କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇପାରେ । ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହେବାର ପୂରା ସମ୍ଭାବନା ରହିଛି । ଶନିବାର ସକାଳେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ…
ନୂଆଦିଲ୍ଲୀ : ଟ୍ୱିଟରକୁ ଘାରିଲା କି କାର୍ଯ୍ୟାନୁଷ୍ଠାନ ଭୟ ? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ଭେରିଫାଏ କରିଛି। ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା…
ନୂଆଦିଲ୍ଲୀ : ହସ୍ପିଟାଲରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଲମ୍ବା ଲାଇନ୍ । କରୋନା ଭାଇରସକୁ ମାତ ଦେବା ସତ୍ତ୍ୱେ କିଛି ରୋଗୀଙ୍କ ଲଢ଼େଇ ଏବେ ବି ସମାପ୍ତ ହୋଇନି । ଭାଇରସକୁ ହରାଇଥିଲେ ସୁଦ୍ଧା ଅନେକ ଲୋକଙ୍କୁ ବିଭିନ୍ନ ସମସ୍ୟାର…
ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଛି । ଯଦ୍ୱାରା ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଛି । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା…
ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସହର ତୁଳନାରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଗତ ମାସରେ ଦେଶରେ ୫୩ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୫୨ ପ୍ରତିଶତ ମୃତ୍ୟୁ ରେକର୍ଡ଼ ହୋଇଥିବା ସେଣ୍ଟର…
ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ପକ୍ଷରୁ ଝଟକା ଦୁଇ ବର୍ଷ ପାଇଁ ଆକାଉଣ୍ଟ୍ ସସପେଣ୍ଡ୍ ଦୁଇ ବର୍ଷ ପାଇଁ ଫେସବୁକ୍ ଚଳାଇ ପାରିବେନି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ଝଟକା ଦେଇ ଶୁକ୍ରବାର ଦିନ ତାଙ୍କ ସୋସିଆଲ ମିଡିଆ…
କରୋନାର ତୃତୀୟ ଲହରୀ ସମ୍ପର୍କରେ ଚେତାବନୀ ଦେଲେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଆବଶ୍ୟକ କରୋନାର ତୃତୀୟ ଲହରୀ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ ତୃତୀୟ ଲହରୀକୁ ଏଡାଇବା ପାଇଁ କେବଳ ଗୋଟିଏ ଉପାୟ ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ…
କୋଲକାତା : ଭ୍ୟାକ୍ସିନେସନ୍ ସାର୍ଟିଫିକେଟରେ ଫଟୋକୁ ନେଇ ବଙ୍ଗ ରାଜନୀତି ସରଗରମ୍ । ଟିକାକରଣ ପ୍ରମାଣପତ୍ରରେ କାହା ଫଟୋ ରହିବ, ସେନେଇ ବୟାନବାଜି ଆରମ୍ଭ । କରୋନା ଟିକାକରଣ ପରେ ମିଳୁଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଠୋକୁ ନେଇ ବିବାଦ ଥମିନଥିବା ବେଳେ…
ଦେଶ ମାରାତ୍ମକ କରୋନା ଭାଇରସର ଦ୍ୱିତୀୟ ଲହରୀ ବିରୋଧରେ ଲଢ଼େଇ ଜାରି ରଖିଛି । ତେବେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି…
ନୂଆଦିଲ୍ଲୀ: ‘ଫର୍ମାଲ୍’ ପୋଷାକ ପିନ୍ଧିବେ ସିବିଆଇ ଅଧିକାରୀ । ଜିନ୍ସ୍, ଟିସାର୍ଟ, ସ୍ପୋର୍ଟସ୍ ସୁ ପିନ୍ଧି ଅଫିସ୍ ଆସିବା ମନା । କେନ୍ଦ୍ରୀୟ ଯାଂଚ ବ୍ୟୁରୋ ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ।…
ବାରାଣାସୀ : ଉତ୍ତର ପ୍ରଦେଶର ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଜାରି ରହିଛି । ଗତକାଲି ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଯୋଗୁଁ ୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ବିଏଚୟୁ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଏହି ରୋଗୀମାନଙ୍କୁ ପୋଷ୍ଟ…
ଭୋପାଳ : କରୋନା ଓ ବ୍ଲାକ୍ ଫଙ୍ଗସ୍ ସଙ୍କଟ କାଳରେ ୩୦୦୦ ଡାକ୍ତର ଏକକାଳୀନ ସାମୁହିକ ଇସ୍ତଫା ଦେଇଛନ୍ତି । ତିନି ଦିନର ଧର୍ମଘଟ ପରେ ଦାବି ପୂରଣ ନହେବାରୁ କାମ କରିବାକୁ ମନା କରିଦେଇଛନ୍ତି ଡାକ୍ତର । ତେବେ ମାମଲା…
ନୂଆଦିଲ୍ଲୀ : କମ୍ୟୁନିଟି ସମର୍ଥନରେ ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମଲିଙ୍ଗୀଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ପ୍ରାଇଡ ମନ୍ଥକୁ ନେଇ ଲାକଙ୍କୁ ଶୁଭକାମନା ଜଣାଇଛନ୍ତି । ସମଲିଙ୍ଗୀକୁ ସମାଜରେ ସମ୍ମାନ ଏବଂ ସମାନ ଅଧିକାର ପାଇବା…
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଲଗାତାର କରୋନା ସଂକ୍ରମଣ ଥମିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାରୁ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ଯୋଗୀ ସରକାର । ଆଜି ଠାରୁ ସାରା ରାଜ୍ୟରେ ସମସ୍ତ ସରକାରୀ ହସ୍ପିଟାଲରେ ଓପିଡି…
ତୈଳ ଦରରେ ଲାଗୁନି ଲଗାମ । ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ପେଟ୍ରୋଲ ପରେ ଏବେ ଡିଜେଲ ଲିଟର ପିଛା ମୂଲ୍ୟ ୧୦୦ ଟପିବ । ପେଟ୍ରୋଲ, ଡିଜେଲ ମୂଲ୍ୟ ଏବେ ସୁଦ୍ଧା…
ନୂଆଦିଲ୍ଲୀ : ପୂରଣ ହେବ କି ଭ୍ୟାକ୍ସିନର ଅଭାବ ? କରୋନା ସଙ୍କଟ ମଧ୍ୟରେ ଆମେରିକାରୁ ଭାରତକୁ ଆସିଲା କଲ୍ । ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନରେ ଫୋନରେ କଥାବାର୍ତ୍ତା ହୋଇଛନ୍ତି ।…
ନେପାଳର ନୂଆ ଭାରିଏଣ୍ଟ୍ ପାଇଁ ଆତଙ୍କରେ ୟୁରୋପ । ନୂଆ ଭାରିଏଣ୍ଟ୍ ସାମ୍ନାରେ ଟିକାକରଣ ପ୍ରଭାବଶୂନ୍ୟ ହୋଇପଡ଼ିଛି । ବିଶ୍ୱର ଅନେକ ଦେଶରେ ତଥା ବିଭିନ୍ନ ଅଞ୍ଚଳରେ କରୋନାର ନୂଆ ନୂଆ ଭାରିଏଣ୍ଟ୍ ଚିହ୍ନଟ ହେଉଛି, ଯାହା ତୀବ୍ର ବଗେରେ ବ୍ୟାପିବା…
ଖଲ୍ଲିକୋଟ୍ (ସିଲୁ ବିଶ୍ୱାଳ) : ସଇତାନ ସାଜିଲା ସ୍ୱାମୀ । ଭରିଲା ପୂରିଲା ପରିବାରରେ ଦୁଃଖର କଳାବାଦଲ । ଶିଳରେ ଛେଚି ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ୱାମୀ । ବାପାମା’ ଛେଉଣ୍ଡ ହୋଇଗଲେ ପୁଅ ଝିଅ…
ନୂଆଦିଲ୍ଲୀ : ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାରିଏଣ୍ଟର ନାମ ‘ଡେଲଟା’ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମେ ୧୨ରେ ଏହି ଭାରିଏଣ୍ଟ (B.1.617 )କୁ ଚିହ୍ନଟ କରାଯାଇଥିଲା । National Centre for Disease Controlର ସୂଚନା…
ମାଦିପୁର : ଦିଲ୍ଲୀର ମାଦିପୁରରରେ ଥିବା ଏକ ଜୋତା କାରଖାନାରେ ଗୁରୁବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଚପଲ ତିଆରି ପାଇଁ ଥିବା କଞ୍ଚାମାଲ ପୋଡ଼ି ଯାଇଛି । ତେବେ ନିଆଁ କିପରି ଲାଗିଛି ତା’ର କିଛି…