ଇନ୍ଦୋର : ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା । ନବଜାତ ଶିଶୁର ଗୋଇଠି ଓ ଅଙ୍ଗୁଳି କାଟିଦେଲା ମୂଷା । ପରିବାରର ଅଭିଯୋଗ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତଦନ୍ତ କମିଟି ଗଠନ କରି ଯାଂଚ ଆରମ୍ଭ କରିଛନ୍ତି । ଇନ୍ଦୋରର ମହାରାଜା…
ନୂଆଦିଲ୍ଲୀ : ଦିନକୁ ଦିନ ଦ୍ରୁତ ହାରରେ ବଢ଼ିଚାଲିଛି ତେଲ ଦର । ମହାମାରୀ ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ମୁସ୍କିଲ ବଢ଼ାଇ ଦେଇଛି । ସରକାରୀ ତୈଳ କମ୍ପାନୀଗୁଡିକ ଆଜି ପୁଣି ଥରେ…
ଭୁବନେଶ୍ୱର : ବିବାହ, ଅନ୍ତ୍ୟେଷ୍ଟି ପାଇଁ ଏଣିକି ଇ-ଲାଇସେନ୍ସ ବ୍ୟବସ୍ଥା । ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ପାଇଁ ଜନସାଧାରଣଙ୍କୁ ଏଣିକି ଅନଲାଇନ ମିଳିବ ଅନୁମତି । କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା । କମିଶନରେଟ…
ନୂଆଦିଲ୍ଲୀ : ଚାକିରି ଛାଡ଼ି ଡାଏରୀ ଫାର୍ମ କଲେ ଆଇଆଇଟି ଇଞ୍ଜିନିୟର । ଦେଶରେ କର୍ମନିଯୁକ୍ତିର ଅଭାବ ହେତୁ ଭାରତରୁ ଅନେକ ଯୁବକଯୁବତୀ ଭଲ ଆୟ ଆଶାରେ ବିଦେଶ ଯାଉଛନ୍ତି । ହେଲେ ଏପରି ସମୟରେ କର୍ଣ୍ଣାଟକ ଯୁବକ କିଶୋଇ ଇନ୍ଦୁକୁରୀ…
ତେଲକୋଇ(ଚିନ୍ମୟ କୁମାର ସାହୁ) : ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଶିରିଆବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଆମ୍ବ ବଗିଚାକୁ ଯାଉଥିଲା ବେଳେ ଅଚାନକ୍ ହାତୀ…
ତରବରିଆ ଭାବେ ବିନା ଟିକେଟରେ ଯାତ୍ରା କରୁଥିଲେ ବସନ୍ତ ଟିକେଟ ନଥିବାରୁ ଠେଲି ଦେଲେ ଟିଟିଇ ଜୀବନର ମୂଲ୍ୟ ଠାରୁ କ’ଣ ୫୦୦ ଟଙ୍କା ବଡ଼ ଲକ୍ଷ୍ନୌ : ସଂକ୍ରମଣର ଭୟାବହତା ଭିତରେ ହଜିଯାଉଛି ମାନବିକତା । ପାଞ୍ଚ ଶହ ଟଙ୍କା…
ଚିକାଗୋରେ ବିବାହ କଲେ ଶାହାଜାହାନପୁର ଯୁବକ ଅନଲାଇନରେ ନବବିବାହିତଙ୍କୁ ଆଶୀର୍ବାଦ ଦେଲେ ପରିବାର ଲୋକ ସଂକ୍ରମଣର ଭୟ ଭିତରେ ସୁହୂର ଚିକାଗୋ ସହରରେ ହେଲା ବିବାହ, ଅନଲାଇନରେ ଯୋଡ଼ି ହେଲେ ପରିବାର ଲୋକ । ଉତ୍ତରପ୍ରଦେଶର ଶାହାଜାହାନପୁର ସ୍ଥିତ ରୋସନଗଞ୍ଜ ନିବାସୀ…
କରୋନା ମେଡିସିନ 2DG ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ଉତ୍ସବରେ 2DG ହେଲା ଶୁଭାରମ୍ଭ; ପ୍ରତିରକ୍ଷା ମନ୍ତ୍ରୀ ବି ଉପସ୍ଥିତ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ମେଡିସନ ନୂଆଦିଲ୍ଲୀ : ଦେଶକୁ ମିଳିଲା ଆଉ ଏକ କରୋନା ଔଷଧ…
ନୂଆଦିଲ୍ଲୀ: ଆଜି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ । ଦିନ ୧୨ଟାରୁ ଅପରାହ୍ନ ୩ଟା ଭିତରେ ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା । ପୋରବନ୍ଦର ଓ ମହୁବା ଦେଇ ସନ୍ଧ୍ୟା ୬ଟା ଭିତରେ ଅତିକ୍ରମ କରିବ ଆରବ ସାଗରରେ ସୃଷ୍ଟ ଏହି…
ଆଳି(ବନମାଳୀ ସାହୁ) : ପାଦରୁ ଅଳତା ଛାଡ଼ିନି, ମଥାର ସିନ୍ଦୂର ପୋଛିଦେଲା ମହାମାରୀ । ଚତୁର୍ଥୀ ହୋମର ନିଆଁ ଲିଭିନାହିଁ, ମଶାଣୀରେ ଜଳିଲା ଜୁଇ। କରୋନାରେ ଜୀବନ ହାରିଲେ ନବବିବାହିତ ଯୁବକ । ଅଧାଗଢ଼ା ହୋଇ ରହିଗଲା ସୁନାର ସଂସାର। ହାତରୁ…
ନୂଆଦିଲ୍ଲୀ : ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଦେଶରେ ଇଲେକ୍ଟ୍ରିକ୍ ବାହାନର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଏବେ ଦେଶରେ ଅଳ୍ପ ସଂଖ୍ୟକ ଇଲେକ୍ଟ୍ରିକ୍ କାର ମହଜୁଦ ଥିବା ବେଳେ ବାହାନ ତିଆରି କମ୍ପାନୀ ଗୁଡ଼ିକ…
ଖୋଲିଲା କେଦାରନାଥ ଧାମ । ଶୁଭମୁହୂର୍ତ୍ତରେ କେଦାରନାଥ ମନ୍ଦିରର ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଛି । କରୋନା ପ୍ରୋଟୋକଲ୍ ଅଧୀନରେ ତୀର୍ଥ ପୂଜକଙ୍କ ଉପସ୍ଥିତିରେ ମେଷ ଲଗ୍ନରେ ସକାଳ ପାଞ୍ଚଟା ସମୟରେ କେଦାରନାଥ ଧାମ ଖୋଲିଛି । ତେବେ ଏହି ସମୟରେ…
ଉଜ୍ଜୟନୀ : ଲକଡାଉନରେ ବିବାହ କଲେ ବିବାହ ପ୍ରମାଣପତ୍ର ମିଳିବ ନାହିଁ । ସଂକ୍ରମଣ ବଢ଼ୁଥିବା ବେଳେ ବିବାହ ଉତ୍ସବର ଆୟୋଜନ କରିବା ଅର୍ଥ କରୋନାକୁ ଖୋଲାଖୋଲି ଆମନ୍ତ୍ରଣ କରିବା । ଲକଡାଉନ ସମୟରେ ମଧ୍ୟ କଟକଣା ନମାନି ବିବାହ ଉତ୍ସବର…
ତୀବ୍ର ବେଗରେ ମାଡ଼ି ଆସୁଛି ବାତ୍ୟା । ଆରବ ସାଗରରେ ଉଠିଥିବା ଘୂର୍ଣ୍ଣିଝଡ଼କୁ ନେଇ ଅନେକ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କର୍ଣ୍ଣାଟକରେ ବାତ୍ୟା ପ୍ରଭାବରେ ପ୍ରବଳ ଝଡ଼ବର୍ଷା ଯୋଗୁୁଁ ୪ ଜଣ ପ୍ରାଣ ହରାଇଛନ୍ତି । ସେହିପରି ରାଜ୍ୟର…
କରୋନା ସଙ୍କଟ ମଧ୍ୟରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆରମ୍ଭ ହେବ ଅନଲାଇନ୍ ପାଠପଢ଼ା । ଉତ୍ତରପ୍ରଦେଶରେ ମେ ୨୦ ପର ଠାରୁ ପ୍ରାଥମିକ ଶିକ୍ଷାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ତରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ ।…
ନୂଆଦିଲ୍ଲୀ : ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୪ ପଇସା ଓ ଡିଜେଲ ଲିଟର ପିଛା ୨୭ ପଇସା ବୃଦ୍ଧି କରାଯାଇଛି । ଫଳରେ…
ଆଜି ୩.୧୧ ଲକ୍ଷ ଆକ୍ରାନ୍ତ; ୪,୦୭୭ ମୃତ ଦେଶରେ ଦିନକରେ ୩ ଲକ୍ଷ ୧୧ ହଜାର ୧୭୦ ସଂକ୍ରମିତ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୮୪ ହଜାର ୭୭କୁ ବୃଦ୍ଧି ଦେଶରେ ଦିନକରେ ୪ ହଜାର…
ସମ୍ବଲପୁର : ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପାଇଁ ଥାଳ ଉଠା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁସାରେ ବିଭିନ୍ନ ଶିବାଳୟରେ ପୂଜାର୍ଚ୍ଚନା ପରେ ଥାଳ ଉଠିବା ସହ କନ୍ୟା ମାତା-ପିତା ବି ଚୟନ କରାଯାଇଛି ।…
ଭି.କେ. ପଲ୍ କହିଲେ ଟିକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିଜ୍ଞାନ ସମ୍ମତ ଗ୍ଲୋବାଲ ଟେଣ୍ଡର ଦ୍ୱାରା ଟିକା ଅଭାବ ଦୂର ନେଇ ଆଶାବାଦୀ ରାଜ୍ୟ ସରକାର ନୂଆଦିଲ୍ଲୀ : ଦେଶରେ ଟିକା ଅଭାବ ଯୋଗୁଁ ବ୍ୟବଧାନ ବଢ଼ିନି ବରଂ…
ତାଉ ଦେଖାଇ ମାଡ଼ି ଚାଲିଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ କେରଳରେ ତାଣ୍ଡବ ରଚିଲା ବର୍ଷା, ଗାଁରେ ପଶିଲା ଜୁଆର ୧୮ରେ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ ପୂର୍ବାନୁମାନ ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ବାତ୍ୟା ତାଉତେ । ଅନେକ ରାଜ୍ୟକୁ…