା ସେମାନଙ୍କର କିଛି ଲାଭ ହେବ ନାହିଁ।

Thousands of devotees offer shradha to forefathers on occasion of mahalaya
ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

ପିତୃପକ୍ଷରେ ବିଶେଷ କରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। 

Heavy Rainfall Likely In 12 Districts Of Odisha
ପାଣିପାଗ ବିଭାଗର ୱାର୍ଣ୍ଣିଂ- କାଲି ୧୨ ଜିଲ୍ଲାରେ ବର୍ଷିବ !

ଆସନ୍ତାକାଲି ୧୨ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Nimapada ZP death: Mystery rises over Dharmendra Sahoo
କୁଆଡ଼େ ଗଲା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ଫୋନ୍‌ ?

କୁଆଡ଼େ ଗଲା ମୃତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଫୋନ୍‌ ? ତାକୁ ନେଇ ପ୍ରଶ୍ନ ଉଠିଛି। 

Man Kills His Wife
କୁନି ଝିଅ ମୁହଁରେ ମା’ ହତ୍ୟାର କାହାଣୀ- ‘ମୁଁ ସବୁ ଦେଖିଛି, ମୋ ବାପା ହିଁ ମା’କୁ ତଣ୍ଟି ଚିପି ମାରିଛି’

କିଏ ତା’ ମାଆକୁ ମାରିଛି, କେମତି ମାରିଛି ପୋଲିସ ଆଗରେ ଗୋଟି ଗୋଟି କରି ପ୍ରତି ମୂହୁର୍ତ୍ତର ଘଟଣା କହିଛି ଅଢେଇ ବର୍ଷର ଝିଅ। 

Trupti Satpathy meets her husband actor Babusaan at a private hospital in Bhubaneswar
ଅଭିନେତା ବାବୁସାନ୍‌ଙ୍କୁ ଭେଟିଲେ ପତ୍ନୀ ତୃପ୍ତି

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିବା ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ୍‌ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି। 

Last video of ZP member Dharmendra Sahoo goes viral
ଭାଇରାଲ୍‌ ହେଉଛି ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଭିଡିଓ

ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍‌ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ଦେଖିବାକୁ ମିଳିଛି। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଏହି ଭାଇରାଲ୍‌ ଭିଡିଓକୁ ନେଇ ଚର୍ଚ୍ଚା।

BJD Zilla Parishad member found hanging
‘ତା’ର ସବୁବେଳେ ଟଙ୍କା ଦରକାର ହେଉଥିଲା, ମୋ ଝିଅକୁ ଟର୍ଚର କରୁଥିଲା’

କେଉଁ ପରିସ୍ଥିତିରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। 

Massive irregularities in salary payment of teacher surface in Nabarangpur
ମାସ ମାସ ଧରି ସ୍କୁଲ୍‌ ଆସୁ ନାହାନ୍ତି ଦିଦି, ହେଲେ ଘରେ ବସି ପାଉଛନ୍ତି ଦରମା...

ମାସ ମାସ ଧରି ସ୍କୁଲ୍‌ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ। 

In Laws Shun Last Rites Of Woman In Ganjam
ବଞ୍ଚିଥିବା ବେଳେ ପଚାରିଲେନି, ମୃତ୍ୟୁ ପରେ ଶବକୁ କାନ୍ଧ ବି ଦେଲେନି

ବିଷ ପିଇ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକେ। ଶେଷରେ ବାଧ୍ୟ ହୋଇ ବାପା ଘର ଲୋକେ ମୃତ ଝିଅର ଶବ ସତ୍କାର କରିଥିଲେ। 

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।