କୋଲକାତା : ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡ଼ିକୁ ଆକ୍ରମଣ । ପଶ୍ଚିମ ମେଦିନିପୁର ପଞ୍ଚଖୁଡ଼ି ନିକଟରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଭି. ମୁରଲୀଧରନଙ୍କ ଗାଡ଼ି କାଚକୁ ବାଡ଼େଇ ଭାଙ୍ଗିବା ସହ ସହକର୍ମୀଙ୍କୁ ଆକ୍ରମଣ…
ନୂଆଦିଲ୍ଲୀ : କରେନା ସଂକ୍ରମିତଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍, ସରକାର ପହଞ୍ଚାଇବେ ସିଲିଣ୍ଡର । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ହୋମ ଆଇସୋଲେସନରେ ରହୁଥିବା ଭାଇରସ୍ ସଂକ୍ରମିତ ଲୋକଙ୍କ ପାଇଁ ସରକାର ଜରୁରୀକାଳୀନ ଅମ୍ଳଜାନ ବିତରଣ କରିବା ପାଇଁ ଏକ ଅମ୍ଳଜାନ…
ପାଟଣା : ‘ମୋର ଚାଲାଣ କାଟିଲେ, ସମସ୍ତଙ୍କର ଚାଲାଣ କଟେଇ ଦେବି । ତୁମ ସମସ୍ତଙ୍କର ଚାକିରି ରହିବନି । ବିହାରରେ ହଙ୍ଗାମା ହେବ । ୧୧ଟାରେ ମୋର ଟ୍ରେନ୍ ଧରିବାର ଅଛି । ବିଗତ ୩ ଘଂଟା ଧରି ଘରୁ…
ଉଭୟ ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇଛନ୍ତି ବିଲ୍ ଗେଟ୍ସଙ୍କର ରହିଛି ପ୍ରାୟ ୧୪୬ ବିଲିୟନ୍ ଡଲାର ସମ୍ପତ୍ତି ସମ୍ପତ୍ତିରୁ କାହା ଭାଗକୁ କେତେ ଆସିବ, ସେନେଇ କଳ୍ପନା ଜଳ୍ପନା ନ୍ୟୁୟର୍କ: ୬୫ ବର୍ଷୀୟ ବିଲ୍ ଗେଟ୍ସ ଓ…
ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଭଦ୍ରକ ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା । ଏ…
କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ପଶ୍ଚିମବଙ୍ଗ ସରକାର ପଦକ୍ଷେପ ନେଇଛନ୍ତି । ଗତକାଲି ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେଉ ନେଉ ପଶ୍ଚିମବଙ୍ଗକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି…
ନୂଆଦିଲ୍ଲୀ : ସପ୍ତାହକୁ ୩ ଦିନ ଛୁଟି, ଚାରି ଦିନ କାମ । ଖାଦ୍ୟ ଅର୍ଡର ଏବଂ ବିତରଣ ପ୍ଲାଟଫର୍ମ ସ୍ୱିଗିର କର୍ମଚାରୀମାନେ ମେ ମାସରେ ସପ୍ତାହରେ ମାତ୍ର ୪ ଦିନ କାମ କରିବେ । ଏ ବିଷୟରେ ଏକ ମେଲ୍…
ରତଲାମ : ଜୀବନଟା ମିଥ୍ୟା ଏଠି ମୃତ୍ୟୁ ଏକା ସତ୍ୟ । କରୋନା ମହାମାରୀର କରାଳ ରୂପ ଭିତରେ ଥଳକୂଳ ପାଉନି ମଣିଷ ସମାଜ । ଦିନକୁ ଦିନ ବଢ଼ିଚାଲିଛି ଅଦୃଶ୍ୟ ଭାଇରସର ତାଣ୍ଡବ । ଟୋକା, ବୁଢ଼ା, ପିଲା କିଛି…
ୱାସିଂଟନ : ସଙ୍କଟ ମଧ୍ୟରେ ଚିନ୍ତାଜନକ ଖବର । ଭାରତରେ ଅଗଷ୍ଟ ସୁଦ୍ଧା କରୋନରେ ସଂକ୍ରମିତ ହୋଇ ୧୦ ଲକ୍ଷ ଲୋକ ପ୍ରାଣ ହରାଇବେ । ଭାରତରେ ଦିନକୁ ଦିନ ଭାରତରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ…
ଅଣ୍ଡରୱାଲ୍ଡ ଜଗତରେ କରୋନା କହର । ଥରହର ହେଉଛନ୍ତି ମାଫିଆ ଓ ଗ୍ୟାଙ୍ଗଷ୍ଟର । ଚାରି ଆଡେ଼ ତାଣ୍ଡବ ରଚାଇ ଥିବା କରୋନା ଏବେ ଜେଲରେ ପଶିଛି । ବିହାରର ପୂର୍ବତନ ସାଂସଦ ତଥା ଡନ ଶାହାବୁଦ୍ଦିନ କରୋନାରେ ସଂକ୍ରମିତ ହୋଇ…
ବେତୁଲ : ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଦର । ନିର୍ବାଚନ ପରେ ଗତକାଲି ପୁଣି ତେଲ ଦରରେ ନିଆଁ ଲାଗିଛି । ଏପରିସ୍ଥଳେ ସାଧାରଣ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ତେବେ ଏଥିରୁ ରକ୍ଷା…
ମାଲୱା : ସଙ୍କଟ ମଧ୍ୟରେ ଜୁଗାଡ଼ କଲେ ଡାକ୍ତର । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଅନେକ ରୋଗୀ ଅକ୍ସିଜେନ ଅଭାବ ପାଇଁ ଜୀବନ ହାରୁଛନ୍ତି । ଏପରିସ୍ଥଳେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ମଧ୍ୟପ୍ରଦେଶର ମାଲୱା ଜିଲ୍ଲାରେ…
ମୁରାଦାବାଦ : ଖାକି ବର୍ଦ୍ଦିର ଦାଦାଗିରି । ମାସ୍କ ଚେକିଂ ଆଳରେ ଅକଥନୀୟ ଅତ୍ୟାଚାର । କରୋନା ମହମାରୀ ଭିତରେ ପୋଲିସ୍ ଭୁଲିଗଲା ମାନବିକତା । ଯୁବକଙ୍କୁ ନିର୍ଧୁମ ମାଡ଼ ମାରିବା ସହ ପୋଷାକ ଫାଡ଼ିଦେଲେ । ତେବେ ଏଥିରୁ ବର୍ତ୍ତି…
ବେଜିଂ : ବାପା ନା ରାକ୍ଷସ । ଗର୍ଲଫ୍ରେଣ୍ଡ ସହ ବୁଲିଯିବା ପାଇଁ କୁନି ଶିଶୁ ପୁତ୍ରକୁ ବିକ୍ରି କରିଦେଲା ସୈତାନ ବାପା । ଆଉ ସେହି ଟଙ୍କାରେ ପୂରା ଦେଶର ଟୁର କରିବାକୁ ବାହାରିଗଲା । ସ୍ତ୍ରୀ ଠାରୁ ଅଲଗା…
ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ କରୋନା ସଞ୍ଜିବନୀର କଳାବଜାରୀ । ଆଇନ୍ ଆଖିରେ ଧୂଳି ଦେଇ ପୋ କଳାବାଜାରୀ ଜାରି ରଖିଥିଲେ ଔଷଧ ଓ ଇଞ୍ଜେକ୍ସନ କଳାବଜାରୀ କରୁଥିବା ଗ୍ୟାଙ୍ଗ । ତେବେ ଚଢ଼ାଉ ସମୟରେ ଦୁଇ ଜଣକୁ ଗିରଫ…
ପୃଥୁଳକାୟ ଶରୀର ରୋମାନ୍ସରେ ବାଧା ସୃଷ୍ଟି କରୁଥିଲା । ବ୍ରିଟେନରେ ଜଣେ ବ୍ୟକ୍ତି ପୃଥୁଳକାୟ ଶରୀର ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ । ଆଉ ଏଥିପାଇଁ ତାଙ୍କର ଯୌନ ଜୀବନ ଓ ରୋମାଣ୍ଟିକ୍ ଜୀବନ ଅସ୍ୱାଭାବିକ ହୋଇପଡ଼ିଥିଲା । ୪୪ ବର୍ଷୀୟ…
ପାଟଣା : ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆସନ୍ତା ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା। ବିହାରରେ କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୧୫ ମେ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି…
ସୁଲତାନପୁର : ନିର୍ବାଚନ ଡ୍ୟୁଟିରୁ ଘରକୁ ଫେରିବା ପରେ ଜୀବନ ନେଇଗଲା ମହାମାରୀ । ତିନି ଦିନ ଧରି ଘରେ ସଂକ୍ରମଣରେ ଛଟପଟ ହେବାପରେ, ପରିବାର ଲୋକେ ତାଙ୍କୁ ପ୍ରୟାଗରାଜ ହସ୍ପିଟାୟଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସାତ ଦିନ…
‘ମୁଁ ବି ଜଣେ ବାପା, ଚାରି ବର୍ଷର କୁନି ଝିଅକୁ କାହା ଭରସାରେ ଛାଡ଼ିବି’ କରୋନା ସହ ଲଢ଼େଇ କରୁଛି ସ୍ତ୍ରୀ ଘରେ ଏକୁଟିଆ କୁନି ଝିଅ ଛୁଟି ନମିଳିବାରୁ ଚାକିରିରୁ ଇସ୍ତଫା ଦେଇଦେଲେ ଡେପୁଟି ଏସପି ଝାନ୍ସି : କୁନି…
ବେଗୁସରାଇ : ବିବାହ ଉତ୍ସବରେ ସାମାଜିକ ଦୂରତ୍ୱ ପାଳନ । କୋଭିଡ ନିୟମକୁ ଦୃଷ୍ଟିରେ ରଖି କନ୍ୟାକୁ ବାଡ଼ି ସାହାଯ୍ୟରେ ବରଣମାଳା ପିନ୍ଧାଇଲେ ବର । ବିହାର ବେଗୁସରାଇରେ ମହାମାରୀ ମଧ୍ୟରେ ହୋଇଥିବା ଏକ ବିବାହରେ ନବଦମ୍ପତ୍ତି ସାମାଜିକ ଦୂରତା ନିୟମକୁ…